ଭୁବନେଶ୍ଵର: ବସୁନ୍ଧରା ଯୋଜନାରେ ଝାରସୁଗୁଡ଼ା ଓ ଲଖନପୁର ବ୍ଲକର ଭୂମିହୀନ ପରିବାରଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଘରଡିହ ଜମିପଟ୍ଟା ବଣ୍ଟନ କରିଛନ୍ତି। ଜିଲ୍ଲା ଖଣିଜ ପାଣ୍ଠି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଏବଂ ରାଜସ୍ବ […]
କଟକ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଆନୁକୁଲ୍ୟରେ ରାଜ୍ୟବ୍ୟାପୀ ୨୯ଟି ଜିଲ୍ଲା ର ୯୨ଟି ପରୀକ୍ଷା କେନ୍ଦ୍ର ରେ ଓଷ୍ଟା ମେଧା ଅନ୍ୱେଷଣ ପରୀକ୍ଷା ନଭେମ୍ବର ୨୪ ତାରିଖ (ରବିବାର) ଦିନ ଶୃଙ୍ଖଳାରସହ ସମାହିତ ହୋଇଯାଇଛି। ରାଜ୍ୟର ବିଭିନ୍ନ […]
ନୂଆଦିଲ୍ଲୀ: ୫୫ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ତିନୋଟି ଚମତ୍କାର ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଛି। ସେଗୁଡ଼ିକ ହେଲା ଗୁଜରାଟୀ ଚଳଚ୍ଚିତ୍ର ‘କାରଖାନୁ’, ଅହମୀୟା ଚଳଚ୍ଚିତ୍ର ‘ରଦୋର ପାକ୍ଷୀ’ ଏବଂ ‘ଗୁଗଲ ମାଟ୍ରିମୋନି’। ଦୂରଦୃଷ୍ଟି ସମ୍ପନ୍ନ ନିର୍ଦ୍ଦେଶକ ଓ ନିର୍ମାତାମାନଙ୍କ ଦ୍ୱାରା […]
ନୂଆଦିଲ୍ଲୀ: ଚୀନ୍ ପରେ ତୁର୍କୀ ମଧ୍ୟ ପାକିସ୍ତାନ ସହିତ ଅଛି। ପାକିସ୍ତାନ ବିଷୟରେ ତୁର୍କୀ ରାଷ୍ଟ୍ରପତି ରିଚେପ ତୈୟପ ଏର୍ଦୋଗାନଙ୍କ ପାକିସ୍ତାନ ପ୍ରତି ଥିବା ପ୍ରେମ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସୁଛି। ତୁର୍କୀର ଖଲିଫା ପାକିସ୍ତାନର ସେନାକୁ ମଜବୁତ କରିବାରେ […]
ନୂଆଦିଲ୍ଲୀ: ‘ଭାରତ କୋ ଜାନିୟେ’ (Know India) କ୍ୱିଜରେ ଅଂଶ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରବାସୀ ଭାରତୀୟ ଏବଂ ବିଭିନ୍ନ ଦେଶର ବନ୍ଧୁମାନଙ୍କୁ ଆହ୍ୱାନ କରିଛନ୍ତି। ସେ କହିଛନ୍ତି ଏହି କ୍ୱିଜ୍ ଭାରତ ଏବଂ ବିଶ୍ୱବ୍ୟାପୀ ଥିବା ପ୍ରବାସୀ […]
ବ୍ରହ୍ମପୁର (କୈଳାଶ ଚାନ୍ଦ ର୍ଚୌଧୁରୀ): ପାଟପୁର ଥାନା ଅର୍ନ୍ତଗତ ପଟିଗୁଡା ବାରିଗାଁର ଡମ୍ବରୁ ମଳିକ ଜନୈକ ବୃଦ୍ଧ ବ୍ୟକ୍ତି ନିଜର ଶରୀର ଅସୁସ୍ଥ ଥିବାରୁ ଔଷଧ ଆଣିବା ପାଇଁ ବଜାରକୁ ଦୀର୍ଘ ୪ ଦିନ ହେଲା ଘରକୁ ଫେରି ନଥିଲେ। ଏହା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ଣ ପ୍ରାୟ ସାଢ଼େ ପାଞ୍ଚଟାରେ ନୂଆଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମରେ ‘ଓଡ଼ିଶା ପର୍ବ ୨୦୨୪’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି ଅବସରରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଓଡ଼ିଶା ପର୍ବ ହେଉଛି […]
ନୂଆଦିଲ୍ଲୀ: କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ୨୫, ନଭେମ୍ବର ୨୦୨୪ରେ ନୂଆଦିଲ୍ଲୀର ସଂସଦ ମାର୍ଗସ୍ଥିତ ଆକାଶବାଣୀ ରଙ୍ଗଭବନ ଅଡିଟୋରିୟମରେ ଲିଙ୍ଗଭିତ୍ତିକ ହିଂସା ବିରୋଧରେ ଏକ ଜାତୀୟ ଅଭିଯାନ ‘ନଇ ଚେତନା- […]
ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ମହାୟୁତୀ ସହଯୋଗୀ ଦଳ ସପକ୍ଷରେ ଆସିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କର ବିଧାୟକଙ୍କ ଭାଙ୍ଗିବା ଭୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଶିବସେନା ଏକ ବଡ ନିଷ୍ପତ୍ତି ନେଇଛି। ସୂଚନାନୁସାରେ, ସିନ୍ଦେ ଦଳର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏଫଏମ ନୀତି (ପର୍ଯ୍ୟାୟ ୩) ଅଧୀନରେ ତୃତୀୟ ପର୍ଯ୍ୟାୟ ଇ-ନିଲାମୀରେ ଅଂଶଗ୍ରହଣ କରିଥିବା ସଫଳ ନିଲାମ ଗ୍ରହଣକାରୀଙ୍କୁ ଅସ୍ଥାୟୀ ପ୍ୟାନେଲରେ ସାମିଲ କରିବାକୁ ଏକକାଳୀନ ସ୍ୱତନ୍ତ୍ର ରିହାତି ପ୍ରଦାନ କରିଛନ୍ତି। ଏହି ରିହାତି ଘରୋଇ ସଂସ୍ଥାଗୁଡ଼ିକର ରେଡିଓ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ରେଶମ ପୋକକୁ ନମାରି କ୍ରୁରତାହୀନ ଉପାୟରେ ଖୋସାରୁ ସିଲ୍କ ଉତ୍ପାଦନ କରି ଓଡ଼ିଶା ଯେଉଁ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଥିଲା, ସେଥିରେ ଏକ ନୂଆ ବିଷୟ ଯୋଡ଼ି ହୋଇଛି। ଏହି ପଦ୍ଧତିରେ ବାହାରୁଥିବା ରେଶମ ସୂତାରେ ଏବେ କୌଣସି ପ୍ରକାର […]
ଭୁବନେଶ୍ଵର: ଉତ୍କଳ ପ୍ରଦେଶରେ ଓଡିଆଙ୍କ ପରମ୍ପରାରେ ପ୍ରଥମାଷ୍ଟମୀ ଏକ ଗୁରୁତ୍ୱପୁର୍ଣ୍ଣ ଆଧ୍ୟାତ୍ମିକ ଗଣପର୍ବ। ଏହି ଦିନ ପରିବାରର ଜ୍ୟେଷ୍ଠସନ୍ତାନଙ୍କୁ ମାମୁଁଘରୁ ଆସୁଥିବା ନୁତନବସ୍ତ୍ର ପିନ୍ଧାଜିବା ସହ ହଳଦୀପତ୍ରରେ ରନ୍ଧାଯାଇଥିବା ଏଣ୍ଡୁରୀ ପିଠା ଏବଂ ସ୍ୱାଦିଷ୍ଟ ତରକାରୀ,କ୍ଷୀରି ପରଶାଯାଇଥାଏ। ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା […]
ମେଷ: ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ। ବିଶେଷକରି ମହିଳାମାନେ ଯାନବାହନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଯତ୍ନବାନ ହେବା ଉଚିତ୍। କାର୍ଯ୍ୟର ଗତି ଧୀର ହେବ । ସବୁବେଳେ ନିଜର […]
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। କ୍ୟାବିନେଟ ବହୁଚର୍ଚ୍ଚିତ ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛି। କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ […]
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଜାତୀୟ ସମବାୟ ବିକାଶ ନିଗମ (ଏନସିଡିସି)ର ୯୧ତମ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ବୋଧନରେ କେନ୍ଦ୍ର ସ୍ବରାଷ୍ଟ୍ର ଓ ସମବାୟ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ […]
ବାଣପୁର: ଗତ ୧୯ ତାରିଖରେ ଜାତୀୟ ରାଜପଥରୁ କାରକୁ ଅଟକାଇ ବନ୍ଧୁକରୁ ଫାଙ୍କା ଗୁଳି ଚାଳନା କରି ଦୁର୍ବୁର୍ତ୍ତ ମାନେ ୮ଲକ୍ଷ ତିରିଶ ହଜାର ଟଙ୍କା ଲୁଟି ନେଇଥିଲେ। ଲୁଟରେ ସାମିଲ ଥିବା ଚାରିଜଣଙ୍କୁ ବାଣପୁର ପୋଲିସ ଗିରଫ କରିଥିବା ବେଳେ […]
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍ରେ ନଭେମ୍ବର ୨୦ ଓ ୨୧ ତାରିଖରେ […]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସମେତ 14 ଟି ରାଜ୍ୟର 48 ଟି ବିଧାନସଭା ଆସନରେ ଉପ-ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି। 20 ନଭେମ୍ବର 2024 ରେ ଏହି 48 ଟି ଆସନରେ ମତଦାନ ହୋଇଥିଲା। […]
ରାଞ୍ଚି: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଏହା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ନେତୃତ୍ଵାଧୀନ ଇଣ୍ଡିଆ ମେଣ୍ଟ ବିପୁଳ ବିଜୟ ଆଡକୁ ଗତି କରୁଛି। ଏପର୍ଯ୍ୟନ୍ତ ଇଣ୍ଡିଆ ମେଣ୍ଟ […]
ମୁମ୍ବାଇ: ମହାରାଷ୍ଟ୍ରର ନିର୍ବାଚନ ଫଳାଫଳ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ସେ ବିଜେପିର ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରୁଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଏହି […]
ମୁମ୍ବାଇ: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ୍ ଗଣନା ଚାଲିଛି। ନିର୍ବାଚନ ଆୟୋଗ ଅନୁଯାୟୀ, ବିଜେପି ନେତୃତ୍ଵାଧୀନ ମହାୟୁତୀ ମେଣ୍ଟ ସଂଖ୍ୟାଗରିଷ୍ଠତା ଠାରୁ ଅଧିକ ଆସନ ସହ ନିର୍ବାଚନରେ ଜିତିବାକୁ ଯାଉଛି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, ନିର୍ବାଚନ ଫଳାଫଳରେ […]