ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧିନସ୍ଥ ନୀଳାଦ୍ରି ପ୍ରସାଦ ଗ୍ରାମ ପଞ୍ଚାୟତ ପଡିଆ ଠାରେ ଆଜି ଅପରାହ୍ନରେ ଚାଷୀ ମୂଲିଆ ସଂଘ ତରଫରୁ ଏକ ବିରାଟ ଜନ ସମାବେଶର ଆୟୋଜନ କରାଯାଇଥିଲା। ମାଆ ବିରଜାଇ ଠକୁରାଣୀଙ୍କ ମନ୍ଦିର […]
ନୂଆଦିଲ୍ଲୀ: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର ଆଜି ନୂଆଦିଲ୍ଲୀ ଠାରେ ଖେଲୋ ଇଣ୍ଡିଆର ନୂତନ ଡାସବୋର୍ଡର ଶୁଭାରମ୍ଭ କରିଛନ୍ତି। ଏହି ଡାସବୋର୍ଡ଼ରେ ଖେଲୋ ଇଣ୍ଡିଆ ଯୋଜନା ଏବଂ ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ସହ ଜଡିତ […]
ଭୁବନେଶ୍ୱର : ଆସନ୍ତା ୨୮ ତାରିଖରେ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜେ.ପି.ନଡ୍ଡା । ଗସ୍ତ ଅବସରରେ ଶ୍ରୀ ନଡ୍ଡା କନ୍ଧମାଳ ଓ ପୁରୀ ଲୋକସଭା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି […]
ଭୁବନେଶ୍ବର: ଓଡିଶା ପୋଲିସରେ ୪୭୯୦ଟି କନେଷ୍ଟବଳ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ୪ଟି ପର୍ଯ୍ୟାୟରେ ଏହି ପଦବୀଗୁଡିକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଖାଲିଥିବା ଥିବା ଏ […]
ନୂଆଦିଲ୍ଲୀ: ୨୦୨୩ ପାଇଁ ନିଲାମ ଆଜି କୋଚିରେ ଅନୁଷ୍ଠିତ ହୋଇଯାଇଛି। ଆଇପିଏଲର ସମସ୍ତ ଦଳ ଏଥିରେ ଭାଗ ନେଇଛନ୍ତି। ଏହି ନିଲାମରେ ସାମ୍ କୁରାନ୍ ସବୁଠାରୁ ମହଙ୍ଗା ଖେଳାଳି ହୋଇଛନ୍ତି। ତାଙ୍କୁ ପଞ୍ଜାବ କିଙ୍ଗ୍ସ ୧୮.୫୦ କୋଟିରେ କିଣିଛି। ଆଇପିଏଲ୍ ଇତିହାସରେ […]
କୋଚି: କୋଚିରେ ଆଇପିଏଲ୍ ନିଲାମ ୨୦୨୩ ଚାଲିଛି। ଏହି ନିଲାମରେ ଇଂଲଣ୍ଡର ସାମ କୁରାନ୍ ସର୍ବାଧିକ ବିକ୍ରି ହୋଇଥିଲେ। ସାମ୍ କୁରାନ୍ ଙ୍କୁ ପଞ୍ଜାବ କିଙ୍ଗସ୍ ୧୮.୫୦ କୋଟିରେ କିଣିଛି। ଯେଉଁଠାରେ ଅଷ୍ଟ୍ରେଲିଆର କ୍ୟାମେରନ୍ ଗ୍ରୀନ୍ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଛନ୍ତି। […]
ନୂଆଦିଲ୍ଲୀ: ଆଜି ଉତ୍ତର ସିକ୍କିମରେ ଏକ ସେନା ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୬ ସୈନିକ ସହିଦ ହୋଇଛନ୍ତି। ଏହି ଦୁର୍ଘଟଣାରେ ୪ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି। ଭାରତୀୟ ସେନା ଏକ ବିବୃତ୍ତିରେ କହିଛି ଯେ, ଡିସେମ୍ବର ୨୩ […]
ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ତାୱାଙ୍ଗ ସେକ୍ଟରରେ ଭାରତ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଦୁଇ ଦେଶ ସୀମାରେ ଉତ୍ତେଜନା ଲାଗି ରହିଛି। ଏହି ସମୟରେ, ଏନସି ସଭାପତି ତଥା ଜମ୍ମୁ କାଶ୍ମୀରର ତିନିଥର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା […]
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକାରେ ପକ୍ଷୀ ଶିକାର ଥମିବାର ନାଁ ନେଉନାହିଁ। ଶୀତ ଋତୁରେ ଲକ୍ଷାଧିକ ବିଦେଶାଗତ ପକ୍ଷୀ ଚିଲିକା ଆସୁଥିବା ବେଳେ ଶିକାରୀମାନେ ସକ୍ରିୟ ହୋଇ ଉଠୁଛନ୍ତି। ବନ୍ୟପ୍ରାଣୀ ବିଭାଗର କଡା ପ୍ରହରା ସତ୍ତ୍ୱେ ଶିକାରୀମାନେ ଶିକାର କରିବାରେ ବ୍ୟସ୍ତ […]
ଯାଜପୁର: କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ଭୁବନେଶ୍ୱର ପକ୍ଷରୁ ଯାଜପୁର ଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ‘‘ବାର୍ତ୍ତାଳାପ’’ ଆୟୋଜିତ ହୋଇଯାଇଛି। ଯାଜପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଆୟୋଜନ […]
ଭୁବନେଶ୍ୱର: ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା ଆସନ୍ତା ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ବେଳେ ଏହାର ଟ୍ରଫି ବଡ଼ଦିନ ଦିନ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିସରକୁ ଆସିବ। ଭାରତ ସମେତ ୧୬ଟି ଦେଶ […]
ଭୁବନେଶ୍ବର: ନୂଆ ବର୍ଷର ଆରମ୍ଭ ସହ ଏକ ନୂତନ କାହାଣୀ ସହ ଆସନ୍ତା ଜାନୁଆରୀ ୨ ରୁ ଜୀ-ସାର୍ଥକରେ ଆରମ୍ଭ ହେବାକୁ ଯାଉଛି ଏକ ମେଗା ଧାରାବାହିକ ‘ଖୁସିର ଛୁଙ୍କ’। ଖାଇବା ଓ ଖୁଆଇବା ପାଇଁ ପସନ୍ଦ କରୁଥିବା ଏକ ଚୁଲବୁଲି […]
ନୂଆଦିଲ୍ଲୀ: ଆଜିଠାରୁ ସମସ୍ତ ଭାରତୀୟ ବିମାନବନ୍ଦରରେ ଆନ୍ତର୍ଜାତୀୟ ବିମାନ ଯାତ୍ରୀଙ୍କ କୋଭିଡ୍ ପରୀକ୍ଷା କରାଯିବ। ଏ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟଏହି ନିର୍ଦ୍ଦେଶ ଦେଇଛି। ଦେଶରେ ନୂତନ ପ୍ରକାରର ଭାରିୟାଣ୍ଟ ଆସିବା ପରେ ଏହି କଡା ପଦକ୍ଷେପ ଗ୍ରହଣ କରାଯାଇଛି। […]
ନୂଆଦିଲ୍ଲୀ: ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ମେୟର ପଦ ପାଇଁ ଆମ୍ ଆଦମୀ ପାର୍ଟି ନାମ ଘୋଷଣା କରିଛି। ଆମ୍ ଆଦମୀ ପାର୍ଟି ଶୈଲି ଓବରୋଇଙ୍କ ନାମ ସ୍ଥିର କରିଛି। ଏବଂ ଡେପୁଟି ମେୟର ପ୍ରାର୍ଥୀ ହେବେ ଆଲେ ମହମ୍ମଦ ଇକବାଲଙ୍କ ନାମ […]
ଭୁବନେଶ୍ୱର: ଡିସେମ୍ବର ୨୫ ତାରିଖରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଜନ୍ମଗ୍ରହଣ କରିଥିଲେ। କୃଷି, ବିଜ୍ଞାନ, ଜାତୀୟ ରାଜପଥର ଉନ୍ନତୀକରଣ ତଥା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଆଦି ଅନେକ କ୍ଷେତ୍ରରେ ବାଜପେୟୀଙ୍କ ଅବଦାନ ଅତୁଳନୀୟ। ସେଥିଲାଗି […]
ଭୁବନେଶ୍ୱର: କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ଟ୍ରାକଫର, ପାୱାର ଟିଲର, ପମ୍ପସେଟ୍, ରିପର୍ସ ପାୱାର ଉଇଡର୍ ଆଦି କୃଷି ଯନ୍ତ୍ରପାତିର ମରାମତି ଓ ରକ୍ଷଣାବେକ୍ଷଣ ନିମନ୍ତେ ଶିକ୍ଷିତ ଓ ବେରୋଜଗାର ଯୁବକଯୁବତୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରି ସେମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ […]
ଭୁବନେଶ୍ବର: ପୁଣିଥରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା। ସେ ଆସନ୍ତା 28 ତାରିଖରେ ପହଁଚିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି। ତେବେ ତାଙ୍କର ଗସ୍ତ ସୂଚୀ ସଂପର୍କରେ ବିସ୍ତୁତ ତଥ୍ୟ […]
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନ ତାଙ୍କର ନୂତନ ବିବାହିତ ଜୀବନ ଆରମ୍ଭ କରିଛନ୍ତି। ଏହି ଖବର ସାର୍ବଜନୀନ କରିବା ପାଇଁ ରେହମ ଖାନ ଆଜି ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ନେଇଥିଲେ। ଏକ […]
ନୂଆଦିଲ୍ଲୀ: ଚୀନ୍, ଜାପାନ ସମେତ ଲାଟିନ୍ ଆମେରିକୀୟ ଦେଶରେ କରୋନା ଭାଇରସ୍ କୁ ନେଇ ହାହାକାର ମଧ୍ୟରେ ଭାରତ ସରକାର ମଧ୍ୟ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରୁଛନ୍ତି। ଚାଇନାରେ କରୋନା ପ୍ରଭାବ ଗୁରୁବାର ଦିନ ସଂସଦରେ ଦୃଶ୍ୟମାନ ହୋଇଥିଲା, ଯେଉଁଠାରେ ଲୋକସଭା […]
ଶ୍ରୀନଗର: ଭାରତ ବିରୋଧରେ ପାକିସ୍ତାନ ଦ୍ୱାରା ହୋଇଥିବା ଷଡଯନ୍ତ୍ରର ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ତଦନ୍ତ କରୁଛି। ସେପଟେ ଅନୁସନ୍ଧାନକାରୀ ସଂସ୍ଥା ଜମ୍ମୁ କାଶ୍ମୀର ଅଞ୍ଚଳରେ ଚଢାଉ କରିଛି। ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀରର ୧୬ ରୁ ୧୭ ଟି ସ୍ଥାନରେ […]
ନୂଆଦିଲ୍ଲୀ: ଭାରତ ଯୋଡୋ ଯାତ୍ରାକୁ ନେଇ କେନ୍ଦ୍ର ସରକାର ଭୟଭୀତ ଅଛନ୍ତି ବୋଲି କଂଗ୍ରେସ ସାଂସଦ ଦୀପେନ୍ଦ୍ର ହୁଡା କହିଛନ୍ତି। ସେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରି କହିଛନ୍ତି ଯେ, କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କୁ ପ୍ରଥମ ଚିଠି କାହିଁକି ଲେଖିଛନ୍ତି? […]