ଭୁବନେଶ୍ଵର: କାଳୀ ପୂଜା ଏବଂ ଛଟ ପୂଜା ସମୟରେ ଯାତ୍ରୀଙ୍କ ଚାହିଦାକୁ ପୂରଣ କରିବା ପାଇଁ ପୂଜା ସ୍ପେଶାଲ ଟ୍ରେନ୍ ଦେଶର ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛି ଯାହା ନଭେମ୍ବର 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ। ନିୟମିତ […]
ଭୁବନେଶ୍ୱର: ସାରା ବିଶ୍ୱରେ ହୃଦ୍ଘାତ ମଣିଷର ମୃତ୍ୟୁର ପ୍ରଥମ ବୃହତ କାରଣ ହୋଇଥିବା ବେଳେ ମସ୍ତିଷ୍କରେ ଆଘାତ ଅଥବା ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ହେଉଥିବା ମୃତ୍ୟୁ ଦ୍ୱିତୀୟ ବୃହତ କାରଣ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ […]
ଢେଙ୍କାନାଳ: ଯାହା ଆଶା କରାଯାଉଥିଲା ତାହା ହେଲା। ଶେଷରେ ବିଜେପିରେ ସାମିଲ ହେଲେ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଆଜି ଢେଙ୍କାନାଳରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କ ସହିତ ଗଁଦିଆ ବ୍ଲକର ପ୍ରାୟ […]
ଭୁବନେଶ୍ୱର: ସରକାର ସରକାରୀ କର୍ମଚାରୀ ତଥା ସରକାରୀ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ତଥା କୋରନା ଭଳି ମହାମାରୀର ପ୍ରତିରୋଧ ତଥା ପରିଚାଳନା କାର୍ଯ୍ୟରେ ନିୟାଜିତ କରୁଛନ୍ତି। ବିଗତ ଦିନ ମାନଙ୍କରେ ଏହା ବ୍ୟତୀତ ଜନଗଣନା […]
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସ୍ପଷ୍ଟ ଦିବାଲୋକରେ ବନ୍ଧୁକ ମୁନରେ ମହିଳାଙ୍କ ବେକରୁ ସୁନା ଚେନ ଲୁଟ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଆଜି ଅପରାହ୍ନ ପାଖାପାଖି ୩ ଘଟିକା ସମୟରେ […]
ଜୀବନ ଶୈଳୀ: ସୁସ୍ଥ ପନିପରିବାରେ ମଧ୍ୟରେ କଲରା ଅନ୍ତର୍ଭୁକ୍ତ। ଏହାର ପିତା ଗୁଣ ମଧୁମେହକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଯଦି ଆପଣ ରୋଗରୁ ଦୂରେଇ ରହିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଖାଦ୍ୟରେ କଲରା ଅନ୍ତର୍ଭୁକ୍ତ କରନ୍ତୁ। କିନ୍ତୁ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ସୋଳବନ୍ଧ ଗ୍ରାମରେ ମହିଳାଙ୍କୁ ଆକ୍ରମଣ କରି ଟଙ୍କା ଓ ଅଳଙ୍କାର ଲୁଟ ହୋଇଛି। ସୂଚନା ଅନୁଯାୟୀ ଆଦିକନ୍ଦ ତାରିଣୀ ନାମକ ଜଣେ ବ୍ୟକ୍ତିଙ୍କ ପଛପଟେ କବାଟ ଭାଙ୍ଗି ଲୁଟେରାମାନେ ଘରେ ପଶିଥିଲେ। […]
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ ୪୦ଟି ସ୍ଥାନରେ ଆୟୋଜିତ ରୋଜଗାର ମେଳାରେ ୫୧ ହଜାରରୁ ଅଧିକ ନବନିଯୁକ୍ତ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବିତରଣ କରିଛନ୍ତି। ଭୁବନେଶ୍ୱରସ୍ଥିତ ସିଏସଆଇଆର – ଖଣିଜ ଏବଂ ବସ୍ତୁ ପ୍ରଯୁକ୍ତି ପ୍ରତିଷ୍ଠାନ […]
ହନୁମାନଙ୍କ ପୂଜା: ହନୁମାନଙ୍କର ଉପାସନା କଲେ ସମସ୍ୟା ଦୂର ହୋଇଥାଏ। ଶାସ୍ତ୍ର ଅନୁଯାୟୀ ମଙ୍ଗଳବାର ଦିନଟି ହନୁମାନଙ୍କୁ ଉତ୍ସର୍ଗ କରାଯାଇଛି। ହନୁମାନ ଜୀ ଏହି ଦିନ ପୂଜା କରି ଖୁସି ହୁଅନ୍ତି ଏବଂ ତାଙ୍କ ଭକ୍ତମାନଙ୍କୁ ବିଶେଷ ଆଶୀର୍ବାଦ ପ୍ରଦାନ କରନ୍ତି। ହନୁମାନଙ୍କ […]
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ତାରିଖ। ଏହି ନିର୍ବାଚନରେ ମାନଖୁର୍ଦ ଶିବାଜୀ ଆସନ ଉପରେ ଅଧିକ ଚର୍ଚ୍ଚା ଚାଲିଛି। ବାସ୍ତବରେ, ଏହି ଆସନରୁ ଅଜିତ ପାୱାର ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) […]
ଭୁବନେଶ୍ବର: ପୂର୍ବତଟ ରେଳପଥ (ECoR) ଏହାର ମୁଖ୍ୟାଳୟ ଭୁବନେଶ୍ୱର ସ୍ଥିତ ରେଳ ସଦନ, ଚନ୍ଦ୍ରଶେଖରପୁର ଠାରେ ରାଷ୍ଟ୍ରିୟ ଏକତା ଦିବସ ପାଳନ କରିଅଛି। ଏହି କାର୍ଯ୍ୟକ୍ରମରେ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ରକ୍ଷା କରିବାରେ ଏକତା ଏବଂ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କମଳାପଦର ଗ୍ରାମରେ ବିଦ୍ୟୁତ୍ ସଟ୍ ରେ ଅଗ୍ନିକାଣ୍ଡ ଘଟି ୩ ଟି ପରିବାରର ୧୨ ବଖରା ଘର ଜଳି ପୋଡ଼ି ଧ୍ୱଂସ ହୋଇଯାଇଛି। ଉକ୍ତ ଅଗ୍ନିକାଣ୍ଡ ଘଟି କ୍ଷତିଗ୍ରସ୍ତ ପରିବାରର ଲକ୍ଷାଧିକ […]
ଭୁବନେଶ୍ବର: ଆଜି ବିଜେପିରେ ଯୋଗଦେବେ ବିଜେଡି ନେତ୍ରୀ ଗଁଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ। ଢେଙ୍କାନାଳ ଦିଲ୍ଲାର ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତିରେ ସେ ବିଜେପିରେ ସାମିଲ ହେବେ। ଏ ଖବର ଜଣାପଡିବା ପରେ ଆଜି ସକାଳେ ବିଜେଡି ତାଙ୍କୁ ଦଳରୁ […]
ନୂଆଦିଲ୍ଲୀ: ଦୀପାବଳି ପର୍ବ ମଧ୍ୟରେ ମଧ୍ୟପ୍ରଦେଶର ଭୋପାଳରେ ଏକ ପୋଷ୍ଟରକୁ ନେଇ ବିବାଦ ଦେଖାଦେଇଛି। ଏହି ପୋଷ୍ଟରକୁ ବଜରଙ୍ଗ ଦଳ କର୍ମୀମାନେ ଲଗାଇଛନ୍ତି, ଯାହା ମାଧ୍ୟମରେ ଦିୱାଲୀ ସପିଂ କେବଳ ହିନ୍ଦୁ ଦୋକାନୀମାନଙ୍କଠାରୁ କରାଯିବା ଉଚିତ ବୋଲି ଅନୁରୋଧ କରାଯାଇଛି। ଏଥି […]
ଭୁବନେଶ୍ୱର: ପବିତ୍ର ଦୀପାବଳୀ ପାଇଁ ଓମ୍ଫେଡ୍ ର ଅଭିନବ ପ୍ରୟାସ। ଦୀପାବଳୀ ଅବସରରେ ଭୁବନେଶ୍ୱରରେ ଓମ୍ଫେଡ ପକ୍ଷରୁ ଆଜିଠାରୁ ଖୋଲୁଛି ସ୍ୱତନ୍ତ୍ର ମିଷ୍ଠାନ୍ନ ଭଣ୍ଡାର। ଜନପଥର ୟୁନିଟ୍-୯ ଅନ୍ତର୍ଗତ କେନ୍ଦ୍ରୀୟ ବିଦ୍ୟାଳୟ-୧ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନ୍ ରେ ଏହି ମିଠା […]
ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଏକ ବଡ ପଦକ୍ଷେପ ଗ୍ରହଣ କରିଛି। ଆଜି ଜଣେ ବ୍ଲକ ଅଧ୍ୟକ୍ଷାଙ୍କୁ ଦଳ ନିଲମ୍ବନ କରିଛି। ସେ ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଏ ନେଇ ବିଜେଡି ତରଫରୁ […]
ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା ସନାତନ ଧର୍ମ ଅନୁସାରେ ବେଦୋକ୍ତ ମତରେ ୩୩ କୋଟି ଦେବୀ ଦେବତା ଅଛନ୍ତି। ଏଠାରେ କୋଟି ଅର୍ଥାତ ସଂଖ୍ୟା ଗଣନା ର କୋଟି ନୁହେଁ। କୋଟି ଅର୍ଥାତ ପ୍ରକାର। ଏହି କ୍ରମରେ ସନାତନ ଧର୍ମ ଅନୁସାରେ ୩୩ […]
ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ଅଶାନ୍ତି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସିଛି। ସମ୍ୱାଜିନଗର ମଧ୍ୟ ଆସନରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି। କେବଳ ଏତିକି ନୁହେଁ, ନାମ ପ୍ରତ୍ୟାହାର କରିବା ପରେ ସିଏମ୍ […]
ଭୁବନେଶ୍ବର: ଆଜି ହେଉଛି ଧନତେରାସ। ଆଜିର ଦିନରେ ସୁନା କିଣିଲେ ସବୁବେଳ ଶୁଭ ହୋଇଥାଏ ବୋଲି ଏକ ବିଶ୍ବାସ ରହିଛି। ସେଥିପାଇଁ ଅନେକ ସୁନା କିଣିବା ପାଇଁ ଏହି ଦନକୁ ଅପେକ୍ଷା କରିଥାନ୍ତି। ତେବେ ଆଜିର ସୁନା ଦର ଯାହା ରହିଛି […]
ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏକନାଥ ସିନ୍ଦେ ଦଳର ଶିବସେନା ସୋମବାର ଦିନ ତୃତୀୟ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଶିବସେନାର ୧୩ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି। ଏଥିରେ ବିଜେପି ନେତା ଶାଇନା ଏନସିଙ୍କ […]
ନୂଆଦିଲ୍ଲୀ: କେରଳର ୱାୟନାଡ ଲୋକସଭା ଆସନରୁ କଂଗ୍ରେସର ପ୍ରିୟଙ୍କା ଗାନ୍ଧୀଙ୍କ ବିରୋଧରେ ମୋଟ ୨୧ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସାଧାରଣତଃ ଲୋକମାନେ ନିର୍ବାଚନରେ ଛିଡା ହୁଅନ୍ତି ଯାହା ଦ୍ଵାରା ସେମାନେ ଜିତି ଅଞ୍ଚଳ ପାଇଁ ଉନ୍ନତ କାର୍ଯ୍ୟ କରିପାରିବେ। କିନ୍ତୁ […]