ଆଜିର ଖବର

ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ ସମନ୍ବିତ, ସୁଲଭ ଏବଂ ଆଧୁନିକ ରେଳ ଯାତ୍ରା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ, ଭାରତୀୟ ରେଳ ବ୍ୟାପକ ସଂସ୍କାର ଏବଂ ନବସୃଜନ…

ଭୁବନେଶ୍ବର: ଭୁବନେଶ୍ବରରେ ଆଜି ସନ୍ କ୍ରାନ୍ତି ଏପିଭି ସମ୍ମିଳନୀ ଆୟୋଜିତ ହୋଇଛି। ଏହି ସମ୍ମିଳନୀରେ ବାଚସ୍ପତି ସୁରମା ପାଢୀ ଓ ରାଜ୍ୟ MSME ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ…

ସମ୍ବଲପୁର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସମ୍ବଲପୁର କ୍ଷେତ୍ରୀୟ ଶାଖା ତରଫରୁ ଆଜି ସ୍ଥାନୀୟ ମାନ୍ଧାତା ବାବା ଉଚ୍ଚତର…

ଭୁବନେଶ୍ଵର: ପୁରୀ ଜିଲ୍ଲା ବଳଙ୍ଗା ପିଡିତାଙ୍କ ଦିଲ୍ଲୀ ଏମ୍ସରେ ବୟାନ ରେକର୍ଡ ନେଇ ପୁରୀ ପୁଲିସ ଦିଲ୍ଲୀ ଗସ୍ତ କରିଛି ବୋଲି ଏସ୍ପି ପିନାକ ମିଶ୍ର ସୂଚନା…

ନୂଆଦିଲ୍ଲୀ: ମିଥ୍ୟା ଖବର, ଭ୍ରମାତ୍ମକ ସୂଚନା ଏବଂ ଅନୁଚିତ କାର୍ଯ୍ୟକ୍ରମ ପ୍ରସାରଣ ଉପରେ ଅଙ୍କୁଶ ଲଗାଇବା ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷେପ ନେଇଛନ୍ତି। ଏହାକୁ ଏକ ସ୍ୱାୟତ୍ତ…

ଭୁବନେଶ୍ଵର: ବୁଧବାର ଲୋକସେବା ଭବନ ଠାରେ ଆଇନ ବିଭାଗର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଏକ ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ…

ମେଷ- ଆପଣଙ୍କର ବକ୍ତବ୍ୟରେ ମୃଦୁତା ରହିବ, କିନ୍ତୁ ପ୍ରକୃତିରେ କ୍ରୋଧ ମଧ୍ୟ ହୋଇପାରେ। ଯାହା ଆପଣଙ୍କ ସମ୍ପର୍କ ଉପରେ ପ୍ରଭାବ ପକାଇପାରେ, ତେଣୁ ସତର୍କ ରୁହନ୍ତୁ। ଯଦି ଆପଣ…

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ଲୋକସଭା ଭବନରେ ରାଜ୍ୟର ବରି​‌ଷ୍ଠ ସାମ୍ବାଦିକମାନଙ୍କ ସହିତ ସେମାନଙ୍କର  ବିଭିନ୍ନ ସମସ୍ୟା ଓ ସେସବୁର ସମାଧାନ…

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ପର୍ଯ୍ୟାୟକ୍ରମେ ୬ଟି ଗେଟ ବନ୍ଦ କରାଯାଇଛି। ପୂର୍ବରୁ ୧୮ଟି ଗେଟ ଖୋଲାଥିବା ବେଳେ ବର୍ତ୍ତମାନ ୧୨ଟି ଗେଟ ଦେଇ ବନ୍ୟା ଜଳ…

ଭୁବନେଶ୍ୱର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ୱର କ୍ଷେତ୍ର କାର୍ଯ୍ୟାଳୟ ପକ୍ଷରୁ ଏକ୍ ପେଡ୍ ମା’ କେ ନାମ୍…

ରେଢ଼ାଖୋଲ (କନ୍ଦର୍ପ ବେହେରା): ଆକାଂକ୍ଷୀ ବ୍ଲକ୍ ଭାବରେ ‘ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ପାଇଲେ ନାକଟିଦେଉଳ ବ୍ଲକ ର ବିଡ଼ିଓ କ୍ଷମା ନିଧି ଭୋଇ। ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ…

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଉଚ୍ଚ ଘନତା ବିଶିଷ୍ଟ ଦିଲ୍ଲୀ-ମୁମ୍ବାଇ ରୁଟର ମଥୁରା-କୋଟା ସେକ୍ସନରେ ସ୍ୱଦେଶୀ ରେଳ ସୁରକ୍ଷା ପ୍ରଣାଳୀ କବଚ ୪.୦ ସ୍ଥାପନ କରାଯାଇଛି। ଦେଶରେ ରେଳ…

ଭୁବନେଶ୍ବର: ଓଡିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗଙ୍କ ଦ୍ବାରା ହେବାକୁ ଥିବା ନିଯୁକ୍ତି ପରୀକ୍ଷା ବାତିଲ ହୋଇଛି। ଏଥିରେ ଆରଆଇ, ଆସିଡିଏସ ସୁପରଭାଇଜର, ଏଆରଆଇ, ଅମିନ ପରୀକ୍ଷା…

ଭୁବନେଶ୍ଵର: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡିଶା ଆନୁକୁଲ୍ୟରେ ଆୟୋଜିତ ହେବାକୁ ଥିବା  OTET-୨୦୨୫ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଏହି ଘଟଣାରେ…

ଭୁବନେଶ୍ଵର: ରାଜ୍ୟରେ ଥିବା ୭୪ ହଜାର ୨୨୦ଟି ଅଙ୍ଗନବାଡିକୁ ସକ୍ଷମ ଅଙ୍ଗନବାଡିରେ ପରିଣତ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ଏଥିପାଇଁ ଅଙ୍ଗନବାଡି କେନ୍ଦ୍ରଗୁଡିକର ନିଜସ୍ୱ…

ନୂଆଦିଲ୍ଲୀ: ଭାରତ ବନାମ ଇଂଲଣ୍ଡ ପଞ୍ଚମ ଟେଷ୍ଟ ଜୁଲାଇ ୩୧ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ଓଭାଲ୍ ଗ୍ରାଉଣ୍ଡରେ ଖେଳାଯିବାକୁ ଅଛି। ଏହା ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ଥାନା ଅର୍ନ୍ତଗତ ଭୈରବୀ ମନ୍ଦିର ରାସ୍ତାରେ ପି ଭାନୁ ମୁର୍ତ୍ତୀ ନାମକ ଜଣେ ଯୁବକଙ୍କୁ ଆତର୍କିତ ଭାବେ ଆକ୍ରମଣ କରି…

ଭୁବନେଶ୍ୱର: ପୁରୀ ଏବଂ ରାଉରକେଲା ମଧ୍ୟରେ ଦ୍ରୁତ ଏବଂ ଅଧିକ ଆରାମଦାୟକ ରେଳ ଯାତ୍ରା ଉପଲବ୍ଧ କରାଇବା ପାଇଁ ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ…

ଭୁବନେଶ୍ବର: ସୁଭଦ୍ରା ଯୋଜନା ନେଇ ଆସିଲା ବଡ ଖବର। ତାହା ହେଲା ଯେ, ରାଜ୍ୟ ସରକାର ତୃତୀୟ କିସ୍ତି ପ୍ରଦାନ କରିବା ପାଇଁ ତାରିଖ ଘୋଷଣା କରିଛନ୍ତି।…

ଭୁବନେଶ୍ବର: ବଳଙ୍ଗା ପିଡିତାଙ୍କ ବୟାନ ରେକର୍ଡ କରାଯାଇଛି। ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ବୟାନ ରେକର୍ଚ କରିଛନ୍ତି ତଦନ୍ତ ଅଧିକାରୀ। ପିଡିତା ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ…

ପୁରୀ: ଆଜି ମହାପ୍ରଭୃଙ୍କ ବନକଲାଗି ନୀତି। ସେଥିପାଇଁ ଶ୍ରୀମନ୍ଦିର ୪ ଘଣ୍ଟା ପାଇଁ ବନ୍ଦ ରହିବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଆରମ୍ଭ ହେବ।…