ଆଜିର ଖବର

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 25/12: ଏଣିକି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଗାଡ଼ି ଆସିବା ନେଇ ଜାରି ହୋଇଛି କଟକଣା। କମ ବୟସର ସ୍କୁଲ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଗାଡ଼ି ନେଇ…

ନୂଆଦିଲ୍ଲୀ,25/12: ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଟଳ ଭୂତଳ ଯୋଜନାର ଉଦ୍‌ଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀର ବିଜ୍ଞାନ…

ଲାହୋର,25/12 : ଆତଙ୍କବାଦୀଙ୍କୁ ଅର୍ଥଯୋଗାଣ ମାମଲାରେ ହାଫିଜ୍‌ ସଇଦ୍‌ର ଶୁଣାଣୀ ଆସନ୍ତା ଜାନୁୟାରୀ 2 ପର୍ଯ୍ୟନ୍ତ ସ୍ଥଗିତ ରହିଛି । ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ହଫିଜ୍‌…

ନୂଆଦିଲ୍ଲୀ,25/12 : ପଶ୍ଚିମ ଆଫ୍ରିକୀୟ ରାଷ୍ଟ୍ର ବୁର୍କିନା ଫାସୋରେ ସେନା ତରଫରୁ ଏକ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ 80 ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା…

ମୁମ୍ବାଇ, 25/12:  ମହାରାଷ୍ଟ୍ରରେ ଉଦ୍ଧବ ସରକାର  କ୍ରିକେଟର ସଚିନ୍‌ ତେନ୍ଦୁଲକରଙ୍କ ଏକ୍ସ  କ୍ୟାଟେଗୋରୀର ସୁରକ୍ଷା ବ୍ୟବସ୍ଥାକୁ ପ୍ରତ୍ୟାହାର କରିଛନ୍ତି। ଏହାସହିତ ଶିବସେନା ବିଧାୟକ ତଥା ପୁତ୍ର ଆଦିତ୍ୟ…

ମୁମ୍ବାଇ, 25/12: ଅଭିନେତା ଦିଲଜିତ୍‌ ଦୋସାଞ୍ଜ ଓ ମନୋଜ ବାଜପେୟୀ ପାରିବାରିକ କମେଡ଼ି ଭିତ୍ତିକ ଫିଲ୍ମ  ‘ସୁରଜ୍‌ ପେ ମଙ୍ଗଲ୍‌ ଭାରି’ ରେ ନଜର ଆସିବେ। ଅଭିଶେଷ…

ଝାଡଖଣ୍ଡ, 25/12: ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହେମନ୍ତ ସୋରେନ୍‌ 29 ଡିସେମ୍ବରରେ ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ସମାରୋହକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା…

ନୂଆଦିଲ୍ଲୀ, 25/12:  ଯମୁନା ଏକ୍ସପ୍ରେସ୍‌ଓ୍ବେର ଦୁର୍ନୀତି ଯାଞ୍ଚ ସିବିଆଇ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରେ ପୂର୍ବତନ ସିଇଓ ପିସି ଗୁପ୍ତାଙ୍କ ସମେତ ଅନ୍ୟ 20 ଜଣଙ୍କ ମାମଲା…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 25/12: ସାରା ଓଡ଼ିଶାରେ ବେଶ୍‌ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ବଡଦିନ। ପ୍ରଭୁ ଯୀଶୁଙ୍କର ଜନ୍ମଦିନ ଅର୍ଥାତ୍‌ ବଡଦିନ ପାଇଁ…

ସମୀକ୍ଷା ବ୍ୟୁରୋ ମୟୂରଭଞ୍ଜ, 25/12: ମୟୂରଭଞ୍ଜ ବାଙ୍ଗିରୀପୋଷି ଗୋଷାଣିପାଳ ଗାଁରେ ହାତୀ ଆକ୍ରମଣରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଶୈାଚ ପାଇଁ ଯାଇଥିବା ସମୟରେ ହାତୀ…

ନୂଆଦିଲ୍ଲୀ, 25/12: ରାଜଧାନୀ ନୂଆଦିଲ୍ଲୀରେ ତାପମାତ୍ରା ୬ ଡିଗ୍ରୀ ସେଲସିୟସକୁ ଖସିଛି । ବୁଧବାର ପୂର୍ବାହ୍ନ ୬ଟା ଦିଲ୍ଲୀର ତାପମାତ୍ରା ୬ ଡିଗ୍ରୀ ରେକର୍ଡ ହୋଇଛି। କିଛି…

ସମୀକ୍ଷା ବ୍ୟୁରୋ ଭୁବନେଶ୍ବର, 25/12: ଏଥର ଦିଲ୍ଲୀ ସାଧାରଣତନ୍ତ୍ର ଦିବସରେ ପ୍ରଦର୍ଶିତ ହେବ ଓଡ଼ିଶାର ପ୍ରଜ୍ଞାପନ ମେଢ଼।  ନୂଆଦିଲ୍ଲୀରେ ହେବାକୁ ଥିବା ଜାତୀୟ ପରେଡରେ ଏହା ପ୍ରଦର୍ଶିତ…

ସମୀକ୍ଷା ବ୍ୟୁରୋ ରାୟଗଡା, 25/12: ରାୟଗଡ଼ା ଗୁଣପୁର ତିଣ୍ଡିକୋଣା ଛକରେ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗର ମୃତ୍ୟୁ…

ନୂଆଦିଲ୍ଲୀ,25/12: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ 95ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀ ସ୍ମୃତି ସ୍ଥଳରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ…

ନୂଆଦିଲ୍ଲୀ, 25/12: ମୋଦି କ୍ୟାବିନେଟ୍‌ ଭାରତର ଜନଗଣନା 2021ର ପ୍ରକ୍ରିୟା ଆରମ୍ଭ କରିବା ପାଇଁ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟାର (ଏନ୍‌ପିଆର)ର ମଞ୍ଜୁରୀ ଦେଇଛନ୍ତି । ଏହାକୁ ନେଇ…

ନୂଆଦିଲ୍ଲୀ, 25/12: ଜମ୍ମ୍ମ କାଶ୍ମୀରରୁ ଅର୍ଦ୍ଧସୈନିକ ବଳର 72ଟି କମ୍ପାନୀକୁ ସରକାର ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏଥିରେ ସିଆରପିଏଫ୍‌ର 24, ବିଏସ୍‌ଏଫ୍‌, ଆଇଟିବିପି, ସିଆଇଏସ୍‌ଏଫ୍‌…