ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ LIC ରେ ବିନିଯୋଗ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। ଆଜି ଆମେ ଆପଣଙ୍କୁ ଏପରି ଏକ LIC ପଲିସି ବିଷୟରେ କହିବୁ, ଯେଉଁଥିରେ ୭୩ ଟଙ୍କା ଜମା […]
ଭୁବନେଶ୍ବର: ରାଜଧାନୀର ଜନତା ମଇଦାନରେ ଚାଲିଥିବା ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ଓଡ଼ିଶା ଓ ଅନ୍ୟ ରାଜ୍ୟର କୃତି ବୁଣାକାରମାନଙ୍କର ଅପୂର୍ବ ମେଳଣ ଦେଖିବାକୁ ମିଳୁଛି। ପଂଜାବ ରାଜ୍ୟର ପଦ୍ମଶ୍ରୀ ପୁରସ୍କାର ବିଜେତାଙ୍କ ‘ଫୁଲକରି’ ହସ୍ତତନ୍ତ ଏହି ମେଳାରେ ଦେଖିବାକୁ ମିଳୁଛି। […]
ନୂଆଦିଲ୍ଲୀ: ବିନା ଜୋରିମାନାରେ ଅଣ-କାର୍ଯ୍ୟକ୍ଷମ କୋଇଲା ଖଣି ଫେରାଇବା ଲାଗି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗମାନଙ୍କୁ ୱାନ ଟାଇମ୍ ୱିଣ୍ଡୋ ସୁବିଧା ପ୍ରଦାନ କରାଯିବ। ବର୍ତ୍ତମାନ କାର୍ଯ୍ୟକ୍ଷମ ନଥିବା ଯେକୌଣସି କୋଇଲା ଖଣି ଫେରାଇଲେ ସରକାରୀ କମ୍ପାନୀଗୁଡ଼ିକର […]
ନୂଆଦିଲ୍ଲୀ: ଆର୍ଥିକ ଅନ୍ତର୍ଭୂକ୍ତିକରଣ ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମଏମୱାଇ)ର ଶୁଭାରମ୍ଭ କରାଯାଇଥିଲା। ଆମେ ଏହି ଯୋଜନାର ସପ୍ତମ ବର୍ଷ ପୂର୍ତ୍ତି ପାଳନ କରୁଛୁ। ଆସନ୍ତୁ ଆମେ ଏହି ଯୋଜନାର କେତେକ ପ୍ରମୁଖ ଦିଗ ଏବଂ ଉପଲବ୍ଧି ଉପରେ ନଜର […]
ଭୁବନେଶ୍ୱର: ଆଜି ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାର ଏଗାର ଦିନ ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରଦୀପ ପ୍ରଜ୍ୱଳନ ସହ ଜଗନ୍ନାଥଙ୍କ ପାଦରେ ପୁଷ୍ପଗୁଚ୍ଛ ନିବେଦନ କରି ମେଳାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ […]
Volvo XC40 : ପ୍ରତିଷ୍ଠିତ କାର ନିର୍ମାତା ଭୋଲଭୋ କଂପାନୀ ଭାରତୀୟ ବଜାରକୁ ଆଣୁଛି ଏକ ନୂଆ ଇଭି ବା ଇଲେଟ୍ରିକ କାର। ଯାହାର ନାମ ରହିଛି ଭୋଲଭୋ XC40 । ତେବେ ଏହି କାରର ବିଶେଷତ୍ବ ହେଉଛି ଯେ ଏହା […]
ଭୁବନେଶ୍ୱର: ଦୁଇ ଚକିଆ ଓ ତିନି ଚକିଆ ଇଲେକ୍ଟ୍ରିକ୍ ଯାନ ପାଇଁ ଚାର୍ଜିଂ ଷ୍ଟେସନ ସ୍ଥାପନ କରି ଏକ ଦୃଢ଼ ମୁଳଦୁଆ ଢ଼ାଂଚା ପ୍ରସ୍ତୁତ କରିବାରେ ରହିଥିବା ସମ୍ଭାବନାର ସନ୍ଧାନ କରିବା ଲାଗି ଜିଓ-ବିପି ଓ ଟିଭିଏସ୍ ମୋଟର ପରସ୍ପର ସହ […]
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଦିଗରେ ରହିଥିବା ସମସ୍ୟାର ସମାଧାନ ସକାଶେ ଆଜି ଗୀତଗୋବିନ୍ଦ ସଦନଠାରେ ‘ଇଣ୍ଡଷ୍ଟ୍ରି କେୟାର’ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ […]
ନୂଆଦିଲ୍ଲୀ: କୃଷି ଉତ୍ପାଦ ରପ୍ତାନିରେ ଭାରତ ଐତିହାସିକ ରେକର୍ଡ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ କୃଷି ଉତ୍ପାଦ (ସାମୁଦ୍ରିକ ଏବଂ କୃଷିଜାତ ଉତ୍ପାଦ ସମେତ) ରପ୍ତାନି ପରିମାଣ ୫୦ ବିଲିୟନ ଡଲାର ଟପିଛି। ଏହା ହେଉଛି ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ […]
ଭୁବନେଶ୍ବର: ଆଜି ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର। ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି। ଏହାକୁ ମିଶାଇ ଗତ ୧୬ ଦିନ ଭିତରେ ୧୪ ଥର ପାଇଁ ବଢ଼ିଲାଣି ତେଲ ଦର। […]
ନୂଆଦିଲ୍ଲୀ: ଇଥାନଲ ପ୍ରକଳ୍ପ ନିର୍ମାତାମାନଙ୍କୁ ଶୀଘ୍ର ନିଜର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ସୁବିଧା ସୁଯୋଗ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାର କେତେକ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂତନ ନିଷ୍ପତ୍ତି ଅନୁସାରେ ସମ୍ପୃକ୍ତ ପ୍ରକଳ୍ପ ନିର୍ମାତାଙ୍କୁ ଋଣ ଯୋଗାଣ […]
ନୂଆଦିଲ୍ଲୀ: ଆମେ ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାର ଷଷ୍ଠ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛୁ। ଏ ପରିପ୍ରେକ୍ଷୀରେ ଏହି ଯୋଜନା ଉଦ୍ୟୋଗୀ, ବିଶେଷ କରି ମହିଳା ଏବଂ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟ ସହ […]
ରାୟଗଡା: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ରାୟଗଡା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ କ୍ଷେତ୍ରକୁ […]
ନୂଆଦିଲ୍ଲୀ: ରେନାଲ୍ଟ କଂପାନୀ ତାହାର ନୂଆ ସ୍ମଲ ଭାରିୟାଣ୍ଟ କାର ‘କିଗର’ର ନୂଆ ମଡେଲ ବୁକିଂ ଆରମ୍ଭ କରିଛି। ଭାରତୀୟ ଗ୍ରାହକଙ୍କ ପାଇଁ ମାର୍ଚ୍ଚ 31 ତାରିଖରୁ ବୁକିଂ ଆରମ୍ଭ କରିଛି। ଏହି ନୂଆ ମେଡଲଟି ଭାରତୀୟ ବଜାରରେ ବେଶ୍ ଚାହିଦା […]
ନୂଆଦିଲ୍ଲୀ: କିଛି ସପ୍ତାହ ପୂର୍ବରୁ ସାମସଙ୍ଗ ଏହାର ନୂତନ ଏ-ସିରିଜ୍ ସ୍ମାର୍ଟଫୋନ୍ ଘୋଷଣା କରିଥିଲା। ଏହି ସେଗମେଣ୍ଟର ସବୁଠାରୁ ଶକ୍ତିଶାଳୀ ଫୋନ୍, ଗାଲାକ୍ସି A73 ଗାଲାକ୍ସି A53 ଏବଂ A33 ରେ ଯୋଗ ଦେଇଥିଲା କିନ୍ତୁ ଫୋନର ମୂଲ୍ୟ ଜଣାପଡି ନଥିଲା। […]
ରାଜକୋଟ: ଗ୍ରୀଷ୍ମ ଆସିବା ମାତ୍ରେ ଲେମ୍ବୁର ମୂଲ୍ୟ ଆକାଶ ଛୁଆଁ ହୋଇଛି। ଗ୍ରୀଷ୍ମ ସମୟରେ ଲେମ୍ବୁ ବହୁଳ ଭାବରେ ବ୍ୟବହୃତ ହୁଏ। ଚାହିଦା ବୃଦ୍ଧି ହେତୁ କିନ୍ତୁ ଯୋଗାଣ ହ୍ରାସ ହେତୁ ଏହି ଫଳର ମୂଲ୍ୟ ବହୁତ ବୃଦ୍ଧି ପାଉଛି। ଗୁଜୁରାଟର […]
ମୁମ୍ବାଇ: ଏପ୍ରିଲ୍ ୦୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ଡିଜିଟାଲ୍ ଡିସକାଉଂଟ ଡେଜ୍ ର ପାଳନ କରନ୍ତୁ ଓ ସମସ୍ତ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର, ମାଇଁ ଜିଓ ଷ୍ଟୋରରେ ଏବଂ www.reliancedigital.in aû www.jiomart.com ରେ ଆପଣଙ୍କର ପସନ୍ଦର ଟେକ୍ ସାମଗ୍ରୀ […]
ଭୁବନେଶ୍ୱର: ରାଜ୍ୟରେ ପରିବେଶ ଅନୁକୂଳ ବିଦ୍ୟୁତ ଯାନ ବ୍ୟବହାରକୁ ପ୍ରୋତ୍ସାହିତ କରିବା ନିମନ୍ତେ ଉଦ୍ଧିଷ୍ଟ ବିଦ୍ୟୁତ ଯାନ ନିୟାମକ-୨୦୨୧ ର ତ୍ୱରାନିତ୍ୱ କାର୍ଯ୍ୟାନ୍ୱୟନ ନିମନ୍ତେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବିଦ୍ୟୁତ ଯାନ ସବ୍ସିଡ଼ି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଲୋକସେବା […]
ନୂଆଦିଲ୍ଲୀ: ଦେଶରେ ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ଏପର୍ଯ୍ୟନ୍ତ ସମସ୍ତ ରେକର୍ଡ ଭାଙ୍ଗିଛି, ଗତ ପାଞ୍ଚ ବର୍ଷ ମଧ୍ୟରେ ଏହା ସର୍ବାଧିକ ହୋଇଛି। ମାର୍ଚ୍ଚ ମାସରେ ଜିଏସଟି ସଂଗ୍ରହ ୧,୪୨,୦୯୫ କୋଟି ଟଙ୍କା ହୋଇଛି, ଯାହା ଅର୍ଥନୀତିରେ ପୁନରୁଦ୍ଧାର ଏବଂ ଶିଳ୍ପ […]
ନୂଆଦିଲ୍ଲୀ: ଆଜିଠାରୁ ସାରା ଦେଶରେ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ପ୍ରକାଶ ପାଇଛି। ଏଥର ଏଲପିଜି ଗ୍ୟାସ ସିଲିଣ୍ଡର ୨୫୦ ଟଙ୍କା ବ୍ୟୟବହୁଳ ହୋଇଛି। ତେବେ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ଏହି ସମୟରେ ଘରୋଇ ଏଲପିଜି […]
ଭୁବନେଶ୍ୱର: ଭାରତର ବୃହତମ ତଥା ଦିନକୁ ଦିନ ଦ୍ରୁତଗତିରେ ବୃଦ୍ଧିପାଉଥିବା ରିଲାଏନ୍ସ ରିଟେଲ୍ର ଆପାରେଲ ଏବଂ ଆସେସୋରୀ ସ୍ପେଶାଲିଟି ଚେନ୍ ଟ୍ରେଣ୍ଡ୍ସ ଓଡ଼ିଶାର ବାଲୁଗାଁ ଓ ଦଶପଲ୍ଲା ସହରରେ ତାହାର ନୂଆ ଷ୍ଟୋରର ଶୁଭାରମ୍ଭ କରିଛି। ଟ୍ରେଣ୍ଡ୍ସ ବାସ୍ତବରେ ଭାରତର ଫ୍ୟାସନ […]