ମେଷ- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ। ବ୍ୟବସାୟିକ ଯାତ୍ରା ଅନୁକୂଳ ଲାଭ ଦେବ । ଲାଭ ପାଇଁ ସୁଯୋଗ ବାରମ୍ବାର ଆସିବ। ବିବେକ ବ୍ୟବହାର କରନ୍ତୁ। ଅଦରକାରୀ ଜିନିଷରେ ସମୟ ନଷ୍ଟ କରନ୍ତୁ ନାହିଁ । ବିନିଯୋଗ ଭଲ ହେବ। […]
ମୁମ୍ବାଇ: ଶିବମ ମାଭିଙ୍କ ମାରାତ୍ମକ ବୋଲିଂ ଏବଂ ଦୀପକ ହୁଡା ଓ ଅକ୍ସର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ହେତୁ ଟିମ୍ ଇଣ୍ଡିଆ ମୁମ୍ବାଇର ୱାନଖେଡେ ଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ ରେ ଶ୍ରୀଲଙ୍କାକୁ ୨ ରନ୍ ରେ ପରାସ୍ତ କରିଛି। ଏହା […]
କଟକ: ପୂର୍ବତଟ ରେଳପଥର ମହାପ୍ରବନ୍ଧକ ରୂପ ନାରାୟଣ ସୁନକର ଆଜି କଟକ ଷ୍ଟେସନ ନିରୀକ୍ଷଣ କରିଛନ୍ତି। ଏହି ସମୟରେ ସେ ଚାଲୁରହିଥିବା ବିଭିନ୍ନ କାର୍ଯ୍ୟ ସମୀକ୍ଷା କରିଥିବାବେଳେ ଏହାର ପ୍ରକଳ୍ପ ସମ୍ବନ୍ଧୀୟ କାର୍ଯ୍ୟ ସମ୍ବନ୍ଧରେ ଅବଗତ ହୋଇଛନ୍ତି। ଏହା ସହିତ ଶ୍ରୀ […]
ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ଆଳୟ ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ମହାନ୍ତି ଜଣେ ବରିଷ୍ଠ ସାମ୍ବାଦିକ ଭାବରେ ଭୁବନେଶ୍ୱର ଓ ସାରା ଓଡ଼ିଶାରେ ଜଣାଶୁଣା ଥିଲେ। […]
ଖୋର୍ଦ୍ଧା: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ତରଫରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦ୍ଵାରା ଆସନ୍ତା ୬ ତାରିଖରେ ଦିବା ୧୦ ଘଟିକା ସମୟରେ ଖୋର୍ଦ୍ଧା ପୌର ପରିଷଦ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ହେବାକୁ ଥିବା ପ୍ରସ୍ତାବିତ କ୍ଷୁଦ୍ର ନିଯୁକ୍ତି ମେଳା […]
ଭୁବନେଶ୍ବର: ଆଜି ଅଙ୍ଗନବାଡ଼ି କର୍ମୀଙ୍କ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ହୋଇଛି। ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଏହି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। କିନ୍ତୁ ଏହାକୁ ଫେବ୍ରୁଆରି ୨ୟ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏନେଇ ଅଙ୍ଗନବାଡ଼ି […]
ଭୁବନେଶ୍ୱର: ଦେଶର ଐତିହ୍ୟକୁ ମନେ ନ ରଖିପାରିଲେ ଆମର ପାଠପଢ଼ା ପୂର୍ଣ୍ଣାଙ୍ଗ ହେବ ନାହିଁ। ଆମର ପାଠପଢ଼ା ସେବେ ପୂର୍ଣ୍ଣାଙ୍ଗ ହେବ ଯେବେ ଆମେ ଆମର ଐତିହ୍ୟକୁ ମନେ ରଖିବା ବୋଲି ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଶିକ୍ଷା କେନ୍ଦ୍ର (ଆରଆଇଆଇ) […]
ସୀତାରାମ ଅଗ୍ରୱାଲ ଚିଲିକା: ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକା ହ୍ରଦରେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଆସିଛନ୍ତି ଲକ୍ଷାଧିକ ବିଦେଶୀ ପକ୍ଷୀ। ତେବେ ଆସନ୍ତାକାଲି ଅନୁଷ୍ଠାନିକ ଭାବେ ପକ୍ଷୀ ଗଣନା ଅନୁଷ୍ଠିତ ହେବ ବୋଲି ଆଜି ଚିଲିକା […]
ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଜଣେ ରୋଗୀଙ୍କର ପରିସ୍ରା ନଳୀରେ ରକ୍ତସ୍ରାବ ହେଉଥିବା ସମସ୍ୟାକୁ ସମ୍ ଅଲ୍ଟିମେଟ ମେଡିକେୟାରର ଡାକ୍ତରମାନେ ପ୍ରୋଷ୍ଟେଟିକ୍ ଧମନୀରେ ସୁପର ସିଲେକ୍ଟିଭ୍ ଆନ୍ଜିଓ-ଏମ୍ବୋଲାଇଜେସନ୍ ପଦ୍ଧତିରେ ସଫଳତାର ସହ ଚିକିତ୍ସା କରିପାରିଛନ୍ତି। ସମ୍ମମ୍ର ୟୁରୋଲୋଜି ବିଭାଗର କନ୍ସଲଟାଂଟ […]
ନୂଆଦିଲ୍ଲୀ: ଇଣ୍ଟରନେଟ୍ ଆମ ଦୁନିଆକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଆଜିର ସମୟରେ, ପ୍ରତ୍ୟେକ ଲୋକ ଛୋଟ ଏବଂ ବଡ ଜିନିଷ ପାଇଁ ଇଣ୍ଟରନେଟ୍ ଉପରେ ନିର୍ଭର କରନ୍ତି। ଇଣ୍ଟରନେଟ୍ ସାହାଯ୍ୟରେ ସମ୍ପର୍କ ଗଢିବା ଏବଂ ଖରାପ ହେବାରେ ମଧ୍ୟ ଲାଗିଛି। ଏଭଳି […]
ଭୁବନେଶ୍ବର: ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତିର ମଧ୍ୟ ଅନୁମାନ […]
ଭୁବନେଶ୍ବର: ବିଶିଷ୍ଟ ସିନେ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ଭୁବନେଶ୍ବର କ୍ୟାପିଟାଲ ହସପିଟାଲରେ ଚିକିତ୍ସା ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି। ତାଙ୍କ ପାର୍ଥିବ ଶରୀରକୁ […]
ନୂଆଦିଲ୍ଲୀ: ଆଜିକାଲି ଲୋକମାନେ କେବଳ ଆଖି, କେଶ କିମ୍ବା ହାତ ପ୍ରତି ଧ୍ୟାନ ଦିଅନ୍ତି ନାହିଁ, ବରଂ ସେମାନଙ୍କ ଓଠର ମଧ୍ୟ ଯତ୍ନ ନିଅନ୍ତି। ଏଭଳି ପରିସ୍ଥିତିରେ ଏକ ସାଧାରଣ ସମସ୍ୟା ସମସ୍ତଙ୍କ ଦ୍ୱାରା ଦେଖାଯାଏ। ଆଜିକାଲି ଲୋକଙ୍କଠାରେ କଳା ରଙ୍ଗର ଓଠର […]
ସୀତାରାମ ଅଗ୍ରୱାଲ ବାଣପୁର: ମା’ ଭଗବତୀ ମନ୍ଦିରର ହେବ ନବ କଳେବର। ୫-ଟି ସଚିବ ଭି କେ ପାଣ୍ଡିଆନ ନଭେମ୍ବର ମାସରେ ମନ୍ଦିର ଦର୍ଶନ କରି ଏ ନେଇ ଅନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। ତେବେ ଇତି ମଧ୍ୟରେ ଦେଢ଼ ମାସ […]
ନୂଆଦିଲ୍ଲୀ: ପଞ୍ଜାବରେ ଖାଲିସ୍ତାନକୁ ସମର୍ଥନ କରି କାନ୍ଥରେ ପୁଣି ଥରେ ସ୍ଲୋଗାନ ଲେଖାଯାଇଛି। ଏଥର ଶ୍ରୀ ମୁକ୍ତସର ସାହିବରେ ଥିବା ଏସଏସପି କାର୍ଯ୍ୟାଳୟର କାନ୍ଥରେ ଏହି ସ୍ଲୋଗାନଗୁଡ଼ିକ ଲେଖାଯାଇଛି। ଏଠାରେ ଦ୍ୱିତୀୟ ଥର ଏପରି କାର୍ଯ୍ୟ କରାଯାଇଛି। ଏହାପୂର୍ବରୁ ମଧ୍ୟ ଏହି […]
ଶ୍ରୀନଗର: ବିଏସଏଫ ପୁଣି ଥରେ ଆତଙ୍କବାଦୀ ଷଡଯନ୍ତ୍ରକୁ ବିଫଳ କରିଛି। ଅମୃତସରର ଅଜନାଲା ସେକ୍ଟରରେ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ମାରି ବଡ଼ ସଫଳତା ହାସଲ କରିଛନ୍ତି। ବର୍ତ୍ତମାନ ଏହି ଅଞ୍ଚଳର ସର୍ଚ୍ଚ ଅପରେସନ ଚାଲିଛି। ଏହି ଅନୁପ୍ରବେଶକାରୀଙ୍କୁ ରାମଦାସ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ […]
କଲିକତା: ପଶ୍ଚିମବଙ୍ଗ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଥର କିନ୍ତୁ ବିଜେପି ଏବଂ ଟିଏମସି ନେତାଙ୍କ ମଧ୍ୟରେ ସଂଘର୍ଷର ଖବର ନୁହେଁ, ବରଂ ବନ୍ଦେ ଭାରତ ଟ୍ରେନ୍ କୁ ନେଇ ଚର୍ଚ୍ଚା ହେଉଛି। ବାସ୍ତବରେ ନିକଟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ବନ୍ଦେ […]
କଳାହାଣ୍ଡି: ଜୟପାଟଣା ବ୍ଲକ ଅନ୍ତର୍ଗତ ଏକ ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବା ସମ୍ପର୍କରେ ଏକ ଦୈନିକ ଖବର କାଗଜରେ ସମ୍ବାଦ ପ୍ରକାଶ ପାଇଥିଲା। ସମ୍ପୃକ୍ତ ଠିକାଦାର ଓ ତାଙ୍କର ଦୁଇ ସହଯୋଗୀ ସାମ୍ବାଦିକ ରାଜୁ ପାହାଡ଼ଙ୍କୁ ଫୋନ […]
ନୂଆଦିଲ୍ଲୀ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ୩ ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ଆଜି ମୁମ୍ବାଇର ୱାନଖେଡେ ଷ୍ଟାଡିୟମରେ ଖେଳାଯିବ। ଏଥି ସହିତ, ଏହି ଟି-୨୦ ସିରିଜ୍ ପରେ ଦିନିକିଆ ସିରିଜ୍ ଖେଳାଯିବ। ତେବେ ଶ୍ରୀଲଙ୍କା […]
ଭୁବନେଶ୍ବର: ଅନେକ ଅସୁବିଧା ଏବଂ ବିଭିନ୍ନ ଆହ୍ୱାନ ସତ୍ତ୍ୱେ ପୂର୍ବତଟ ରେଳପଥ ରାଜସ୍ୱ ଲୋଡିଂ ସହିତ ନୂତନ ଲାଇନ ନିର୍ମାଣ, ସୁରକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସହିତ ଦୋହରୀକରଣ ପ୍ରକଳ୍ପ ଏବଂ ଟ୍ରାଫିକ୍ ସୁବିଧା କ୍ଷେତ୍ରରେ ନୂତନ […]