୨୫ମେ ୧୯୭୭ ରେ ଜନ୍ମିତ କାର୍ତ୍ତିକ ଶିବକୁମାର ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ କର୍ଥୀ ନାମରେ ପରିଚିତ । ଆଜି୪୧ବର୍ଷରେ ପଦାର୍ପଣ କରିଛନ୍ତି ଏହି ଲୋକପ୍ରି୍ୟ ଅଭିନେତା ଜଣକ…
ଆଜିର ଖବର
ସିରିଲ୍ ରାମାଫୋସା ଦକ୍ଷିଣ ଆଫ୍ରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥଗ୍ରହଣ କରିଛନ୍ତି । ଶନିବାର ରାମାଫୋସା 57.5 ପ୍ରତିଶତ ଭୋଟ ସହିତ ରାଷ୍ଟ୍ରପତି ଭାବରେ ଦାୟିତ୍ବ ଗ୍ରହଣ…
ଟାଇମ୍ସ ୫୦ ମୋଷ୍ଟ ଡିଜାରବେଲ୍ ଓ୍ବମେନ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଟାଇମ୍ସ ତରଫରୁ ପ୍ରକାଶିତ ଏହି ୫୦ ଜଣିଆ…
ସପ୍ତଦଶ ଲୋକସଭା ପାଇଁ ହୋଇଥିବା ନିର୍ବାଚନରେ ମତଦାତାମାନେ ନରେନ୍ଦ୍ର ମୋଦୀଙ୍କ ହାତରେ ଦେଶର ଶାସନ ଭାର ଦେଇଛନ୍ତି। ନିର୍ବାଚନରେ ବିଜେପି ୩୦୨ଟି ଆସନରେ ବିଜୟୀ ହୋଇଥିବାବେଳେ ବିଜେପି…
ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କର ଶନିବାର ପରଲୋକ ଘଟିଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ମିଶ୍ର ଭୁବନେଶ୍ଵରସ୍ଥିତ ତାଙ୍କ ବାସଭବନରେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କର…
ଆର୍ଜଣ୍ଟିନା ଫୁଟ୍ବଲ୍ ଷ୍ଟାର ତଥା ଅଧିନାୟକ ଲିଓନେଲ୍ ମେସିଙ୍କୁ ୟୁରୋପିଆନ୍ ଲିଗ୍ର ଗୋଲ୍ଡେନ୍ ବୁଟ୍ ମିଳିଛି । ଏହି ଅବସରରେ ମେସିଙ୍କ କ୍ଲବ୍ ବାର୍ସେଲୋନା ମେସିଙ୍କୁ ଶୁଭେଚ୍ଛା…
ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପିର ଦୁଇଟିକିଆ ନମ୍ବର ହାସଲ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ(ଟିଏମସି) ଏକପ୍ରକାର ହଲ୍ଚଲ ହୋଇଯାଇଛି । କିନ୍ତୁ ଏହାକୁ…
ସପ୍ତଦଶ ଲୋକସଭା ନିର୍ବାଚନରେ ବଡ଼ ଧରଣର ପରାଜୟ ପରେ କଂଗ୍ରେସ ନିଜର ଆତ୍ମସମୀକ୍ଷା କରିଛି। କଂଗ୍ରେସ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ଉପା ଅଧ୍ୟକ୍ଷା…
ଆସାମ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ସୁମଦାୟ ୨ ଲକ୍ଷ ୪୨୧ ହଜାର ୮୪୩ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ କଳାରେ ୧ ଲକ୍ଷ…
ଇଷ୍ଟରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣ ପରେ ଶ୍ରୀଲଙ୍କା ସରକାର ଏହି ଘଟଣାରେ ସମ୍ପୃକ୍ତ ୪୧ ସନ୍ଦିଗ୍ଧ ଆତଙ୍କୀଙ୍କ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେଇଛି। ଏହି ସମସ୍ତ…
ଉତ୍ତରପ୍ରଦେଶର ବୁଲନ୍ଦ ସହରରେ ତିନି ଜଣ ପିଲାଙ୍କୁ ଅପହରଣ ପରେ ହତ୍ୟା କରାଯାଇଛି । ଶୁକ୍ରବାର ରାତିରେ 8-10 ବର୍ଷ ବୟସର ତିନି ଜଣ ଶିଶୁଙ୍କୁ ଏକ…
ନିର୍ଦ୍ଦେଶକ ନୀରଜ ପାଣ୍ଡେ ନିଜକର ଆଗାମୀ ଓ୍ବେବ୍ ସିରିଜ୍ ନେଇ ଘୋଷଣା କରିଛନ୍ତି। ପରେଶ ରାଓ୍ବଲ ଏବଂ ଜିମ୍ମି ଶେର୍ଗିଲ୍ ଏହି ସିରିଜ୍ରେ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର…
ନିଜ ପିତା ତଥା ପଶ୍ଚିମବଙ୍ଗରେ ବିଜେପିର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ମୁକୁଲ ରୟଙ୍କ ପୁଅ ଶୁଭ୍ରାଶୁଂ ରୟଙ୍କୁ ତୃଣମୂଳ ନିଜ ଦଳରୁ ୬ ବର୍ଷ…
କଂଗ୍ରେସ ନେତା ଉଦିତ୍ ରାଜ ଆଜିକାଲି ନିଜର ବିବାଦୀୟ ମନ୍ତବ୍ୟ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ପୂର୍ବରୁ ଇଭିଏମ୍କୁ ନେଇ ସୁପ୍ରିମ୍କୋର୍ଟଙ୍କ ଉପରେ ଆରୋପ ଲଗାଇଥିଲେ।…
ଭାରତୀୟ ବିଶ୍ବକପ୍ ଟିମ୍କୁ ଏକ ବଡ ଝଟ୍କା ମିଳିଛି। ଅଲରାଉଣ୍ଡର ତଥା ଦଳର ଚାରି ନମ୍ବର ବ୍ୟାଟ୍ସମ୍ୟାନ ବିଜୟ ଶଙ୍କର ଆହତ ହୋଇଛନ୍ତି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଅଭ୍ୟାସ…
ଆମେରିକୀୟ ଖାଦ୍ୟ ଏବଂ ରୋଗ ନିୟନ୍ତ୍ରକ ବିଭାଗ (ଏଫ୍ଡିଏ) ପକ୍ଷରୁ ଶିଶୁଙ୍କ ଔଷଧ ନିର୍ମାଣ ପାଇଁ ୨ ମିଲିୟନ୍ ଡଲାର ନିବେଶ କରିବାର ନିଷ୍ପତ୍ତି ନେଇଛି। ଶିଶୁଙ୍କ…
ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ବରଣ କରିବା ପରେ ଦଳରେ ନିରାଶା ଖେଳିଯାଇଛି। ପରାଜୟର ସମୀକ୍ଷା ପାଇଁ ଆଜି ଦଳର କାର୍ଯ୍ୟକାରିଣୀ ବୈଠକ ଡକାଯାଇଛି। ଏଥିରେ…
ଫ୍ରାନ୍ସର ଲିଓନ୍ରେ ଏକ ପାର୍ସଲ ବୋମା ବିସ୍ଫୋରଣ ଘଟିଛି। ଫ୍ରାନ୍ସର ଦକ୍ଷିଣପୂର୍ବ ଭାଗର ପ୍ରେସିଡେନ୍ସିଆଲ୍ ଷ୍ଟ୍ରିଟ୍ରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣରେ ୧୩ରୁ ଅଧିକ ବ୍ୟକ୍ତି ଆହତ…
ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟ୍କା ଲାଗିଛି। ମେକ୍ସିକୋ ସୀମାରେ ନିର୍ମିତ ହେବାକୁ ଥିବା ପାଚେରୀ ନିର୍ମାଣ କାମ ବନ୍ଦ କରିବାକୁ ଜନୈକ ବିଚାରପତି ନିର୍ଦ୍ଦେଶ…
ଭାରତରେ ମୋଦୀଙ୍କ ନେତୃତ୍ବକୁ ବିପୁଳ ସମର୍ଥନ ମିଳିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଅଭିନନ୍ଦନ କରିଛନ୍ତି। ଟେଲିଫୋନ ଯୋଗେ ଟ୍ରମ୍ପ ମୋଦୀଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି। ମୋଦୀ…
ଗୁଜରାଟର ସୁରଟ ସ୍ଥିତ ସରଥଣାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା କାରଣରୁ ୧୯ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ…

