ଆଜିର ଖବର

ଲୋକସଭା ନିର୍ବାଚନ ପାଇଁ ମଧ୍ୟପ୍ରଦେଶର କଂଗ୍ରେସ ୧୨ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ଏହି ସୂଚୀରେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁତ୍ର ନକୁଲନାଥଙ୍କୁ ଛିଣ୍ଡ୍‌ଓ୍ବାଦାରୁ ଟିକେଟ ମିଳିଥିବାବେଳେ…

ଘରୋଇ ବିମାନ ଚଳାଚଳ କମ୍ପାନୀ ଇଣ୍ଡିଗୋ ଏୟାରଲାଇନ୍ସକୁ ଏସିଆର ସବୁଠୁ ଶସ୍ତା ଏବଂ ସର୍ବଶ୍ରେଷ୍ଠ ଏୟାରଲାଇନ୍ସର ମାନ୍ୟତା ମିଳିଛି। ଟ୍ରାଭେଲର୍ସ ଚଏସ୍‌ ଏୟାଲାଇନ୍‌ ଆଓ୍ବାର୍ଡସରେ ଇଣ୍ଡିଗୋକୁ ଏହି…

କଂଗ୍ରେସର ଟିକେଟ ଅଡୁଆ ତୁଟିବାର ନା ନେଉ ନାହିଁ। ଗତକାଲି ପିପିଲି ଆସନରୁ ଟିକେଟ ପାଇଥିବା ବିଧାୟକ ଆଶାୟୀ ଯୁଧିଷ୍ଟିର ସାମାନ୍ତରାୟ ଟିକେଟ ଫେରାଇ ଥିବା ବେଳେ…

ଆଜି କଂଗ୍ରେସ ନିର୍ବାଚନ ଇସ୍ତାହାର ନେଇ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି କେନ୍ଦ୍ରୀୟ ନେତା ପ୍ରିୟଙ୍କା ଚତୁର୍ବେଦୀ। କ୍ଷମତାକୁ ଆସିଲେ ବର୍ଷକୁ ୭୨ ହଜାରର ଗ୍ୟାରେଣ୍ଟି ଦେବା…

ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚ ବୁଧବାର କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଲୋକପ୍ରିୟ ମୋବାଇଲ ଭିଡିଓ ଆପ ଟିକ ଟାକର ଡାଉନଲୋଡିଂକୁ ନିଷିଦ୍ଧାଦେଶ ଦିଅନ୍ତୁ।…

ସାଧାରଣ ନିର୍ବାଚନକୁ ଅଳ୍ପ ଦିନ ବାକି ଥିବାବେଳେ ଲାଲବାହିନୀର ଉପଦ୍ରବ ଆରମ୍ଭ ହୋଇଯାଇଛି। ଛତିଶଗଡ଼ କାଙ୍କେର ଜିଲ୍ଲାର ପଙ୍ଖାଜୁରରେ ମାଓ ହିଂସା ଦେଖିବାକୁ ମିଳିଛି। ମାଓବାଦୀଙ୍କ ଗୁଳିରେ…

ବଲିଉଡ୍‌ ଫିଲ୍ମ ନିର୍ମାତା କରନ ଜୋହରଙ୍କ ମହମ ପ୍ରତିମୂର୍ତ୍ତି ମାଡାମ ତୁଷାଦ ମ୍ୟୁଜିୟମ୍‌ରେ ସ୍ଥାନ ପାଇଛି। ଫଳରେ ସେ ଏପରି ହେବାରେ ପ୍ରଥମ ସିନେ ନିର୍ମାତା ପାଲଟିଛନ୍ତି।…

ସନ୍ନି ଦେଓଲ ଏବଂ କରଣ କାପାଡିଆ ଅଭିନୀତ ଫିଲ୍ମ ‘ବ୍ଲାଙ୍କ’ର୍ ଟ୍ରେଲର ରିଲିଜ୍‌ ହୋଇଛି । ବଲିଉଡ୍‌ ସୁପରଷ୍‌ଟାର ଅକ୍ଷୟ କୁମାର ନିଜର ସୋସିଆଲ ମିଡିଆ ସାଇଟ୍‌ରେ…

ବିଜେପି ପ୍ରାର୍ଥୀ ଡାକ୍ତର ଭୂଦାନ ମୁର୍ମୁଙ୍କ ଇସ୍ତଫାପତ୍ରକୁ ଆଜି ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜେପି ମୁର୍ମୁଙ୍କୁ…

ନିକଟରେ ସମାଜବାଦୀ ପାର୍ଟିଠାରୁ ସମ୍ପର୍କ ଛିନ୍ନ କରିଥିବା ନିଷାଦ ପାର୍ଟି ଭାରତୀୟ ଜନତା ପାର୍ଟି ସହିତ ହାତ ମିଳାଇଛି। ପୂର୍ବରୁ ବିଜେପି ସହ ବିଲୟ ହେବ ବୋଲି…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୟୁଏଇ ପକ୍ଷରୁ ‘ଅର୍ଡର ଅଫ୍‌ ଜାୟେଦ୍‌’ରେ ସମ୍ମାନିତ କରାଯାଇଛି। ଏହା ହେଉଛି ୟୁଏଇର ସର୍ବାେଚ୍ଚ ବେସାମରିକ ସମ୍ମାନ। ୟୁଏଇ ଏବଂ ଭାରତ ମଧ୍ୟରେ…

ଶାହାରୁଖ୍‌ ଖାନ୍‌ ଅଭିନୀତ ଜିରୋ ବଲିଉଡ୍‌ ଦର୍ଶକଙ୍କୁ ଆକୃଷ୍‌ଟ କରିବାରେ ବିଫଳ ହୋଇଥିଲେ ମଧ୍ୟ ବେଜିଂ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ୍‌ରେ ପ୍ରଦର୍ଶିତ ହେବାକୁ ଯାଉଛି। ଏହି ଫିଲ୍ମ…

ବିଜେପି ନେତା ମାନେକା ଗାନ୍ଧି ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ସିଧା ଟାର୍ଗେଟ କରିଛନ୍ତି। ବିଏସ୍‌ପି ସୁପ୍ରିମୋ ବୋଲାଉଥିବା ମାୟାବତୀ ପ୍ରକୃତରେ ଜଣେ ଟିକେଟ ସୌଦାଗର। ପ୍ରାର୍ଥୀଙ୍କଠାରୁ ୧୫କୋଟି…

ନେତାଙ୍କ ସ୍ବାଗତ ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଖରାରେ ଛିଡା କରାଇବା କାରଣରୁ ସ୍କୁଲ ଅଧିକାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯାଇଛି। କରୀମନଗରରେ ତେଲଙ୍ଗାନା ରାଷ୍ଟ୍ରୀୟ ସମିତିର କାର୍ଯ୍ୟକାରୀ…

ଚଳିତ ଆର୍ଥିକ ବର୍ଷ ପ୍ରଥମରୁ ହିଁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ମୁଦ୍ରା ସମୀକ୍ଷା ନୀତି ଘୋଷଣା କରିଛନ୍ତି। ଆରବିଆଇ ଆଜି ରେପୋ ରେଟରେ ୨୫ ବିପିଏସ…

ଚଳିତ ବର୍ଷ ମାର୍ଚ୍ଚ ୭ତାରିଖରେ ଆରମ୍ଭ ହୋଇଥିବା ଯୁକ୍ତ ଦୁଇ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ ୮ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଦୁଇଟି ପର୍ଯ୍ୟାୟରେ ଏହି  ଖାତାଦେଖା…

ବଲିଉଡ୍‌ ଅଭିନେତ୍ରୀ ମୟୁରୀ କାଙ୍ଗୋ ଗୁଗୁଲ୍‌ ଇଣ୍ଡିଆର ଏଜେନ୍ସି ମୁଖ୍ୟ ଭାବରେ ଯୋଗ ଦେଇଛନ୍ତି। ଗୁଗୁଲ୍‌ରେ ଯୋଗ ଦେବା ପୂର୍ବରୁ ଏହି ଅଭିନେତ୍ରୀ ଜଣକ ପର୍ଫରମିକ୍ସରେ ପରିଚାଳନା…

ରିଲାଏନ୍ସ  ଇଣ୍ଡଷ୍ଟ୍ରିଜ୍‌ର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ହାପ୍‌ଟିକ୍‌ର ୮୭ ପ୍ରତିଶତ ଅଂଶଧନ କ୍ରୟ କରିଛି। ୭୦୦ କୋଟି ମୂଲ୍ୟରେ କମ୍ପାନୀ ଏହି ୮୭ ପ୍ରତିଶତ ଅଂଶଧନ…

ପିପିଲି, ଖୋର୍ଦ୍ଧା ଓ ଖଣ୍ଡପଡ଼ା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପିପିଲି ପାଇଁ ଦଳ ପକ୍ଷରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିବା ବେଳେ…