ଆଜିର ଖବର

ଭାରତୀୟ ଫୁଟବଲ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଭାରତ ତରଫରୁ ସର୍ବାଧିକ ଗୋଲ୍‌ କରିଥିବା ସୁନୀଲ୍‌ ଛେତ୍ରୀଙ୍କୁ ‘ଫୁଟବଲ୍‌ ଦିଲ୍ଲୀ’  ଦ୍ଵାରା ପ୍ରଥମ ଫୁଟବଲ୍‌ ରତ୍ନ ସମ୍ମାନରେ…

ଭୁବନେଶ୍ୱର ଉପକଣ୍ଠ ବାରଙ୍ଗର ରତାଗଡ଼ଠାରେ ପ୍ରତିଷ୍ଠା ହେବ ‘ଓଡ଼ିଶା କ୍ୟାନ୍‌ସର ହସ୍ପିଟାଲ୍ ଆଣ୍ଡ ରିସର୍ଚ୍ଚ ସେଣ୍ଟର’। ଆଜି ଏହି ହସ୍ପିଟାଲ୍‌ର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।…

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ହେବ ମହାମେଣ୍ଟ। ବିଜେଡି ଓ ବିଜେପି ବିରୋଧରେ ଏହି ମହାମେଣ୍ଟ ହେବ। ସିପିଆଇ କେନ୍ଦ୍ରୀୟ ସମ୍ପାଦକ ଡି. ରାଜା ଆଜି ଭୁବନେଶ୍ୱରରେ…

ସୋମବାର ଓଡିଶାରେ ବନ୍ଦ ରହିବ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ! ପୁଲୱାମା ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ରାଜ୍ୟର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ଓଡ଼ିଶା ବ୍ୟବସାୟୀ…

ପୁଲୱାମା ଆକ୍ରମଣକୁ ଦୃଷ୍ଟିରେ ରଖି ଜମ୍ମୁ-କାଶ୍ମୀର ପ୍ରଶାସନ ବଡ଼ ନିଷ୍ପତ୍ତି ନେଇଛନ୍ତି।  ପ୍ରଶାସନ ପକ୍ଷରୁ ସମସ୍ତ ବିଚ୍ଛିନ୍ନତାବାଦୀ ନେତାଙ୍କୁ ମିଳୁଥିବା ସୁରକ୍ଷାକୁ କାଢି ନିଆଯାଇଛି। ଏଥିରେ ମୀରଜାବାଇ…

ଅଭିନେତାରୁ ରାଜନେତା ହୋଇଥିବା ରଜନୀକାନ୍ତ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଜାରି କରିଥିବା ଏକ ବୟାନରେ ରଜନୀକାନ୍ତ ସ୍ପଷ୍ଟ ଭାବେ…