ନୂଆଦିଲ୍ଲୀ: ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଚମତ୍କାର ପ୍ରଦର୍ଶନ କରି ଶ୍ରୀଲଙ୍କାକୁ ପରାସ୍ତ କରିଛି। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚକୁ 109 ରନରେ ଜିତିଛି। ତାଙ୍କ ବିଜୟ ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପଏଣ୍ଟ ଟେବୁଲରେ ମଧ୍ୟ ପରିବର୍ତ୍ତନ […]
ଭୁବନେଶ୍ଵର: ମାଳିଶିରା ପଞ୍ଚାୟତ ଡେଙ୍ଗପଦର ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଗତକାଲି ମଧ୍ୟାହ୍ନ ଭୋଜନ ଖାଇ ଗୁରୁତର ଅସୁସ୍ଥ ହୋଇପଡିଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନର ଅଣ୍ଡା ତରକାରୀରେ ପାଚିକା ହଳଦୀ ପକାଇବା ବଦଳରେ ସର୍ଫ ପାଉଡର […]
ଭୁବନେଶ୍ଵର: ଗଞ୍ଜାମ ଜଳ୍ଲାର ଖଲ୍ଲିକୋଟ ଉପଖଣ୍ଡ ସ୍ତରୀୟ ସ୍ବାସ୍ଥ୍ୟ କେନ୍ଦ୍ର ରେ ଶହେ ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଵାସ୍ଥ୍ୟ କେନ୍ଦ୍ରର ସଭା ଗୃହରେ ଅନୁଷ୍ଠିତ ହୋଇଛି। ଖଲ୍ଲିକୋଟ ସ୍ବାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ […]
ଭୁବନେଶ୍ଵର: ସରକାରଙ୍କ ଆଳୁ ମିଶନ୍ ଯୋଜନାରେ ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକ୍ରେ ମଧ୍ୟ ଆଳୁଚାଷ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପାଇଁ ଗତକାଲି ଅପରାହ୍ନରେ ବ୍ଲକ୍କୁ ୬୦୦ ବସ୍ତା ବିହନ ଆସିଛି। ବ୍ଲକର ତଣ୍ଡିପୁର, ପଦାଦିଗି, ଭୀମପୁର, ସୁରଙ୍ଗୀ, ଆଙ୍କୁଲି, ଖାରିଆଗୁଡ଼ା […]
ଭୁବନେଶ୍ଵର: ଭାରତର ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ଘଟଣାକୁ ବିରୋଧ କରି ନୟାଗଡ଼ ହିନ୍ଦୁ ସୁରକ୍ଷା ମଞ୍ଚ ତରଫରୁ ସନ୍ତୋଷ ପ୍ରଧାନଙ୍କ ନେତୃତ୍ବରେ ଏକ ଶୋଭାଯାତ୍ରା କରାଯାଇଛି। ନୟାଗଡ଼ ଖଣ୍ଡପଡ଼ା ରୋଡ଼ରେ ଅବସ୍ଥାପିତ ସିଦ୍ଧମହାବୀରଙ୍କ ପୀଠରୁ ଶୋଭାଯାତ୍ରା ବାହାରି […]
ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରିଛି ବିଜେପି। ଆଜି ଏ ନେଇ ଦଳ ତରଫରୁ ଘୋଷଣା କରାଯିବା ପରେ ସୁଜିତ ନାମାଙ୍କନ ଦାଖଲ କରିଛନ୍ତି। ସେ ପୂର୍ବହ୍ନରେ ବିଧାନସଭା ଯାଇ ସେଠାରେ ମନ୍ତ୍ରୀ ବିଧାୟକଙ୍କ […]
ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା ଏକ ଉପାନ୍ତ ଜିଲ୍ଲା ଅଟେ। ସ୍ବାସ୍ଥ୍ୟ ଚିକିତ୍ସା ନେଇ ଜିଲ୍ଲାବାସୀ ବିଶେଷ ରୂପେ ପଡୋଶୀ ରାଜ୍ୟ ରାୟପୁର ଏବଂ ବିଶାଖାପାଟଣା ଉପରେ ନିର୍ଭରଶୀଳ। ମିଶନ ସ୍ବାସ୍ଥ୍ୟକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରିବା ପାଇଁ ଓଡ଼ିଶା […]
ଭୁବନେଶ୍ଵର: ଶରଣକୂଳ ନାରାୟଣ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଲଡ଼ୁକେଶ ଆଥଲେଟିକ ଆସୋସିଏସନ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଶରଣକୂଳ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦ୍ଯାପିତ ହୋଇଯାଇଛି। ଫାଇନାଲ ଖେଳରେ ଟାଇ ବ୍ରେକର ଜରିଆରେ କଟକର ସ୍ପୋର୍ଟସ ହଷ୍ଟେଲ ୪-୨ଗୋଲ୍ରେ ସୁନାବେଡ଼ାର ସାଇ ଏଚଏଏଲ୍ ଦଳକୁ […]
ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ଫର୍ମରେ ଅଛନ୍ତି। ସେ ଅନେକ ଥର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ବର୍ତ୍ତମାନ ଶାମି ବ୍ୟାଟିଂରେ ମଧ୍ୟ ଧୂଆଁଧାର ପ୍ରଦର୍ଶନ କରିଛନ୍ତି। ସୟଦ ମୁସ୍ତାକ ଅଲି ଟ୍ରଫି ର ପ୍ରଥମ ପ୍ରି-କ୍ୱାର୍ଟର ଫାଇନାଲରେ […]
ଭୁବନେଶ୍ଵର: ଦାରିଙ୍ଗିବାଡି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ୩୦ ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ମେଡ଼ିକାଲରେ ଚିକିତ୍ସା ହେଉଥିବା ଜଣାପଡିଛି। ମଧ୍ୟାହ୍ନ ଭୋଜନ ଖାଇବା ପରେ, ପ୍ରଥମେ ପେଟ କାଟିବା ସହ ବାନ୍ତି ହୋଇଥିଲା। […]
ଭୁବନେଶ୍ୱର: ବିଭିନ୍ନ ସମସ୍ୟା ନେଇ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀମାନେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତି ବ୍ୟାନରରେ ଆଗାମୀ ଡିସେମ୍ବର ମାସ ୧୦ ତାରିଖରେ ରାଜଧାନୀର ରାଜରାସ୍ତାରେ ଏକ ବିଶାଳ ଶିକ୍ଷକ ସମାବେଶ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପରମ ପୂଜ୍ୟ ପୋପ୍ ଫ୍ରାନ୍ସିସ୍ଙ୍କ ଦ୍ୱାରା ସମ୍ମାନନୀୟ ଜର୍ଜ ଜ୍ୟାକବ୍ କୁୱାକାଡ୍ଙ୍କୁ ପବିତ୍ର ରୋମାନ୍ କ୍ୟାଥଲିକ୍ ଚର୍ଚର କାର୍ଡିନଲ୍ କରାଯାଇଥବାରୁ ସେ ଅତ୍ୟନ୍ତ ଆନନ୍ଦିତ। ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି : “ଭାରତ […]
ପ୍ରଧାନମନ୍ତ୍ରୀ: ନରେନ୍ଦ୍ର ମୋଦୀ ଆଜି ରାଜସ୍ଥାନ ଏବଂ ହରିୟାଣା ଗସ୍ତରେ ଯିବେ। ସେ ଜୟପୁର ଯିବେ ଏବଂ ପ୍ରାୟ ସକାଳ ୧୦:୩୦ ସମୟରେ ସେ ଜୟପୁର ପ୍ରଦର୍ଶନୀ ଏବଂ ସମ୍ମିଳନୀ କେନ୍ଦ୍ର (ଜେଇସିସି) ରେ ରାଇଜିଂ ରାଜସ୍ଥାନ ଗ୍ଲୋବାଲ୍ ଇନ୍ଭେଷ୍ଟ୍ମେଣ୍ଟ ସମ୍ମିଳନୀ […]
ଭୁବନେଶ୍ଵର: କେନ୍ଦ୍ରାପଡ଼ା ପୌରାଞ୍ଚଳର ସଫେଇ କର୍ମଚାରୀମାନେ ଦୁର୍ଦ୍ଦିନ ମଧ୍ୟରେ କାଳାତିପାତ କରୁଛନ୍ତି। ସେମାନଙ୍କ ସମସ୍ୟାକୁ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ କହିଛନ୍ତି। ଶ୍ରୀ ସ୍ବାଇଁ କେନ୍ଦ୍ରାପଡ଼ା ପୌରାଞ୍ଚଳର ଚଉରି ବ୍ରହ୍ମପୁର ଗାଁରେ ସଫେଇ […]
ନୂଆଦିଲ୍ଲୀ: 08 ଡିସେମ୍ବର 2024 ଭାରତୀୟ କ୍ରିକେଟ୍ ପାଇଁ ଏକ ‘କଳା ଦିବସ’ ଠାରୁ କମ୍ ନୁହେଁ। ଏହି ଦିନ ଭାରତୀୟ କ୍ରିକେଟ୍ ଦଳ ତିନୋଟି ଭିନ୍ନ ସ୍ଥାନରେ ମ୍ୟାଚ୍ ଖେଳୁଥିଲେ। ହେଲେ ଭାରତ କୌଣସି ଗୋଟିଏ ମ୍ୟାଚ୍ ବି ଜିତି […]
ବାସ୍ତୁ ଶାସ୍ତ୍ର: ଯେଉଁ ଘର ସଠିକ୍ ଏବଂ ଘରେ ଥିବା ସାଜସଜ୍ଜା ସାମଗ୍ରୀକୁ ବାସ୍ତୁ ଅନୁଯାୟୀ ରଖାଯାଏ, ତା’ହେଲେ ସେହି ଘରେ ସୁଖ ଏବଂ ସମୃଦ୍ଧତା ରହିଥାଏ। ପରିବାର ଅଗ୍ରଗତି କରେ। ପରିବାର ସଦସ୍ୟଙ୍କ ମଧ୍ୟରେ ପ୍ରେମ ଏବଂ ସୌହାର୍ଦ୍ଦ୍ୟ ବଢେ। କିନ୍ତୁ […]
ଭୁବନେଶ୍ବର: ଶାସ୍ତ୍ରରେ ତୁଳସୀର ପତ୍ର ବ୍ୟତୀତ ଏହାର ମୂଳ ମଧ୍ୟ ଅତ୍ୟନ୍ତ ଚମତ୍କାର ବୋଲି ବିବେଚନା କରାଯାଏ। ଏହାର ପ୍ରତିକାର ମା’ ଲକ୍ଷ୍ମୀଙ୍କ ଅନୁଗ୍ରହ ପ୍ରଦାନ କରିବା ସହିତ ଅନେକ ଲାଭ ମଧ୍ୟ ଦେଇଥାଏ। କୌଣସି କାର୍ଯ୍ୟରେ ବାଧା ସୃଷ୍ଟି ହେବା, ହେଉଥିବା […]
ନୂଆଦିଲ୍ଲୀ: ଭାରତର ଡିଜିଟାଲ ଭିତ୍ତିଭୂମିରେ ବିଗତ କିଛି ବର୍ଷ ମଧ୍ୟରେ ଏକ ପରିବର୍ତ୍ତନମୂଳକ ଉନ୍ନତି ଘଟିଛି, ଯାହା ଦେଶକୁ ଡିଜିଟାଲ ଗ୍ରହଣ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନେତୃତ୍ୱ ଭାବରେ ସ୍ଥାନିତ କରିଛି। ଦ୍ରୁତ ବିସ୍ତାରିତ ଡିଜିଟାଲ୍ ଅର୍ଥନୀତି ସହିତ କ୍ଲାଉଡ୍ କମ୍ପ୍ୟୁଟିଂ, […]
ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରରେ ରବିବାର ଦିନ ଅନୁଷ୍ଠିତ ହୋଇଥିବା ବର୍ଡର ସିକ୍ୟୁରିଟି ଫୋର୍ସ ଅଫ ଇଣ୍ଡିଆ ବା ବିଏସଏଫର ୬୦ତମ ରେଜିଂ ଦିବସ ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ କେନ୍ଦ୍ର […]
ମେଷ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ […]
ନୂଆଦିଲ୍ଲୀ: କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ମୂଲ୍ୟାଙ୍କନ ବର୍ଷ ୨୦୨୨-୨୦୨୩ ପାଇଁ ସମ୍ମାନଜନକ ଜାତୀୟ ପଞ୍ଚାୟତ ପୁରସ୍କାରର ବିଜେତାଙ୍କ ନାମ ଘୋଷଣା କରିଛି। ତୃଣମୂଳ ସ୍ତରରେ ସମାବେଶୀ ଏବଂ ନିରନ୍ତର ବିକାଶକୁ ଆଗେଇ ନେବାରେ ସାରା ଦେଶରେ ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକର ଉଲ୍ଲେଖନୀୟ ପ୍ରୟାସକୁ […]