ଆଜିର ଖବର

ଭୁବନେଶ୍ବର ବାଣୀବିହାର ହଷ୍ଚେଲରେ ଅଣଛାତ୍ରମାନେ ଥିବା ନେଇ ପୋଲିସ ପକ୍ଷରୁ ଯାଞ୍ଚ କରାଯାଇଛି । ଯାଞ୍ଚରେ ଧରାପଡିଥିବା ଅଣଛାତ୍ରମାନଙ୍କୁ ହଷ୍ଟେଲରୁ ବାହାର କରାଯାଇଛି । ଉତ୍କଳ ବିଶ୍ବବିଦ୍ୟାଳୟ…

ଇଥିଓପିଆ ଏୟାରଲାନ୍ସର ଏକ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଆଡିସ ଏବାବାରୁ ନାଇରୋବି ଯାଉଥିଲା। ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ…

ସ୍ବୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ମିଶନ ଶକ୍ତି ମହିଳା ସମାବେଶରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏସଏଚଜି…

ଆଗାମୀ ଲୋକସଭା ନିର୍ବାଚନରେ ବିଜୁ ଜନତା ଦଳ ତରଫରୁ ୩୩% ମହିଳା ପ୍ରାର୍ଥୀ ଦିଆଯିବ ବୋଲି ଓଡିଶା ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି। କେନ୍ଦ୍ରାପଡା ଠାରେ ଆୟୋଜିତ…

କ୍ରିକେଟ ଖେଳର ସବୁଠାରୁ ବଡ ଫର୍ମାଟ ବିଶ୍ଵକପ ଟୁର୍ଣ୍ଣାମେଣ୍ଟ ଆଉ ଅଳ୍ପ କିଛିଦିନ ବାକି ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଭାଗ ନେଉଥିବାରୁ ଦୁଇଦଳ ପାଇଁ…

ମିଜୋରାମରେ ପୁଣି ଥରେ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ । ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ବିଲ୍‌କୁ ମଂଜୁରୀ ମିଳିଛି । ମିଜୋରାମରେ…

ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି…

ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ–ମହମ୍ମଦ ବିରୋଧରେ ପାକ ସରକାର ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବରଂ ଏହି ଆତଙ୍କୀ ସଂଗଠନକୁ ସୁରକ୍ଷା ଦେଇ ଆସୁଛନ୍ତି । ପୁଲ୍‌ୱାମା…

ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳର ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇଛନ୍ତି । ୟଏହି ଅବସରରେ କନ୍ଧମାଳର ଉନ୍ନତି ପାଇଁ…

ଦ୍ୱିତୀୟଥର ପାଇଁ କ୍ୟାବିନେଟ୍‌ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ…

ବିଜେଡ଼ି ନେତା ବାବୁ ସିଂହ ଦଳ ଛାଡ଼ି ଦେଇଛନ୍ତି ।  ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଜେଡିର…

ବଲିଉଡ୍‌ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର୍‌ ଖାନ୍‌ ଏବେ ସୁପରହିଟ୍‌ ହଲିଉଡ୍‌ ଫିଲ୍ମ ‘ଫରେଷ୍ଟ ଗମ୍ପ୍‌’ର ହିନ୍ଦୀ ରିମେକ୍‌ରେ ନଜର ଆସିବେ । ୨୦୧୮ରେ ଫିଲ୍ମ ‘ ଦ…

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରୁ ଗତ ବୁଧବାର ମଧ୍ୟାହ୍ନରେ ଚୋରି ହୋଇଥିବା ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ମହିଳା ଶିଶୁପୁତ୍ରକୁ ଚୋରି କରି ଫେରାର…

ରାଫେଲ୍‌ ମାମଲାରେ ସରକାର ୟୁଟର୍ଣ୍ଣ ନେଇଛନ୍ତି  । ଗତ ବୁଧବାର ଦିନ ସୁପ୍ରିମ୍‌କୋର୍ଟରେ ରାଫେଲ୍‌ ସମ୍ପର୍କିତ ଯାଚିକା ପୁନଃବିଚାର ଉପରେ ସରକାର କୋର୍ଟରେ ରାଫେଲ୍‌ ସମ୍ପର୍କିତ ଦସ୍ତାବିଜ୍‌…

ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରତିପାଦନ ପାଇଁ ନାରୀଙ୍କୁ ସମ୍ମାନ କରାଯାଇଥିଲା ।  ଏହି ନାରୀମାନଙ୍କ ମଧ୍ୟରେ ରହିଛନ୍ତି ବୈଜ୍ଞାନିକ, ସାମାଜିକ…

ଚିଟଫଣ୍ଡ ଠକେଇ ମାମଲାରେ ଲିପ୍ତ ଥିବା କମ୍ପାନୀ ମାନଙ୍କୁ ଜଷ୍ଟିସ ଏମଏମ ଦାଶ କମିଶନ ପବ୍ଲିକ ନୋଟିସ ପଠାଇଛନ୍ତି । ଖବରକାଗଜ ମାଧ୍ୟମରେ ୫୭୬ଟି କଂପାନୀଙ୍କୁ ଏହି…

ମହାନଦୀ ଜଳ ବିବାଦ ମାମଲାରେ ଆଜି ଟ୍ରିବ୍ୟୁନାଲ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନ ଉପରେ ରାୟ ଶୁଣାଇବା ଲାଗି ସ୍ଥିର କରିଥିବା ବେଳେ ଏହାକୁ ସ୍ଥଗିତ ରଖିଛନ୍ତି। ଏହି…

କୋରାପୁଟ ଜିଲ୍ଲା ଜୟପୁରର ଜୟନଗର ଛକରେ ଥିବା ଏକ ବନ୍ଦ ଘରୁ ଏକ ଦମ୍ପତିଙ୍କ ମୃତଦେହକୁ ପୁଲିସ୍‌ ଉଦ୍ଧାର କରିଛି। ମୃତକମାନେ ହେଲେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ…

ନିର୍ବାଚନୀ ଟିକଟେକୁ ନେଇ କଂଗ୍ରେସ ପୁଣି ଥରେ ଟୁଇଷ୍ଟ୍‌ କରିଛି । ଏଥରର ପରିବାରବାଦକୁ ଅଗ୍ରାଧିକାର ଦିଆଯିବ ନାହିଁ ବୋଲି ରାଜ୍ୟ କଂଗ୍ରେସ ତରଫରୁ କୁହାଯାଇଥିଲା ।…