ଆଜିର ଖବର

ଚଳିତ ସଂସଦର ପ୍ରଥମ ବଜେଟ୍‌ ଆସନ୍ତା ଜୁଲାଇ ୫ରେ ଉପସ୍ଥାପନ କରିବାକୁ ଯାଉଛନ୍ତି ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ରଥମଥର ପାଇଁ ସ୍ବାଧୀନ ମହିଳା ଅର୍ଥନୀତି…

ବିଶ୍ବର ପ୍ରଥମ ଖେଳାଳି ଭାବରେ ଏକ ବିଶ୍ବ ରେକର୍ଡ କରିଛନ୍ତି ରୋଜର ଫେଡେରର । ପ୍ରଥମ ଖେଳାଳି ଭାବରେ 400 ଗ୍ରାଣ୍ଡସ୍ଲାମ୍‌ ମ୍ୟାଚ୍‌ ଖେଳିବାର ରେକର୍ଡ ହାସଲ…

ହାଇଦ୍ରାବାଦ ସାଂସଦ ଅସଦ୍ଦୁଦ୍ଦିନ ଓଓ୍ବେସୀ ରମ୍‌ଜାନର ଭିଡ ଟ୍ରାଫିକ୍‌ର ପରିଚାଳନା ଦାୟିତ୍ବ ନିର୍ବାହ କରିଛନ୍ତି। ଟ୍ରାଫିକ୍‌ ପରିଚାଳନା କରିବା ଏବଂ ଟ୍ରାଫିକ୍‌ ଖାଲି ହେବା ପରେ ଓଓ୍ବେସୀ…

ପୂର୍ବତନ ଭାରତୀୟ ରାଷ୍ଟ୍ରପତି ପ୍ରତିଭା ଦେବୀ ସିଂ ପାଟିଲଙ୍କୁ ମେକ୍ସିକୋ ସରକାର ଏହାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଅର୍ଡେନ୍‌ ମେକ୍ସିକାନ୍‌ ଡେଲ୍‌ ଅଗୁଲିଆ ଆଜ୍‌ଟେକା’ରେ ସମ୍ମାନରେ ସମ୍ମାନିତ…

କର୍ଣ୍ଣାଟକର ରାଜ୍ୟ ବିଜେପି ଅଧ୍ୟକ୍ଷ ବି.ଏସ. ୟେଦୁରପ୍ପାଙ୍କୁ ବିଜେପି କଡା ନିର୍ଦ୍ଦେଶ ଦେଇଛନ୍ତି । କର୍ଣ୍ଣାଟକରେ ସେ ବାରମ୍ବାର ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚେଷ୍ଟା କରୁଛନ୍ତି। ତେଣୁ…

ପାକିସ୍ତାନର ଏକ କୋର୍ଟ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ତିନି ଜୈସ୍‌ ଏ ମହମ୍ମଦ ଆତଙ୍କବାଦୀଙ୍କୁ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛି । ମାସୁଦ୍‌ ଆଝାର…

ଆସନ୍ତା ୨୦୧୯-୨୦ ଶିକ୍ଷା ବର୍ଷରେ ଯୁକ୍ତ ଦୁଇ କଲେଜରେ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ଜୁନ୍‌ ୬ ତାରିଖରୁ ଏହି ନାମଲେଖା ପ୍ରକ୍ରିୟା…

ନିକଟରେ ବିଜେପି ସରକାରରେ କେନ୍ଦ୍ରମନ୍ତ୍ରୀ ପାହ୍ୟା ହାସଲ କରିଥିବା ଦେବଶ୍ରୀ ଚୌଧୁରୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି । କେନ୍ଦ୍ରୀୟ ପ୍ରକଳ୍ପ ଗୁଡିକର ଫାଇଦା…

ବିଭିନ୍ନ ଆତଙ୍କୀ ସଙ୍ଗଠନରେ ଯୋଗ ଦେଇଥିବା ୫କାଶ୍ମୀର ଯୁବକ ଆତ୍ମ ସମର୍ପଣ କରିଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ୍‌ ପକ୍ଷରୁ ଆତ୍ମସମର୍ପଣକାରୀଙ୍କ ନାମ ଗୋପନ ରଖାଯାଇଛି। ଆତ୍ମସମର୍ପଣ ପରେ…

ବରିଷ୍ଠ ବିଜେଡି ନେତା ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଧାନସଭାର ୨୨ତମ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମ ପ୍ରସ୍ତାବ କରିଥିଲେ।…

ଶନିବାର ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ ଦଳର ସମସ୍ତ ଲୋକସଭା ଏବଂ ରାଜ୍ୟସଭା ସଦସ୍ୟଙ୍କ…

ଚଳିତ ବିଶ୍ବକପ୍‌ର ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ କରିବ ଗୁଲ୍‌ବଦିନ୍‌ ନାଇବ୍‌ଙ୍କ ଆଫଗାନିସ୍ତାନ। ଡିଫେଣ୍ଡିଂ ଚାମ୍ପିୟନ୍‌ ଅଷ୍ଟ୍ରେଲିଆ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ ଶେଷ ସ୍ଥାନରେ ରହିଥିବା ଆଫଗାନିସ୍ତାନ।…

ଭାରତ ସହିତ ରହିଥିବା ବାଣିଜ୍ୟ ଅଗ୍ରାଧିକାର ଚୁକ୍ତି ଶେଷ କରିବ ଆମେରିକା। ଜୁନ୍‌ 5ରେ ଏହି ଚୁକ୍ତିର ସମୟସୀମା ଶେଷ ହୋଇଥିବା ବେଳେ ଏହି ଚୁକ୍ତିକୁ ଶେଷ…

ଗଙ୍ଗା ନଦୀକୁ ବାରମ୍ବାର ପ୍ରଦୂଷିତ କରୁଥିବାରୁ ତିନୋଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ବିହାର, ଝାଡ଼ଖଣ୍ଡ ଏବଂ…

ଆମେରିକାର ଭର୍ଜିନିଆ ବିଚ୍‌ର ଏକ ମୁନିସିପାଲିଟି କାର୍ଯ୍ୟାଳୟରେ ଗୁଳିମାଡରେ ୧୨ ଜଣ ନିହତ ହୋଇଛନ୍ତି। ଜଣେ କର୍ମଚାରୀ ଆଖିବୁଜା ଗୁଳିମାଡ଼ କରି ନିଜର ୧୨ ଜଣ ସହକର୍ମୀଙ୍କୁ…

ବିଧାନସଭା ବାଚସ୍ପତି ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଚସ୍ପତି ନିର୍ବାଚନ ପାଇଁ ବିଧାସଭା ସଚିବ ଏକ ନୋଟିସ ଜାରି କରିଛନ୍ତି। ଶନିବାର ଦିନ ୧୧ଟା ବେଳେ…

ଆଜି ମୋଦି କ୍ୟାବିନେଟ୍‌ର ପ୍ରଥମ ବୈଠକ ଅନୁଷ୍ଠିତ ହେଉଛି। ଗତକାଲି ମୋଦି ଦ୍ବିତୀୟଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ଆଜି କ୍ୟାବିନେଟ୍‌ ବୈଠକ କରାଯାଇଛି।…