ଆଜିର ଖବର

ବୁଧବାର ତାମିଲନାଡୁରେ ଶାସକ ଦଳ ଏଆଇଡିଏମ୍‌କେର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ଅନୁଷ୍ଠିତ ହେବାର କିଛି ମିନିଟ୍‌ ପୂର୍ବରୁ ଡିଏମ୍‌କେ ଦଳରୁ ବିତାଡିତ ବିଧାୟକ…

ୟୁପିଏ ମୁଖ୍ୟ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ମହାସଚିବ ତଥା ସୋନିଆଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରାଏବରେଲୀ ଗସ୍ତ କରିଛନ୍ତି। ନିର୍ବାଚନ ପରେ ଏହା ସୋନିଆ…

ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ତଥା ପଳାତକ ନିରବ ମୋଦିଙ୍କୁ ଆଜି ଲଣ୍ଡନ ହାଇକୋର୍ଟରୁ ଝଟ୍‌କା ଲାଗିଛି। ଅଦାଲତ ନିରବ ମୋଦିଙ୍କ ଜାମିନ୍‌କୁ ଅଗ୍ରାହ୍ୟ…

ବୁଧବାର କଂଗ୍ରେସର ଏକ କୋର୍‌ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅଧ୍ୟକ୍ଷତା କରିବାକୁ ରାଜି ନଥିବାରୁ ବରିଷ୍ଠ ନେତା ଏ କେ…

ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି। ବେଙ୍ଗାଲୁରୁର ସାମ୍ବାଦିକ ସମ୍ମଳିନୀରେ ଚନ୍ଦ୍ରାୟନ-୨ ଜୁଲାଇ ୧୫ ତାରିଖ ରାତି ୨ଟା ୫୧ ମିନିଟ୍‌ରେ…

ଗଲିବୟରେ ନଜର ଆସିଥିବା ଅଭିନେତା ବିଜୟ ବର୍ମା ମୀରା ନାୟାରଙ୍କ ଅନ୍ତର୍ଜାତୀୟ ପ୍ରୋଜେକ୍ଟରେ ନଜର ଆସିବାକୁ ଯାଉଛନ୍ତି। ବିକ୍ରମ ସେଠ୍‌ଙ୍କ ଉପନ୍ୟାସ ଏ ସୁଇଟେବଲ୍‌ ବୟକୁ ପରଦାରେ…

ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନକୁ ଆଉ ଏକ ସଫଳତା ମିଳିଛି। ବାଲେଶ୍ୱର ଆଇଟିଆର ଚାରି ନମ୍ବର ଲଞ୍ଚପ୍ୟାଡ଼ରୁ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ ହୋଇଛି। ବାଲେଶ୍ୱର ଆଇଟିଆର ଚାରି…

ଓ୍ବାଇ ଏସ୍‌ ଜଗନ ମୋହନ ରେଡ୍ଡୀ ବିଭାଜିତ ଆନ୍ଧ୍ରପ୍ରଦେଶର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ନିଜର ପ୍ରଥମ ବିଧାନସଭା ଅଧିବେଶନ ଚଳାଇଛନ୍ତି। କାମଚଳା ବାଚସ୍ପତି ସମ୍ବାଙ୍ଗୀ ଅପ୍ପାଲା ନାଇଡୁ ୧୧.୦୫ରେ…

ସନ୍ଦେହରେ ତାମିଲନାଡୁର କୋଏମ୍ବାଟୋରର ୭ଟି ସ୍ଥାନରେ ଚଢାଉ କରାଯାଇଛି। ଶ୍ରୀଲଙ୍କାରେ ଘଟିଥିବା ଇଷ୍ଟର ବୋମା ବିସ୍ଫୋରଣ ସହିତ ଏହି ଚଢାଉର ସମ୍ପର୍କ ରହିଥିବା ଜଣାପଡିଛି। ବୁଧବାର ଜାତୀୟ…

ମିଚେଲ୍‌ ମାର୍ଶଙ୍କୁ ମାର୍କସ୍‌ ଷ୍ଟୋଇନିସ୍‌ଙ୍କ ବଦଳ ଖେଳାଳି ଭାବରେ ଦଳରେ ସାମିଲ୍‌ କରାଯାଇଛି । ହାର୍ମଷ୍ଟ୍ରିଙ୍ଗ ଆଘାତ ଯୋଗୁଁ 29 ବର୍ଷୀୟ ଷ୍ଟୋଇନିସ୍‌ଙ୍କୁ ଅଷ୍ଟ୍ରେଲିଆର ଆସନ୍ତା ମୁକାବିଲାରୁ…

ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌ ପୁଣି ଥରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଆଜମ ଖାନ୍‌ ରାଷ୍ଟ୍ରପିତା…

ଜୁନ୍‌ ୧୨, ୨୦୧୯ରେ ଭାରତୀୟ ବଜାରରେ ପ୍ରବେଶ କରିଛି ଡୁକାଟି ହାଇପରମୋଟାର୍ଡ ୯୫୦। ଭାରତୀୟ ବଜାରରେ ପୂର୍ବରୁ ଚାଲୁଥିବା ହାଇପରମୋଟାର୍ଡ ୯୩୯ର ଏହା ଉନ୍ନତ ବୋଲି କମ୍ପାନୀ…

ଲୋକସଭାର ଉପ-ବାଚସ୍ପତି ପାଦ ପାଇଁ ଏବେବି ଚାଲିଛି ସଂଶୟ। ଏହି ପଦବୀ ପାଇଁ ବିଜେଡ଼ିର ଭର୍ତ୍ତୁହରି ମହତାବଙ୍କ ନାମ ଶୁଣିବାକୁ ମିଳୁଥିବାବେଳେ ଏହି କ୍ରମରେ ସାମିଲ୍‌ ହୋଇଛନ୍ତି…

ଭାରତୀୟ କ୍ରିକେଟ କିମ୍ବଦନ୍ତୀ ସଚିନ୍‌ ତେନ୍ଦୁଲକର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । କ୍ରିକେଟର ପ୍ରଚାର ପ୍ରସାର କରିଥିବାରୁ ଟ୍ବିଟ୍ଟର ଜରିଆରେ ଧନ୍ୟବାଦ ଜଣାଇଛନ୍ତି ସଚିନ୍‌…

ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ବାୟୁ’ ଜୁନ୍‌ ୧୩ ତାରିଖ ସକାଳେ ପୋରବନ୍ଦର – ମହୁବା ଦେଇ ଅତିକ୍ରମ କରିବ । ଏହି ବାୟୁର ପବନର ବେଗ ଘଣ୍ଟା ପ୍ରତି…

ମୋଦି ସରକାରଙ୍କ ଦ୍ବିତୀୟ ସରକାରରେ ମନ୍ତ୍ରିପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ସରକାରଙ୍କ ଲଘୁ ଏବଂ ଦୀର୍ଘକାଳୀନ…

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏକମାତ୍ର ଭାରତୀୟ ତଥା କ୍ରିକେଟର ଭାବରେ ଫୋବର୍ସର ସର୍ବାଧିକ ଆୟକାରୀ କ୍ରିକେଟର ଭାବରେ ଏହି ତାଲିକାରେ ସ୍ଥାନ ପାଇଛନ୍ତି।…

ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରର ଆତଙ୍କ ଦେଖା ଦେଇଛି। ଏହି ରୋଗରେ ବିଗତ ୪୮ ଘଣ୍ଟା ମଧ୍ୟରେ ୩୬ ଜର ଶିଶୁଙ୍କର ମୃତ୍ୟୁ ଘଟିଛି। ଏହି ସମୟରେ…

ମଙ୍ଗଳବାର ସନ୍ଧ୍ୟାରେ ସୁରକ୍ଷା ବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ସଙ୍ଗଠିତ ହୋଇଥିଲା। ସୋପୋରରେ ଘଟିଥିବା ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଜମ୍ମୁ…

ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରଧାନ ସଚିବ ପ୍ରମୋଦ କୁମାର ମିଶ୍ରଙ୍କ କାର୍ଯ୍ୟକାଳକୁ ଆଜି ସରକାର ଅନିର୍ଦ୍ଧିଷ୍ଠ କାଳ ପାଇଁ ବୃଦ୍ଧି କରିଛନ୍ତି। ଏଥିସହିତ ତାଙ୍କୁ କ୍ୟାବିନେଟ ପ୍ୟାହା ମଧ୍ୟ…