ଆଜିର ଖବର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଦ୍ୟମ ସାହସ ଓ ଅସାଧାରଣ ବୀରତ୍ବର ପରିଚୟ ଦେଇଥିବା ସୈନିକ ତଥା ସେନାଙ୍କୁ ବୀରତ୍ବ ତଥା ବିଶିଷ୍ଟ ସେବା ପୁରଷ୍କାରରେ ସମ୍ମାନିତ କରିଛନ୍ତି।…

୧୯୭୩ରେ ମାର୍ଚ୍ଚ ୧୪ରେ  ରୋହିତ ଜନ୍ମ ହୋଇଥିଲେ।  ରୋହିତଙ୍କ ବାପା ଏମ୍‌.ବି. ସେଟ୍ଟୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଆକ୍ସନ କୋରିଓଗ୍ରାଫର୍‌ ଓ ଅଭିନେତା ମଧ୍ୟ ଥିଲେ। ମା’ ମଧୁ…

ବହୁ ଚର୍ଚ୍ଚିତ ରାଫେଲ୍‌ ଯୁଦ୍ଧ ବିମାନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ରାଫେଲ ଚୁକ୍ତିର ଗୋପନୀୟ ତଥ୍ୟର ବ୍ୟବହାର ଉପରେ ରୋକ୍ ଲଗାଇବା ପାଇଁ ଏହା ଉପରେ…

ଭୋଟରଙ୍କୁ ପ୍ରଲୋଭିତ କରିବା ପ୍ରସଙ୍ଗରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାଲେପୁର ଥାନାରେ ଏତଲା ଦିଆଯାଇଛି। କଟକ ଜିଲ୍ଲା ବିଜେପି ସଭାପତି ଚୌଧୁରୀ ହେମନ୍ତ ସାହୁ…

କିଛିଦିନ ହେବ ଦିଲ୍ଲୀରେ ରାଜନୀତିର ତାପମାତ୍ରା ବହୁତ ଗରମ ରହିଛି। ଦିଲ୍ଲୀରେ ଆପ୍‌ ସହ କଂଗ୍ରେସର ମେଣ୍ଟକୁ ନେଇ ଚର୍ଚ୍ଚା ଲାଗି ରହିଛି। ଆପ୍‌ ମୁଖ୍ୟ ଅରବିନ୍ଦ…

ଅନନ୍ତ ନାରାୟଣ ଜେନା ବିଜେଡ଼ିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି । ଏହା ସହ ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ପର୍ଯ୍ୟବେକ୍ଷକ ଏବଂ କେନ୍ଦୁଝର ଜିଲ୍ଲା…

ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଖାନ୍‌ଙ୍କ ଫିଲ୍ମକୁ ନେଇ ଦର୍ଶକେ ସମେତ ପୂରା ଇଣ୍ଡଷ୍ଟ୍ରି ପୂରା ଉତ୍ସାହିତ ହୋଇଥାଏ । ଯେତେବେଳେ ସଲମନ୍‌ ଖାନ୍‌ ଓ ଶାହରୁଖ୍‌ଙ୍କ ନାମ ଆସିଥାଏ,…

ଶେଷରେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ବିଜେପି ସହିତ ଡିଲ ଫାଇନାଲ ହେଲା। ସେଥିପାଇଁ ଆଜି ଦାମ ବିଜେପିରେ ଯୋଗ ଦେବା ପାଇଁ ନୁଆ ଦିଲ୍ଲୀ ଗସ୍ତ…

ଚୀନ୍‌ ଦ୍ବାରା ଆତଙ୍କୀ ମାସୁଦ୍‌ ଅଜହର୍‌କୁ ବିଶ୍ବ ଆତଙ୍କୀ ଘୋଷଣାରୁ ବଂଚିତ କରିଥିବା ପାକିସ୍ତାନକୁ ଏବେ ସର୍ବତ୍ର ବିରୋଧର ସାମ୍ନା କରିବାକୁ ପଡୁଥିବାବେଳେ ନିଜ ଦେଶରେ ମଧ୍ୟ…

କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁରେ ଏକ ବରଯାତ୍ରୀ ବସ୍‌ ଜଳି ଯାଇଛି। ବସ୍‌ରେ ଶୋଇଥିବା ଜଣେ ଯୁବକର ନିଆଁରେ ପୋଡି ହୋଇ  ମୃତ୍ୟୁ…

ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ବରିଷ୍ଠ ନେତା ଟମ୍‌ ଓ୍ବଡକନ୍‌ କଂଗ୍ରେସର ହାତ ଛାଡ଼ି ବିଜେପି ସହ ସାମିଲ୍‌  ହୋଇଛନ୍ତି।…

ବିଜେଡିରୁ ଇସ୍ତଫା ଦେଲେ ନବରଙ୍ଗପୁର ଲୋକସଭା ସାଂସଦ ବଳଭଦ୍ର ମାଝୀ । ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଇସ୍ତଫା ଦେଇଥିବାର କହିଛନ୍ତି । ସେ…

୨୦୧୯ ସାଧାରଣ ନିର୍ବାଚନର ତାରିଖ ଘୋଷଣା ହେବା ପରେ ଦଳ ବଦଳ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ଓ ତାଙ୍କ ଦଳ…

କର୍ଣ୍ଣାଟକରେ କଂଗ୍ରେସ ଓ ଜେଡିଏସ୍‌ ମିଳିତ ଭାବରେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମେଣ୍ଟର ନିଷ୍ପତ୍ତି ଅନୁଯାୟୀ, କର୍ଣ୍ଣାଟକର ମୋଟ୍‌ ୨୮ଟି ଆସନରୁ କଂଗ୍ରେସ ୨୦ଟି…

ଚୀନ୍‌ ପୁଣିଥରେ ମାସୁଦ୍‌ ଅଜ୍‌ହର୍‌କୁ ବିଶ୍ବ ଆତଙ୍କୀ ଘୋଷିତ ହେବାକୁ ଦେଲା ନାହିଁ। ଚୀନ୍‌ ନିଜର ଭିଟୋ ବଳ ପ୍ରୟୋଗ କରି ମାସୁଦ୍‌କୁ ସୁରକ୍ଷା ଦେଲା। ଏହି…

ଯେପର୍ଯ୍ୟନ୍ତ ଆତଙ୍କବାଦ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ସେ ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥା ହେବା ସମ୍ଭବ ନୁହେଁ ବୋଲି ବୈଦେଶିକ ମନ୍ତ୍ରୀ ସୁଷମା…

ଭାରତରେ ଏକାଧିକ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଇ-ମହମ୍ମଦର (ଜେଇଏମ୍‌) ମୁଖ୍ୟ ମାସୁଦ୍‌ ଆଝାରଙ୍କୁ ପୁଣିଥରେ ସୁରକ୍ଷା ଦେଇଛି ଚାଇନା। ଫଳରେ ଜାତିସଂଘ ଦ୍ୱାରା…

ବଲିଉଡ୍‌ ମିଷ୍ଟର ଫରଫେକନିଷ୍ଟ୍‌ ଆମିର ଖାଁ ଆଜି ୫୪ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୫ ମାର୍ଚ୍ଚ ୧୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୧୯୭୩ ମସିହାରେ ନାସିର୍‌…

କୋଟଲା ଗ୍ରାଉଣ୍ଡରେ ଖେଳାଯାଇଥିବା ଅନ୍ତିମ ତଥା ନିର୍ଣ୍ଣାୟକ ଦିନିକିଆରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇ ଶୃଙ୍ଖଳାକୁ ହାତ ଛଡା କରିଛି। ଟସ୍‌ ଜିତି ପ୍ରଥମେ…

ପଶ୍ଚିମବଙ୍ଗକୁ ଅତି ସମ୍ବେଦନଶୀଳ ବୁଥ୍‌ ଘୋଷଣା କରିବାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଇସିଙ୍କ ନିକଟରେ ଅଭିଯୋଗ କରିଥିଲେ। ସେ ତାଙ୍କ ଅଭିଯୋଗରେ ପଶ୍ଚିମବଙ୍ଗରେ ନିର୍ବାଚନ…