Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହସପିଟାଲରୁ ଡିସଚାର୍ଯ୍ୟ ହେବା ବେଳେ ଆସିଲା ନବୀନ ପଟ୍ଟନାୟକଙ୍କ ଭିଡିଓ, କର୍ମଚାରୀଙ୍କୁ ଦେଉଛନ୍ତି ଧନ୍ୟବାଦ
ଆଜିର ଖବର

ହସପିଟାଲରୁ ଡିସଚାର୍ଯ୍ୟ ହେବା ବେଳେ ଆସିଲା ନବୀନ ପଟ୍ଟନାୟକଙ୍କ ଭିଡିଓ, କର୍ମଚାରୀଙ୍କୁ ଦେଉଛନ୍ତି ଧନ୍ୟବାଦ

July 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
naveenpatnaik
ହସପିଟାଲରୁ ଡିସଚାର୍ଯ୍ୟ ହେବା ବେଳେ ଆସିଲା ନବୀନ ପଟ୍ଟନାୟକଙ୍କ ଭିଡିଓ, କର୍ମଚାରୀଙ୍କୁ ଦେଉଛନ୍ତି ଧନ୍ୟବାଦ

ଭୁବନେଶ୍ବର: ଆଜି ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ହସପିଟାଲରୁ ଡିସଚାର୍ଯ୍ୟ ହୋଇଛନ୍ତି। ସେ ଗତମାସ 20 ତାରିଖରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଅପରେସନ ପାଇଁ ମୁମ୍ବାଇସ୍ଥିତ କୋକିଳାବେନ ଧୀରୁଭାଇ ଆମ୍ବାନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ଗତ 22 ତାରିଖରେ ତାଙ୍କର ଅପରେସନ କରାଯାଇଥିଲା। ଏହାପରେ ସେ ଧୀରେ ଧିରେ ସୁସ୍ଥ ହେବା ପରେ ଆଜି ଡାକ୍ତରଖାନାରୁ ଡିସଚାର୍ଯ୍ୟ ହୋଇଛନ୍ତି।

ତେବେ ଡିସଚାର୍ଯ୍ୟ ହେବା ବେଳେ ଧୀରୁଭାଇ ଆମ୍ବାନୀ ହସପିଟାଲର ଡାକ୍ତର ଓ ସେବିକା ଗଣ ତାଙ୍କୁ ବିଦାୟ ଦେଇଥିଲେ। ସମସ୍ତେ ଧାଡି ବାନ୍ଧି ଛିଡା ହୋଇଥିବା ବେଳେ ନବୀନ ସମସ୍ତଙ୍କ ସହିତ ହ୍ୟାଣ୍ଡସେକ କରି ଧନ୍ୟବାଦ ଦେଉଥିଲେ।

https://thesamikhsya.com/odia/wp-content/uploads/2025/07/naveen.mp4

ନବୀନ ହସପିଟାଲରୁ ଡିସଚାର୍ଯ୍ୟ ହୋଇଥିଲେ ମଧ୍ୟ ସେ ବର୍ତ୍ତମାନ ଓଡିଶା ଆସିପାରିବେ ନାହିଁ। କାରଣ ଗୋଟିଏ ସପ୍ତାହ ଧରି ତାଙ୍କର ସେଠାରେ ଫିଜିଓଥେରାପି କରାଯିବ। ସପ୍ତାହ ପରେ ସେ ଓଡିଶା ଫେରିବାର କାର୍ଯ୍ୟକ୍ରମ ରହିଛି।

Naveen Patnaik ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ

September 23, 2026

ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର

September 23, 2026

ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

September 23, 2026

ମହଙ୍ଗା ହେଲା ଗୋଲ୍ଡ ଫ୍ଲେକ୍ ସିଗାରେଟ୍: ଜାଣନ୍ତୁ ନୂତନ ମୂଲ୍ୟ

September 23, 2026
Latest News

ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନିଯୁକ୍ତ

September 23, 2026

ରାଜ୍ୟରାଣୀ ଏକ୍ସପ୍ରେସ୍‌ ଧକ୍କାରେ ୪ ଛାତ୍ରଙ୍କ ମୃତ୍ୟୁ, ଜଣେ ଗୁରୁତର

September 23, 2026

ଗଭୀର ଅବପାତ ଜନିତ ବର୍ଷା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

September 23, 2026

ମହଙ୍ଗା ହେଲା ଗୋଲ୍ଡ ଫ୍ଲେକ୍ ସିଗାରେଟ୍: ଜାଣନ୍ତୁ ନୂତନ ମୂଲ୍ୟ

September 23, 2026

ଝାଡ଼ଖଣ୍ଡରେ କରମ୍‌ ବିସର୍ଜନ ବେଳେ ବଡ଼ ଅଘଟଣ: ପାଣିରେ ବୁଡ଼ି ୬ ଶିଶୁଙ୍କ ମୃତ୍ୟୁ

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.