ଆଜିର ଖବର

ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟସ୍‌ମ୍ୟାନ ଅମ୍ବାତି ରାୟୁଡ଼ୁ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବାକୁ ଘୋଷଣା କରିଛନ୍ତି। ଚଳିତ ବିଶ୍ୱ କପ୍‌ରେ ତାଙ୍କୁ ଚୟନ ନ କରାଯିବାରୁ ସେ…

ବିଜେଡ଼ି ବିଧାୟକମାନଙ୍କୁ ଆଜି ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେଇଛନ୍ତି । କିପରି ଭାବେ ଦଳର ସାଙ୍ଗଠନିକ ସ୍ଥିତି ସୁଦୃଢ କରିବା ନେଇ ଆଲୋଚନା କରିଛନ୍ତି…

ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ନିଯୁକ୍ତ ହେଉଥିବା ବିଚାରପତିଙ୍କୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି ଆହ୍ଲାବାଦ ହାଇକୋର୍ଟ ବିଚାରପତି ରଙ୍ଗନାଥ ପାଣ୍ଡେ। ବିଚାରପତି ନିଯୁକ୍ତିରେ ପରିବାରବାଦ ଓ ଜାତିବାଦ…

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଛତିଶଗଡ ଆଡେ ମୁହାଁଇଛି। ଫଳରେ ଆଗାମୀ ୨ଦିନ ପାଗ ଶୁଖିଲା ରହିବ ବୋଲି ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା…

ଆଜିଠାରୁ ରାଜ୍ୟରେ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ ମାର୍କର ଆଡ଼୍‌ମିଶନ୍‌ ହେବ। ଏହା ଆସନ୍ତା ୬ ତାରିଖ ଯାଏ…

ରଥଯାତ୍ରା ପୂର୍ବରୁ ଲୋକାର୍ପିତ ହୋଇଛି ଶ୍ରୀମନ୍ଦିର ସ୍ବତନ୍ତ୍ର ଓ୍ବେବ ପୋର୍ଟାଲ। shreejagannath.inର ପୋର୍ଟାଲ୍‌କୁ ଉଦ୍‌ଘାଟନ କରିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ। ଏଥିରେ ଜଗନ୍ନାଥ ସଂସ୍କୃତି, ନୀତି,…

ଆଜି ନବୀନ ନିବାସରେ ବିଜେଡି ବିଧାୟକଙ୍କ ବୈଠକ ଅନୁଷ୍ଠିତ ହେବ। ଦଳୀୟ ଆଭ୍ୟନ୍ତରୀଣ ବ୍ୟାପାର ଏବଂ ଆଗାମୀ ଉପ ନିର୍ବାଚନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହେବା ନେଇ…

ଲିବିୟାର ରାଜଧାନୀରେ ଏକ ପ୍ରବାସୀ କେନ୍ଦ୍ରକୁ ଟାର୍ଗେଟ କରି ବିସ୍ଫୋରଣ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଟ୍ରାଇପୋଲିର ତାଜୌରାସ୍ଥିତ ପ୍ରବାସୀ କେନ୍ଦ୍ର ଉପରେ ଆକ୍ରମଣ ହୋଇଛି। ଏହି…

ମହାରାଷ୍ଟ୍ରରେ ମୂଷଳଧାରରେ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ପ୍ରବଳ ବର୍ଷା ରେ ରତ୍ନଗିରି ସ୍ଥିତ ତବରେ ଡ୍ୟାମ  ଭାଙ୍ଗି ଯାଇଛି। ଏହି ଡ୍ୟାମସ୍ଥିତ ତଳୁଆ ଅଞ୍ଚଳର…

ସମୀକ୍ଷା ବ୍ୟୁରୋ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବିଶ୍ବପ୍ରସିଦ୍ଧ। ସାରା ଦୁନିଆରେ ଏହାକୁ ନେଇ ବେଶ୍‌ ଆଶ୍ଚର୍ଯ୍ୟ ଓ ଆଗ୍ରହ ମଧ୍ୟ। ରଥଯାତ୍ରାର ପବିତ୍ର ଦିବସ ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା…

ସମୀକ୍ଷା ବ୍ୟୁରୋ ଧିରେଧିରେ ଦୁର୍ବଳ ହେବାରେ ଲାଗିଛି ଉତ୍ତର ପଶ୍ଚିମ ବଙ୍ଗୋପାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ। ଫଳରେ ଆସନ୍ତାକାଲିଠାରୁ ବର୍ଷା କମିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ…

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୧୨ଟି ରାଜ୍ୟରେ ପାଖାପାଖି ୫୦ଟି ସ୍ଥାନରେ ଚଢଉ କରିଛି। ସିବିଆଇ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ ବ୍ୟାଙ୍କ ଠକେଇ ମାମଲାରେ…

ଆର୍ଥିକସ୍ତରରେ ଦୁର୍ବଳ ଥିବା ସର୍ବଣ୍ଣଙ୍କୁ ସରକାରୀ ଚାକିରିରେ ୧୦ ପ୍ରତିଶତର ସଂରକ୍ଷଣ ଦେବା ନେଇ ମମତା ସରକାର ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ସମୀକ୍ଷା ବ୍ୟୁରୋ ଗତକାଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ମୋଦୀ ଦ୍ବିତୀୟ…

ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣିତି ଚୋପ୍ରାଙ୍କ ଫିଲ୍ମ “ଜବରିୟା ଜୋଡି”ର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ଜରିଆରେ ପୁଣି ଥରେ ସିଦ୍ଧାର୍ଥ ଏବଂ ପରିଣିତିଙ୍କ…

ଯୋଗୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।  ଉତ୍ତରପ୍ରଦେଶର ଯୋଗୀ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ ନ କରି…

ମଧ୍ୟପ୍ରଦେଶର ଇନ୍ଦୋର ନଗର ନିଗମର ଅଧିକାରୀଙ୍କୁ ସର୍ବସମ୍ମୁଖରେ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ମାମଲାରେ ଆକାଶ ବିଜୟବର୍ଗୀୟଙ୍କ ମୁସ୍କିଲ୍‌ ଆହୁରି ବଢିଯାଇଛି । ଏହି ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ନୟାଗଡ଼ର ନିହଲପ୍ରସାଦ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଖେଳୁଥିବା ବେଳେ କୂଅରେ ପଡ଼ି ଗୋଟିଏ ପରିବାର ଦୁଇ ଶିଶୁଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ,…

ସାରା ବିଶ୍ବରେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତିର ପ୍ରଚାର ଓ ପ୍ରସାର କରୁଥିବା ଅନ୍ତର୍ରାଷ୍ଟ୍ରୀୟ ସଂସ୍ଥା ଇସ୍କନ୍‌ ତରଫରୁ ପଶ୍ଚିମବଙ୍ଗର ଟିଏମସି ସାଂସଦ ନୁସରତ୍‌ ଜହାଁଙ୍କୁ ରଥଯାତ୍ରାରେ ମୁଖ୍ୟ…