ଆଜିର ଖବର

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଲୋକସଭା ପାଇଁ ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ଉତ୍ତର ପ୍ରଦେଶ…

ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ଦଳମାନଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ୟୁପିରେ ମହାମେଣ୍ଟ ଦ୍ୱାରା କଂଗ୍ରେସ ବିରୋଧରେ ଦୁଇଟି ଆସନରୁ ପ୍ରାର୍ଥୀ ନ ଓହ୍ଲାଇବା ପାଇଁ…

ଫିଲ୍ମ ନିର୍ମାତା କରନ୍‌ ଜୋହର୍‌ଙ୍କ ମୋଷ୍ଟ ଓ୍ବାଣ୍ଟେଡ୍‌ ଫିଲ୍ମ ‘କଲଙ୍କ୍‌’ର ପ୍ରଥମ ଗୀତ ‘ଘର ମୋରେ ପରଦେସିଆ’ର ରିଲିଜ୍‌ ହୋଇଛି। ଏହି ଗୀତରେ ଆଲିଆ ଭଟ୍ଟ ଓ…

କଳାହାଣ୍ଡି ଜିଲ୍ଲା ବେଦାନ୍ତ ଆଲୁମିନା ସମ୍ମୁଖରେ ପୋଲିସ ଓ ଶ୍ରମିକ ମୁହାଁମୁହିଁ ବେଳେ ପୋଲିସର ଲାଠି ଚାର୍ଜରେ ଆନ୍ଦୋଳନକାରୀ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ…

ଗୋଆ ମୁଖ୍ୟମନ୍ତ୍ରୀ ପାରିକରଙ୍କ ପରଲୋକରେ ଗୋଆ ସ୍ତବ୍ଧ ହୋଇଥିବା ବେଳେ ରାଜନୈତିକ ମାହୋଲ୍‌ ବି ସରଗରମ୍‌ ରହିଛି। ପାରିକରଙ୍କ ବିୟୋଗରେ ଗତକାଲି ବିଜେପି ବିଧାୟକ ଦଳ ବୈଠକ…

ଓଡ଼ିଶା ସ୍କିଲ୍‌ ଡେଭଲପ୍‌ମେଣ୍ଟ୍‌ ଅଥରିଟି (ଓଏସ୍‌ଡିଏ)ର ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗ୍‌ଚୀ ଇସ୍ତଫା ଦେଇଛନ୍ତି। ଗତକାଲି ଟ୍ୱିଟ୍ କରି ସେ ଏ ସଂପର୍କରେ ସୂଚନା ଦେଇଥିଲେ। ମଲ୍‌ଟିନ୍ୟାସନାଲ୍‌…

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ସେଥିପାଇଁ ଓଡ଼ିଶାର ୪ଟି ଲୋକସଭା ଆସନ…

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ଅନ୍ତିମ ସଂସ୍କାର ସୋମବାର ସନ୍ଧ୍ୟା ମିରାମର ଠାରେ ହେବ। ଗତକାଲି ସନ୍ଧ୍ୟା ୬ଟା ୪୦ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପୂର୍ବାହ୍ଣ…

ଆସନ୍ତାକାଲି ବିଜେଡ଼ି ତରଫରୁ ପ୍ରଥମ ପ୍ରାର୍ଥୀ ତାଲିକା ଜାରି ହେବ ବୋଲି ସୂଚନା ରହିଛି। ଏହି ସମୟରେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କୁ…

ନିର୍ବାଚନୀ ତାରିଖ ଯେତିକି ପାଖକୁ ଆସୁଥିବାବେଳେ ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳରେ ନେତାଙ୍କ ଯୋଗଦାନ ବଢ଼ିବାରେ ଲାଗିଛି। ଏହି କ୍ରମରେ ରବିବାର ଶତାଧିକ କର୍ମୀଙ୍କ ସହ ବିଜେଡିରେ…

ଉତ୍ତରପ୍ରଦେଶରେ କଂଗ୍ରେସ ବହୁଜନ ସମାଜ ପାର୍ଟି ଓ ସମାଜବାଦୀ ପାର୍ଟି ଓ ଆରଏଲ୍‌ଡି ପାଇଁ ୭ଟି ସିଟ୍‌ ଛାଡ଼ିବା ନେଇ ଘୋଷଣା କରିଛି। ପୂର୍ବରୁ ସପା-ବିଏସ୍‌ପି ମେଣ୍ଟ…

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଅସୁସ୍ଥ ହୋଇପଡିବା କାରଣରୁ ବିରୋଧି କଂଗ୍ରେସ ଗୋଆରେ ସରକାର ଗଠନ କରିବାକୁ ଅଡ଼ି ବସିଛି। ତେବେ ବିଜେପି ଗୋଆ ମନ୍ତ୍ରିମଣ୍ଡଳକୁ ଭାଙ୍ଗିବାକୁ…

କିଙ୍ଗ୍‌ ଖାନ୍‌ ଶାହରୁଖ୍‌ ଏବେ ଡିଜିଟାଲ୍‌ ପ୍ଲାଟଫର୍ମରେ ଦେଖିବାକୁ ମିଳିବେ। ତାଙ୍କ ପ୍ରଡକ୍ସନ ହାଉସ୍‌ ରେଡ୍‌ ଚିଲିଜ୍‌ ଏଣ୍ଟରଟେନମେଣ୍ଟ ଅଧୀନରେ ଏକ ଥ୍ରିଲର୍‌ ଓ୍ବେବସିରିଜ୍‌ର ନିର୍ମାଣ ହେବାକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକପାଳ ଚୟନ କମିଟି ନିକଟରେ ପୂର୍ବତନ ସୁପ୍ରିମ୍‌କୋର୍ଟ ଜଜ୍‌ ପିନାକି ଚନ୍ଦ୍ର ଘୋଷଙ୍କୁ ପ୍ରଥମ ଲୋକପାଳ ଭାବେ ନିଯୁକ୍ତି  ଦେଇଛନ୍ତି…

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ନୁହେଁ ବରଂ ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର କୌଣସି ଆସନରୁ…

ବିଦେଶ ମନ୍ତ୍ରୀ ସୁଷମା ସ୍ବରାଜ ଦୁଇଦିନିଆ ମାଳଦୀପ ଗସ୍ତରେ ଯାଇଛନ୍ତି। ମାଳଦୀପର ବିଦେଶ ମନ୍ତ୍ରୀ ଅବଦୁଲ୍ଲା ସାହିଦଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।…

ବିହାରରେ ଏନଡିଏ ପକ୍ଷରୁ ଲୋକସଭା ନିର୍ବାଚନ ପାଇଁ ଆସନ ଗୁଡିକର ଭାଗବଣ୍ଟା ହୋଇଛି। ବିଜେପି, ଜେଡିୟୁ, ଏଲଜେପି ମିଳିତ ଭାବେ  ଲଢିବେ ବୋଲି ଏକ ସମ୍ୱାଦିକ ସମ୍ମିଳନୀରେ…

ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳମାନଙ୍କର ସୋସିଆଲ୍‌ ମିଡ଼ିଆରେ କ୍ୟାମ୍ପେନ୍‌ ଏବେ ଜୋର୍‌ସୋର୍‌ରେ ଚାଲିଛି।  ଆଜି ବିଜେପି ତରଫରୁ ‘ମୁଁ ବି ଚୌକିଦାର’ର ଟ୍ବିଟ୍‌ରରେ ନାମ…

ଉତ୍ତରାଖଣ୍ଡର ବାଗେଶ୍ବରଠାରେ ନିର୍ବାଚନ ଆଚାର ସଂହିତା ଉଲ୍ଲଂଘନ ହୋଇଥିବାର ଖବର ସାମ୍ନାକୁ ଆସିଛି। ଏଠାରେ ଗରୁଡ୍‌ ବ୍ଲକ୍‌ର ମେଟନାର ବିଜେପି ନେତା ନିଜ ପୁଅର ବାହାଘର କାର୍ଡରେ…

କଂଗ୍ରେସ ଛାଡ଼ିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି। ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…