ଆଜିର ଖବର
ବାଲେଶ୍ବରର ରେମୁଣା ଥାନା ଅନ୍ତର୍ଗତ ଉଡମ୍ବର ହାଇସ୍କୁଲର ତିନି ଜଣ ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରାଯାଇଛି । ଦୀର୍ଘ 24 ଘଣ୍ଟା ଧରି ନିଖୋଜ ରହିଥିବା ଏହି…
ଦୁଇଦିନ ପୂର୍ବରୁ ବିଫଳ ହୋଇଥିବା ଭାରତର ଚନ୍ଦ୍ର ଅଭିଯାନ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ଇସ୍ରୋର ଚେୟାରମ୍ୟାନ୍ କେ ଶିବନ୍ । ଚନ୍ଦ୍ରରେ ଲ୍ୟାଣ୍ଡର ବିକ୍ରମ…
ଚେନ୍ନାଇରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବିମାନ ଭୁବନେଶ୍ବର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ସ୍ପାଇସ୍ ଜେଟ୍ର ୬୨୩ ବିମାନଟି ଦିନ ୧୧.୧୫ ମିନିଟ୍ ସମୟରେ…
ସମୀକ୍ଷା ବ୍ୟୁରୋ ବାଣପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଚିତ୍ରାଙ୍କନ, ଓଡିଆ ହସ୍ତାକ୍ଷର ଓ ଭାଷାଜ୍ଞାନ ପ୍ରତିଯୋଗିତା ଆଜି ୮ ତାରିଖରେ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ -ଆମ…
ଉତ୍ତର ପ୍ରଦେଶର ମୂଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଧାରା ୩୭୦ ଉଚ୍ଛେଦକୁ ନେଇ ନିଜର ମତ ପ୍ରକାଶ କରିଛନ୍ତି। ଧାରା ୩୭୦ ଉଚ୍ଛେଦ କାରଣରୁ କାଶ୍ମୀରରେ ଆତଙ୍କବାଦୀ ଅନୁପ୍ରବେଶ…
ନୂତନ ଟ୍ରାଫିକ୍ ନିୟମରେ ପ୍ରଥମ ଥର ପାଇଁ ଜରିମାନା ଭରିଛନ୍ତି ଭୁବନେଶ୍ବର ବିଧାୟକ । ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଥମ ବିଧାୟକ ଭାବରେ ୫୦୦ ଟଙ୍କା…
ୟୁରୋ କପ୍ 2020ର ଯୋଗ୍ୟତା ପର୍ଯ୍ୟାୟ ମୁକାବିଲାରେ ସର୍ବିଆକୁ 4-2 ଗୋଲ୍ରେ ପରାସ୍ତ କରିଛି ପର୍ତ୍ତୁଗାଲ । ପର୍ତ୍ତୁଗାଲ ପକ୍ଷରୁ ଓ୍ବିଲିୟମ୍ କାର୍ଭାଲୋ, ଗୋନ୍କାଲୋ ଗୁଏଡେସ୍, କ୍ରିଷ୍ଟିଆନୋ…
ଟ୍ରାଫିକ ଜରିମାନା ଆଦାୟକୁ ନେଇ ନିଜର ମତାମତ ଦେଇଛନ୍ତି କେନ୍ଦ୍ରୀୟ ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଲୋକଙ୍କ ପାଇଁ ଧନଠାରୁ ଜୀବନ ବେଶୀ ଗୁରୁତ୍ବପୂର୍ଣ୍ଣ…
ବ୍ରାହ୍ମଣୀ ନଦୀ ଡଙ୍ଗାବୁଡି 4 ଜଣ ନିଖୋଜ ହେବା ଘଟଣାରେ ପ୍ରଶାସନକୁ ଦାୟୀ କରିଛନ୍ତି ପୂର୍ବତନ ସାଂସଦ ରୁଦ୍ର ପାଣି । ପୂର୍ବରୁ ଏହି ସ୍ଥାନରେ ଡଙ୍ଗା…
ଶନିବାର ଅନୁଷ୍ଠିତ ୟୁଏସ୍ ଓପନ୍ ମହିଳା ଫାଇନାଲରେ ବିଜୟୀ ହୋଇ ଟାଇଟଲ୍ ହାସଲ କରିଛନ୍ତି ବିଆନ୍ସା ଆଣ୍ଡ୍ରିସ୍ । 24 ତମ ଗ୍ରାଣ୍ଡ ସ୍ଲାମ ମୁକାବିଲା ଲକ୍ଷ୍ୟରେ…
କେନ୍ଦୁଝରର ଘଟଗାଁରେ ଏକ ନିର୍ମମ ହତ୍ୟାକାଣ୍ଡ ଘଟିଛି । ଶୋଇଥିବା ଅବସ୍ଥାରେ ଦମ୍ପତ୍ତିଙ୍କୁ ହତ୍ୟା କରାଯାଇଛି । ଘଟଗାଁର ଗୋଧିପଡାରେ ଏହି ଘଟଣା ଘଟିଛି । ଧାରୁଆ…
ବ୍ରହ୍ମପୁରରୁ ଚୋରି କରିଥିବା ଅଭିଯୋଗରେ ଜଣେ ଯୁବକକୁ ଉତ୍ୟକ୍ତ ଗ୍ରାମବାସୀ ପିଟି ପିଟି ଲଣ୍ଡା କରିଛନ୍ତି । ଏକ ମନ୍ଦିରରୁ ପାର୍ବତୀ ମୂର୍ତ୍ତି ଚୋରି କରିଥିବା ଅଭିଯୋଗରେ…
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକା ସହିତ ଶାନ୍ତି ଆଲୋଚନା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରମ୍ବାର ବିସ୍ଫୋରଣ କରୁଥିବାରୁ ତାଲିବାନ ସହ ଶାନ୍ତି…
ଭାରତର ପ୍ରଖ୍ୟାତ ଓକିଲ ତଥା ପୂର୍ବତ୍ତନ ମନ୍ତ୍ରୀ ରାମ ଜେଠାମାଳିନୀଙ୍କର ଆଜି ସକାଳେ ଦେହାନ୍ତ ହୋଇଯାଇଛି। ନୂଆଦିଲ୍ଲୀସ୍ଥିତ ବାସଭବନରେ ଆଜି ସକାଳ 7ଟା 45ରେ ସେ ଶେଷ…
ଏଣିକି ସମସ୍ତ ପୋଲିସ୍ ଗାଡିର ଡକ୍ୟୁମେଣ୍ଟ ଓ୍ବେବ୍ସାଇଟ୍ରେ ଉପଲବ୍ଧ ହେବ । ଗତକାଲି ରାଜମହଲରେ ପୋଲିସ୍ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ପରେ ସରକାର ଏହି…
ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରୁ ଜଳସ୍ତର ବଢିବାରେ ଲାଗିଛି । ବୈତରଣୀ ନଦୀର ଜଳସ୍ତର ବଢି ଏହା ବିପଦ ସଙ୍କେତ ଉପରେ ପ୍ରବାହିତ…
ବାଲେଶ୍ବରରେ ତିନି ଜଣ ସ୍କୁଲ ଛାତ୍ର ନିଖୋଜ ହୋଇଛନ୍ତି । ବାଲେଶ୍ବରର ରେମୁଣା ଥାନା ଅନ୍ତର୍ଗତ ଉଡମ୍ବର ହାଇସ୍କୁଲର ଏହି ତିନି ଜଣ ଛାତ୍ର ଆସନ୍ତା କାଲି…

