ଆଜିର ଖବର

ବାଣପୁର: ବାଣପୁର ଥାନା ଅନ୍ତର୍ଗତ ସୁନାକେରା ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ବିଷ ପିଇ ଜଣେ ବିବାହିତ ଯୁବକଙ୍କ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ…

ଭୁବନେଶ୍ବର: ଶେଷରେ ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ ଆଜି ନବୀନ ନିବାସରେ ନିଜର ମତ ରଖିଛନ୍ତି। ଦୀର୍ଘଦିନ ଧରି ଦଳ ଭିତରେ ଯେଉଁ…

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଉନ୍ନୟନ ତଦାରଖରେ ଥିବା ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ, ଶ୍ରମ ଏବଂ ରାଜ୍ୟ କର୍ମଚାରିବୀମା ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ…

କଳାହାଣ୍ଡି: ଓଡ଼ିଆ ପକ୍ଷ ପାଳନ ଅବସରରେ “ଆସ ବହିଟିଏ କିଣିବା ଅଭିଯାନ” ଆଜି କଳାହାଣ୍ଡି ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ…

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଡାବୁ ଗାଁ ବ୍ଳକରେ ଦିବ୍ୟାଙ୍ଗ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଛି। ଆକାଂକ୍ଷୀ ବ୍ଳକ ଡାବୁ ଗାଁ ବ୍ଳକ ଓ ଜିଲ୍ଲା ସାମାଜିକ…

ଭୁବନେଶ୍ବର: ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ନିର୍ମାଣ ହେଉଥ‌ିବା ବିମାନବନ୍ଦର ଯୋଗୁଁ ୪୩ଜଣ ଜନଜାତି ପରିବାରବର୍ଗଙ୍କର ବାସଗୃହ ନଷ୍ଟ ହୋଇଯାଇଛି। ଏହି ଘଟଣାର ଏଅନୁଧ୍ୟାନ କରିବା…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ନବକାର ମହାମନ୍ତ୍ର ଦିବସ ସମାରୋହକୁ ଉଦଘାଟନ କରିଥିଲେ ଏବଂ ଏଥିରେ ଅଂଶଗ୍ରହଣ କରିଥିଲେ। ସଭାକୁ ସମ୍ବୋଧିତ…

ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ 104 ପ୍ରତିଶତ ଶୁଳ୍କର ଜବାବରେ ଆମେରିକା ଉପରେ ବେଜିଂ 84 ପ୍ରତିଶତ ଶୁଳ୍କ ଲାଗୁ କରିଛି। କେବଳ ସେତିକି ନୁହେଁ, ଚୀନ୍‌ ଏବେ…

ଭୁବନେଶ୍ଵର: ଓଡ଼ିଶାରେ ହେବ ଶକ୍ତି କରିଡ଼ର। ଏହା ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ଶକ୍ତି ପୀଠକୁ ଯୋଡାଯିବ। ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶିଘ୍ର ରାଜ୍ୟ ସରକାରଙ୍କ…

ସମୀକ୍ଷା ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କହିଛନ୍ତି ଯେ ରାଜ୍ୟରେ ୱାକଫ (ସଂଶୋଧନ) ଆଇନ କାର୍ଯ୍ୟକାରୀ ହେବ ନାହିଁ। କୋଲକାତାର ଜୈନ ସମ୍ପ୍ରଦାୟର ଏକ…

କେନ୍ଦୁଝର: ରାଜ୍ୟର ବିଭିନ୍ନ ଆଇଟିଆଇ ଓ ଇଞ୍ଜିନିୟରିଂ କଲେଜ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ପାଇଁ ଉନ୍ନତ ମାନର ଭିତ୍ତି ଭୂମିର ଆବଶ୍ୟକତା ରହିଛି। ଏଥିପାଇଁ ଆଦିବାସୀ ବହୁଳ…

ଭୁବନେଶ୍ୱର: ରାଜ୍ୟରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବରେ ଏହାର ଜୟଯାତ୍ରା ଜାରି ରଖି, ରିଲାଏନ୍ସ ଜିଓ ଡିସେମ୍ବର ୨୦୨୪ ରେ ଓଡ଼ିଶାରେ ଦେଢ଼ ଲକ୍ଷରୁ…

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦୟଣାଚୋରି ଓ ଦମନକ ଚତୁର୍ଦ୍ଦଶୀ ନୀତି ସମ୍ପାଦନ ଦୃଷ୍ଟିରୁ ଅପ୍ରେଲ ୧୦ ଏବଂ ୧୧ ତାରିଖ ଦୁଇଦିନ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣ ଅଧ୍ୟକ୍ଷ ଆନନ୍ଦ ନାରାୟଣ ମହାରଣାଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ଆଇନ୍‌ସେବା ପ୍ରାଧିକରଣର ସଚିବ ଅଞ୍ଜଳୀ ମଛଖଣ୍ଡଙ୍କ…

ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚ୍ ସମୟରେ ପଞ୍ଜାବ କିଙ୍ଗ୍ସର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଆଇପିଏଲ୍ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ବିସିସିଆଇ ମ୍ୟାକ୍ସୱେଲଙ୍କ ମ୍ୟାଚ୍…

ଭୁବନେଶ୍ବର: ରାଜ୍ୟ ସରକାର ତିନିଜଣ ଅବସରପ୍ରାପ୍ତ ପ୍ରଶାସକଙ୍କୁ ଆରଟିଆଇ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ତାଙ୍କ ନାମ ଘୋଷଣା କରାଯାଇଛି। ସେଥିରେ ମୁଖ୍ୟ ସୂଚନା କମିଶର…

ନୂଆଦିଲ୍ଲୀ: 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଅଭିଯୁକ୍ତ ତହୱୁର ରାଣାଙ୍କୁ ଆମେରିକାରୁ ଭାରତ ଅଣାଯାଉଛି। ସୂଚନାନୁସାରେ, ରାଣା ଆସନ୍ତାକାଲି ସୁଦ୍ଧା ଦିଲ୍ଲୀରେ ପହଞ୍ଚିପାରନ୍ତି। ଏହି ପ୍ରତ୍ୟର୍ପଣ କାର୍ଯ୍ୟରେ…

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଆଧାର ପଏଣ୍ଟ ହ୍ରାସ କରିବାକୁ ଘୋଷଣା କରିଛି। ଏହା ସହିତ ରେପୋ ରେଟ ବର୍ତ୍ତମାନ 6 ପ୍ରତିଶତକୁ ଖସି ଆସିଛି।…

ନୂଆଦିଲ୍ଲୀ: ଆଇପିଏଲ୍ 2025 ର 23 ତମ ମ୍ୟାଚ୍ ଶୁବମାନ ଗିଲଙ୍କ ନେତୃତ୍ଵାଧୀନ ଗୁଜୁରାଟ ଟାଇଟାନ୍ସ ଏବଂ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଲଢେଇ ହେବ।…

ନୂଆଦିଲ୍ଲୀ: ବିଶ୍ୱର ବୃହତ୍ତମ ବନ୍ଧ ନିର୍ମାଣ ପାଇଁ ଚୀନ୍ ର ଘୋଷଣା ପରେ ଅରୁଣାଚଳ ପ୍ରଦେଶର ବିଜେପି ସାଂସଦ ତାପିର ଗାଓ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ…