ଆଜିର ଖବର

ଉତ୍ତରପ୍ରଦେଶର ମୈନପୁରୀ ଜିଲ୍ଲାର ଆଗ୍ରା-ଲକ୍ଷ୍ନୌ ଏକ୍ସପ୍ରେସୱେରେ ରବିବାର ଦିନ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଲ୍ଲୀରୁ ବାରାଣସୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ ଏକ…

ରବିବାର ଦିନ ଶ୍ରୀଲଙ୍କାର ସିରିଏଲ୍‌ ବ୍ଲାଷ୍ଟରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗତକାଲି ଇଷ୍ଟର ଅବସରରେ କଲମ୍ବୋର ଚାରୋଟି ଚର୍ଚ୍ଚ…

ଭୋପାଳ ଲୋକସଭା ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ସାଧ୍ବୀ ପ୍ରଜ୍ଞାଙ୍କୁ ଶହୀଦ ହେମନ୍ତ କରକରେଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ଉପରେ ଇସି ନୋଟିସ ଜାରି କରିଛନ୍ତି।…

କଂଗ୍ରେସର ବରିଷ୍ଠ ନେତା ତଥା କେରଳର କୋଲାମର ସାଂସଦ ଏସ.କ୍ରିଷ୍ଣା କୁମାର ଶନିବାର ଦିନ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ ଫିଲ୍ମର ରିଲିଜ୍ ଉପରେ ରୋକ୍ ଲଗାଇବା ପରେ ଏବେ ନିର୍ବାଚନ ଆୟୋଗ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଓ୍ଵେବ୍ ସିରିଜ…

କେନ୍ଦ୍ରାପଡା ଜିଲ୍ଲାର ବରିଷ୍ଠ ବିଜେଡି ନେତା ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ ହୋଇଯାଇଛି। ବେଦ ପ୍ରକାଶଙ୍କ  ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ବିଜେଡ଼ିର…

ବହୁଚର୍ଚ୍ଚିତ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡରେ ସୁଶେନ ମୋହନ ଗୁପ୍ତାଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି କୋର୍ଟ। ୩୬୦୦ କୋଟି ଦୁର୍ନୀତି ମାମଲାରେ ଗିରଫ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ଆକ୍ରମଣ କରିଛନ୍ତି। ମୋଦିଙ୍କୁ ନିର୍ବାଚନ ହାରିବାର ଭୟ (ହାରାତଙ୍କ) ରହିଛି ବୋଲି କହିଛନ୍ତି ମମତା। ଏହା ସହିତ ଦେଶ ବଞ୍ଚାଇବାକୁ…

ଅମେଠି ଲୋକସଭା ଆସନରୁ ନିର୍ବାଚନ ଲଢୁଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀଙ୍କ ନାଗରିକତ୍ୱ ଏବଂ ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର…

ରାଜ୍ୟରେ ତୃତୀୟ ପର୍ଯ୍ୟାୟ ପାଇଁ ଆଉ ଦିନ କେଇଟା ବାକି ରହିଛି। ଏବେ ସବୁ ଦଳଙ୍କ ତୁଫାନୀ ପ୍ରଚାର ଚାଲିଛି। ଏହିକ୍ରମରେ ବିଜେପି ଖୁବ୍‌ ଆଗରେ ରହିଛି।…

ଭୋପାଳରୁ ବିଜେପି ଟିକଟରେ ପ୍ରତଦ୍ବନ୍ଦିତା କରୁଥିବା ସାଧ୍ବୀ ପ୍ରଜ୍ଞା ସିଂ ଠାକୁର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରଥମେ ଶହିଦ ହେମନ୍ତ କାର୍କାରେଙ୍କୁ ନେଇ ବିବାଦୀୟ…

ଆବୁଧାବିରୁ ୨୦୧୬ରେ ଧରାପଡିଥିବା ଆଇଏସ୍‌ ଲିଙ୍କରେ ଏନ୍‌ଆଇଏ ପକ୍ଷରୁ ଆଜି ହାଇଦ୍ରାବଦରେ ଚାରି ଯୁବକଙ୍କୁ ଗିରଫ କରାଯାଇଛି। ଅଗଷ୍ଟ ୨୦୧୮ରେ ଜାତୀୟ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗିରଫ…

କଏଦୀଙ୍କ ପିଠିରେ ଓଁ ଖୋଦା ଯାଇଥିବା ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। ଜେଲ୍‌ ଅଧିକାରୀ ଏବଂ ଡିଜିପିଙ୍କୁ ଏହି ମାମଲାରେ ଉତ୍ତର ରଖିବା ପାଇଁ…

ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ କେଏଲ୍‌ ରାହୁଲଙ୍କୁ କଫି ଓ୍ବିଥ୍‌ କରନ୍‌ ମାମଲାରେ ୨୦ ଲକ୍ଷ ଟଙ୍କାର ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। କଫି ଓ୍ବିଥ୍‌…

ବଲିଉଡ୍‌ ଅଭିନେତ୍ରୀ ମମତା କୁଲକର୍ଣ୍ଣୀଙ୍କ ଆଜି ୪୭ତମ ଜନ୍ମଦିବସ। ୧୯୭୨ ମସିହା ଏପ୍ରିଲ୍‌ ୨୦ ତାରିଖରେ ମୁମ୍ବାଇର ଏକ ମରାଠୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ମମତା।  ୧୯୯୨…

ପଶ୍ଚିମବଙ୍ଗରେ ଏକ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡା ସମାଲୋଚନା କରିଛନ୍ତି ମୋଦି। ମୋଦି କହିଛନ୍ତି ରାଜ୍ୟରେ ଦୁଇଟି ପର୍ଯ୍ୟାୟର ନିର୍ବାଚନ ପରେ…

୨୦୧୯ ସାଧାରଣ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡ଼ିସାରିଛନ୍ତି। ଇତିମଧ୍ୟରେ ଦେଶରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇସାରିଲାଣି ଏହା ମଧ୍ୟରେ ଆପ ଓ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆକ୍ରମଣ କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀ। ନିଜ ପିତା ଏଚ୍‌ଡି ଦେବେଗୌଡା ମୋଦିଙ୍କ ଠାରୁ ଭଲ ପ୍ରଧାନମନ୍ତ୍ରୀ ଥିଲେ ବୋଲି…

ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି ପ୍ରିୟଙ୍କା ଗାନ୍ଧୀ। ପୂର୍ବ ଉତ୍ତର ପ୍ରଦେଶରେ ଦଳର ସାଧାରଣ ସମ୍ପାଦକ ରହିଥିବା ପ୍ରିୟଙ୍କା ମୋଦିଙ୍କୁ…

ନିଜ ନାମରେ ରହିଥିବା ଯୌନ ନିର୍ଯାତନା ମାମଲାକୁ ଖଣ୍ଡନ କରିଛନ୍ତି ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ। ଅକ୍ଟୋବର ୨୦୧୬ରୁ ୨୦୧୮ ପର୍ଯ୍ୟନ୍ତ ଗୋଗୋଇଙ୍କ କୋର୍ଟରେ ସହକାରୀ…