ଆଜିର ଖବର

ତାମିଲନାଡୁର ତାଞ୍ଜାଭୋର ଠାରେ ସୋମବାର ଦିନ ଏକ ନିର୍ବାଚନୀ ପ୍ରଚାର ର‍ାଲି ବେଳେ ମୁଖ୍ୟମନ୍ତ୍ରୀ କେ. ପାଲାନିସ୍ୱାମୀଙ୍କ ଉପରକୁ ଚପଲ ମାଡ଼ କରାଯାଇଛି। ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କୁ…

ପଟିଦାର ନେତା ହାର୍ଦ୍ଦିକ ପଟେଲ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିର୍ବାଚନ ଲଢିବା ନେଇ ଗୁଜୁରାତ ହାଇକୋର୍ଟ କଟକଣା ଜାରି କରିବା ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ  ହେଇଛନ୍ତି ହାର୍ଦ୍ଦିକ୍‌। ଦଙ୍ଗା…

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ଓ୍ବାୟାନାଡ୍‌ରୁ ଲଢିବା ନେଇ ଘୋଷଣା କରିବାର ଗୋଟିଏ ଦିନ ପରେ ବିଜେପି ରାହୁଲଙ୍କ ବିପକ୍ଷରେ ନିଜର ପ୍ରାର୍ଥୀ ଘୋଷଣା କରିଛି।…

ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି ମୋରଡା ବିଧାୟକ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଶ୍ରୀ ଭଞ୍ଜଦେଓ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ପ୍ରଦାନ କରିବା ସହିତ ଜିଲ୍ଲା…

ଜୈସ୍‌ ଏ ମୁଜାହିଦ୍ଦିନ (ଜେଇଏମ୍‌)ର ଜନୈକ ଆତଙ୍କବାଦୀକୁ ଶ୍ରୀନଗରରୁ ଗିରଫ କରାଯାଇଛି। ଫୟାଜ୍‌ ଅହମ୍ମଦ୍‌ ଲୋନ୍‌ ନାମକ ଏହି ଆତଙ୍କୀ ଉପରେ ୨ ଲକ୍ଷର ପୁୂରସ୍କାର ରାଶି…

ସ୍ବିସ୍ ଟେନିସ୍‌ ଷ୍ଟାର ରୋଜର ଫେଡେରର ନିଜ କ୍ୟାରିୟରର ୧୦୧ ତମ ଟାଇଟଲ ହାସଲ କରିଛନ୍ତି। ମିଆମି ମାଷ୍ଟର୍ସ ଓପନ୍‌ରେ ଫେଡେରର ଡିଫେଣ୍ଡିଂ ଚାମ୍ପିୟନ୍‌ ଜନ୍‌ ଇସ୍ନରଙ୍କୁ…

ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ପ୍ରଚାର ଅଭିଯାନକୁ ଜୋର କରିଛନ୍ତି। ଗତ ୨ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୟପୁରରେ…

ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ବହୁତ ଭଲ ପ୍ରଦର୍ଶନ କରିବ ବୋଲି ସୋମବାର ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଖୁବ ଶୀଘ୍ର ବଳକା…

ବାଲାଟ ପେପର ନୁହେଁ ଇଭିଏମ୍‌ରେ ନିଜାମାବାଦରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ନିଜାମାବାଦ ଲୋକସଭା ଆସନରେ ବ୍ୟାଲଟ ପେପରରେ ମତଦାନ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ନିର୍ବାଚନ…

ଚଳିତ ଆର୍ଥିକ ବର୍ଷର ପ୍ରଥମ ଦିନରେ ଅର୍ଥାତ ଏପ୍ରିଲ ପହିଲାରେ ସେନ୍‌ସେକ୍ସ ରେକର୍ଡ ସ୍ତରରେ ପହଞ୍ଚିଛି। ଗତ ଶୁକ୍ରବାର ସେନସେକ୍ସ ୩୮୬୭୨.୯୧ ପଏଣ୍ଟରେ ବନ୍ଦ ହୋଇଥିଲା। ସୋମବାର…

ବଲିଉଡ୍‌ର ଭର୍ସାଟାଇଲ୍‌ ଆକ୍ଟର ଆୟୁସ୍ମାନ ଖୁରାନା ନିଜର ଆଗାମୀ ଫିଲ୍ମ ଆର୍ଟିକିଲ୍‌ ୧୫ ନିମନ୍ତେ ଉର୍ଦ୍ଦୁ ଶିଖୁଛନ୍ତି। ଏହି ଚଳଚିତ୍ରରେୋ ଜଣେ ପେଲିସ ଅଫିସର ଭୂମିକାରେ ନଜର…

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ ସୋମବାର ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏକ ଘରୋଇ ସ୍କୁଲର କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ଅଭିଭାଷଣ ରଖିଛନ୍ତି। ପ୍ରଥମେ ସେ ଉତ୍କଳ ଦିବସ…

ଏକ ନିର୍ବାଚନୀ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶ ଛାଡି ପଳାୟନ କରିଥିବା ବ୍ୟବସାୟୀଙ୍କ ନିକଟରୁ ସରକାର ୧୪ ହଜାର କୋଟିର ଅର୍ଥରାଶି ଜବତ କରିଛନ୍ତି।…

ପୁଣି ଥରେ ଇତିହାସ ରଚିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଦେଶର ସଦ୍ୟତମ ପର୍ଯ୍ୟବେକ୍ଷଣ ଉପଗ୍ରହ ଏମିସାଟ୍‍କୁ ଇସ୍ରୋ ସୋମବାର ମହାକାଶକୁ ପଠାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ…

ଜାମ୍ମୁ-କାଶ୍ମୀରର ପୁଲୱାମା ଜିଲା ଅନ୍ତର୍ଗତ ଲସିପୋରାଠାରେ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତମାନେ ଲଶ୍କର-ଏ-ତଇବା ସଂଗଠନର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ମୁଁ ବି ଚୌକିଦାର ଅଭିଯାନ ଅନ୍ତର୍ଗତରେ ସାରା ଦେଶର ପାଞ୍ଚଶହ ଜାଗାରେ ସାଧାରଣ ଲୋକଙ୍କୁ ସମ୍ବୋଧିତ କରିଛନ୍ତି। ଏହି…