ନୂଆଦିଲ୍ଲୀ, ମାତ୍ର କିଛି ଦିନ ପୂବେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ମନ୍ତ୍ରଣାଳୟ ପକ୍ଷରୁ ଧୂପବତୀ ପ୍ରସ୍ତୁତ କରିବା ପାଇଁ ଆଗ୍ରହୀ କାରିଗରମାନଙ୍କୁ ସହାୟତା ପ୍ରଦାନକୁ ସଂପ୍ରସାରଣ ଏବଂ ଦ୍ୱିଗୁଣିତ କରିବା ନିମନ୍ତେ ଘୋଷଣା କରାଯାଇଥିଲା । ଏହି […]
ନୂଆଦିଲ୍ଲୀ, କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା କହିଛନ୍ତି ଯେ ସାଧାରଣ ଜନତା ଏବଂ ବିଶେଷ କରି ଗରିବ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଗୁଣାତ୍ମକ ଔଷଧ ଯୋଗାଇ ଦେବା ନିମନ୍ତେ ଭାରତ ସରକାର ଦେଶରେ 2025 […]
ନୂଆଦିଲ୍ଲୀ, କରୋନା ସମୟରେ ଚାକିରୀ ହରାଇଥିବା ବ୍ୟକ୍ତିଙ୍କ ପାଇଁ ବଡ଼ ଆଶ୍ୱସ୍ତି। ଇଏସଆଇସି ସଦସ୍ୟ ଥିବା କୌଣସି ବ୍ୟକ୍ତି ଚାକିରି ହରାଇଥିଲେ ସେମାନଙ୍କୁ କ୍ଷତିପୂରଣ ଯୋଗାଇ ଦିଆଯିବ। ନିକଟରେ ସମ୍ପ୍ରସାରିତ ଅଟଳ ବୀମିତ କଲ୍ୟାଣ ଯୋଜନା ଅନ୍ତର୍ଗତ ଚାକିରି ହରାଇଥିବା କର୍ମଚାରୀମାନେ […]
ଭୁବନେଶ୍ବର: ବର୍ତ୍ତମାନ ବନ୍ୟା ନାଁ ରେ ବିଭିନ୍ନ ସ୍ଥାନରେ ପରିବାପତ୍ର ଦର ହୁତୁହୁତୁ ହୋଇ ବଢିବାରେ ଲାଗିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲା ଖାଉଟୀ ଅଧିକାରୀମାନେ ବିଭିନ୍ନ ପରିବା ବଜାର ଉପରେ ଚଢାଉ କରିଛନ୍ତି। ବିଶେଷ କରି ଆଳୁ ଓ ପିଆଜ […]
ମୁମ୍ବାଇ: ଜିଓ ପକ୍ଷରୁ କ୍ରିକେଟପ୍ରେମୀଙ୍କ ପାଇଁ ଏକ ଖୁସି ଖବର ଭାବରେ ଆଗାମୀ କ୍ରିକେଟ ସିଜନ ପାଇଁ ଏକାଧିକ ଆକର୍ଷଣୀୟ ତାରିଫ ପ୍ଲାନ୍ ଆରମ୍ଭ କରାଯାଇଛିି। ‘ଜିଓ କ୍ରିକେଟ ପ୍ଲାନ’ ଭାବରେ ପ୍ରଚଳନ କରାଯାଇଥିବା ଏହି ସମସ୍ତ ପ୍ଲାନ୍ରେ ୩୯୯ ଟଙ୍କା […]
ତିରୂପତି, ଆନ୍ଧ୍ର ପ୍ରଦେଶସ୍ଥିତ ବିଶ୍ୱ ପ୍ରସିଦ୍ଧ ତିରୂପତି ମନ୍ଦିର ଦାନ ବାକ୍ସରୁ ୫୦ କୋଟି ଟଙ୍କାର ପୁରୁଣା ନୋଟ ମିଳିଛି। ଏହି ନୋଟଗୁଡିକ ଭକ୍ତମାନେ ପ୍ରଦାନ କରିଛନ୍ତି। ଏହି ନୋଟକୁ ନେଇ ମନ୍ଦିର କର୍ତ୍ତୁପକ୍ଷ ଚିନ୍ତାରେ ପଡିଯାଇଛନ୍ତି। ଜଣେ ଟିଟିଡି ଅଧିକାରୀ […]
ନୂଆଦିଲ୍ଲୀ, ଓଡ଼ିଶା ସମେତ ଦେଶର ୨୩ଟି ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ୩୭ଟି ମେଗା ଫୁଡ଼୍ ପାର୍କକୁ ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି । ଆଜି ଲୋକସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର […]
ଭୁବନେଶ୍ୱର: ଅର୍ଥନୀତି ଉପରେ କୋଭିଡ-୧୯ ମହାମାରୀର ଗଭୀର ପ୍ରଭାବ ପଡିବା ସତ୍ୱେ ଭାରତରେ ଦୁଗ୍ଧ ଏବଂ ଅଣ୍ଡାର ଉତ୍ପାଦନ ୬% ବୃଦ୍ଧି ପାଇଛି ବୋଲି କହିଛନ୍ତି ଭାରତୀୟ କୃଷି ଅନୁସନ୍ଧାନ ପରିଷଦ(ଆଇସିଏଆର୍)ର ମହା ନିର୍ଦ୍ଦେଶକ ଓ କୃଷି ଗବେଷଣା ଓ ଶିକ୍ଷା […]
ଭୁବନେଶ୍ବର, କୋଭିଡ -୧୯ ଏକ ଆହ୍ୱାନ ଭାବେ ପରିଗଣିତ କରି ଭାରତୀୟ ରେଳବାଇ ମାଲ ପରିବହନ କାର୍ଯ୍ୟକୁ ବଢ଼ବା ପାଇଁ ଅନେକ ପଦକ୍ଷେପ ହାତକୁ ନେଇଛି। ଏହି ମିଶନ ମୋଡରେ, ପୂର୍ବ ତଟ ରେଳ ଉଭୟ ଶୁଳ୍କ ଏବଂ ଅଣ ଶୁଳ୍କ […]
ନୂଆଦିଲ୍ଲୀ : କରୋନା କାରଣରୁ ବିଶ୍ୱ ବ୍ୟାପୀ କୋଟି କୋଟି ଲୋକ ଚାକିରି ହରାଇଥିବା ବେଳେ ଭାରତରେ ସ୍ଥିତି ସଙ୍ଗୀନ ରହିଛି । ତେବେ ଭାରତରେ 70 ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବାକୁ ଯାଉଛି ଏକ କମ୍ପାନୀ । ଭାରତୀୟ […]
ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ସମୟରେ ଘରେ ରହି କାର୍ଯ୍ୟ କରିବା (ୱାର୍କ ଫ୍ରମ ହୋମ) ଏବଂ ଅନ୍ଲାଇନ ଶ୍ରେଣୀଶିକ୍ଷା ଏକ ପ୍ରକାର ନିୟମ ହୋଇପଡିଥିବାବେଳେ ଅନେକଙ୍କ ପାଇଁ ନିର୍ଭରଯୋଗ୍ୟ ହାଇସ୍ପିଡ ଇଂଟରନେଟ ଏକ ଜରୁରୀ ଆବଶ୍ୟକତାରେ ପରିଣତ ହୋଇଛି । ଏଭଳି […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସ ଜରିଆରେ ବିହାରର ତିନୋଟି ପ୍ରମୁଖ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଆଜି (୧୩.୦୯.୨୦୨୦) ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ହେଲା, ହଳଦିଆ – ଦୁର୍ଗାପୁର ପାଇପଲାଇନ ଅନ୍ତର୍ଗତ ଦୁର୍ଗାପୁର ବାଙ୍କା ସେକ୍ସନ ଏବଂ ଦୁଇଟି […]
ନୂଆଦିଲ୍ଲୀ: ରେଟିଂ ଏଜେନ୍ସିଂ ଗୁଡ଼ିକ ଭାରତୀୟ ଅର୍ଥନୀତିକୁ ନେଇ ଯେଉଁ ଆକଳନ କରୁଛନ୍ତି ତାହା ଚିନ୍ତାର ବିଷୟ ପାଲଟିଛି । ଭାରତୀୟ ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ 9 ପ୍ରତିଶତରୁ ଅଧିକ ହ୍ରାସ ପାଇବ ବୋଲି ଅନ୍ୟତମ ପ୍ରମୁଖ ରେଟିଂ ଏଜେନ୍ସିଂ […]
ଭୁବନେଶ୍ବର, ବିଭିନ୍ନ ଉନ୍ନୟନ କାମ ପାଇଁ ବିଭିନ୍ନ ବିଭାଗକୁ ଦିଆଯାଇଥିବା କୋଟି କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡି ରହିଛି। ଏ ନେଇ ଅର୍ଥ ବିଭାଗ ସଂପୃକ୍ତ ବିଭାଗକୁ ବାରମ୍ବାର ତାଗିଦ କରିବା ସତ୍ବେ ସେସବୁ ଟଙ୍କା ବିଭାଗ ଖର୍ଚ୍ଚ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ରେ ବିହାରରେ ନିର୍ମିତ ୩ଟି ପେଟ୍ରୋଲିୟମ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବେ। ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ଏହି ପ୍ରକଳ୍ପ ତ୍ରୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପିତ ହେବ। ଏହି ପ୍ରକଳ୍ପଗୁଡିକ ହେଲା […]
ଭୁବନେଶ୍ବର, ନିକଟରେ ହୋଇଥିବା ବନ୍ୟାରେ ଚାଷୀ, ବୁଣାକାର ଏବଂ ଅନ୍ୟମାନଙ୍କ ଜୀବନ ଜୀବିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ ଘୋଷଣା କରିଛନ୍ତି। ଏଥିରେ ଚାଷୀମାନଙ୍କୁ ପ୍ରାୟ 300 କୋଟି ଟଙ୍କାର ସହାୟତା ପ୍ରଦାନ କରାଯିବ। ଆଜି ବସିଥିବା ଏକ […]
ନ୍ୟୁୟର୍କ : ସିଟିଗ୍ରୁପରେ ପ୍ରଥମ ଥର ପାଇଁ ଜଣେ ମହିଳା ସିଇଓ କାର୍ଯ୍ୟଭାର ଗ୍ରହଣ କରବେ । ଜେନ୍ ଫ୍ରେଜର ସିଟିଗ୍ରୁପର ପ୍ରଥମ ମହିଳା ସିଇଓ ଭାବରେ କାର୍ଯ୍ୟଭାର ଗ୍ରହଣ କରିବାକୁ ଯାଉଛନ୍ତି ଫ୍ରେଜର । ଆସନ୍ତା ଫେବୃୟାରୀ 2021ରେ ଫ୍ରେଜର […]
ନୂଆଦିଲ୍ଲୀ, ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ୍ତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତ୍ତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ 56ଟି ସିଏନଜି ଷ୍ଟେସନ ଲୋକାର୍ପଣ […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ୍ ମତ୍ସ୍ୟ ସଂପଦ ଯୋଜନା, ଇ-ଗୋପାଳ ଆପ୍ ଏବଂ ବିହାରରେ ମତ୍ସ୍ୟ ଓ ପଶୁସଂପଦ ସଂକ୍ରାନ୍ତ ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏକ ଭିଡିଓ କନଫରେନ୍ସିଂ ବ୍ୟବସ୍ଥାରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। […]
ମଥୁରା, ଭାରତୀୟ ଜନତା ପାର୍ଟି ସାଂସଦ ହେମା ମାଳିନୀ ମଥୁରାକୁ ଜାତୀୟ ରାଜଧାନୀ ଅଞ୍ଚଳ ବା ଏନସିଆର ରେ ଅନ୍ତର୍ଭୁକ୍ତ କରିବାକୁ ଦାବୀ କରିଛନ୍ତି। ଏହା ଦ୍ବାରା ଏହି ପବିତ୍ର ସହର ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ରରେ ଗୁରୁତ୍ବ ବୃଦ୍ଧି ପାଇବ ବୋଲି […]
ଭୁବନେଶ୍ବର, ଏକ ନୂଆ ଉଦାହରଣ ସୃଷ୍ଟି କରିଛି ମଞ୍ଚେଶ୍ୱର ରେଳଡବା ମରାମତି କାରଖାନା। ଲକଡାଉନ ସମୟରେ ଏଥିରେ ରେଳଡବା ମରାମତି ସହିତ କୋଭିଡି ସମ୍ପର୍କିତ ସୁରକ୍ଷା ଓ ଜନ ମଙ୍ଗଳକାରୀ ଉପକରଣ ପ୍ରସ୍ତୁତ କରି ସମୟ ବିନିଯୋଗ କରିଛି। ଏଥିରେ କର୍ମଚାରୀମାନେ […]