ଭୁବନେଶ୍ୱର: ଓଡ଼ିଶାରେ କାର୍ଯ୍ୟରତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା କରୁଥିବା ଆନ୍ତଃ ଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି (ଆଇଏମପିସିସି) ବୈଠକ ଆଜି ଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) […]
ବାଲୁଗାଁ: ଆଜି ଅପରାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ନୂଆଗଡ଼ ଓଭର ବ୍ରିଜ ଠାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଏକ ଯାତ୍ରୀବାହି ବସ ଖସି ପଡ଼ିଥିଲା। ଯେଉଁଥିରେ ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଯାଉଥିବା ବେଳେ ୧୦ ଜଣ ଆହତ ହୋଇଥିବା […]
ଭୁବନେଶ୍ୱର: ପୂର୍ବତଟ ରେଳପଥ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଭଦ୍ରକ୍ ରେଳ ଷ୍ଟେସନରେ ପ୍ରମୁଖ ୟାର୍ଡ଼ ପୁନଃ ନିର୍ମାଣ କାର୍ଯ୍ୟକୁ ସଫଳତାର ସହିତ ସମାପ୍ତ କରିଛି, ଯାହା ଷ୍ଟେସନର ଆଧୁନିକୀକରଣ ପ୍ରୟାସରେ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ। କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି ଏବଂ […]
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସର ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି […]
ଭୁବନେଶ୍ଵର: ବଣ୍ଡାଘାଟିର ଲୋକଙ୍କ ସମସ୍ୟାର ସମାଧାନ ପାଇଁ ରାସ୍ତାଘାଟ, ଆବାସ ଗୃହ, ପାନୀୟ ଜଳ, ମୋବାଇଲ ଟାୱାର ପ୍ରତିଷ୍ଠା ସହ ପର୍ଯ୍ୟଟନ ବିକାଶ ସ୍ଥଳୀର ପାଇଁ ରାଜ୍ୟ ସରକାର ବଦ୍ଧ ପରିକର ବୋଲି ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା, ଶିଶୁ ବିକାଶ, […]
ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ପାଗ କୋହଲା ରହିବା ସହିତ ଲୋକେ ଘରୁ ବାହାରିପାରୁ ନାହାଁନ୍ତି। ଗୋଟିଏ ପଟେ ଦୀର୍ଘଦିନ ଧରି ଶୀତ ଲାଗିରହିଥିବା ବେଳେ ଆଜି ବର୍ଷା ଲୋକଙ୍କୁ ହନ୍ତସନ୍ତ କରିଦେଇଛି। […]
ନୂଆଦିଲ୍ଲୀ: ଆସନ୍ତାକାଲି ଶନିବାର ଦିନ ଜୀବନ ବୀମା ଏବଂ ସ୍ୱାସ୍ଥ୍ୟ ବୀମା ଉପରେ ଜିଏସଟି ହ୍ରାସ କରିବାକୁ ଜିଏସଟି ପରିଷଦ ନିଷ୍ପତ୍ତି ନେଇପାରେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଘଣ୍ଟା, ଜୋତା ଏବଂ ପୋଷାକ ଉପରେ […]
ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁର-ଆଜମେର ରାଜପଥରେ ଆଜି ହୋଇଥିବା ସଡ଼କ ଦୁର୍ଘଟଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ଶ୍ରୀ ମୋଦୀ ମଧ୍ୟ ପିଏମଏନଆରଏଫରୁ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ଏବଂ ଆହତଙ୍କୁ ୫୦ […]
ମାଲକାନଗିରି: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯେପରି ବେଶ ଧାରଣ କରିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା। ସେ ଆଜି ବଣ୍ଡା ଆଦିବାସୀ ମହିଳାଙ୍କ ପରି ବେଶ ହୋଇ ଦେଖାଦେଇଥିଲେ। ତେବେ ଅବସର ଥିଲା ସେ ମାଲାକାନାଗିରି ଗସ୍ତ […]
ଭୁବନେଶ୍ଵର: ନୂଆପଡ଼ା ଜିଲ୍ଲାକୁ ଗସ୍ତରେ ଓଡ଼ିଶା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଆସି ବିଭିନ୍ନ ମଣ୍ଡି ପରିଦର୍ଶନ କରିଥିବା ବେଳେ ଚାଷୀ ଉପଯୁକ୍ତ ପ୍ରାପ୍ୟ ପାଉଥିବା ନେଇ ବୁଝିଥିଲେ। ସେ ବେଲଟୁକର, ଡୁମେରପାଣି, ସରାବଙ୍ଗ ଆଦି ମଣ୍ଡି ପରିଦର୍ଶନ କରିଛନ୍ତି। […]
ନୂଆଦିଲ୍ଲୀ: ସଂସଦ ଭବନରେ ବ୍ୟାଗ୍ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଯେଉଁ ବ୍ୟାଗରେ ଲେଖାଯାଇଛି ‘୧୯୮୪’। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ […]
ଭୁବନେଶ୍ଵର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜର ଘିକୁଣ୍ଡି ସଂରକ୍ଷିତ ଜଙ୍ଗଲ ପାଖ ଜାଲୋଏ ଅଞ୍ଚଳରେ ଗତ ରାତିରୁ ଏକ ବୃହତ ବଣୁଆ ହାତୀପଲର ଉପଦ୍ରବ ଲାଗି ରହିଛି। ଖାଦ୍ୟ ଅନ୍ୱେଷଣରେ ପ୍ରାୟ ୨୧ଟି ଜଙ୍ଗଲୀ ହାତୀ ଜାଲୋଏ ପଞ୍ଚାୟତର ପାଚିଲା ଧାନସବୁ […]
ନୂଆଦିଲ୍ଲୀ: ଭାରତୀୟ ମହିଳା ଦଳ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜରେ ୱେଷ୍ଟଇଣ୍ଡିଜକୁ 2-1ରେ ପରାସ୍ତ କରିଛି। ଭାରତ ସିରିଜର ଶେଷ ମ୍ୟାଚକୁ 60 ରନ୍ ରେ ଜିତିଥିଲା। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଏକ ବଡ଼ ରେକର୍ଡ ସୃଷ୍ଟି […]
ନୂଆଦିଲ୍ଲୀ: ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ତଥା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମପ୍ରକାଶ ଚୌଟାଲାଙ୍କ ଆଜି ପରଲୋକ ହୋଇଯିୟାଇଛି। ସେ ତାଙ୍କ ଗୁରୁଗ୍ରାମ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅଧିକାରୀ ଦୀପ୍ତିରଞ୍ଜନ ବେହେରା ସଦଳବଳେ ପେଟ୍ରୋଲିଂ ସମୟରେ ଦୁଇଟି ମୋଟରସାଇକେଲ ରେ ୪ ଜଣ ଯୁବକ ଦୃତ ଗତିରେ ଯାଉଥିବା ବେଳେ ସନ୍ଦେହ ଜନକ ଭାବେ ପୋଡାମାରୀ ନିକଟରେ ଅଟକାଇ ଯାଞ୍ଚ କରିଥିଲେ। […]
ଭୁବନେଶ୍ବର: ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଚାଲିଛି। ଆଜି ସକାଳୁ ଏହି ଚଢାଉ ତିନିଟି ସ୍ଥାନରେ ଚାଲିଥିବାର ଜଣାପଡିଛି। ତାଙ୍କର ନୟାପଲ୍ଲୀ ସ୍ଥିତ ବାସଭବନ ସମେତ ତାଙ୍କର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିରଞ୍ଜନ ରେଡ଼ି ନାମକ ଜଣେ ଚୋରା ମଦ ବ୍ୟବସାୟୀକୁ ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଖୋଡାସିଙ୍ଗି ନିକଟରେ ଧରିଥିଲା। ନିରଞ୍ଜନଙ୍କୁ ଜେରା କରିବା ବେଳେ ସେ ଗୋଳନ୍ଥରା ଥାନା ଅର୍ନ୍ତଗତ ଇନ୍ଦ୍ରାକ୍ଷୀ ଗ୍ରାମରୁ ବେଆଇନ ରନ୍ଧା […]
ନୂଆଦିଲ୍ଲୀ: ରାଜସ୍ଥାନର ଜୟପୁରର ଭାଙ୍କରୋଟା ପେଟ୍ରୋଲ ପମ୍ପ ନିକଟରେ ଏକ ଗ୍ୟାସ ଟ୍ୟାଙ୍କରରେ ବିସ୍ଫୋରଣ ଘଟିଛି। ଯାହା ପରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। […]
ନୂଆଦିଲ୍ଲୀ: ଆଜି ସଂସଦର ଶୀତକାଳୀନ ଅଧିବେଶନର ଶେଷ ଦିନ। ଆଜି ଯେତେବେଳେ ଲୋକସଭା ପ୍ରକ୍ରିୟା ଆରମ୍ଭ ହେଲା, ସେତେବେଳେ ବାଚସ୍ପତି ଓମ ବିର୍ଲା ସାଂସଦମାନଙ୍କୁ ସଂସଦର ସମ୍ମାନ ଏବଂ ମର୍ଯ୍ୟାଦା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ବାଚସ୍ପତି ଏହା ମଧ୍ୟ କହିଥିଲେ […]
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଏନଙ୍କ ବାସଭବନରେ ଅନୁଷ୍ଠିତ କ୍ରିଷ୍ଟମାସ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମିଲ ହେବା ସହ ଖ୍ରୀଷ୍ଟିଆନ ସମୁଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ସହ ଭାବ ବିନିମୟ କରିଥିଲେ। ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି: “କେନ୍ଦ୍ରମନ୍ତ୍ରୀ ଶ୍ରୀ ଜର୍ଜ କୁରିଏନ ଜୀଙ୍କ ବାସଭବନରେ କ୍ରିଷ୍ଟମାସ […]
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ର ଚତୁର୍ଥ ଟେଷ୍ଟ ମେଲବୋର୍ଣ୍ଣରେ ଖେଳାଯିବ। ଏପର୍ଯ୍ୟନ୍ତ ସିରିଜରେ ତିନୋଟି ମ୍ୟାଚ୍ ଖେଳାଯାଇଛି ଯେଉଁଥିରେ ଉଭୟ ଦଳ 1-1 ବିଜୟ ପଞ୍ଜିକରଣ କରିଛନ୍ତି। ଅବଶିଷ୍ଟ 1 ଟି ଟେଷ୍ଟ ଡ୍ର’ରେ ଶେଷ […]