ଆଜିର ଖବର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଓ)ର ୩୫୨ ତମ ଗଭର୍ଣ୍ଣିଂ ବଡି ବୈଠକ ୨୮ ଅକ୍ଟୋବରରୁ ୭ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଜେନେଭା (ସୁଇଜରଲ୍ୟାଣ୍ଡ)ରେ ଅନୁଷ୍ଠିତ ହେଉଛି।…

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ପକ୍ଷରୁ ଏହାର ଦ୍ୱିତୀୟ ବାର୍ଷିକ ଅନୁସନ୍ଧାନ ଦିବସ ଏବଂ ପ୍ରଥମ ଆଞ୍ଚଳିକ ଅନୁସନ୍ଧାନ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଗବେଷଣାର ପ୍ରମୁଖତାକୁ…

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ୍ ସାଲେଭଟ୍ଟା ପଞ୍ଚାୟତ ନେଭରାପାଳ ଗ୍ରାମ ପାଖ ବିଲରେ ବାରାହା ତଥା ବନ୍ୟ ଜନ୍ତୁଙ୍କ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ…

ରେଢ଼ାଖୋଲ (କନ୍ଦର୍ପ ବେହେରା): ସମ୍ବଲପୁର ଜିଲ୍ଲା ନାକଟିଦେଉଲ ବ୍ଲକ୍ କିସିଣ୍ଡା ଅନ୍ତର୍ଗତ ଗିରିଶ୍ଚନ୍ଦ୍ରପୁର ପଞ୍ଚାୟତର କୁଟ୍ରାଖୋଲ ଠାରେ ଜଣେ ଆଦିବାସୀ ମହିଳାକୁ ପ୍ରଥମେ ବିଷ ପିଆଇ ଦେବା…

ଖୋର୍ଦ୍ଧା: ଆଜି ଶ୍ରୀ ଅନ୍ନ ଓ ବିଲୁପ୍ତ ପୁଷ୍ଟି ଶସ୍ୟ ମେଳା ନିମନ୍ତେ ଜିଲ୍ଲା ସ୍ତରୀୟ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ…

ମଙ୍ଗଳପୁର/ଢେଙ୍କାନାଳ: ଆମକୁ ଆମ ଛାତ୍ରଛାତ୍ରୀଙ୍କ ଦକ୍ଷତା ବଢାଇବା ସହ ମାତୃଭାଷାରେ ଶିକ୍ଷା ପ୍ରଦାନ ତଥା ଶିକ୍ଷାର ମୂଳକୁ ମଜଭୂତ୍ କରିବାକୁ ହେବ। ଆମର ପରିଚୟ ଏବଂ ଅସ୍ମିତା…

ନୂଆଦିଲ୍ଲୀ: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ନୂତନ ଚେୟାରମ୍ୟାନ୍ ଭାବରେ ବୋଲିନେନି ରାଜଗୋପାଲ ନାଇଡୁଙ୍କୁ ନିଯୁକ୍ତ କରାଯାଇଛି। ନୂତନ ଦାୟିତ୍ଵ ଗ୍ରହଣ କରିବା ପରେ ସେ…

ନୁଆଦିଲ୍ଲୀ: ପ୍ରତିବର୍ଷ ଲକ୍ଷ ଲକ୍ଷ ବରିଷ୍ଠ ନାଗରିକ ପେନସନଭୋଗୀଙ୍କୁ ନଭେମ୍ବର ମାସ ଶେଷ ସୁଦ୍ଧା ନିଜ ନିଜ ପୂର୍ବ କାର୍ଯ୍ୟକାରୀ ସଂସ୍ଥାଗୁଡ଼ିକରେ ଜୀବନ ପ୍ରମାଣପତ୍ର ଦାଖଲ କରିବାକୁ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି. କେ. ମିଶ୍ରଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ଭାରତୀୟ ପ୍ରତିନିଧି ଦଳ ବ୍ରାଜିଲର ବେଲେମ୍ ଠାରେ ଅକ୍ଟୋବର ୩୦ ରୁ…

ଭୁବନେଶ୍ୱର: ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ‘ଗ୍ରୀଡ୍ କନେକ୍ଟେଡ୍ ରୁଫ୍ ଟପ୍ ସୋଲାର ସିଷ୍ଟମ୍‌’…

ଭୁବନେଶ୍ବର: ରାଜ୍ୟର ବାକି ଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ କେବେ ଟଙ୍କା ମିଳିବ ସେ ନେଇ ମହିଳାମାନେ ଦ୍ବନ୍ଦରେ ରହିଛନ୍ତି। ତେବେ ଆଜି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ…

ଭୁବନେଶ୍ବର: ଅଁଳାରେ ଭିଟାମିନ୍ ସି ଭରପୂର ରହିଛି। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ। ବିଶେଷଜ୍ଞଙ୍କ ଅନୁଯାୟୀ ଅଁଳା ଚର୍ମ ଏବଂ କେଶ ପାଇଁ ମଧ୍ୟ…

ନୂଆଦିଲ୍ଲୀ: ଅଧିକାଂଶ ଲୋକ ଗାଡିରେ ଯାତ୍ରା ସମୟରେ ବାନ୍ତି କରନ୍ତି। ଫଳରେ ସେମାନେ ଯାତ୍ରାକୁ ଉପଭୋଗ କରିପାରନ୍ତି ନାହିଁ। ଏହା ଦ୍ବାରା ସେମାନଙ୍କର ବହୁତ ଅସୁବିଧା ହେବା…

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନକୁ ନେଇ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ଜାରି ରହିଛି। ଏହି କ୍ରମରେ ବିଜେପି ଗିରିଡିହରେ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଏଠାରେ…

ନୂଆଦିଲ୍ଲୀ: କାନପୁରର ସିସାମଉ ବିଧାନସଭା ଆସନରୁ ଏସପି ପ୍ରାର୍ଥୀ ନସିମ ସୋଲଙ୍କିଙ୍କ ବିରୋଧରେ ଏକ ଫତୱା ଜାରି କରାଯାଇଛି। ଅଲ ଇଣ୍ଡିଆ ମୁସଲିମ ଜମାତର ରାଷ୍ଟ୍ରୀୟ ସଭାପତି…

ନୂଆଦିଲ୍ଲୀ: ଦେଶର ସରକାରୀ ଟେଲିକମ୍ କମ୍ପାନୀ ବିଏସ୍ଏନ୍ଏଲ୍ ଏହାର ଉପଭୋକ୍ତାମାନଙ୍କ ପାଇଁ ଏକ ନୂତନ ରିଚାର୍ଜ ଯୋଜନା ଆରମ୍ଭ କରିଛି। ଏହି ଯୋଜନାର ବୈଧତା ହେଉଛି ୩୬୫…

ନୂଆଦିଲ୍ଲୀ: ହଂକଂ ସୁପର ସିକ୍ସ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। ପାକିସ୍ତାନ ପରେ ୟୁଏଇ ମଧ୍ୟ ଟିମ୍ ଇଣ୍ଡିଆକୁ ପରାସ୍ତ କରିଛି। ଏହା…

ଶ୍ରୀନଗର: ଶ୍ରୀନଗର ପରେ ଆଜି ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ଦୁଇଟି ସ୍ଥାନରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। କୋକରନାଗ ଅଞ୍ଚଳରେ ହୋଇଥିବା…

ନୂଆଦିଲ୍ଲୀ: ୟୁକ୍ରେନ ବିରୋଧରେ ଯୁଦ୍ଧରେ ଋଷର ସାମରିକ ତଥା ଶିଳ୍ପକୁ ସମର୍ଥନ କରୁଥିବା ଅଭିଯୋଗରେ ୧୫ ଟି ଭାରତୀୟ କମ୍ପାନୀ ସମେତ ୨୭୫ ଜଣଙ୍କ ଉପରେ ଆମେରିକା…

ନୂଆଦିଲ୍ଲୀ: ଭାରତରେ UPI ର ଦ୍ରୁତ ବ୍ୟବହାର ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି। ବର୍ତ୍ତମାନ, UPI ବ୍ୟବହାର କରିବା ଦେଶର ସବୁଠାରୁ ସହଜ ପେମେଣ୍ଟ…