ଆଜିର ଖବର

ପ୍ରଥମ ଭାରତୀୟ ମହିଳା ଭାବରେ ୟୁକେର ଗୃହ ସଚିବ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି ପ୍ରୀତି ପଟେଲ । ନୂତନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ କ୍ୟାବିନେଟ୍‌ରେ ଗୃହସଚିବ…

ପଶ୍ଚିମବଙ୍ଗରେ ବୀରଭୂମ ଜିଲ୍ଲାର ଏକ ସରକାରୀ ହସ୍ପିଟାଲ୍‌ରେ ଏକ ଆଶ୍ଚର୍ଯ୍ୟ ଘଟଣା ସାମ୍ନାକୁ ଆସିଛି । ଏହି ହସ୍ପିଟାଲରୁ ଜଣେ ମହିଳାଙ୍କ ପେଟ ଭିତରୁ ପାଖାପାଖି ୧.୫…

ମହାରାଷ୍ଟ୍ରର  ଶରଦ ପାଓ୍ବାରଙ୍କ ପାର୍ଟି ଏନ୍‌ସିପିକୁ ଝଟ୍‌କା ଲାଗିଛି । ମୁମ୍ବାଇ ଏନ୍‌ସିପିର ଅଧ୍ୟକ୍ଷ ସଚ୍ଚିନ ଆହିର ଗୁରୁବାର ଶିବସେନାରେ ଯୋଗ ଦେଇଛନ୍ତ। ଶିବସେନା ମୁଖ୍ୟ ଉଦ୍ଧବ…

ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନ୍‌ ପାରୋଲ୍‌ରେ ମୁକ୍ତ ହୋଇଛନ୍ତି । ନିଜ ଝିଅର ବିବାହ ନିମନ୍ତେ ନଳିନୀଙ୍କୁ ଏହି ପାରୋଲ୍‌…

ପାରାଦ୍ୱୀପ ସହରରେ ଘୋର ଜଳ ସଙ୍କଟ ଦେଖାଦେଇଛି। ଆଜିଠାରୁ ଟାଉନସିପ ଅଂଚଳରେ ଦିନକୁ ମାତ୍ର ଥରେ ଜଳଯୋଗାଣ ହେବ ବୋଲି ବନ୍ଦର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସାରା…

ଆଜି ଲୋକସଭାରେ ମୋଦି ସରକାର ଆଗତ କରିବେ ବହୁ ପ୍ରତୀକ୍ଷିତ ତିନି ତଲାକ୍ ବିଲ୍। ଏହି ବିଧେୟକ ଉପରେ ଆଜି ଗୃହରେ ଆଲୋଚନା ହେବା ପରେ ଏହା…

ରାଜ୍ୟରେ ପୁଣି ସକ୍ରିୟ ହେବ ମୌସୁମୀ ବାୟୁ। ଆନ୍ଧ୍ର-ଓଡ଼ିଶା ଉପକୂଳ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏକ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବା ସମ୍ଭାବନା ରହିଛି। ଏହାର ପ୍ରଭାବରେ…

ଗତକାଲି କର୍ଣ୍ଣାଟକରେ କଂଗ୍ରେସ-ଜନତା ଦଳ ସେକୁଲାର (ଜେଡିଏସ୍‌)ର ମେଣ୍ଟ ସରକାର ଭାଙ୍ଗି ଯାଇଥିବାବେଳେ ବିଜେପି ମଧ୍ୟପ୍ରଦେଶରେ ମଧ୍ୟ ସେହିଭଳି କିଛି ସ୍ଥିତି ଉପୁଜାଇବା ନେଇ ଚର୍ଚ୍ଚା ସୃଷ୍ଟି…

ରାଜ୍ୟରେ ନାବାଳିକା ଅସଦାରଣ ପ୍ରସଙ୍ଗରେ ଗୃହରେ ମୁଲତବୀ ଆଲୋଚନା ହୋଇଛି। ଏହି ଆଲୋଚନା ସମୟରେ ବିଭାଗୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉତ୍ତର ରଖିଛନ୍ତି। ମନ୍ତ୍ରୀ କହିଛନ୍ତି…

ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏହି ବିଧାନସଭା ଆସନରେ ବିଜେଡ଼ି ବାଜିମାତ୍‌ କରିଛି । ବିଜେଡିର ପ୍ରାର୍ଥୀ ସାବିତ୍ରୀ ଦେବୀ ୧୭,୯୨୦…

ସମୀକ୍ଷା ବ୍ୟୁରୋ ଆଜି ଓଡିଶା ରାଜନୀତିରେ ୨‘ବି’ କୁ ନେଇ ଚର୍ଚ୍ଚା ଚାଲିଛି। ସେହି ଦୁଇ ବି ହେଲେ ଜଣେ ବିଜୟ ମହାପାତ୍ର ଆଉ ଜଣେ ହେଲେ…

ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇର ରେଳପଥ ଓ ରାସ୍ତାଘାଟ ଜଳାର୍ଣ୍ଣବ ହୋଇଯାଇଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ମୁମ୍ବାଇରେ…

ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନରେ ବିଜେଡ଼ି ବାଜିମାତ୍‌ କରିଛି। ଏହି ଆସନରେ ପୂର୍ବତନ ବିଜେଡି ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲ ଏହି ଆସନରୁ…

ଦେଶରେ ବଢି ଚାଲିଥିବା ମୁବ୍‌ ଲିଚିଂ ବା ଭିଡ ହିଂସା ଘଟଣାକୁ ନେଇ ଫିଲ୍ମ ତଥା କଳା ଜଗତର ୪୯ଜଣ ଖ୍ୟାତି ସମ୍ପନ୍ନ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ରାଜ୍ୟ ଅର୍ଥ ଓ ଅବକାରୀ ବିଭାଗ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ନାଁରେ  ଅଭିଯୋଗ ଆଣିଛି ମୁଖ୍ୟ ବିରୋଧୀ ଦଳ ବିଜେପି। ମନ୍ତ୍ରୀ ଗୃହରେ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି।…

ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଫଳାଫଳ ଆଜି ଘୋଷଣା ହୋଇଛି। ସକାଳ ୮ଟାରୁ ଭୋଟ୍‌ ଗଣତି ଆରମ୍ଭ ହୋଇଥିଲା। ଏଠାରେ ୩୦୯ଟି ବୁଥ୍‌ ପାଇଁ ୧୭ ରାଉଣ୍ଡ…