ଆଜିର ଖବର

ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨୯ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର୍‌ ମୁଜାଫର୍‌ପୁର ଗସ୍ତ…

ପୁଣି ଅଶାନ୍ତ ହୋଇଛି ସୀମା। ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ମେଜର୍‌ଙ୍କ ସମେତ ଚାରିଜଣ ଯବାନ୍‌…

ବିହାରର ମୁଜାଫରପୁରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ସଂଖ୍ୟା ୧୨୯ରେ ପହଞ୍ଚିଲାଣି। ଏହି ମାମଲାରେ ରାଷ୍ଟ୍ରୀୟ ମାନବାଧିକାରୀ ଆୟୋଗ କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଓ ବିହାର ସରକାରଙ୍କୁ…

ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।…

ଏନ୍‌ଡିଏ ସମର୍ଥିତ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡି ଦେବ ସମର୍ଥନ। ଲୋକସଭାର ଆଗାମୀ ବାଚସ୍ପତି ପ୍ରାର୍ଥୀ ନେଇ ଏନଡିଏ୍‌ ବିଜେପି ସାଂସଦ ଓମ୍‌ ବିର୍ଲାଙ୍କୁ ଚୟନ କରିଛି।ଏନଡିଏର…

ଏଣିକି ବିନା ହେଲ୍‌ମେଟ୍‌ରେ ଫ୍ଲାଇଓଭର୍‌ରେ ଯାଇପାରିବେ ନାହିଁ। ଏନେଇ କଟକଣା ଜାରି କରିଛି ଜିଲ୍ଲା ପ୍ରଶାସନ। ବିନା ହେଲମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ଯାଇପାରିବେନି ବାଇକ ଚାଳକ।…

ରାଜସ୍ଥାନ କୋଟାରୁ ଜିତିଥିବା ବରିଷ୍ଠ ବିଜେପି ନେତା ଓମ ବିର୍ଲା ହେବେ ଲୋକସଭାର ନୂଆ ବାଚସ୍ପତି। ଆଜି ଏ ନେଇ ବିଜେପି ତରଫରୁ ସ୍ପଷ୍ଟ କରାଯାଇଛି। ୫୭ବର୍ଷ…

ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ଜେପି ନଡ୍ଡା। ଦିଲ୍ଲୀରେ ସୋମବାର ବିଜେପି ସଂସଦୀୟ ବୋର୍ଡର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପିର ସଂସଦୀୟ ବୋର୍ଡ  ବୈଠକରେ…

ପାଟକୁରା ନିର୍ବାଚନ କେବେ ହେବ ତାହାର ଘୋଷଣା କରାଯାଇ ନାହିଁ। ହେଲେ ତା ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତ କରି…

ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ ଥମିବାର ନାଁ ଧରୁନାହିଁ । ନିର୍ବାଚନୀ ହିଂସା ସହିତ ଶ୍ରୀରାମ ନାରାବାଜିକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ୍‌ ସରଗରମ ରହିଥିବାବେଳେ ଦଳ ବଦଳ…

କଂଗ୍ରେସ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ୧୭ତମ ଲୋକସଭାର ପ୍ରଥମ ଅଧିବେଶନରେ ଇଂରାଜୀରେ ଶପଥ ଗ୍ରହଣ କରିଛନ୍ତି । ଚଳିତଥର ରାହୁଲ୍‌ ଓ୍ବାୟନାଡରୁ ନିର୍ବାଚିତ ହୋଇଛନ୍ତି । କଂଗ୍ରେସ…

ରବିବାର ଦିନ ୟୁକୋ ବ୍ୟାଙ୍କ୍‌ ବିର୍ଲା ସୂର୍ଯ୍ୟା ଲିମିଟେଡ୍‌ର ନିର୍ଦ୍ଦେଶକ ଯଶୋବର୍ଦ୍ଧନ ବିର୍ଲାଙ୍କୁ ଇଚ୍ଛାକୃତ ଋଣ ଖିଲାପକାରୀ ବା ଦେବାଳିଆ ଘୋଷିତ କରିଛି । କମ୍ପାନୀର ୬୭.୬୫…

ପଶ୍ଚିମବଙ୍ଗରେ ଜୁନିଅର ଡାକ୍ତରଙ୍କ ଆକ୍ରମଣ ପ୍ରତିବାଦରେ ଆନ୍ଦୋଳନର ସପ୍ତାହକ ପରେ ପରେ ମମତା ସରକାର ନରମିଛନ୍ତି । ମମତା ବାନାର୍ଜୀ ୨୮ ଜଣିଆ ଡାକ୍ତରୀ ଛାତ୍ର ଉପସ୍ଥିତ…

ଜୁନ୍‌ ୮ ତାରିଖରେ କେରଳ ଛୁଇଁଛି ମୌସୁମୀ । ତେବେ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ଆସିବାର ସୂଚନା ରହିଥିଲେ ବି ମୌସୁମୀ ଆସିବାରେ ସାମାନ୍ୟ ବିଳମ୍ବ ହୋଇଛି…

ଓଡ଼ିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ହାଇକୋର୍ଟର ୩ ଜଣିଆ କଲେଜିୟମ ବିଚାରପତିଙ୍କୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ୍‌ ।…

ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲିଆ ଓ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ ଅପକମିଙ୍ଗ ଫିଲ୍ମ ’ଜଓ୍ବାନୀ ଜାନେମାନ୍‌’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି । ରବିବାର…

ବିହାରରେ ଲୁ ଜନିତ ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଲାଣି । ବିହାରର ଗୟାଠାରେ ଜିଲ୍ଲାଧିକାରୀ ଭୀଷଣ ଗରମରୁ ସାଧାରଣ ଜନତାଙ୍କୁ ଏହା କବଳରୁ ରକ୍ଷା କରିବା ପାଇଁ…

ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରରେ ଆଜି ଜୟ-ବିଜୟ ମୂର୍ତ୍ତି ସ୍ଥାପନ କରାଯାଇଛି । ପ୍ରଳୟଙ୍କାରୀ ଫୋନି ପ୍ରଭାବରେସିଂହଦ୍ୱାରରେ ଲାଗିଥିବା ଜୟ-ବିଜୟ ମୂର୍ତ୍ତି ଭାଙ୍ଗିଯାଇଥିଲା ଶ୍ରୀମନ୍ଦିର ସିଂହଦ୍ୱାରରେ ଭାଙ୍ଗିଯାଇଥିବା ଜୟ…

ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁମୃତ ସଂଖ୍ୟା ୧୦୦ରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ଇତିମଧ୍ୟରେ ମୁଜାପରଫର୍‌ ସିଜିଏମ୍‌ କୋର୍ଟରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଓ ବିହାରର…