Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ
ଆଜିର ଖବର

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Next Gen post office inaugurated in Sainik School, BBSR
Next Gen post office inaugurated in Sainik School, BBSR

ଭୁବନେଶ୍ଵର: ଭାରତୀୟ ଡାକ ବିଭାଗ, ଓଡ଼ିଶା ସର୍କଲ୍ ପକ୍ଷରୁ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ନୂତନ ରୂପ ପ୍ରଦାନ କରାଯାଇଛି। ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ୍ ନିର୍ମଳଜିତ ସିଂହ ଏହାର ଉଦ୍ଘାଟନ କରିଛନ୍ତି। ଡିଜିଟାଲ୍ ଯୁଗର ଆବଶ୍ୟକତା ସହିତ ଡାକ ସେବାକୁ ଯୋଡ଼ିବା ଏବଂ ଡାକଘରକୁ ଏକ ଆଧୁନିକ ଓ ଆକର୍ଷଣୀୟ ଜନସେବା କେନ୍ଦ୍ର ଭାବେ ବିକଶିତ କରିବା N-Gen ଡାକଘରର ମୁଖ୍ୟ ଉଦ୍ଦେଶ୍ୟ। ଏହି ଅବସରରେ ସୈନିକ ସ୍କୁଲ୍ର ପ୍ରିନ୍ସପାଲ୍ କର୍ଣ୍ଣେଲ୍ ପଙ୍କଜ କୁମାର ଉପସ୍ଥିତ ଥିଲେ।

bbsr N-Gen ଡାକଘର Next Gen post office Sainik School ଓଡ଼ିଶା ସର୍କଲ୍ ଭାରତୀୟ ଡାକ ବିଭାଗ ଭୁବନେଶ୍ୱର ସୈନିକ ସ୍କୁଲ୍ ଡାକଘର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ପ୍ରୟାସରେ ଅବତରଣ କରିପାରିଲା ନାହିଁ ଏୟାର ଇଣ୍ଡିଆ ବିମାନ: ଯାତ୍ରା କରୁଥିଲେ ରାହୁଲ ଗାନ୍ଧୀ

September 8, 2026

ସୌରଭ ଦାସ ଏବଂ ରାଙ୍କାଙ୍କ ବିରୋଧରେ ୨ କୋଟିର ମାନହାନି: ଜାଣନ୍ତୁ କ’ଣ କହିଲେ ଗୌରବ ଭାଟିଆ

September 8, 2026

ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦଙ୍କ ସାଧୁବାଦ

September 8, 2026

ଓମ୍ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ: ଆସନ୍ତା ୧୧ରୁ ଦୁଗ୍ଧ ଚାଷୀଙ୍କୁ ମିଳିବ ଲିଟର ପ୍ରତି ୨ ଟଙ୍କା ଅଧିକ

September 8, 2026
Latest News

ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ୍ ଡାକଘରକୁ N-Gen ଡାକଘର ଭାବେ ମିଳିଲା ନୂତନ ରୂପ

September 8, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ କାର୍ଯ୍ୟକ୍ରମରେ ବଡ଼ ସୁରକ୍ଷା ତ୍ରୁଟି!: ବନ୍ଧୁକ ସହ ଦୁଇ ଗିରଫ

September 8, 2026

ପ୍ରଥମ ପ୍ରୟାସରେ ଅବତରଣ କରିପାରିଲା ନାହିଁ ଏୟାର ଇଣ୍ଡିଆ ବିମାନ: ଯାତ୍ରା କରୁଥିଲେ ରାହୁଲ ଗାନ୍ଧୀ

September 8, 2026

ସୌରଭ ଦାସ ଏବଂ ରାଙ୍କାଙ୍କ ବିରୋଧରେ ୨ କୋଟିର ମାନହାନି: ଜାଣନ୍ତୁ କ’ଣ କହିଲେ ଗୌରବ ଭାଟିଆ

September 8, 2026

ଐତିହାସିକ କ୍ୟାବିନେଟ୍ ନିଷ୍ପତ୍ତି ପାଇଁ ରାଜ୍ୟ ସରକାରଙ୍କୁ ବ୍ରହ୍ମପୁର ସାଂସଦଙ୍କ ସାଧୁବାଦ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.