ଭୁବନେଶ୍ବର: ଗତକାଲି ରାତିରେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ଫଳରେ ରାତିରେ ଯେପରି ଶୀତ ଅନୁଭୂତ ହେବା କଥା ତାହା ହୋଇ ନାହିଁ। ମୁଖ୍ୟତଃ ସାମୁଦ୍ରିକ ବାୟୁର ପ୍ରଭାବ ହେତୁ ରାତ୍ରି ତାପମାତ୍ରାରେ ବୃଦ୍ଧିପାଇଛି। ଭୁବନେଶ୍ବର […]
ଜଂକିଆ: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଛଣଗିରି ଗ୍ରାମ ପଂଚୁଦୋଳ ପଡିଆ ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଉଚ୍ଚ କ୍ଷମାତାସଂପନ୍ନ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଛଣଗିରି ଗ୍ରାମର ସେକ […]
ନୂଆଦିଲ୍ଲୀ: ଅଜ୍ଞାତ ବନ୍ଧୁକଧାରୀ ମେକ୍ସିକୋର ଏକ ଜେଲ ଉପରେ ଆକ୍ରମଣ କରିଛନ୍ତି। ଏହି ଆକ୍ରମଣରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି। ଗଣମାଧ୍ୟମ ଅନୁଯାୟୀ ରବିବାର ଦିନ ମେକ୍ସିକୋର ଉତ୍ତର ସିଉଦାଦ ଜୁଆରେଜ୍ ସହରର ଏକ ଜେଲ ଉପରେ ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ […]
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଏଫ୍ ଆଇ ଏଚ ପୁରୁଷ ବିଶ୍ଵକପ ହକି ଟ୍ରଫିକୁ କଳାହାଣ୍ଡି ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ମାଧ୍ୟମରେ ଭବ୍ୟ ସ୍ବାଗତ କରାଯାଇଛି। ଦିବା ୧୨.୦୦ ଘ ସମୟରେ ଜିଲ୍ଲା ସିମା ଆମପାଣି ଠାରେ ବିଶ୍ଵକପ ଟ୍ରଫିକୁ […]
ଚାଣକ୍ୟ ନୀତି, ଦାମ୍ପତ୍ୟ ଜୀବନକୁ ସଫଳ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ କିଛି କଥା ଉଲ୍ଲେଖ କରିଛନ୍ତି। ଏହି ଜିନିଷଗୁଡିକ ଅନୁସରଣ କଲେ ବିବାହିତ ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଥାଏ। ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ମଧ୍ୟ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି। […]
ଉପେନ୍ଦ୍ର ବଳିୟାରସିଂହ ସହର ଭିତରେ ଗଗନଚୁମ୍ବୀ ଅଟ୍ଟାଳିକାଟି ତିଆରି ହୋଇଗଲା। ଅନେକ ପ୍ରକାରର ସୁନ୍ଦର ପ୍ରସାଧନ ସାମଗ୍ରୀ ଏବଂ ମନୋରଞ୍ଜନର ବିବିଧ ଉପକରଣ ଠୁଳ କରାଗଲା। ନବନିର୍ମିତ ଅଟ୍ଟାଳିକାର ବିଶାଳତା ତଥା କାରୂକାର୍ଯ୍ୟର ଚର୍ଚ୍ଚା ସମଗ୍ର ସହରରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଗଲା। […]
ଭୁବନେଶ୍ଵର: ପୁରାଣ ଶାସ୍ତ୍ର ଅନୁଯାୟୀ, ଶ୍ରୀ କୃଷ୍ଣ ଦ୍ଵାପର ଯୁଗରେ ଭଗବାନ ବିଷ୍ଣୁଙ୍କ ରୂପରେ ଜନ୍ମଗ୍ରହଣ କରିଥିଲେ। ସେଥିପାଇଁ ଭଗବାନ କୃଷ୍ଣଙ୍କୁ ବିଷ୍ଣୁଙ୍କ ଅବତାର କୁହାଯାଏ। କୃଷ୍ଣଙ୍କର ଅନେକ ଲୀଳା ଉପରେ ବାଖ୍ୟା କରାଯାଇଛି। ଭଗବାନ କୃଷ୍ଣଙ୍କ ବାଲ୍ୟ ଲୀଳା, ପ୍ରେମ […]
ମେଷ:– ଆଜି ଆପଣ ଖୁସିର ଦିନ ହେବେ ଏବଂ ଆପଣ ଆପଣଙ୍କର ବନ୍ଧୁ ଏବଂ ପରିବାର ସଦସ୍ୟଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ ଉପଭୋଗ କରିବେ। ଆପଣଙ୍କର ସାହସ ପ୍ରେମ ଦେବାରେ ସଫଳ ହେବ। ସହକର୍ମୀଙ୍କ ସାହାଯ୍ୟରେ, ଆପଣ ଶୀଘ୍ର କଠିନ ସମୟରୁ […]
ନୂଆଦିଲ୍ଲୀ: ଅକ୍ଟୋବର ୨୬ ତାରିଖରୁ ନଭେମ୍ବର ୨୫ ତାରିଖ ମଧ୍ୟରେ ଭାରତରେ ଶିଶୁ ଯୌନ ଶୋଷଣ ଏବଂ ଅଶ୍ଳୀଳତାକୁ ପ୍ରୋତ୍ସାହିତ କରୁଥିବା ଏଲୋନ୍ ମସ୍କ ଦ୍ୱାରା ପରିଚାଳିତ ଟ୍ୱିଟର ୪୫,୫୮୯ ଆକାଉଣ୍ଟକୁ ନିଷିଦ୍ଧ କରିଛି। ଏଥି ସହିତ, ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ […]
ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ତୃତୀୟ ଥର ପାଇଁ ସନ୍ଧ୍ୟା ୬.୩୦ ରେ ପୁଣି ଏକ ଭୂମିକମ୍ପ ହୋଇଛି। ଏଥର ଲଦାଖରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଦ୍ୱାରା ଏହି ଭୂମିକମ୍ପ ହୋଇଥିବା ସ୍ପଷ୍ଟ କରାଯାଇଛି। […]
ଭୁବନେଶ୍ବର: ଆଜିଠାରୁ ଖୋଲିଲା ଲୋକସେବା ଭବନ ଉଦ୍ୟାନ। ବର୍ଷସାରା ଏକ ବନ୍ଦୀ ଜୀବନ କଟାଉଥିବା ଏହି ପାର୍କକୁ ଦେଖିବା ପାଇଁ ଆଜି ଖୋଲା ଯାଇଛି। ତେବେ ଭୁବନେଶ୍ବର ବାସିନ୍ଦା ଏହାକୁ ସବୁଦିନ ପରିଦର୍ଶନ କରିପାରିବେ ନାହିଁ। ସେଥିପାଇଁ କେତେକ ନିର୍ଦ୍ଧିଷ୍ଠ ଦିନ […]
ଭୁବନେଶ୍ବର: ବହୁ ବର୍ଷ ପରେ ଏଥର ନବୀନ ନିବାସ ନୂଆ ବର୍ଷ ପାଇଁ ଖୋଲିଛି। କାରଣ ଗତ ଦୁଇ ବର୍ଷ ଧରି କରୋନା ପାଇଁ ବନ୍ଦ ଥିଲା। ସେହିପରି ଅନ୍ୟ ବର୍ଷଗୁଡିକରେ ମଧ୍ୟ ବିଭିନ୍ନ କାରଣ ପାଇଁ ଶୁଭେଚ୍ଛୁମାନେ ନବୀନଙ୍କୁ ଅଭିନନ୍ଦନ […]
ନୂଆଦିଲ୍ଲୀ: ହରିୟାଣାର କ୍ରୀଡ଼ା ମନ୍ତ୍ରୀ ତଥା ପୂର୍ବତନ ଭାରତୀୟ ହକି ଦଳର ଅଧିନାୟକ ସନ୍ଦୀପ ସିଂ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସନ୍ଦୀପ ସିଂ ବିରୋଧରେ ଜଣେ ଜୁନିୟର ମହିଳା ପ୍ରଶିକ୍ଷକ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ସେ ତାଙ୍କ ଇସ୍ତଫା […]
ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ବଜାର ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ କୁମାର ବେହେରା (୩୦)। ଗଞ୍ଜାମ ଜିଲ୍ଲା ବ୍ରହପୁର ଶଗଡିଆ ସାହିରେ ତାଙ୍କ ଘର। ପୋଲିସ ସୂଚନା ମୁତାବକ ଯୁବକ […]
ଭୁବନେଶ୍ବର: ଚଳିତ ନୂଆ ବର୍ଷ ଏକ ବିରଳ ସଂଯୋଗ ନେଇ ଆସିଛି। ଯାହା କେବେ ଘଟି ନ ଥିଲା। ଏଥର ନୂଆ ବର୍ଷ ଜାନୁୟାରୀ ମାସଟି ଶାମ୍ବ ଦଶମୀରୁ ଆରମ୍ଭ ହୋଇଛି। ଆଉ ଏହି ମାସଟି ମାଘ ସପ୍ତମୀରେ ଶେଷ ହେଉଛି। […]
ନୂଆଦିଲ୍ଲୀ: ଦେଶର ଅଧିକାଂଶ ଲୋକ ଭାରତୀୟ ରେଳପଥ ଦ୍ୱାରା ଯାତ୍ରା କରନ୍ତି। ରେଳବାଇ ଦ୍ୱାରା ଅନେକ ପ୍ରକାରର ସୁବିଧା ଯୋଗାଇ ଦିଆଯାଉଛି। ଏହା ସହିତ ଯାତ୍ରୀମାନଙ୍କ ଯାତ୍ରା ସୁରକ୍ଷିତ ହେବା ଉଚିତ୍, ତେଣୁ କିଛି ନିୟମ (ଭାରତୀୟ ରେଳ ନିୟମ) ମଧ୍ୟ […]
ଭୁବନେଶ୍ବର: ଜାନୁଆରୀ ୨୦୨୩ ରେ ଚତୁର୍ଥ ଶନିବାର ବ୍ୟତୀତ ସବୁ ସରକାରୀ ଛୁଟିରେ ଲୋକସେବା ଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଚଳିତ ମାସରେ ରବିବାର ଦ୍ୱିତୀୟ ଶନିବାର ଓ ଅନ୍ୟ ଛୁଟି କୁ ମିଶାଇ ମୋଟ ଆଠଟି ଛୁଟିରେ […]
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଉଗ୍ରତାରା ପୀଠରେ ପହଞ୍ଚି ମା’ଙ୍କୁ ଦର୍ଶନ କରିଛନ୍ତି। ମା’ ଉଗ୍ରତାରା ମନ୍ଦିର ମଧ୍ୟରେ ପହଞ୍ଚି ମାଙ୍କ ନିକଟରେ ଦିପ ଜାଳି ରାଜ୍ୟ ବାସୀଙ୍କ ଶୁଭ ମନାସିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]
ରଣପୁର: ଗୋପାଳପୁର ପ୍ରଫୁଲ୍ଲ ବ୍ୟୋମକେଶ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାର ଶନିବାର ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏହି ଫାଇନାଲ ମ୍ୟାଚ ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ଖେଳା ଯାଇଥିଲା। ପୁରୀ ସ୍ପୋର୍ଟସ ଟିମ ୧-୦ ଗୋଲରେ ଖୋର୍ଦ୍ଧା ସ୍ପୋର୍ଟସ ଟିମକୁ […]
ନୂଆଦିଲ୍ଲୀ: ନୂତନ ବର୍ଷ ୨୦୨୩ ଆରମ୍ଭ ହୋଇଛି। ଆଜି ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକ ମହଙ୍ଗା ମାଡର ଶିକାର ହୋଇଛନ୍ତି। ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି, ଏହା ପରେ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୨୫ ଟଙ୍କା ବୃଦ୍ଧି ପାଇଛି। […]
ପାଟନା: ଅମୃତା ଫଡନାଭିସଙ୍କ ‘ନୂଆ ଭାରତର ନୂଆ ପିତା’ ମନ୍ତବ୍ୟକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କଟାକ୍ଷ କରିଛନ୍ତି। ମୁଖ୍ୟମନ୍ତ୍ରୀ ନୀତୀଶ କହିଛନ୍ତି ଯେ ‘ନୂଆ ଭାରତ’ର ‘ନୂଆ ପିତା ‘ଦେଶ ପାଇଁ କ’ଣ କରିଛନ୍ତି? ଡିସେମ୍ବର […]