ହାଜିପୁର: ବିହାରର ଦେସରୀ ପୋଲିସ ଷ୍ଟେସନ ଅଞ୍ଚଳର ସୁଲତାନପୁର ଗ୍ରାମରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘାଟିଯାଇଛି। ଗୋଟିଏ ଟ୍ରକର ଚାଳକ ନିୟନ୍ତ୍ରଣ ହରାଇ ଅନେକ ଲୋକଙ୍କ ଉପରକୁ ଗାଡି ଚଢାଇଦେଇଛି। ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତେ ରାତ୍ରୀ […]
ଭୁବନେଶ୍ବର: ପ୍ରତ୍ୟେକ ଶୁଭ କାର୍ଯ୍ୟରେ ନଡ଼ିଆର ବିଶେଷ ଗୁରୁତ୍ୱ ରହିଛି। ମହିଳାମାନଙ୍କୁ ଶାସ୍ତ୍ରରେ କିଛି କାମ କରିବାକୁ ବାରଣ କରାଯାଇଛି, ସେଥିମଧ୍ୟରୁ ଗୋଟିଏ ନଡ଼ିଆ ଭାଙ୍ଗିବା, ଯାହା ମହିଳାଙ୍କ ପାଇଁ ନିଷେଧ। ଜାଣନ୍ତୁ କାହିଁକି… ନଡ଼ିଆକୁ ବହୁତ ପବିତ୍ର ବିବେଚନା କରାଯାଏ। […]
ଭୁବନେଶ୍ୱର : ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବିରୋଧରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେପି ଟିମ। ସେମାନଙ୍କର ଅଭିଯୋଗ ହେଲା ଯେ, ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ପଦ୍ମପୁର ପବ୍ଲିକ ସ୍କୁଲ ଏବଂ ଜୟଦେବ […]
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ, ମଣିଷ ଯାହା ବି କରୁ ତାହା ସୀମା ଭିତରେ ରହି କରିବା ଉଚିତ। ଯଦି ଅତି ଭଲ କରୁଛି ବୋଲି ଦେଖାଇ ହେବେ ତେବେ ତାହା ବହୁ କ୍ଷତି ହେବ ଏଥିରେ ସନ୍ଦେହ ନାହିଁ। […]
କୁମ୍ଭ- ଭାଗ୍ୟ ଆପଣଙ୍କ ସହିତ ରହିପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ […]
କନ୍ୟା- ଆପଣଙ୍କର ଜୀବନରେ କିଛି ପରିବର୍ତ୍ତନ କରିବାକୁ ପଡିପାରେ। ପରିବାର ସାହାଯ୍ୟ ମିଳିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ। […]
ମେଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ। ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ବୃଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ […]
ନୂଆଦିଲ୍ଲୀ: ଚିରଞ୍ଜିବୀ। ଆଜ୍ଞା ହଁ! ୨୦୨୨ ବର୍ଷ ପାଇଁ ୫୩ତମ ଆଇଏଫଏଫଆଇ ଇଣ୍ଡିଆନ୍ ଫିଲ୍ମ ପର୍ସନାଲିଟି ଅଫ୍ ଦି ଇୟର ପୁରସ୍କାର ଅଭିନେତା-ନିର୍ମାତା ମେଗାଷ୍ଟାର ଚିରଞ୍ଜିବୀ କୋନିଡେଲାଙ୍କୁ ସମ୍ମାନିତ କରାଯିବ। ଆଜି ଗୋଆରେ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ଆଇଏଫଏଫଆଇ ର […]
ଜଙ୍କିଆ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଅଂଚଳରେ ବେଆଇନ ଭାବରେ ମାଙ୍କଡା ପଥର ଲୁଟ ହେଉଥିବାର ବାରମ୍ବାର ଅଭିଯୋଗ ହେଉଛି। ମାଫିଆମାନେ ଦିନ ଦ୍ୱିପ୍ରହରେ ଜଂଗଲ ଜମି, ସରକାରୀ ଜମି, ଗୋଚର ଜମି ଓ ଚାଷ ଜମିରେ ମାଙ୍କଡା ପଥର ଖଣି […]
ନୂଆଦିଲ୍ଲୀ: “ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍ଏଫ୍ଆଇ) ସାରା ବିଶ୍ୱର ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନଙ୍କ ପ୍ରତିଭା ଓ କୃତି ପ୍ରଦର୍ଶନ ପାଇଁ ଏକ ମଞ୍ଚରେ ପରିଣତ ହୋଇଛି। ଭାରତ ନିଶ୍ଚିତ ଭାବେ ଚଳଚ୍ଚିତ୍ରର ସହ-ନିର୍ମାଣ, ନିର୍ମାଣ ପରବର୍ତ୍ତୀ କାର୍ଯ୍ୟ , ଚଳଚ୍ଚିତ୍ର […]
ପୁରୀ: ଆଜି ପୁରୀ ଠାରୁ ରାତ୍ରୀ ୮ ଘଣ୍ଟା ୪୫ ମିନିଟରେ ୧୮୪୭୭ ପୁରୀ – ଯୋଗନଗରୀ କଳିଙ୍ଗ ଉତ୍କଳ ଏକ୍ସପ୍ରେସ୍ ଛାଡିବାକୁ ଥିଲା। କିନ୍ତୁ ସଂଯୋଗକାରୀ ଟ୍ରେନ ଚଳାଚଳରେ ବିଳମ୍ବ ଯୋଗୁଁ ଏହି ଟ୍ରେନ ଆସନ୍ତାକାଲି (୨୧ ତାରିଖ) ଭୋର […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ନାରଣଦେଇପୁର ଗ୍ରାମ ଦେବରାଜ ବିଶୋଇଙ୍କ ଝିଅ ବର୍ଷାରାଣୀ ପ୍ରଧାନ ବାଲୁଗାଁ ଥାନା କିମ୍ଭିରୀପଡା ଗ୍ରାମର ଲକ୍ଷ୍ମୀଧର ପ୍ରଧାନଙ୍କ […]
ନୂଆଦିଲ୍ଲୀ: ମୁଦ୍ରାସ୍ଫୀତିରୁ ସାଧାରଣ ଜନତାଙ୍କୁ କୌଣସି ଆଶ୍ଵସ୍ତି ନାହିଁ। ବର୍ତ୍ତମାନ କ୍ଷୀରର ମୂଲ୍ୟ ପୁଣି ବୃଦ୍ଧି ପାଇଛି। ମଦର ଡାଏରୀ କ୍ଷୀରର ମୂଲ୍ୟ ବୃଦ୍ଧି କରିଛି ଏବଂ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୩ ଟଙ୍କା ବଦଳରେ ୬୪ […]
ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହସପିଟାଲରେ ଭର୍ତ୍ତି ହୋଇଥିଲେ। କାରଣ ଥିଲା ତାଙ୍କର ଡାହାଣ ଆଖିର ମୋତିଆ ବନ୍ଦୁ ଅପରେସନ କରାଯାଇଥିଲା। ସେଥିପାଇଁ ତାଙ୍କୁ ନୂଆଦିଲ୍ଲୀସ୍ଥିତ ଆର୍ମି ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଆଜି ସକାଳେ ହସପିଟାଲ ଯାଇଥିଲେ, […]
ସୀତାରାମ ଅଗ୍ରୱାଲ ଚିଲିକା: ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବଦଳୁଛି ରାଜନୈତିକ ସମୀକରଣ। ନିକଟରେ ପଂଚାୟତ ନିର୍ବାଚନ ସମୟର ଗଣ୍ଡଗୋଳ ପରଠାରୁ ସରକାରୀ ଦଳରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେଵ ସୁପ୍ରିମକୋର୍ଟଙ୍କ କଟକଣା ଯୋଗୁଁ ନିର୍ବାଚନ ମଣ୍ଡଳୀକୁ […]
ମୁମ୍ବାଇ: ବିଶ୍ବର ଅନ୍ୟତମ ଧନୀ ବ୍ୟକ୍ତି ତଥୀ ଶିଳ୍ପପତି ମୁକେଶ ଆମ୍ବାନୀଙ୍କ ଝିଅ ଇଶା ଆମ୍ବାନୀ ଏବଂ ଜ୍ବାଇଁ ଆନନ୍ଦ ପିରାମଲଙ୍କୁ ନେଇ ଆସିଛି ବଡ ଖବର। ତାହା ହେଲା ଉଭୟ ଇଷା ଓ ଆନନ୍ଦ ଗତକାଲି ଜାଆଁଳା ଛୁଆର ପିତାମାତା […]
ଭୁବନେଶ୍ବର: ବରିଷ୍ଠ କାହାଣୀ ଏବଂ ସଂଳାପ ଲେଖକ, ଚଳଚ୍ଚିତ୍ର ତଥା ଧାରାବାହିକ ନିର୍ଦ୍ଦେଶକ ନନ୍ଦଲାଲ ମହାପାତ୍ରଙ୍କ ହୃଦରୋଗରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏକ ଘରୋଇ […]
ନୂଆଦିଲ୍ଲୀ: ବିବାହ ପଞ୍ଚମି ଦିନ ରାମ-ସୀତା ବିବାହ କରିଥିଲେ। ଏଥର ନଭେମ୍ବର ୨୮ ତାରିଖରେ ବିବାହ ପଞ୍ଚମି। ହିନ୍ଦୁ ଧର୍ମରେ ଏହି ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ, କିନ୍ତୁ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ବିବାହ ଏବଂ […]
ନୂଆଦିଲ୍ଲୀ: ମନୋରଞ୍ଜନ ଜଗତରୁ ଖରାପ ଖବର ଆସିଛି। ବଙ୍ଗୀୟ ଅଭିନେତ୍ରୀ ଆଣ୍ଡ୍ରିଲା ଶର୍ମାଙ୍କ ଦେହାନ୍ତ ହୋଇଛି। ବ୍ରେନ ଷ୍ଟ୍ରୋକ ଯୋଗୁଁ କୋଲକାତା ଡାକ୍ତରଖାନାରେ ଚିକିତ୍ସା ସମୟରେ ଆଣ୍ଡ୍ରିଲା ଶର୍ମାଙ୍କର ମୃତ୍ୟୁ ହୋଇଛି। ଗତ କିଛି ଦିନ ହେବ ଆଣ୍ଡ୍ରିଲା ଶର୍ମା କୋମାରେ […]
ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯାଉଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୧୯୨ ରନର ଲକ୍ଷ୍ୟ ଦେଇଛି। ଏହି ସମୟରେ ସୂର୍ଯ୍ୟକୁମାର ଯାଦବ ଏକ ବିସ୍ଫୋରକ ଶତକ […]
ନୂଆଦିଲ୍ଲୀ: ଗୁଜୁରାଟରେ ବିଧାନସଭା ନିର୍ବାଚନକୁ ନେଇ ଅନେକ ଉତ୍ସାହ ରହିଛି। ୨୭ ବର୍ଷ ଧରି ରାଜ୍ୟରେ ସରକାର ଚଳାଉଥିବା ବିଜେପିର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ଦଳ ପୁଣି ଥରେ ରାଜ୍ୟରେ ପଦ୍ମ ଫୁଟେଇବା ପାଇଁ ପୂର୍ଣ୍ଣ ବଳ ପ୍ରୟୋଗ […]