ଆଜିର ଖବର

ନୂଆଦିଲ୍ଲୀ: ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରୁଷକୁ ନୂତନ ଚେତାବନୀ, ଡଲାର ତୁଳନାରେ ଭାରତୀୟ ଟଙ୍କା କ୍ରମାଗତ ଭାବରେ ଦୁର୍ବଳ ହେବା ଏବଂ…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୩୦ ଜୁଲାଇ ୨୦୨୫ ରେ ତାଙ୍କର ୪ ଦିନିଆ ସ୍କଟଲ୍ୟାଣ୍ଡ ଗସ୍ତରୁ ଆମେରିକା ଅଭିମୁଖେ ଯାତ୍ରା କରିଥିଲେ। ଏହି ସମୟରେ…

ନୂଆଦିଲ୍ଲୀ: ଆୟକର ବିଲ୍ 2025 ଅନ୍ତର୍ଗତ ଟିକସ ହାରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ ବୋଲି କହିଛି ଆୟକର ବିଭାଗ । ପ୍ରସ୍ତାବିତ ଆୟକର ବିଲ୍ 2025…

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ସୁରେଶ ଭରପୁଡକର ମଙ୍ଗଳବାର (୨୯ ଜୁଲାଇ) ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ କଂଗ୍ରେସକୁ ବଡ଼ ଝଟକା ଦେଇଛନ୍ତି। ସୁରେଶ…

ଭୁବନେଶ୍ୱର:  ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ମାଷ୍ଟରକ୍ୟାଂଟିନ ଛକଠାରେଏକ ବିକ୍ଷୋଭ କରାଯାଇଛି। ଏଥିରେ ସେମାନଙ୍କର ଦାବୀ କିଛି ନାହିଁ। ହେଲେ ସେମାନେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏବଂ…

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ଟୁର୍ଣ୍ଣାମେଣ୍ଟର ଶେଷ ଲିଗ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ଭାରତୀୟ ଦଳର ସଂଘର୍ଷ ହୋଇଥିଲା। ଏହି ମ୍ୟାଚଟି ଭାରତୀୟ ଦଳ ପାଇଁ…

ଭୁବନେଶ୍ଵର: ନବରଙ୍ଗପୁର ଜିଲ୍ଲାର ଉମରକୋଟ ଠାରେ ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ବୈଠକରେ…

ଭୁବନେଶ୍ଵର: ଭଦ୍ରକ ଜିଲ୍ଲାର ବୈତରଣୀ ନଦୀ ବନ୍ୟାରେ ୧ ଲକ୍ଷ ୮୮ ହଜାର ଲୋକ ପ୍ରଭାବିତ ହେବା ସହ ପ୍ରାୟ ୪୦ ଟି ପଞ୍ଚାୟତ କ୍ଷତି ଗ୍ରସ୍ତ…

ମେଷ ରାଶି: କର୍ମକ୍ଷେତ୍ରରେ ଅଧିକାରୀଙ୍କ ସହଯୋଗ ଏବଂ ବିଶ୍ୱାସ ପାଇବେ। ପାରିବାରିକ ବ୍ୟସ୍ତତା ରହିବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେତୁ ଟେନସନ ହେବେ। ଆଶା କରାଯାଉଥିବା କାର୍ଯ୍ୟରେ ବିଳମ୍ବ ହେବ।…

ଭୁବନେଶ୍ୱର: ଦୁଷ୍କର୍ମ ଏବଂ ନାରୀ ନିର୍ଯାତନାରେ ସାରା ଦେଶରେ ଚାଞ୍ଚଲ୍ୟ କରିଛି ଓଡ଼ିଶା । ଗୋପାଳପୁର, ମାଲକାନଗିରି, ଜଗତସିଂହପୁର ଦୁଷ୍କର୍ମ ରାଜ୍ୟକୁ ଲଜ୍ଜାରେ ପୋତି ଦେଇଛି ।…

ଭୁବନେଶ୍ୱର: ‘ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ’ ଉପଲକ୍ଷେ ଓଡ଼ିଶା ଡାକ ପରିମଣ୍ଡଳ ଦ୍ୱାରା ଆଜି ଏକ ସ୍ୱତନ୍ତ୍ର ଲଫାପା ଉନ୍ମୋଚିତ ହୋଇଛି। ଭୁବନେଶ୍ୱର ସ୍ଥିତ ଓଡ଼ିଶା ପରିମଣ୍ଡଳର ସିପିଏମଜି…

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଜଡିତ ତିନି ଜଣ ଆତଙ୍କବାଦୀଙ୍କୁ ସୁରକ୍ଷା ବାହିନୀ ନିପାତ କରିଛନ୍ତି। ଆଜି ସଂସଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ…

ନୂଆଦିଲ୍ଲୀ/ଭୁବନେଶ୍ୱର: ‘ବିକଶିତ ଭାରତ’ କେବଳ ଏକ ଭିଜନ ନୁହେଁ ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା କାମକୁ କାର୍ଯ୍ୟକାରୀ କରିବା ଦିଗରେ ଏକ ଶକ୍ତିଶାଳୀ ଆହ୍ୱାନ। ବିକଶିତ…

ବାଣପୁର: ଛାତ୍ରଛାତ୍ରୀମାନଙ୍କ ସ୍କୁଲ୍ ବସ୍ତାନି ବୋଝ ଦିନକୁ ଦିନ ବଢ଼ିଚାଲିଥିବାରୁ ଉଦ୍‌ବେଗ ପ୍ରକାଶ ପାଇଛି। ପୂର୍ବରୁ ଏନେଇ କଟକଣା ଥିଲେ ମଧ୍ୟ ଅନେକ ସ୍କୁଲ୍ ଏହାକୁ ମାନୁନଥିବା…

ଭୁବନେଶ୍ବର: ପୂର୍ତ୍ତ ବିଭାଗ,ଡିଭିଜନ-୩, ଭୁବନେଶ୍ୱରର ସହକାରୀ ଯନ୍ତ୍ରୀ ଶ୍ରୀ ରାଜ କିଶୋର ଜେନାଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଖାନତଲାସିରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୩୫୦୦ ବର୍ଗଫୁଟର ବହୁତଳ…

ନୂଆଦିଲ୍ଲୀ: ବିଶ୍ୱ ଚାମ୍ପିଅନସିପ୍ ଅଫ୍ ଲିଜେଣ୍ଡସ୍ ଟୁର୍ଣ୍ଣାମେଣ୍ଟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଭାରତୀୟ ଦଳ ଲିଗ୍ ପର୍ଯ୍ୟାୟରେ ୱେଷ୍ଟଇଣ୍ଡିଜ୍ ସହିତ ଶେଷ ମ୍ୟାଚ୍ ଖେଳିବାକୁ ଯାଉଛି।…

ନୂଆଦିଲ୍ଲୀ: ଆଜିକାଲି ଉତ୍ତର ପ୍ରଦେଶରେ ଧାର୍ମିକ ନେତା ଏବଂ ପ୍ରବଚକଙ୍କ ବୟାନକୁ ନେଇ ବିବାଦ ଥମିବାର ନାମ ନେଉନାହିଁ। ପ୍ରବଚକ ଅନିରୁଦ୍ଧାଚାର୍ୟଙ୍କ ବୟାନ ଏପର୍ଯ୍ୟନ୍ତ ଥମି ନାହିଁ,…

ଭୁବନେଶ୍ଵର: ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ପ୍ରଳୟ କ୍ଷେପଣାସ୍ତ୍ର ପ୍ରଣାଳୀର କ୍ରମାଗତ ଦୁଇଟି ସଫଳ ପରୀକ୍ଷଣ କରିଛି। ଓଡ଼ିଶା ଉପକୂଳସ୍ଥିତ ଡକ୍ଟର ଏପିଜେ ଅବଦୁଲ…

ନୂଆଦିଲ୍ଲୀ: ଆଜି ସଂସଦର ମୌସୁମୀ ଅଧିବେଶନର ସପ୍ତମ ଦିନ। ଏହି ସମୟ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା, କିନ୍ତୁ ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ଥିଲା…

ନୂଆଦିଲ୍ଲୀ: ଏଲୋନ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ କମ୍ପାନୀ ଷ୍ଟାରଲିଙ୍କ ସେବା ଉପରେ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ଦୂରସଂଚାର ରାଷ୍ଟ୍ରମନ୍ତ୍ରୀ ପେମାସାନି ଚନ୍ଦ୍ରଶେଖର…

ନୂଆଦିଲ୍ଲୀ: ଏକ ଜାତୀୟ ଟିଭି ଚ୍ୟାନେଲର ବିତର୍କ ସମୟରେ ସମାଜବାଦୀ ପାର୍ଟିର କନୌଜ ସାଂସଦ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବଙ୍କ ଉପରେ…