ମେଷ:– ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ। ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ […]
ଭୁବନେଶ୍ଵର: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଭୁବନେଶ୍ୱରରେ ୫୯ତମ ପୁଲିସ ଡିଜି/ଆଇଜି ସମ୍ମିଳନୀକୁ ଉଦଘାଟନ କରିଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। ହାଇବ୍ରିଡ୍ ମୋଡରେ ଆୟୋଜିତ […]
ଭୁବନେଶ୍ୱର: ଆଜି ଓଡିଶା ରାଜ୍ୟ ସମବାୟ ଦୁଗ୍ଧ ଉତ୍ପାଦକ ମହାସଂଘ ଲିମିଟିଡେଟ୍ (ଓମ୍ଫେଡ୍)ର ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଓମ୍ଫେଡ୍ ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ, ଜେନେରାଲ […]
ଭୁବନେଶ୍ଵର: ୨୦୨୪ ନଭେମ୍ବର ୨୭ ତାରିଖରେ ତେଲଙ୍ଗାନାର ହାଇଦ୍ରାବାଦର ରାଇଦୁର୍ଗମ୍ ଅଞ୍ଚଳରେ ଜଣେ ପୁରୁଷଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଆଣି ଜଣେ ମହିଳା ଆତ୍ମହତ୍ୟା କରିଥିବା ନେଇ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆରସି) ସ୍ୱତଃସ୍ପୃର୍ତ ଭାବେ ଗ୍ରହଣ କରିଛନ୍ତି। […]
ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିର୍ସା ମୁଣ୍ଡାଙ୍କ ବଂଶଧର ମଙ୍ଗଲ ମୁଣ୍ଡାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି : “ଭଗବାନ ବିର୍ସା ମୁଣ୍ଡାଙ୍କ ବଂଶଧର ମଙ୍ଗଲ ମୁଣ୍ଡାଙ୍କ ବିୟୋଗରେ ମୁଁ ଦୁଃଖିତ। ତାଙ୍କର […]
ଭୁବନେଶ୍ଵର: ଆଜି ଭୁବନେଶ୍ବରରେ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ଓଡିଶା ଆସିଛନ୍ତି। ତେବେ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସୋରଡ଼ା ଥାନାରେ ଅଭିଯୋଗ ହୋଇଥିବା ନାବାଳିକା ଦୁଷ୍କର୍ମ ମାମଲାରେ ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ଆଜି ଶୁଣାଣି କରିଛନ୍ତି। ଅଭିଯୁକ୍ତ ସୁଦର୍ଶନ ପାତ୍ରକୁ ଜଜ୍ ପ୍ରଣତି ପଟ୍ଟନାୟକ ୨୦ ବର୍ଷ ଜେଲଦଣ୍ଡ ସହ ନଗଦ ୫ ହଜାର […]
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଜାତୀୟ ରାଜପଥର କୟଥପଲ୍ଲା-ଜୟମଙ୍ଗପୁର ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଦୁଇଟି ଯାତ୍ରୀବାହୀ ବସ୍ ମଧ୍ୟରେ ଧକ୍କା ହୋଇ ୩୦ ରୁ ଉର୍ଦ୍ଧ୍ଵ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି […]
ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ପ୍ରଥମ ମ୍ୟାଚ୍ ଖେଳିପାରିନଥିଲେ। ବର୍ତ୍ତମାନ ସେ ଟିମ୍ ଇଣ୍ଡିଆରେ ଯୋଗ ଦେଇଛନ୍ତି। ସେ ଗୁରୁବାର ଅଷ୍ଟ୍ରେଲିଆ ସଂସଦରେ ଅନେକ ବିଷୟ ଉପରେ କହିଥିଲେ। ପ୍ରଥମ ଟେଷ୍ଟରେ ଭାରତର ୨୯୫ ରନ୍ ବିଜୟ […]
ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ବିବାଦ ମଧ୍ୟରେ ପାକିସ୍ତାନକୁ ଏକ ବଡ ଝଟକା ଲାଗିଛି। ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ଏହାର ଖେଳାଳିଙ୍କୁ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଏବଂ ଅନ୍ୟାନ୍ୟ ଫ୍ରାଞ୍ଚାଇଜ୍ ଲିଗରେ ଭାଗ ନେବାକୁ ବାରଣ କରିଛି। […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅର୍ନ୍ତଗତ ଗୋରାପଲ୍ଲୀ ଟୋଲ୍ ଗେଟ୍ ଠାରେ ଖଲ୍ଲିକୋଟ ପୋଲିସ ବିଭିନ୍ନ ଗାଡ଼ି ଯାଞ୍ଚ୍ ବେଳେ ଏକ “ଡିଜାଇର୍” କାର୍ କୁ ସନ୍ଦେହରେ ଯାଞ୍ଚ କରିଥିଲେ। ତା ଭିତରୁ ବହୁ ପରିମାଣର […]
ନୂଆଦିଲ୍ଲୀ: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ପାକିସ୍ତାନୀ ବିଶେଷଜ୍ଞ କମର ଚୀମା ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ୨୦୩୪ ପର୍ଯ୍ୟନ୍ତ ଭାରତରେ କ୍ଷମତାରେ ରହିବେ, କାରଣ ତାଙ୍କ ରାଜନୀତି ଶୈଳୀରେ […]
ଭୁବନେଶ୍ବର: ସର୍ବଭାରତୀୟ ଡିଜି ସମ୍ମିଳନୀରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ସଭାପତି ମନମୋହନ ସାମଲଙ୍କ ସହ ବିଜେପିର […]
Viral Video: ବର୍ତ୍ତମାନ ଯୁଗରେ ସିସି ଟିଭି କେତେବେଳେ କଣ ଭିଡିଓ ଉତ୍ତୋଳନ କରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। କାରଣ ଯାହା କେହି କେବେ ଦେଖି ନ ଥିବା ତାହାକୁ ସିସିଟିଭି କ୍ୟାମେରାରେ ବାନ୍ଧି ହୋଇଯାଉଛି। ଯାହା ପରବର୍ତ୍ତି ସମୟରେ […]
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଉତ୍ତରପ୍ରଦେଶର ସମ୍ବଲ ଜାମା ମସଜିଦ ଉପରେ ହୋଇଥିବା ସର୍ଭେ ସଂପର୍କରେ ହିଂସା ମାମଲାରେ ଟ୍ରାଏଲ କୋର୍ଟକୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଯେପର୍ଯ୍ୟନ୍ତ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ଅଛି ସେ ପର୍ଯ୍ୟନ୍ତ ଏଥିରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ […]
ନୂଆଦିଲ୍ଲୀ: ବଲିଉଡରେ ଏକ ସଫଳ କ୍ୟାରିୟର ଉପଭୋଗ କରିବା ପରେ କଙ୍ଗନା ରନାୱତ ବର୍ତ୍ତମାନ ରାଜନୀତିରେ ମଧ୍ୟ ନିଜର ସ୍ଥାନ ସୃଷ୍ଟି କରୁଛନ୍ତି। ଏହି ଅଭିନେତ୍ରୀ ଭାରତୀୟ ଜନତା ପାର୍ଟିର ଜଣେ ସାଂସଦ। ନିଜର ବିବୃତ୍ତି ପାଇଁ ଜଣାଶୁଣା ଏହି ଅଭିନେତ୍ରୀ […]
କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): ପ୍ରଶାସନ ପକ୍ଷରୁ ଆଜିଠାରୁ ଧାନ କିଣା ଆରମ୍ଭ କରାଯିବାକୁ ଯୋଜନା କରାଯାଉଥିବା ବେଳେ ମିଲର୍ସ ଚୁକ୍ତି ନ କଲେ ଧାନ ମଣ୍ଡି ପ୍ରଭାବିତ ହେବାର ଏକ ଅହେତୁକ ପରିକଳ୍ପନା ସୃଷ୍ଟି ହୋଇଯାଇଛି। ମିଲର୍ସ ମାନେ ନିଜ […]
ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ଡିସେମ୍ବର ୬ ତାରିଖରୁ ଆଡିଲେଡରେ ଖେଳାଯିବ, କିନ୍ତୁ ଏହାପୂର୍ବରୁ ଭାରତ ବନାମ ପ୍ରଧାନମନ୍ତ୍ରୀଙ୍କ ଏକାଦଶ ଅଭ୍ୟାସ ମ୍ୟାଚ୍ କେନବେରାଠାରେ ଖେଳାଯିବ। ବର୍ତ୍ତମାନ ଆଶା ସୃଷ୍ଟି ହୋଇଛି ଯେ, ଶୁବମନ ଗିଲଙ୍କୁ ଏହି ଅଭ୍ୟାସ ମ୍ୟାଚରେ […]
କୁଜଙ୍ଗ: କେନ୍ଦ୍ର ଓ ରାଜ୍ୟ ସରକାର ପରିବେଶକୁ ସ୍ବଚ୍ଛତା ଆଣିବା ପାଇଁ ସ୍ୱଚ୍ଛ ଭାରତ ମିଶନ ଜରୀଆରେ ଜନସାଧାରଣ ମାନଙ୍କୁ ସଚେତନ କରିବା ସହ ପୂଳା ପୁଳା ଟଙ୍କା ବ୍ୟୟ ବରାଦ କରୁଥିଲେ ମଧ୍ୟ କୁଜଙ୍ଗ ବ୍ଲକ ମୁଖ୍ୟାଳୟ ରେ ଏହି […]
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ଆୟୋଜିତ ହେବ ସର୍ବଭାରତୀୟ ଡିଜି ପୋଲିସ ସମ୍ମିଳନୀ। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଯୋଗଦେବେ। ସେଥିପାଇଁ ଭୁବନେଶ୍ବରରୁ ବେଶ ସଜେଇ ଦିଆଯିବା ସହିତ କଡା କଟକଣା ମଧ୍ୟ ଜାରୀ କରାଯାଇଛି। ବର୍ତ୍ତମାନ ସାରା […]
ନୂଆଦିଲ୍ଲୀ: ରାଜ କୁନ୍ଦ୍ରାଙ୍କ ଘର ଏବଂ ତାଙ୍କ ସମ୍ପର୍କୀୟଙ୍କ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢାଉ କରିଛି। ରାଜ କୁନ୍ଦ୍ରା ହେଉଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ। ପର୍ଣ୍ଣୋଗ୍ରାଫି ମାମଲାରେ ଇଡି ଏହି ପଦକ୍ଷେପ ନେଇଛି। ଏହି ଚଢାଉ ତାଙ୍କ […]