ରିଲାଏନ୍ସ ଇଣ୍ଡିଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ୫୪ ବିଲିୟନ ଡଲାର ସହିତ ବିଶ୍ୱର ଶ୍ରେଷ୍ଠ ୧୦ ଧନୀଙ୍କ ତାଲିକାରେ ସାମିଲ ହୋଇଛନ୍ତି। ‘ଦ ହୁରୁନ ଗ୍ଲୋବାଲ ରିଚ୍…
ଆଜିର ଖବର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାୟଗଡ଼ାରେ ୧୨୫୦କୋଟି ଟଙ୍କାର ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ଏହାଛଡ଼ା ୫୩୨ କୋଟି ୫୮ ଲକ୍ଷ ୫୧ ହଜାର ଟଙ୍କା ବ୍ୟୟ ଅଟକଳ…
କେରଳ ସରକାର ଏଆଇ ଯୁକ୍ତ କ୍ୟାମେରା ଦ୍ବାରା ବିନା ହେଲମଟ୍ ଓ ସିଟ୍ବେଲ୍ଟ ପିନ୍ଧିନଥିବା ଚାଳକଙ୍କ ଉପରେ ନଜର ରଖିବେ । କେରଳର ମୋଟର ଯାନ ବିଭାଗ…
ପାକିସ୍ତାନର କିଛି ଲଢୁଆ ବିମାନ ଭାରତୀୟ ବାୟୁସୀମା ଉଲ୍ଲଙ୍ଘନ କରିବା ପରେ ଭାରତରେ ଅନେକ ବିମାନ ବନ୍ଦରରେ ବିମାନ ସେବା ବନ୍ଦ କରି ଦିଆଯାଇଥିଲା । ଏବେ…
ସୁପ୍ରିମ୍କୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣିକୁ ଆସନ୍ତା ମାର୍ଚ ୫ ତାରିଖ ଯାଏଁ ଘୁଞ୍ଚାଇ ଦିଆଯାଇଛି। ତିନିଜଣିଆ ଖଣ୍ଡପୀଠର ଅନ୍ୟତମ ବିଚାରପତି ଜଷ୍ଟିସ୍ ଏକେ ସିକ୍ରି ଆଜି…
ଶ୍ରୀନଗର, ଜମ୍ମୁ, ଲେହ୍, ଅମୃତସର, ପଠାନକୋଟ୍, ଡେରାଡୁନ୍ ଏବଂ ଚଣ୍ଡିଗଡ଼ ସମେତ କେତେକ ବିମାନ ବନ୍ଦରକୁ ବେସାମରିକ ବିମାନ ଚଳାଚଳ ନିମନ୍ତେ ବନ୍ଦ ରଖାଯାଇଥିବା କଥା ବୁଧବାର…
ଗତକାଲି ଭାରତ ପକ୍ଷରୁ ହୋଇଥିବା ଏୟାର୍ ଷ୍ଟ୍ରାଇକ୍ର ଜବାବ ଦେବା ପାଇଁ ପାକିସ୍ତାନ ଦୁଇଟି ଲଢୁଆ ବିମାନ ଭାରତୀୟ ବାୟୁସୀମା ଉଲ୍ଲଂଘନ କରି ଜାମ୍ମୁ ଓ କାଶ୍ମୀରର…
ବଲିଉଡ୍ ଅଭିନେତ୍ରୀ କରୀନା କପୁର୍ ଖାନ୍ ଆଗାମୀ ଫିଲ୍ମର ‘ତଖତ୍’ର ତାଙ୍କ ଚରିତ୍ରକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । କୀରନା କପୁର୍ ବହୁତ ଦିନ ପରେ…
ଚୀନ୍ରେ ଷୋଡଶ ଆରଆଇସି (ରୁଷ୍-ଭାରତ-ଚୀନ୍) ସମ୍ମିଳନୀ ଆଜି ଆରମ୍ଭ ହୋଇଛି । ଏଥିରେ ୩ ଦେଶର ବୈଦେଶିକ ମନ୍ତ୍ରୀ ଯୋଗ ଦେଇଛନ୍ତି । ଦେଶର ବୈଦେଶିକ ମନ୍ତ୍ରୀଙ୍କ…
ସୁରସାମ୍ରାଜ୍ଞୀ ଲତା ମଙ୍ଗେସକର ପିତାଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ଭାରତୀୟ ସେନାଙ୍କୁ ୧ କୋଟି ଟଙ୍କା ଦାନ କରିଛନ୍ତି । ଗତକାଲି ଭାରତୀୟ ବାୟୁସେନାରର ସାହସିକ ପଦକ୍ଷେପ ପରେ…
ଆଜି କାଶ୍ମୀରର ବଡଗାମଠାରେ ବାୟୁସେନାର ଯୁଦ୍ଧ ବିମାନ ଦୁର୍ଘଟଣାଗସ୍ତ ହୋଇଛି । ବଡ଼ଗାମର ଟେକ୍ନିକାଲ୍ ବିମାନବନ୍ଦରରୁ ବିମାନ ଉଡାଣ ଭରିବାର ସାତ କିଲୋମଟିର ଦୂରରେ ଏକ ଖୋଲା…
ପାକିସ୍ତାନ ବାଲାକୋଟରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନ ପରେ ଦେଶରେ ହାଇ ଆଲର୍ଟ। ଦିଲ୍ଲୀ, ମୁମ୍ବାଇ ସମେତ ୫ଟି ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ଏହା ଭିତରୁ…
ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଜି ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ତଥା ଅନ୍ତିମ୍ ମ୍ୟାଚ୍। ବିଶାଖାପାଟଣା ମ୍ୟାଚ୍ ହାରିଥିବାରୁ ଏହି ମ୍ୟାଚ୍ ଜିତିବା ପାଇଁ ଭରପୁର…
ଚୀନ୍ ଗସ୍ତରେ ଯାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ। ସେଠାରେ ଚୀନ୍ ଓ ଋଷ ବୈଦେଶିକ ମନ୍ତ୍ରିସ୍ତରୀୟ ବୈଠକରେ ସେ ଯୋଗ ଦେଇଛନ୍ତି। ଏହି ଅବସରରେ…
ଭାରତ ପୁଲୱାମା ହମଲାର ପ୍ରତିଶୋଧ ନେବା ପରେ ପ୍ରତିହିଂସାପରାୟଣ ହୋଇଛି ପାକିସ୍ତାନ। ଗତକାଲିଠାରୁ ବାରମ୍ବାର ଏଲଓସି ଉପରେ ଗୁଳିମାଡ଼ କରୁଛି। ପାକିସ୍ତାନ ରେଞ୍ଜର୍ସ ପକ୍ଷରୁ ଆଜି ସକାଳେ…
ପୁଲୱାମା ଆତଙ୍କବାଦୀ ହମଲା ପରେ ବିଶ୍ୱ ଦରବାରରେ ନିନ୍ଦିତ ପାକିସ୍ତାନକୁ ପୁଣି ଝଟକା ଦେଇଛି ଆମେରିକା। ନିଜ ମାଟିରୁ ଆତଙ୍କବାଦୀଙ୍କ ମୂଳପୋଛ କରୁ ପାକିସ୍ତାନ। ଆତଙ୍କୀ ସଂଗଠନ…
ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଠକେଇ ମାମଲାରେ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ସମ୍ପତ୍ତି ଜବତ। ମୁମ୍ବାଇ ଓ ସୁରଟରେ ଥିବା ୧୪୭ କୋଟି ୭୨ ଲକ୍ଷ ଟଙ୍କାର…
ପାକିସ୍ତାନ ଓ ଭାରତ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରିବାକୁ ଥିବା ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି।…
ଭାରତୀୟ ବାୟୁସେନା ଏଲ୍ଓସି ଅତିକ୍ରମ କରି ପାକିସ୍ତାନର ବାଲାକୋଟ୍ଠାରେ ପୁଲ୍ୱାମାର ବଦ୍ଲା ନେବାପରେ ପ୍ରତିକ୍ରିୟା ରଖିଛି ଚୀନ୍ । ପାକିସ୍ତାନକୁ ଅହେତୁକ ସମର୍ଥନ ଜଣାଇ ଆସୁଥିବା ଚୀନ୍…
ମାଟ୍ରିକ ପରୀକ୍ଷାରେ ହୋଇଥିବା କପି ଅଭିଯୋଗରେ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବୋର୍ଡ ପକ୍ଷରୁ ତିନୋଟି ପରୀକ୍ଷା କେନ୍ଦ୍ରର ଇଂରାଜୀ ପରୀକ୍ଷା ବାତିଲ୍ କରିବା…
ଭାରତୀୟ ବାୟୁସେନା ଦ୍ଵାରା ଆକ୍ରମଣ ପାକିସ୍ତାନରେ ଘୋର ଅଶାନ୍ତି ସୃଷ୍ଟି କରିଛି ଯାହା ପଡୋଶୀ ଦେଶର ଗଭୀରତାକୁ ସ୍ପର୍ଶ କରିଛି ବୋଲି ଦୃଢୋକ୍ତି ପ୍ରକାଶ ପାଇଛି ।…

