ଆଜିର ଖବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ ଶିଘ୍ର ବିଜେପୁର ଆସନ ଛାଡିବେ। ତାଙ୍କର ପାରଂପାରିକ ଆସନ ହିଂଜିଳିର ବିଧାୟକ ଭାବେ ରହିବେ। ଗତକାଲି ମୁଖ୍ୟମନ୍ତ୍ରୀ ବିଜେପୁର ପାଇଁ ଯେଉଁ…

ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ମାତ୍ର ଏହା ପୂର୍ବରୁ ଏନଡିଏରେ ଫାଟ ସୃଷ୍ଟି ହୋଇଛି । ମନ୍ତ୍ରିମଣ୍ଡଳରେ ମନ ମୁତାବକ…

ସପ୍ତଦଶ ଲୋକସଭାର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କ୍ରମାଗତ ଦ୍ବିତୀୟ ଥର ଭାବରେ ପ୍ରଧାନମନ୍ତ୍ରୀ ହେବାର ମୋଦିଙ୍କୁ ପଦ ଓ…

ଅନୁଭବ ସିହ୍ନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଆର୍ଟିକିଲ୍‌ 15ର ଟ୍ରେଲର ରିଲିଜ୍‌ ହୋଇଛି । ଆୟୁଷ୍ମାନ ଖୁରାନା ଏହି ଚଳଚିତ୍ରରେ ଜଣେ ପୋଲିସ୍‌ ଅଫିସର ଭୂମିକାରେ ନଜର…

ଡାକ୍ତରୀ ଛାତ୍ରୀ ପାୟଲ ଏସ୍‌ ତାଡ୍‌ବୀଙ୍କ ଆତ୍ମହତ୍ୟା ଘଟଣା ନୂଆ ମୋଡ ନେଇଛି। ମୁମ୍ବାଇ ପୋଲିସ୍‌ ହାତରୁ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଛି ମୁମ୍ବାଇ…

କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିଅଲିଟି ଶୋ’ ବିଗବସ୍‌କୁ ଆସନ୍ତା ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ। ତେବେ ପ୍ରତିଥର ପରି ଏଥର ମଧ୍ୟ ଭାଇଜାନ୍‌ଙ୍କ ଜଲ୍‌ଓ୍ବା…

ଆଫଗାନିସ୍ତାନର ଏକ ବିଶ୍ବବିଦ୍ୟାଳୟରେ ବୋମା ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନର ମାର୍ଶାଲ ଫହିମ୍‌ ଜାତୀୟ ପ୍ରତିରକ୍ଷା ବିଶ୍ବବିଦ୍ୟାଳୟ ପରିସରରେ ଏହି ବିସ୍ଫୋରଣ ଘଟିଛି।…

ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ସେ ନିଜ ମନ୍ତ୍ରିମଣ୍ଡଳ ସହ ଶପଥ ନେବେ। ତେବେ ଏବେବି…

ଏୟାରସେଲ-ମାକ୍ସିସ୍‌ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କ ପୁଅ କର୍ତ୍ତୀ ଚିଦାମ୍ବରମଙ୍କୁ ଗିରଫରଚ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ସ୍ବତନ୍ତ୍ର କୋର୍ଟ। ମେ ୩୦ ତାରିଖରେ ଦିଲ୍ଳୀର…

ଚଳିତ ସପ୍ତଦଶ ଲୋକସଭା ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳ ନିଜର ପରାଜୟର କାରଣ ଖୋଜୁଥିବା ବେଳେ ବିଏସ୍‌ପି ସୁପ୍ରିମୋ ମାୟାବତୀ ପରାଜୟକୁ ନେଇ ଆତ୍ମସମୀକ୍ଷା ଅନାବଶ୍ୟକ ବୋଲି…

ବଲିଉଡ୍‌ ଲଳନା ହୁମା କ୍ୟୁରେଶୀ ହଲିଉଡ୍‌ର ନିର୍ଦ୍ଦେଶକ ଜ୍ୟାକ୍‌ ସ୍ନାଇଡରଙ୍କ ଆର୍ମି ଅଫ୍‌ ଦ ଡେଡ୍‌ରେ ନଜର ଆସିବେ । ପୂର୍ବରୁ ଅନେକ ଅନ୍ତର୍ଜାତୀୟ ନିର୍ଦ୍ଦେଶକଙ୍କ ସହିତ…

ଓ୍ବାଇଏସ୍‌ଆର୍‌ କଂଗ୍ରେସ ପ୍ରମୁଖ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡି ଆନ୍ଧପ୍ରଦେଶର ବିଭାଜନ ପରେ ରାଜ୍ୟର ଦ୍ବିତୀୟ ମୁଖ୍ୟମନ୍ତ୍ରୀ ରୂପେ ଗୁରୁବାର ଦିନ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ…

ଗୁରୁବାର ରବର୍ଟ ଭଦ୍ରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ହାଜର ହୋଇଛନ୍ତି । ବୁଧବାର ଏକ ସ୍ଥାନୀୟ କୋର୍ଟ ଭଦ୍ରାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିବା ପରେ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି। ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଭାବେ କ୍ୟାବିନେଟ ମନ୍ତ୍ରୀ ପ୍ରଫୁଲ ମଲ୍ଲିକଙ୍କୁ ଦାୟିତ୍ବ ଦିଆଯାଇଥିଲା। ହେଲେ ପ୍ରଫୁଲ କ୍ୟାବିନେଟ…

ପଞ୍ଚମ ଥର ପାଇଁ ସରକାର ଗଠନ କରିଥିବା ନବୀନ ପଟ୍ଟନାୟକଙ୍କୁ ଶପଥ ଗ୍ରହଣ କରାଇଛନ୍ତି କାମଚଳା ବାଚସ୍ପତି ଅମର ଶତପଥୀ । ନବୀନ ସରକାରଙ୍କ ପ୍ରଥମ ବିଧାନସଭା…

ଆଜିଠୁ ଆରମ୍ଭ ହେବାକୁ ଯାଉଛି କ୍ରିକେଟର ମହାକୁମ୍ଭ କ୍ରିକେଟ ବିଶ୍ବକପ୍‌। ୪୫ ଦିନ ବ୍ୟାପୀ ଆଇସିସିର ଏହି ମେଗା ଇଭେଣ୍ଟରେ ୧୦ ଟି ଟିମ୍‌ ଭାଗ ନେବାକୁ…

ଭାରତୀୟ ଜନତା ପାର୍ଟିର ସଦସ୍ୟ ତଥା ବରିଷ୍ଠ ଲୋକସଭା ସାଂସଦ ସନ୍ତୋଷ ଗଙ୍ଗଓ୍ବାରଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ବରେଲୀରୁ ବିଜେପିର ସାଂସଦ…