ଭୁବନେଶ୍ବର: ଓଡିଶାରେ ଚାଲିଥିବା ୧୫ ତମ ହକି ବିଶ୍ୱକପ୍ ରେ ଭାରତୀୟ ହକି ଦଳ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ପରବର୍ତ୍ତୀ ମ୍ୟାଚ୍ ଖେଳିବ। ଏହା ଏକ କ୍ରସଓଭର ମ୍ୟାଚ୍ ହେବ। ଏଠାରେ ଜିତୁଥିବା ଦଳ କ୍ୱାର୍ଟର ଫାଇନାଲରେ ସ୍ଥାନ ପାଇବ। ଉଭୟ […]
ରାଉରକେଲା: ହକି ବିଶ୍ୱକପ୍ ଅବସରରେ ସୁନ୍ଦରଗଡ଼ ଜିଲ୍ଲାରେ ଚାଲିଥିବା ଜିଲ୍ଲାସ୍ତରୀୟ ହକି ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ଶେ ଷ ହୋଇଛି। ଗୁରୁବାର ଦିନ ରାଉରକେଲାଠାରେ ପୁରୁଷ ଓ ମହିଳା ବର୍ଗରେ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳା ଯାଇଥିଲା। […]
ଉପେନ୍ଦ୍ର ବଳିୟାରସିଂହ ଲୋକ ଲୋଚନ ସୁଖ ଦାତା ଭଗବାନ ଶ୍ରୀ ରାଘବେନ୍ଦ୍ର, ଭ୍ରାତାଗଣ ଓ ସଖା ପରିକରଙ୍କ ସହ ସରଜୁର ସମ୍ମୁଜ୍ଵଳ ତଟରେ କନ୍ଦୁକ କ୍ରୀଡା (ପେଣ୍ଡୁ ଖେଳ) ପାଇଁ ସଂକଳ୍ପ ନେଲେ। ଏହା ପ୍ରଭୁଙ୍କ ବାଲ୍ୟକାଳର ଏକ ଚମତ୍କାର ଦୃଶ୍ୟ […]
ଭୁବନେଶ୍ବର: ଓଡିଶାରେ ଖୁବ ଶିଘ୍ର ଟଙ୍କା ଛପା ହେଉଥିବା କାଗଜ ତିଆରି ହେବ। ଏ ନେଇ ବିଧିବଧ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତି ହୋଇଛି। ଗୁରୁବାର ଦିନ ଅନୁଷ୍ଠିତ ହୋଇଥିବା ଉଚ୍ଚ ସ୍ତରୀୟ କ୍ଲିୟରାନ୍ସ ଅଥରିଟି […]
ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ନଡ଼ିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଡ଼ିଆ ଦେବତାମାନଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ। ନଡ଼ିଆ ଭିତରେ ପାଣି ଅଛି, ଯାହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ନଡ଼ିଆ ଜଳର ସ୍ପର୍ଶ ଦ୍ୱାରା ଜିନିଷଗୁଡ଼ିକ ଶୁଦ୍ଧ […]
ମୁମ୍ବାଇ: ରାଧିକା ମର୍ଚ୍ଚାଣ୍ଟ ଏବଂ ଅନନ୍ତ ଅମ୍ବାନୀଙ୍କ ମଧ୍ୟରେ ଗୁରୁବାର ପରିବାରବର୍ଗ ଏବଂ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ପୂର୍ଣ୍ଣ ରୀତି ନୀତି ଓ ବିଧି ଅନୁଯାୟୀ ବିବାହ ପୂର୍ବ ଆନୁଷ୍ଠାନିକ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଏହି ନିର୍ବନ୍ଧ କାର୍ଯ୍ୟ ମୁମ୍ବଇସ୍ଥିତ ଅମ୍ବାନୀ […]
ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ […]
ଭୁବନେଶ୍ବର: ସ୍ୱାଧୀନତାର ଅମୃତ ମହୋତ୍ସବ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୬ତମ ଜନ୍ମବାର୍ଷିକୀ ଉପଲକ୍ଷେ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ନେତୃତ୍ବରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ୧୭ରୁ ୨୩ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ ଦେଶର ବିଭିନ୍ନ ସ୍ଥାନରେ […]
ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ୱକପ୍ ରେ ୱେଲ୍ସକୁ ଟିମ୍ ଇଣ୍ଡିଆ ୪-୨ ରେ ପରାସ୍ତ କରି ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଛି। ଭାରତୀୟ ଦଳ ମ୍ୟାଚର ପ୍ରଥମାର୍ଦ୍ଧରେ ଅଗ୍ରଣୀ ହାସଲ କରି ୱେଲ୍ସ ଦଳ […]
ରଣପୁର/ଓଡ଼ଗାଁ: ଆଜି ଓଡ଼ଗାଁ ବ୍ଲକ ରଘୁନାଥ ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସମଗ୍ର ଶିକ୍ଷା, ନୟାଗଡ଼ ତରଫରୁ ଜିଲ୍ଲା ସ୍ତରୀୟ ଇନସ୍ପାୟାର ପ୍ରଦର୍ଶନୀ ଓ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏନ୍.ସି.ଇ.ଆର୍.ଟି ଦ୍ୱାରା ମନୋନୀତ ୫୯ ଟି […]
ଭୁବନେଶ୍ୱର: ଆଜି ଅପରାହ୍ନରେ ତାମିଲନାଡ଼ୁ ସରକାରଙ୍କ ଯୁବକଲ୍ୟାଣ ଓ କ୍ରୀଡ଼ା ଉନ୍ନୟନ ମନ୍ତ୍ରୀ ଥିରୁ ଉଦୟନିଧି ଷ୍ଟାଲିନ୍ଙ୍କ ସମେତ ତାମିଲନାଡ଼ୁ ସରକାରଙ୍କ ବରିଷ୍ଠ ପଦାଧିକାରୀବୃନ୍ଦ ଓଡ଼ିଶା ଗସ୍ତରେ ଆସି ମଞ୍ଚେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ […]
ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାସ୍ଥିତ ଆନନ୍ଦପୁର ପୈାର ପରିଷଦରେ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଅବସ୍ଥାର ଦୃତ ବିକାଶ ନିମନ୍ତେ ଆଜି ରାଜ୍ୟ ସରକାର ଏହି ପୈାର ପରିଷଦକୁ ଜାତୀୟ ସହରାଂଚଳ ସ୍ବାସ୍ଥ୍ୟ ମିଶନରେ ସାମିଲ କରିଛନ୍ତି । ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ଆଜି ଗଞ୍ଜାମ ଜିଲ୍ଲା ତପ୍ତପାଣି ଘାଟି ନିକଟରେ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢାଉ କରି ଏକ କାର୍ ସହିତ ୫୦ କିଲୋ ଗଞ୍ଜେଇ ଜବତ କରିଛି। ଏହି ମାମଲାରେ ମୋହନା ଥାନା କେଳା […]
କୈଳାଶ ଚନ୍ଦ୍ର ଚୌଧୁରୀ ବ୍ରହ୍ମପୁର: ବ୍ରହ୍ମପୁର ଗୋଷାଣୀ ନୁଆଁଗାଁ ଥାନା ଅନ୍ତର୍ଗତ ଖଜୁରିଆ ରାଜପଥ କଡ଼ରେ ଅବସ୍ଥିତ ଏକ ଗୋଦାମରୁ ଗତ ୧୬ ତାରିଖ ଦିନ ମୋବାଇଲ ଫୋନ ଚୋରି ହୋଇଥିବା କମ୍ପାନୀ ମେନେଜର୍ ଥାନାରେ ଅଭିଯୋଗ କରିଥିଲେ। ଏତଲାକୁ ଭିତ୍ତି […]
ଭୁବନେଶ୍ୱର: ରୋବୋଟିକ୍ସ, ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ, ମେସିନ୍ ଲର୍ଣ୍ଣିଙ୍ଗ୍ ଏବଂ ଡ୍ରୋନ୍ ଟେକ୍ନୋଲୋଜି କ୍ଷେତ୍ରରେ ସହଯୋଗ ଏବଂ ଜ୍ଞାନ ଆଦାନପ୍ରଦାନ ନିମନ୍ତେ ଦୁଇଟି ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସହିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି। ସୋଆ ଏବଂ […]
ସୀତାରାମ ଅଗ୍ରୱାଲ ବାଣପୁର: ଅତିବଡ଼ି ସମ୍ମାନପ୍ରାପ୍ତ ଓଡ଼ିଆ ଭାଷା ସାହିତ୍ୟରେ ପାଇକ କବି ଭାବରେ ପରିଚିତ କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୧୧୨ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁରର ଭୀମପୁର ନିକଟବର୍ତ୍ତୀ ଜନ୍ମମାଟି ସାମନ୍ତରାପୁର ଶାସନର ଆରାଧ୍ୟ ଶ୍ରୀ […]
ଭୁବନେଶ୍ବର: ରିଲାଏନ୍ସ ଜୁଏଲ୍ସ, ଭାରତର ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ ନେଇ ଆସିଛି “ରିଲାଏନ୍ସ ଜୁଏଲ୍ସ ଡ୍ରିମ୍ ଡାଏମଣ୍ଡ ସେଲ୍”। ରିଲାଏନ୍ସ ଜୁଏଲ୍ସ ଏହାର ଗ୍ରାହକମାନେଙ୍କୁ ସର୍ବୋତ୍କୃଷ୍ଟ ସପିଂ ଅନୁଭବ ପ୍ରଦାନ କରିଥାଏ। କାରଣ ଏଥିରେ ରହିଛି ଆକର୍ଷଣୀୟ ଡିଜାଇନ୍, ୟୁନିକ୍ […]
ଭୁବନେଶ୍ୱର: ଦେଶରେ ନିଯୁକ୍ତି ଆଶାୟୀ ପ୍ରତିଭାବାନ ଯୁବକ ଯୁବତୀମାନଙ୍କୁ ସରକାରୀ ଚାକିରି ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତ ସରକାର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଆୟୋଜନ କରୁଛନ୍ତି। ଆସନ୍ତାକାଲି, ୨୦ ଜାନୁଆରୀ ୨୦୨୩ରେ ଓଡ଼ିଶାରେ ଚଳିତ ବର୍ଷର […]
ଭୁବନେଶ୍ବର: ଗୁରୁବାର ବ୍ରହ୍ମସ୍ପତି ଦେବ, ଶ୍ରୀ ହରି ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ଏହି ଦେବତାମାନଙ୍କୁ ପୂର୍ଣ୍ଣ ରୀତିନୀତି ସହିତ ପୂଜା କରାଯାଏ। ଯଦି ରାଶିଫଳରେ ବୃହସ୍ପତି ଶକ୍ତିଶାଳୀ, ତେବେ ବ୍ୟକ୍ତି ଜୀବନରେ ବହୁତ ଅଗ୍ରଗତି […]
ସ୍ୱାସ୍ଥ୍ୟ ଟିପ୍ସ: ଗୋଲ ମରିଚ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ରାନ୍ଧିବା ପାଇଁ ବ୍ୟବହୃତ ହୁଏ। ଏହା ସବୁଠାରୁ ଲୋକପ୍ରିୟ ମସଲା ମଧ୍ୟରୁ ଗୋଟିଏ। ଏହା କେବଳ ସ୍ୱାଦ ବଢାଇବା ପାଇଁ ବ୍ୟବହୃତ ହୁଏ ନାହିଁ, କିନ୍ତୁ ଏହାର ବ୍ୟବହାର […]
ଲକ୍ଷ୍ନୌ: ଲକ୍ଷ୍ମୀପୁର ଖିରୀ ମାମଲାରେ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଉପରେ ଶୁଣାଣି ଗୁରୁବାର ଅନୁଷ୍ଠିତ ହୋଇଛି। ଏହି ଶୁଣାଣିରେ ୟୁପି ସରକାର ସୁପ୍ରିମକୋର୍ଟରେ ନିଜର ପକ୍ଷ ଉପସ୍ଥାପନ କରିଛନ୍ତି, ଯେଉଁଥିରେ ଅଭିଯୁକ୍ତଙ୍କ […]