ଆଜିର ଖବର

ଭାରତୀୟ ଆଥଲେଟ୍‌ ଗୋମତି ମରିମୁଥୁ ଦୁଇଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି । ଦୋହା ଏସିଆନ୍‌ ଚାମ୍ପିୟନ୍‌ସିପ୍‌ରେ ୮୦୦  ମିଟର ବର୍ଗରେ ସ୍ବର୍ଣ୍ଣ ପଦକ ବିଜୟିନୀ ମରିମୁଥୁଙ୍କୁ…

ଜଳନ୍ଧରର ଭୋଟ ଗଣନା କେନ୍ଦ୍ରରେ କୌଣସି ନିୟମର ଉଲ୍ଲଂଘନ ହୋଇନାହିଁ ବୋଲି ନିର୍ବାଚନ କମିଶନ ପ୍ରକାଶ କରିଛନ୍ତି । ଅଭିଯୋଗ ଅନୁଯାୟୀ ଜନୈକ ପ୍ରାର୍ଥୀ କିଛି ଲୋକଙ୍କୁ…

ମର୍ସିଡିଜ୍‌ ବେଞ୍ଜର ଦୁଇଟି ନୂତନ ମଡେଲ୍‌ର କାର୍‌ ଭାରତୀୟ ବଜାରରେ ପ୍ରବେଶ କରିଛି । ଏହା ଭାରତୀୟ ବୈଷୟିକ କୌଶଳରେ ନିର୍ମିତ ପ୍ରଥମ ମର୍ସିଡିଜ୍‌ କାର୍‌ ।…

ଆଜି ହେଉଛି ଲୋକପ୍ରିୟ ଅଭିନେତା ମୋହନଲାଲ୍‌ଙ୍କର ୫୯ତମ ଜନ୍ମଦିବସ। ୧୯୬୦ ମସିହା ମେ ୨୧ ତାରିଖରେ କେରଳର ପଥନମ୍‌ଥିଟ୍ଟାର ଏଲାନ୍‌ପୁରରେ ଜନ୍ମ ହୋଇଥିଲେ ଏହି ଅଭିନେତା ଜଣକ।…

କର୍ଣ୍ଣାଟକର କଂଗ୍ରେସ ବିଧାୟକ ରୋଶନ ବେଗ ଦଳ ଛାଡ଼ିବା ନେଇ ମଙ୍ଗଳବାର ସଂକେତ ଦେଇଛନ୍ତି। ଲୋକସଭା ନିର୍ବାଚନ ଏକ୍‍ଜିଟ୍‍ ପୋଲ ରିପୋର୍ଟ ସାମ୍ନାକୁ ଆସିବା ପରେ ଦଳର…

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି…

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ବାଚନ ଆସନ୍ତା ଅକ୍ଟୋବର ୨୨ ତାରିଖରେ ଅନୁଷ୍ଠିତ ହେବ । ଜାନୁୟାରୀରେ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ନିଯୁକ୍ତ ହୋଇଥିବା ସିଓଏ ପକ୍ଷରୁ…

ଅରୁଣାଚଳ ପ୍ରଦେଶର ବିଧାୟକ ତିରୋଙ୍ଗ ଅବୋଙ୍କ ସମେତ ଅନ୍ୟ ୧୦ଜଣଙ୍କ ଏକ ବିସ୍ଫୋରଣରେ ମୃତ୍ୟୁ ଘଟିଛି। ଘଟଣାଟି ଅରୁଣାଚଳ ପ୍ରଦେଶର ତିରପ ଜିଲ୍ଲାର ବୋଗାପାନୀ ଗ୍ରାମରେ ଘଟିଛି।…

ଦକ୍ଷିଣ କୋରିଆର କାର୍‌ ନିର୍ମାଣକକାରୀ କମ୍ପାନୀ ହ୍ୟୁଣ୍ଡାଇ ଭାରତୀୟ ବଜାର ପାଇଁ ଏହାର ନୂତନ କାର୍‌ ‘ଭେନ୍ୟୁ’ ପ୍ରସ୍ତୁତ କରିଛି। ଭାରତୀୟ ବଜାରରେ ଏହିୀ କାର୍‌ ଭିଟାରା…

ଭାରତ ଏବଂ ପାକିସ୍ତାନ ମଧ୍ୟରେ କୂଟନୈତିକ ସମ୍ପର୍କ ସୁଧାରିବା ନିମନ୍ତେ ପାକିସ୍ତାନ ମୋଇନ୍‌ ଉଲ୍‌ ହକ୍‌ଙ୍କୁ  ଭାରତୀୟ ଉଚ୍ଚାୟୁକ୍ତ ଭାବରେ ନିଯୁକ୍ତ କରିଛି । ସୋମବାର ପାକିସ୍ତାନ…

ଇଣ୍ଡୋନେସିଆ ରାଷ୍ଟ୍ରପତି ନିର୍ବାଚନରେ କ୍ରମାଗତ  ଦ୍ୱିତୀୟ ଥର ପାଇଁ ଜୋକେ ୱିଡୋଡୋ ବିଜୟୀ ହୋଇଛନ୍ତି। ରାଷ୍ଟ୍ରପତି ନିର୍ବାଚନରେ ଇଣ୍ଡୋନେସିଆ ପାର୍ଟି ଅଫ ଷ୍ଟ୍ରଗଲର ସଦସ୍ୟ ୱିଡୋଡୋ ନିକଟତମ…

ପଶ୍ଚିମବଙ୍ଗରେ ସ୍ବତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତିକୁ ବିରୋଧ କରି ଦାଖଲ କରାଯାଇଥିବା ଯାଚିକାକୁ ସୁପ୍ରିମ୍‌କୋର୍ଟ ଖାରଜ କରିଛନ୍ତି । ବାରାକ୍‌ପୁର୍‌ ସଂସଦୀୟ କ୍ଷେତ୍ରର ଜନୈକ ସ୍ବାଧୀନ ପ୍ରାର୍ଥୀ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ  ବରିଷ୍ଠ ରାଜନେତା ତଥା ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବ ଏବଂ ତାଙ୍କ ପୁଅ ତଥା ସମାଜବାଦୀ ପାର୍ଟି…

ରାଜ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭା ନିର୍ବାଚନ ମତଦାନ ଶେଷ ହୋଇଛି। ଇଭିଏମ୍‌ରେ ବନ୍ଦ ହୋଇ ରହିଛି ପ୍ରାର୍ଥୀଙ୍କ ଭାଗ୍ୟ। ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନ…

୨୦୧୯ ଲୋକସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବାର ୨ ଦିନ ପୂର୍ବରୁ ଇଭିଏମ ଓ ଭିଭିପାଟ୍‌ ମାମଲାକୁ ନେଇ ପୁଣି ଏକାଠି ହୋଇଛନ୍ତି ବିରୋଧୀ ଦଳ। ଏ…

ଭାରତ ବିଶ୍ବକପ୍‌ ପାଇଁ ଫେବ୍‌ରିଟ୍‌ ବୋଲି ମତବ୍ୟକ୍ତ କରିଛନ୍ତି ଓ୍ବେଷ୍ଟ ଇଣ୍ଡିଜ୍‌ର ମହାନ ଖେଳାଳି ବ୍ରାଏନ୍‌ ଲାରା। ବିଗତ କିଛି ବର୍ଷ ମଧ୍ୟରେ ଭାରତ ବିରାଟ କୋହଲିଙ୍କ…