ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଭାରତର ସାମୁଦ୍ରିକ ବାଣିଜ୍ୟ କାରବାର ବୃଦ୍ଧିର ଏକ ବୃହତ ଯୋଜନା ସମ୍ପର୍କରେ ଆଜି ଘୋଷଣା କରିଛନ୍ତି। ଗୁଜରାଟର କେୱାଡିଆଠାରେ ଅନୁଷ୍ଠିତ ଉନବିଂଶ ସମୁଦ୍ରତଟବର୍ତ୍ତୀ ରାଜ୍ୟ ବିକାଶ ପରିଷଦର […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ନେଟ୍ଫ୍ଲିକ୍ସ ସବ୍ସ୍କ୍ରିପ୍ସନ୍ ଥିବା ଦୁଇଟି ନୂଆ ଜିଓ-ନେଟ୍ଫ୍ଲିକ୍ସ ପ୍ରିପେଡ୍ ପ୍ଲାନ୍ର ଶୁଭାରମ୍ଭ କରାଯାଇଛି। ୧୦୯୯ ଟଙ୍କିଆ ପ୍ଲାନ୍ରେ ଗ୍ରାହକମାନଙ୍କୁ ଦୈନିକ ୨ ଜିବି ହାଇ-ସ୍ପିଡ଼ ଡାଟା ମିଳିବ। ସେହିପରି ୧୪୯୯ ଟଙ୍କିଆ ପ୍ଲାନ୍ରେ ପ୍ରତିଦିନ ୩ […]
ଭୁବନେଶ୍ୱର: ଭାରତର ସବୁଠାରୁ ଆକର୍ଷଣୀୟ ଲକ୍ଜରୀ କାର୍ ନିର୍ମାତା ମର୍ସିଡିଜ୍-ବେଞ୍ଜ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱରରେ ଏହାର ବହୁପ୍ରତିକ୍ଷୀତ ମିଡ୍-ସାଇଜ୍ ଲକ୍ଜରୀ ଏସ୍ୟୁଭି, ନୂଆ ଜିଏଲ୍ସିର ୨ୟ ପିଢିର ଉନ୍ମୋଚନ କରାଯାଇଛି। ନୂଆ ଜିଏଲ୍ସି ହେଉଛି ମର୍ସିଡିଜ୍-ବେଞ୍ଜ ଇଣ୍ଡିଆର ସର୍ବାଧିକ ବିକ୍ରି ହେଉଥିବା […]
ନୂଆଦିଲ୍ଲୀ: ଅଗଷ୍ଟ 11 ରେ ବଡ ପରଦାରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ OMG 2 ଏବଂ ସନ୍ନି ଦେଓଲଙ୍କ ଗଦର 2 ପରଦାରେ ଅଛି। ଯଦିଓ ସନ୍ନି ପାଜିଙ୍କ ‘ଗଦର ୨’ ବକ୍ସ ଅଫିସରେ କମାଲ କରିଛି, କିନ୍ତୁ ଅକ୍ଷୟଙ୍କ […]
ନୂଆଦିଲ୍ଲୀ: ଟମାଟୋର ଅଧିକ ମୂଲ୍ୟରୁ ସାଧାରଣ ଜନତା ଏକ ବଡ଼ ଆଶ୍ଵସ୍ତି ପାଇବାକୁ ଯାଉଛନ୍ତି। ଅଗଷ୍ଟ ୨୦ ତାରିଖ ରବିବାର ଠାରୁ ଟମାଟୋକୁ କିଲୋଗ୍ରାମରେ ୪୦ ଟଙ୍କାରେ ବିକ୍ରି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି। ଗ୍ରାହକ ବିଭାଗ NCCF ଏବଂ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଆକାଉଣ୍ଟସ ସ୍କିମ ଅଧୀନରେ ଆକାଉଣ୍ଟଧାରୀଙ୍କ ସଂଖ୍ୟା ୫୦ କୋଟି ଅତିକ୍ରମ କରିଛି, ଯାହା ଦେଶର ଗରିବ ଲୋକଙ୍କୁ ବ୍ୟାଙ୍କିଙ୍ଗ ସେବା ସହ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ରେ ଆରମ୍ଭ କରିଥିଲେ। ପ୍ରଧାନମନ୍ତ୍ରୀ ଜନ […]
ନୂଆଦିଲ୍ଲୀ: ଆମ ଦେଶରେ ପ୍ରତିବର୍ଷ ୮୦୦ ଟନ୍ ସୁନା ବ୍ୟବହାର ହୋଇଥାଏ। ସେଥିମଧ୍ୟରୁ ଭାରତରେ ମାତ୍ର ୧ ଟନ୍ ଉତ୍ପାଦନ ହେଉଥିବାବେଳେ ବାକି ସୁନା ଆମଦାନୀ ହୋଇଥାଏ। ଚୀନ ପରେ ଭାରତ ହେଉଛି ସୁନାର ସବୁଠାରୁ ବଡ଼ ଉପଭୋକ୍ତା। ସ୍ୱାଧୀନତା ସମୟରେ […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ଇନ୍ଫୋକମ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହା ସମସ୍ତ ସ୍ପେକ୍ଟ୍ରମ୍ ବ୍ୟାଣ୍ଡ୍ ରେ ସବୁ ଲାଇସେନ୍ସ ସେବା କ୍ଷେତ୍ରରେ ସେବା ଶୁଭାରମ୍ଭର ସର୍ବନିମ୍ନ ଆବଶ୍ୟକତା ସର୍ତ୍ତକୁ ପୂରଣ କରିଛି । ୨୦୨୩ ଅଗଷ୍ଟ ୧୭ ସୁଦ୍ଧା […]
ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ରୋହିତ କୁମାର ସିଂହ ଗତକାଲି (୧୦-୦୮-୨୦୨୩) ଦିନ ନାଫେଡ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ […]
ନୂଆଦିଲ୍ଲୀ: ବିସିସିଆଇ ହେଉଛି ବିଶ୍ୱର ସବୁଠାରୁ ଧନୀ କ୍ରିକେଟ୍ ବୋର୍ଡ ଏବଂ ଆୟ କ୍ଷେତ୍ରରେ ଏହା ପୁଣିଥରେ ନିଜର ପ୍ରାଧାନ୍ୟ ପ୍ରଦର୍ଶନ କରିଛି। ବିସିସିଆଇ ପାଞ୍ଚ ବର୍ଷ ମଧ୍ୟରେ ୨୭ ହଜାର କୋଟିରୁ ଅଧିକ ଆୟ କରିଛି। ୨୦୧୮-୨୨ ଆର୍ଥିକ ବର୍ଷର […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର 17.07.2023 ରେ ବୁଟ ଡାଲିକୁ ଭାରତ ଡାଲିର ବ୍ରାଣ୍ଡ ନାମ ଅନ୍ତର୍ଗତ ଖୁଚୁରା ପ୍ୟାକରେ ବିକ୍ରି 1 କିଲୋଗ୍ରାମ ପ୍ୟାକ ପାଇଁ 60 ଟଙ୍କା ପ୍ରତି କିଲୋଗ୍ରାମ ଏବଂ 30 କିଲୋଗ୍ରାମ ପ୍ୟାକ ପାଇଁ 55 ଟଙ୍କା […]
ଭୁବନେଶ୍ଵର: ଜୁଏଲାରୀ ଉଦ୍ୟୋଗରେ ରିଲାଏନ୍ସ ଜୁଏଲ୍ସ ହେଉଛି ବିଶ୍ୱାସ ଓ ଉତ୍କର୍ଷତାର ଅନ୍ୟ ନାମ ଏବଂ ଏହା ଏହାର ବହୁ ପ୍ରତୀକ୍ଷିତ ଆଭାର କଲେକ୍ସନ ୨୦୨୩ ର ଶୁଭାରମ୍ଭ ସହିତ ୧୬ଶ ବାର୍ଷିକୋତ୍ସବର ପାଳନ କରୁଛି। ଏହି ସ୍ୱତନ୍ତ୍ର ଆନିଭର୍ସାରି କଲେକ୍ସନ […]
ନୂଆଦିଲ୍ଲୀ: ଫଳ ରପ୍ତାନୀର ସମ୍ଭାବନାକୁ ପ୍ରୋତ୍ସାହନ ଦେବା ପାଇଁ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରୁଥିବା କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ ବିକାଶ ପ୍ରାଧିକରଣ (ଏପିଇଡିଏ) ଆକାଶ ମାର୍ଗରେ ଆମେରିକାକୁ ସତେଜ ଡାଳିମ୍ବର ଯେଉଁ ପ୍ରଥମ ରପ୍ତାନୀ […]
ଭୁବନେଶ୍ବର: ୭୬ ତମ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ଭୁବନେଶ୍ୱର ଖାରବେଳ ଭବନଠାରେ “ସ୍କିଲ୍-ଇନ୍-ଓଡିଶା: ପ୍ରଦର୍ଶନୀ-ତଥା -ବିକ୍ରୟ” ର ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଅଗଷ୍ଟ ୭ରୁ ୧୧ […]
ଭୁବନେଶ୍ବର: ଖୁବ ଶିଘ୍ର କଳାହାଣ୍ଡିକୁ ଉଡିବ ଉଡାଜାହାଜ। ଏ ନେଇ ଡିଜିସିଏ ବା ଡାଇରେକ୍ଟର ଜେନେରାଲ ଅଫ ସିଭିଲ ଆଭିଏସନ ଅନୁମତି ପ୍ରଦାନ କରିଛନ୍ତି। ଗତକାଲି ଡିଜିସିଏ କଳାହାଣ୍ଡିର ଉତ୍କେଳା ବିମାନ ବନ୍ଦରକୁ ଅପରେସନାଲ ବିମାନ ବନ୍ଦର ଭାବେ ଲାଇସେନସ ପ୍ରଦାନ […]
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପକ୍ଷରୁ ଆସନ୍ତା ଅଗଷ୍ଟ ୨୮ ତାରିଖରେ ହେବାକୁ ଥିବା ୪୬ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ପୂର୍ବରୁ କମ୍ପାନୀର ବାର୍ଷିକ ରିପୋର୍ଟ ଜାରି କରାଯାଇଛି। କମ୍ପାନୀର ବାର୍ଷିକ ରିପୋର୍ଟ ଅନୁସାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ମୁକେଶ […]
ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ(ନାବାର୍ଡ),ଓଡିଶା ଆଂଚଳିକ ଶାଖା ତରଫରୁ ଜାତୀୟ ହସ୍ତତନ୍ତ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଭୁବନେଶ୍ୱର, ପାତ୍ରପଡା ସ୍ଥିତ ଜୁଡିଓ, ଡି.ଏନ୍.ରେଗାଲିଆ ମଲ ପ୍ରଥମ ମହଲାରେ ଏକ ହସ୍ତତନ୍ତ ସ୍ୱତନ୍ତ୍ର ପ୍ରଦର୍ଶନୀ ଆୟୋଜନ […]
ନୂଆଦିଲ୍ଲୀ: ଭାରତ ସରକାର ସଫଳତାର ସହ ଦେଶରେ ଚିନିର ସ୍ଥିର ଖୁଚୁରା ମୂଲ୍ୟକୁ ବଜାୟ ରଖିଛନ୍ତି। ଯଦିଓ ଏପ୍ରିଲ୍-ମେ ୨୦୨୩ ରେ ଏକ ଦଶନ୍ଧି ମଧ୍ୟରେ ଅନ୍ତର୍ଜାତୀୟ ଚିନି ମୂଲ୍ୟ ସର୍ବୋଚ୍ଚ ସ୍ତରକୁ ଛୁଇଁଛି, ଚିନିର ଘରୋଇ ମୂଲ୍ୟରେ ନାମମାତ୍ର ବୃଦ୍ଧି […]
ନୂଆଦିଲ୍ଲୀ: କୋଇଲା ଖଣି ନିଲାମରୁ ମିଳିଥିବା ଅର୍ଥ ମଧ୍ୟରୁ କେନ୍ଦ୍ର ସରକାର ୭୦୪ କୋଟି ଟଙ୍କାର ଅର୍ଥ ରାଶି ସମ୍ପୃକ୍ତ ଛ’ଟି କୋଇଲା ଖଣି ସମୃଦ୍ଧ ରାଜ୍ୟକୁ ଅଗ୍ରୀମ ଆକାରରେ ଯୋଗାଇ ଦେଇଛନ୍ତି । କେନ୍ଦ୍ର କୋଇଲା ମନ୍ତ୍ରଣାଳୟ ସମ୍ପୃକ୍ତ ରାଜ୍ୟମାନଙ୍କୁ […]
ଲେଖକ-ବିନାୟକ ଗଡ୍ସେ, ସିଇଓ ଡାଟା ସିକ୍ୟୁରିଟୀ କାଉନସିଲ ଅଫ ଇଣ୍ଡିଆ କ୍ରିପ୍ଟୋ ମୁଦ୍ରା ପରିଚାଳିତ ଅର୍ଥନୀତି ବୈଶ୍ୱିକ ଓ ଏହାର ଦେଣନେଣ ଓ ପରିଚାଳନାରେ କୌଣସି ଭୌଗୋଳିକ ସୀମା ନାହିଁ। ଯଦିଓ ମୁଦ୍ରାସୂଚୀ ଓ ବାଣିଜ୍ୟିକ ବିନିମୟ ସଂସ୍ଥାଗୁଡିକ ଏହାକୁ ନିୟନ୍ତ୍ରଣ […]
ନୂଆଦିଲ୍ଲୀ: 2023 ଜୁଲାଇ ମାସରେ 1,65,105 କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ୱ ଆଦାୟ କରାଯାଇଛି। ଏଥିମଧ୍ୟରେ ସିଜିଏସଟି ପରିମାଣ 29,773 କୋଟି ଟଙ୍କା, ଏସଜିଏସଟି ପରିମାଣ 37,623 କୋଟି ଟଙ୍କା, ଆଇଜିଏସଟି ପରିମାଣ 85,930 […]