ଆଜିର ଖବର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ ଆଇସିଏ ବିଶ୍ୱ ସମବାୟ ସମ୍ମିଳନୀ ୨୦୨୪କୁ ଉଦଘାଟନ କରିଛନ୍ତି। ସମାରୋହକୁ ସମ୍ବୋଧିତ କରି ଶ୍ରୀ ମୋଦୀ…

ନୂଆଦିଲ୍ଲୀ/ଭୁବନେଶ୍ୱର: ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବା ସହ ଭାରତରେ ଶିଶୁ ଓ ଯୁବବର୍ଗଙ୍କ ଜୀବନଧାରଣରେ ଉନ୍ନତି ଆଣିବା ପାଇଁ କାର୍ଯ୍ୟ କରୁଥିବା ‘ଭାରତୀ ଏୟାରଟେଲ ଫାଉଣ୍ଡେସନ’ ଦ୍ୱାରା ପ୍ରସ୍ତୁତ…

ଭୁବନେଶ୍ଵର: ରାଜ୍ୟରେ ଆଗାମୀ ଦିନରେ ମହିଳା କୋର୍ଟ ଖୋଲାଯିବା ସହ କୋର୍ଟ ମଧ୍ୟରେ ସମସ୍ତ ଅଧିକାରୀ ମହିଳା ରହିବେ। ଏ ନେଇ ସରକାରଙ୍କ ପକ୍ଷରୁ ଯୋଜନା ରହିଥିବା…

ଭୁବନେଶ୍ଵର: ନିକଟରେ ଘଟିଥ‌ିବା ବାତ୍ୟା ଦାନା ଆକଳନ ପାଇଁ କେନ୍ଦ୍ରୀୟ ଟିମ ଭଦ୍ରକ ଜିଲ୍ଲା ଧାମରା ଠାରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି। ଏଥ୍‌ରେ ବିଭାଗୀୟ ନିର୍ଦ୍ଦେଶକ ଡକ୍ଟର…

ଭୁବନେଶ୍ଵର: ପୂର୍ବତଟ ରେଳ ମହା ପ୍ରବନ୍ଧକ ପରମେଶ୍ୱର ଫୁଂକୱାଲାଙ୍କ ଦିନିକିଆ ରାୟଗଡା ଗସ୍ତରେ ଆସି ମୁନିଗୁଡା ଠାରେ ନିର୍ମାଣଧୀନ ଅମୃତ ଭାରତ ଷ୍ଟେସନ ଅଗ୍ରଗତିର ସମୀକ୍ଷା କରିଛନ୍ତି।…

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ନେଇ ଏ.ଏସ୍.ଆଇ. ପକ୍ଷରୁ କରାଯାଇଥିବା ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହେବାପରେ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ…

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ISKCON ର ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କୁ ଗିରଫ କରାଯାଇଛି। ବାଂଲାଦେଶୀ ଗଣମାଧ୍ୟମରେ ଏହା ଦାବି…

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଉତ୍ସର୍ଗୀକୃତ ସେବା ଓ କର୍ମକ୍ଷେତ୍ରରେ ସଜାଗ ଏବଂ ସତର୍କତା ପାଇଁ…

ନୂଆଦିଲ୍ଲୀ: ପୁରୀ ସହରର ଟାଉନ ହଲ ପରିସରରେ ଭାରତୀୟ ନୌସେନାର ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ ଥିଲା ବେଶ ଚିତାକର୍ଷକ ଓ ଆନନ୍ଦ ଦାୟକ। ଦେଶ ମାତୃତ୍ବ…

ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲା କୋମନା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ମାଣ୍ଡିଆ କ୍ରୟ ସଚେତନତା ରଥକୁ ବ୍ଲକ କୃଷି ଅଧିକାରୀ ସୁଧାଂଶୁ ମେହେର, ଉପ କୃଷି ଅଧିକାରୀ…

ଯାଜପୁର: ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାସ୍ତରୀୟ ଏକ ମିଳିତ ଟିମ୍ ଯାଜପୁରରେ ଚଢ଼ାଉ କରି ଜଣେ ୧୪ ବର୍ଷୀୟ ଗୋତିଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି। ଅନୁସୂଚିତ ଜନଜାତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ‘ଏକ ପେଡ୍ ମାଁ କେ ନାମ’ (ମାଆଙ୍କ ନାମରେ ଗୋଟିଏ ଗଛ) ଅଭିଯାନକୁ ସମର୍ଥନ କରିଥିବାରୁ ଗୁୟାନାର ରାଷ୍ଟ୍ରପତି ଡ.…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। 1976 ରେ ପାରିତ ହୋଇଥିବା 42 ତମ ସଂଶୋଧନ ଅନୁଯାୟୀ ସମ୍ବିଧାନର ପ୍ରସ୍ତାବନାରେ “ସମାଜବାଦୀ” ଏବଂ “ଧର୍ମନିରପେକ୍ଷ”…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବାଲିଗୁଡ଼ା ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲ୍ଲା ଜଜ୍ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି। ଗତ ୨୦୧୯ ଡିସେମ୍ବର ମାସରେ ଘଟିଥିବା ସୁଚନା…

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହରିଶ ରାୱତ ଏକ ସାମ୍ବାଦିକ ସମ୍ମିଳନୀରେ କେଦାରନାଥ ଉପ-ନିର୍ବାଚନରେ ​​କଂଗ୍ରେସର ପରାଜୟକୁ ନେଇ ଗଭୀର ଚିନ୍ତା…

ନୂଆଦିଲ୍ଲୀ: ବିରାଟ କୋହଲି ଏବଂ ଯଶସ୍ୱୀ ଜୟସ୍ଵାଲଙ୍କ ଶତକ ଏବଂ ଅଧିନାୟକ ଜସପ୍ରୀତ ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁଁ ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଟିମ୍…

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ନୁଆ ବସଷ୍ଟାଣ୍ଡ ନିକଟରେ ଥିବା “ଶିବଶକ୍ତି” ଔଷଧ ଦୋକାନର ସଟର ଭାଙ୍ଗି ଗତ ବିଳମ୍ବିତ ରାତିରେ କିଛି ସାମଗ୍ରୀ ଓ…

ଖୋର୍ଦ୍ଧା: ୧୬ ନମ୍ବର ଜାତୀୟ ରାଜପଥ ବଡ଼ ପୋଖରୀଆ ଛକ ନିକଟରେ ଖଲିକୋଟ ବିଧାୟକଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଗାଡି ଦୁର୍ଘଟଣାରେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି…

ନୂଆଦିଲ୍ଲୀ: ପାକିସ୍ତାନରେ ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥକମାନେ ରବିବାର ଦିନ ରାଜଧାନୀ ଇସଲାମାବାଦ ଆଡକୁ ଯାଇ ବିରୋଧ ଆରମ୍ଭ କରିଛନ୍ତି। ଦଳ ଅଭିଯୋଗ…