ନୂଆଦିଲ୍ଲୀ, କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ ପରବର୍ତ୍ତୀ ପିଢି ବା ନେକ୍ଷ୍ଟ ଜେନେରେସନ ଷ୍ଟାର୍ଟଅପ୍ ଚାଲେଞ୍ଜ କଣ୍ଟେଷ୍ଟ ‘ଚୁନୌତି’କୁ ଉଦ୍ଘାଟନ କରିଛନ୍ତି । ଷ୍ଟାର୍ଟଅପ୍ ଓ ସଫ୍ଟୱେୟାର ପ୍ରଡକ୍ଟକୁ ପ୍ରୋତ୍ସାହିତ କରିବା ସହ ଦେଶର ଦ୍ୱିତୀୟ […]
ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ମୋବାଇଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ରାଜ୍ୟରେ ପ୍ରଥମ ଦୂରସଂଚାର ଅପରେଟର ଭାବରେ ମୋଟ ରାଜସ୍ୱ କ୍ଷେତ୍ରରେ ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଥିବା ଭାରତର ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ)ର ସଦ୍ୟତମ ଆର୍ଥିକ […]
ନୂଆଦିଲ୍ଲୀ, ଆଞ୍ଚଳିକ ସଂଯୋଗ ଯୋଜନା (ଆରସିଏସ୍) ଅଧୀନରେ ‘ଉଡେ ଦେଶକୀ ଆମ୍ ନାଗରିକ’ ବା ଉଡାନ୍ କାର୍ଯ୍ୟକ୍ରମର ଚତୁର୍ଥ ପଯ୍ୟାୟରେ ୭୮୭ଟି ନୂଆ ବିମାନପଥକୁ ଅନୁମୋଦନ ମିଳିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ହୋଇଥିବା ୩ ପଯ୍ୟାୟର […]
ଭୁବନେଶ୍ୱର, ରାଜ୍ୟର ୧୫ଟି ଷ୍ଟାର୍ଟ ଅପ୍ ଓ ଗୋଟିଏ ଇନକ୍ୟୁବେଟର୍ସ ନିମନ୍ତେ ଷ୍ଟାର୍ଟ ଅପ୍ ଓଡ଼ିଶା ଟାସ୍କ ଫୋର୍ସ ସହାୟତା ରାଶି ଭାବେ ୧.୨୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଜି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର […]
ଭୁବନେଶ୍ୱର: ଓଡ଼ିଶାରେ ସର୍ବାଧିକ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ମେ’ରେ ରିଲାଏନ୍ସ ଜିଓ ଓଡ଼ିଶାରେ ଏକ ଲକ୍ଷ ସତାଅଶୀ ହଜାରରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ କର୍ତୃପକ୍ଷ (ଟ୍ରାଇ) […]
ନୂଆଦିଲ୍ଲୀ : ଟିକଟକ ସିଇଓ କେଭିନ ମେୟର ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ଆମେରିକାରେ ଟିକଟକ ବ୍ୟାନକୁ ନେଇ ଟ୍ରମ୍ପ ସରକାରଙ୍କୁ ନୋଟିସ ଜାରି କରାଯିବାର ଦୁଇ ଦିନ ମଧ୍ୟରେ କେଭିନ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । କମ୍ପାନୀର […]
ଭୁବନେଶ୍ୱର, ଆଜି ଭାରତୀୟ ଚାମ୍ବର ଅଫ୍ କମର୍ସ ଆନୁକୂଲ୍ୟରେ ଭାରତ-ଜାପାନ ବ୍ୟବସାୟ ଫୋରମ୍ ଏକ ଭର୍ଚୁଆଲ୍ ବୈଠକରେ ଜାପାନ ସହ ଭାରତର ଓ ସର୍ବୋପରି ଓଡ଼ିଶାର ସାଂସ୍କୃତିକ ସଂ ପର୍କ ଅତି ନିବିଡ଼ ବୋଲି ଶିଳ୍ପ ମନ୍ତ୍ରୀ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ର […]
ଭୁବନେଶ୍ବର, ଗ୍ରାମ୍ୟ ଅର୍ଥନୀତିର ପୁନଃରୁଦ୍ଧାର ପାଇଁ ଅଧିକ ଋଣ ସହାୟତା, MSME, କୃଷି, ମତ୍ସ୍ୟ ଓ ପଶୁପାଳନ ଏବଂ SHG ଉପରେ ଅଧିକ ଫୋକସ୍ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଆଜି କୋଭିଡ19 ନିୟନ୍ତ୍ରଣ ପାଇଁ ଏକ ଭିଡିଓ କନଫ୍ରେସିଂ […]
ନୂଆଦିଲ୍ଲୀ, ବେଙ୍ଗଲ କେମିକାଲ୍ସ ଆଣ୍ଡ ଫାର୍ମାସ୍ୟୁଟିକାଲ୍ ଲିମିଟେଡ୍ (ବିସିପିଏଲ୍), ସାର ଏବଂ ରସାୟନ ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, କୋଭିଡ-19 ମହାମାରୀ ସମୟରେ ଚାହିଦା ବୃଦ୍ଧିକୁ ଦୃଷ୍ଟିରେ ରଖି ଉତ୍ପାଦନ କାର୍ଯ୍ୟ ଜାରି ରଖିଛି । ଗୋଟିଏ ଦିନରେ […]
ନୂଆଦିଲ୍ଲୀ, ତୈଳ ଓ ପ୍ରାକୃତିକ ଗ୍ୟାସ ଉଦ୍ୟୋଗ କରୋନା ମହାମାରୀ ସତ୍ତ୍ୱେ କଟକଣା ମଧ୍ୟରେ ଏହାର ଅର୍ଥନୈତିକ କାର୍ଯ୍ୟକ୍ରମ ଓ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାରେ ଲାଗିଛି। ଚଳିତବର୍ଷ ଏପ୍ରିଲ 20 ତାରିଖରୁ କରୋନା ମହାମାରୀ ଯୋଗୁଁ ବନ୍ଦ ରହିଥିବା […]
ନୂଆଦିଲ୍ଲୀ : ପଳାତକ ଭାରତୀୟ ବ୍ୟବସାୟୀ ନୀରବ ମୋଦିଙ୍କ ସ୍ତ୍ରୀ ନାଁରେ ଏକ ଇଣ୍ଟରପୋଲ ନୋଟିସ ଜାରି କରାଯାଇଛି । ଅମି ମୋଦିଙ୍କ ନାଁରେ ଭାରତରେ ମନି ଲଣ୍ଡରିଂ ମାମଲା ରୁଜୁ ହୋଇଛି । ଏହି ଆଧାରରେ ଇଂଟରପୋଲ ତାଙ୍କ ନାଁରେ […]
ଭୁବନେଶ୍ୱର : ୧୨ ବିଲିଅନ ଆମେରିକୀୟ ଡଲାରର ଭାରତୀୟ ଉଦ୍ୟୋଗ ସଂଗୋଷ୍ଠୀ ଜେଏସଡବ୍ଲୁ ଗ୍ରୁପ୍ ଏକ ସମନ୍ୱିତ ଜେଏସଡବ୍ଲୁ ୱାନ ପ୍ରୟାସ ଅଧୀନରେ ଇସ୍ପାତ ଓ ସିମେଣ୍ଟ ବ୍ୟବସାୟରେ ଏହାର ଆବଣ୍ଟନ ଏବଂ ଯୋଗାଣ ଶୃଙ୍ଖଳ ଅଭିଜ୍ଞତାର ସମ୍ମିଶ୍ରଣ ଘଟାଉଛି। ଜେଏସଡବ୍ଲୁ […]
ନୂଆଦିଲ୍ଲୀ, ଜାନୁୟାରୀ ମାସରେ ଦେଶର ଗୋଟିଏ ମାତ୍ର ପୁଣେ ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା କରୋନା ସଂକ୍ରମଣ ପରୀକ୍ଷଣ ଆଜି ୩.୫ କୋଟି ଅତିକ୍ରମ କରିଛି। ଗତ ୬ ଦିନ ଧରି ଦୈନିକ ୮ ଲକ୍ଷରୁ ଉର୍ଦ୍ଧ୍ଵ ନମୁନା ପରୀକ୍ଷା କରାଯାଉଥିବା ବେଳେ […]
ନୂଆଦିଲ୍ଲୀ: ଚଳିତ ବର୍ଷ ମେଡ୍-ଇନ୍-ଚାଇନା ଗଣପତି ମୂର୍ତ୍ତିଗୁଡ଼ିକର ଆମଦାନୀ ହୋଇନାହିଁ। ଏନେଇ ଆଜି କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି) ପକ୍ଷରୁ ଘୋଷଣା କରାଯାଇଛି। ସିଏଆଇଟି ସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଯେ ପ୍ରତିବର୍ଷ ସାରା ଦେଶରେ ପ୍ରାୟ ୩୦ କୋଟି […]
ଭୁବନେଶ୍ବର, ବର୍ତ୍ତମାନ ନୂଆ ପଦ୍ଧତିରେ ଯେଉଁମାନେ ମାଛ ଚାଷ କରିବେ ସେମାନଙ୍କୁ ମଧ୍ୟ ରାଜ୍ୟ ସରକାର ଆର୍ଥିକ ସହାୟତା ପ୍ରଦାନ କରିବେ। ଏ ନେଇ ମତ୍ସ୍ୟ ବିଭାଗର ଏକ ଉଚ୍ଚ ସ୍ତରୀୟ ବୈଠକରେ ନିଷ୍ପତି ହୋଇଛି। ମୁଖ୍ୟତଃ ପୋଖରୀ ନ ଖୋଳି […]
ମୁମ୍ବାଇ : ରିଲାଏନ୍ସ ଜିଓର ଆଗାମୀ ପ୍ରକଳ୍ପ ଜିଓ ଫାଇବରରେ ନିବେଶ କରିବାକୁ ଯାଉଛି ପିଆଇଏଫ୍ । ଜିଓ ଫାଇବରରେ ପିଆଇଏଫ୍ ପକ୍ଷରୁ ପ୍ରାୟ 1ବିଲିୟନ୍ ଡଲାର ବା ଭାରତୀୟ ମୁଦ୍ରାରେ 7500 କୋଟିର ନିବେଶ କରାଯିବ । ଏହି ନିବେଶ […]
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଆତ୍ମନିର୍ଭର ଭାରତ ପ୍ୟାକେଜର ଅଂଶସ୍ୱରୂପ ଆପାତକାଳୀନ ନିଶ୍ଚିତ ଋଣ ଯୋଜନା (ECLGS) କାଯ୍ୟକାରୀ କରାଯାଇଥିଲା। ଏହି ଯୋଜନାରେ ବିଭିନ୍ନ ରାଷ୍ଟ୍ରାୟତ୍ତ ଓ ଘରୋଇ ବ୍ୟାଙ୍କ ପକ୍ଷରୁ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୧ ଲକ୍ଷ କୋଟିରୁ ଅଧିକ […]
ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଚାକିରି ଲାଗି ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ଜାତୀୟ ନିଯୁକ୍ତି ସଂସ୍ଥା (ଏନଆରଏ) ଗଠନ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ମିଳିଛି। ବର୍ତ୍ତମାନ ସରକାରୀ ଚାକିରି ଲାଗି ଇଚ୍ଛୁକ […]
ନୂଆଦିଲ୍ଲୀ: ଜୟପୁର, ଗୌହାଟୀ ଏବଂ ତିରୁଅନନ୍ତପୁରମ୍ ବିମାନ ବନ୍ଦରକୁ ଘରୋଇ-ସରକାରୀ ସହଭାଗିତାରେ ଚଳାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ଏବେ ଏହି ୩ଟି […]
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି ଚିନିକଳଗୁଡିକ ଆଖୁଚାଷୀଙ୍କୁ ଯୋଗାଇ ଦେଉଥିବା ଉଚିତ ଓ ଲାଭଦାୟକ ମୂଲ୍ୟ (ଏଫ୍ଆରପି) ସଂକ୍ରାନ୍ତ ଏକ ପ୍ରସ୍ତାବକୁ ଅନୁମୋଦନ ଦେଇଛି। ଏହା ୨୦୨୦-୨୧ ବର୍ଷ ପାଇଁ ଅର୍ଥାତ୍ […]
ନୂଆଦିଲ୍ଲୀ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟର ଦକ୍ଷତା ବୃଦ୍ଧି ତଥା ସମୟୋଚିତ କାର୍ଯ୍ୟ ପାଇଁ ମନ୍ତ୍ରଣାଳୟ ୧୯ଟି ସମନ୍ଵିତ କ୍ଷେତ୍ରୀୟ କାର୍ୟ୍ୟାଳୟ ଗୋଟିଏ ସ୍ଥାନରୁ କାର୍ୟ୍ୟ କରିବା ପାଇଁ ଅନୁମୋଦନ କରିଛି । ଏହି ସମନ୍ଵିତ ଆଞ୍ଚଳିକ କାର୍ଯ୍ୟାଳୟ […]