ଆଜିର ଖବର

ଭୁବନେଶ୍ଵର: ମାଲକାନଗିରି ଜିଲ୍ଲା ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୁଲିସ ତ୍ଵରିତ କାର୍ଯ୍ୟାନୁଷ୍ଠାନ ନେଇଛି। ମାତ୍ର କେଇ ଘଣ୍ଟା ମଧ୍ୟରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି। ଇତି ମଧ୍ୟରେ ଚାରି…

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ…

ଭୁବନେଶ୍ୱର: ବାଲେଶ୍ବରର ଛାତ୍ରୀଙ୍କ ଏକାଦଶାହରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଓ ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିବସ…

ନୂଆଦିଲ୍ଲୀ: ଭାରତରେ ସେମିକଣ୍ଡକ୍ଟର ନିର୍ମାଣ ଇକୋସିଷ୍ଟମ ଦିନକୁ ଦିନ ମଜବୁତ ହେଉଛି। ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟ ପ୍ରସ୍ତୁତି ଆଧାରିତ ପ୍ରୋତ୍ସାହନ ଯୋଜନା ଏବଂ ଚିପ୍ସ ଟୁ…

ଭୁବନେଶ୍ଵର: ଆସନ୍ତା ସୋମବାର ଜୁଲାଇ ୨୮ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ସେହିଦିନ ସକାଳ ୮ ଘଟିକାରୁ ଭୁବନେଶ୍ଵରର ଅଶୋକନଗରସ୍ଥିତ ପୂର୍ବତନ ସରକାରୀ…

ଭୁବନେଶ୍ବର: ନିକଟରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ କରିଥିଲେ। ତେବେ ଏହି ବଡ ଅଦଳବଦଳରେ ସରକାର କିଛି ଭୁଲ କରିଥିଲେ। ଆଜି ପୁଣି…

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ଉପରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମକୁ…

ଭୁବନେଶ୍ୱର: ମହିଳାଙ୍କ ଅଭିଯୋଗର ପ୍ରତିକାର ପାଇଁ କଂଗ୍ରେସ ଆରମ୍ଭ କଲା ଭିନ୍ନ ପଦକ୍ଷେପ। ଏକ ଅଭି।ୋଗ ପ୍ରକୋଷ୍ଠ ଗଠନ କରାଯିବା ସହ ‘ଆପ’ ଆରମ୍ଭ ହୋଇଛି। ଏହା…

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ସ୍କୁଲଗୁଡ଼ିକର ଚାହିଦାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଏବେ ବିଶେଷ ପରିସ୍ଥିତିରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ…

ନୂଆଦିଲ୍ଲୀ: ଜୁଲାଇ ୨୫ ଏବଂ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଳଦ୍ୱୀପ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୦୨୩ରେ ଡକ୍ଟର ମହମ୍ମଦ ମୁଇଜୁ ରାଷ୍ଟ୍ରପତି…

ମୁମ୍ବାଇ: ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ନାମ ଆଲୋଚନା ଆରମ୍ଭ ହୋଇଛି। ଦାବି କରାଯାଉଛି ଯେ, ପରବର୍ତ୍ତୀ ଉପରାଷ୍ଟ୍ରପତି ବିଜେପିରୁ ହେବେ।…

ନୂଆଦିଲ୍ଲୀ: ହିରୋ ସ୍ପେଣ୍ଡର ପ୍ଲସ୍ ହେଉଛି ଭାରତୀୟ ବଜାରରେ ସର୍ବାଧିକ ବିକ୍ରି ହେଉଥିବା ବାଇକ୍। ଗତ ମାସରେ ଏହି ବାଇକ୍ ୩ ଲକ୍ଷ ୩୧ ହଜାରରୁ ଅଧିକ…

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯାଉଛି। ତେବେ ଭାରତ ଏବଂ ଇଂଲଣ୍ଡର ଏହି ଗସ୍ତ ଏଠାରେ ଅଟକିବ ନାହିଁ।…

ନୂଆଦିଲ୍ଲୀ: ରିଷଭ ପନ୍ତଙ୍କ ଆଙ୍ଗୁଠି ଫ୍ରାକ୍ଚର ନିଶ୍ଚିତ ହୋଇଛି। କ୍ରିକବଜ୍ ରିପୋର୍ଟ ଅନୁଯାୟୀ, ତାଙ୍କୁ ସୁସ୍ଥ ହେବାକୁ ୨ ମାସ ଲାଗିବ। ଏହାର ଅର୍ଥ ହେଉଛି ପନ୍ତ…

ନୂଆଦିଲ୍ଲୀ: ଦିବ୍ୟା ଦେଶମୁଖ ପୂର୍ବତନ ବିଶ୍ୱ ଚାମ୍ପିଅନ୍ ଝୋଙ୍ଗୟୀ ଟାନଙ୍କୁ ପରାସ୍ତ କରି ମହିଳା ବିଶ୍ୱକପ୍ (FIDE ମହିଳା ବିଶ୍ୱକପ୍)ର ଫାଇନାଲରେ ପହଞ୍ଚିଛନ୍ତି। ସେ ଏହି ସଫଳତା…

ନୂଆଦିଲ୍ଲୀ: ୟୁପିରେ ଧର୍ମାନ୍ତରୀକରଣର ମୁଖ୍ୟ ଅଭିଯୁକ୍ତ ଛାଙ୍ଗୁରଙ୍କୁ ସାହାଯ୍ୟ କରିବା ଅଭିଯୋଗରେ ଗାଜିଆବାଦ କ୍ରାଇମବ୍ରାଞ୍ଚର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ଅବଦୁର ରେହମାନଙ୍କୁ ନିଲମ୍ବିତ କରାଯାଇଛି। ତାଙ୍କ ବିରୁଦ୍ଧରେ…

ଭୁବନେଶ୍ବର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଆଦିବାସୀ ମହାସଂଘ, ଓଡିଶାର କର୍ମକର୍ତ୍ତା ଓ ସଦସ୍ୟ ମାନେ ଭେଟି ଆଦିବାସୀ ମାନଙ୍କ…

ନୂଆଦିଲ୍ଲୀ: ଆଜି ଏକ ରୁଷୀୟ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଥିଲା, କିନ୍ତୁ ଏବେ ଏକ ଅପଡେଟ୍ ମିଳିଛି ଯେ, ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ରଏଟର୍ସ ରିପୋର୍ଟ ଅନୁଯାୟୀ,…

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦଙ୍କୁ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତାଙ୍କ ବିରୁଦ୍ଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା…

ମୁମ୍ବାଇ: ରିଲାଏନ୍ସ ଅନିଲ ଅମ୍ବାନୀ ଗ୍ରୁପ୍ କମ୍ପାନୀ (RAAGA କମ୍ପାନୀ) ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ମନି ଲଣ୍ଡରିଂର ଏକ ବଡ଼ ତଦନ୍ତ ଆରମ୍ଭ କରିଛି। ଅନିଲ…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ପୋଲିସ୍ କୌଣସି ସୁତ୍ରରୁ ଖବର ପାଇ ନିର୍ମଳଝର ଛକରେ ଛକି ରହି ଏକ କାର୍ କୁ ଅଟକାଇ ଯାଞ୍ଚ…