ଦିଲ୍ଲୀ: ଭାରତର ବାଣିଜ୍ୟ ଏବଂ ଉଦ୍ୟୋଗ, ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ଏବଂ ବୟନ ମନ୍ତ୍ରୀ ପୀୟୁଷ ଗୋଏଲ୍ ସାନଫାନ୍ସିସ୍କୋ ଉପସାଗରୀୟ କ୍ଷେତ୍ର ଠାରେ ୟୁଏସ୍ ଷ୍ଟାର୍ଟଅପ୍ ସେତୁ – ଉଦ୍ୟମୀ ମାନଙ୍କୁ ପରିବର୍ତନ ନିମନ୍ତେ ସମର୍ଥନ ଏବଂ […]
ନୂଆଦିଲ୍ଲୀ: ସରକାରୀ ଘରୋଇ ଭାଗିଦାରୀ (ପିପିପି) ମାଧ୍ୟମରେ ୧୫୦ ଯୋଡ଼ା ଯାତ୍ରୀବାହୀ ଟ୍ରେନ ଚଳାଚଳ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ପ୍ରଥମ ଥର ଲାଗି ଘରୋଇ ସଂସ୍ଥା ଠାରୁ ବିଡ୍ ଆହ୍ବାନ କରାଯାଇଥିବା ସମ୍ପର୍କରେ ଏକ ପ୍ରମୁଖ ଦୈନିକ ଏବଂ ଏହାର […]
ନୂଆଦିଲ୍ଲୀ: ଯଦି ଆପଣ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର ଅର୍ଥାତ୍ LIC ପଲିସି କରିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଉପଯୋଗୀ ହୋଇପାରେ। ଯଦି ଆପଣ ଆପଣଙ୍କର ମୋବାଇଲ୍ ଫୋନରେ LIC ପଲିସି ସହିତ ଜଡିତ ସମସ୍ତ […]
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଅଗଷ୍ଟ ୨୦୨୨ରେ ୧୧୯.୩୨ ନିୟୁତ ଟନ ମାଲ ବୋଝେଇ କରି ରେକର୍ଡ ସୃଷ୍ଟି କରିଛି। ଏହି କ୍ରମବର୍ଦ୍ଧିଷ୍ଣୁ ମାଲ ବୋଝେଇ ପରିମାଣ ଅଗଷ୍ଟ ମାସରେ ୮.୬୯ ନିୟୁତ ଟନ ଯାହାକି ଗତ ୨୦୨୧ ଅଗଷ୍ଟ ସୁଦ୍ଧା ଶତକଡା […]
ଭୁବନେଶ୍ୱର: ଦୂରସଂଚାର କ୍ଷେତ୍ରରେ ସର୍ବାଗ୍ରେ ରହିଥିବା ରିଲାଏନ୍ସ ଜିଓ ୨୦୨୨ ସେପ୍ଟେମ୍ବର ୫ ତାରିଖରେ ଏହାର ବ୍ୟାବସାୟିକ ଶୁଭାରମ୍ଭର ଷଷ୍ଠ ବର୍ଷ ପୂର୍ତି ପାଳନ କରୁଛି। ଏହି ୬ବର୍ଷ ମଧ୍ୟରେ ଦୂରସଂଚାର ଶିଳ୍ପ ପ୍ରତିବ୍ୟକ୍ତି ହାରାହାରି ପ୍ରତି ମାସରେ ଡାଟା ବ୍ୟବହାର […]
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ଆକଳନ ଅନୁଯାୟୀ, ବ୍ରିଟେନକୁ ପଛରେ ପକାଇ ଭାରତ ବିଶ୍ଵର ପଞ୍ଚମ ସର୍ବବୃହତ ଅର୍ଥବ୍ୟବସ୍ଥା ହୋଇପାରିଛି। କେବଳ ସେତିକି ନୁହେଁ ଅନ୍ୟାନ୍ୟ ପ୍ରଗତି ସୂଚକାଙ୍କରେ ମଧ୍ୟ ଭାରତର ସ୍ଥିତିରେ ସୁଧାର ଆସିଛି। ଜି-୨୦ ରାଷ୍ଟ୍ର […]
ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ ଦୁଇ ଚକିଆ ସେଗମେଣ୍ଟରେ ଦେଶର ଅଗ୍ରଣୀ ଯାନ ନିର୍ମାତା ହିରୋ ଇଲେକ୍ଟ୍ରିକ୍ ଏହି ଉତ୍ସବ ଋତୁ ଆରମ୍ଭରେ ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅଫର ଆଣିଛି। କମ୍ପାନୀ ଏହି ଅଫରକୁ ‘ଓଣମ ଅଫର’ ନାମରେ ନାମିତ କରିଛି। ଏହି […]
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ର ଫେସନ୍ ଓ ଲାଇଫ୍ଷ୍ଟାଇଲ୍ ପୋର୍ଟଫୋଲିଓର ସ୍ପୋର୍ଟସ୍ ବ୍ରାଣ୍ଡ୍ ପରଫରମ୍ୟାକ୍ସ ଆକ୍ଟିଭ୍ଓୟାର ପକ୍ଷରୁ ଭାରତର ତାରକା କ୍ରିକେଟ୍ ଖେଳାଳି ଓ ଦୁନିଆର ଶ୍ରେଷ୍ଠ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଯଶ୍ପ୍ରୀତ ବୁମ୍ରାଙ୍କୁ ନିଜର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। […]
ନୂଆଦିଲ୍ଲୀ: ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ଏକ ସୁନ୍ଦର କ୍ରେଡିଟ କାର୍ଡ (ଏସବିଆଇ କ୍ରେଡିଟ କାର୍ଡ) ଲଞ୍ଚ କରିଛି। ଏହାର ନାମ କ୍ୟାସବ୍ୟାକ୍ ଏସବିଆଇ କାର୍ଡ। ଏହି କାର୍ଡ ମାଧ୍ୟମରେ, ଆପଣ ନିଶ୍ଚିତ […]
ନୂଆଦିଲ୍ଲୀ: ୨୦୨୨ ଅଗଷ୍ଟ ମାସରେ ୧ ଲକ୍ଷ ୪୩ ହଜାର ୬୧୨ କୋଟି ଟଙ୍କାର ଜିଏସଟି ରାଜସ୍ୱ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ପରିମାଣ ୨୪ ହଜାର ୭୧୦ କୋଟି ଟଙ୍କା ଥିବା ବେଳେ ଏସଜିଏସଟି ପରିମାଣ ୩୦ ହଜାର […]
ନୂଆଦିଲ୍ଲୀ: ୨୦୨୧-୨୨ ଖରିଫ ବିପଣନ ଋତୁରେ କେନ୍ଦ୍ରୀୟ ପୁଲ ଅନ୍ତର୍ଗତ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଧାନ କ୍ରୟ ସୁଗମ ଭାବେ ଜାରି ରହିଛି । ୩୦ ଅଗଷ୍ଟ ୨୦୨୨ ସୁଦ୍ଧା ମୋଟ୍ ୮୮୧.୩୦ ଲକ୍ଷ ମେଟ୍ରିକ ଟନ୍ […]
ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ନୂଆଦିଲ୍ଲୀରେ ଆରମ୍ଭ ହେବ ମେକ ଇନ ଓଡିଶାର ପୂର୍ବ ପ୍ରସ୍ତୁତି ବୈଠକ। ଏହି ବୈଠକ ଦିଲ୍ଲୀର କନଟ ପ୍ଲେସରେ ଥିବା ହୋଟେଲ ଲା ମିରିଡିୟାନରେ ଆୟୋଜିତ ହୋଇଛି। ଏହି ବୈଠକରେ ଯୋଗ ଦେବା ପାଇଁ […]
ଭୁବନେଶ୍ୱର: ଆଜିଠାରୁ ୬ ଦିନିଆ ଦିଲ୍ଲୀ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ସଂଧ୍ୟାରେ ଦିଲ୍ଲୀରେ ଆୟୋଜିତ ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ ୧୬ଟି ଦେଶର ଆମ୍ବାସଡରଙ୍କ ସହ ନବୀନ ଆଲୋଚନା କରିବେ। ମେକ ଇନ ଓଡିଶା କନକ୍ଲେଭରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧ରୁ ଦୁଇଦିନିଆ କେରଳ ଓ କର୍ଣ୍ଣାଟକ ଗସ୍ତ କରିବେ। ସେ ଅପରାହ୍ନ ଛଅଟା ବେଳେ ପ୍ରଧାନମନ୍ତ୍ରୀ କୋଚିନ ବିମାନ ବନ୍ଦର ନିକଟବର୍ତ୍ତୀ ଶ୍ରୀ ଆଦି ଶଙ୍କରାଚାର୍ୟ୍ୟଙ୍କ ଜନ୍ମଭୂମୀ କାଲାଡୀ ଗ୍ରାମ ପରିଦର୍ଶନ କରିବେ। ପ୍ରଧାନମନ୍ତ୍ରୀ […]
ମୁମ୍ବାଇ/ଭୁବନେଶ୍ବର: ସୋମବାର ରିଲାଏନ୍ସ ଏଜିଏମ୍ ୨୦୨୨ ରେ ‘ଜିଓ ଏୟାର ଫାଇବର’ ଘୋଷଣା କରାଯାଇଛି। ଜିଓ ରିଲାଏନ୍ସର ନୂଆ ଅଧ୍ୟକ୍ଷ ଆକାଶ ଆମ୍ବାନୀ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହା ହେଉଛି 5G ଅଲଟ୍ରା-ହାଇ ସ୍ପିଡ୍ ଫିକ୍ସଡ୍ ବ୍ରଡବ୍ୟାଣ୍ଡ […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୈଧ ମାପ ବିଜ୍ଞାନ ବିଭାଗ ଜରିଆରେ ଓଜନ ଓ ମାପନ ଉପକରଣ ନିର୍ମାତା ଓ ରପ୍ତାନିକାରୀ ମାନଙ୍କୁ ୬୩ଟି କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଏସବୁ ନୋଟିସ ଜରିଆରେ ସେମାନଙ୍କ ଠାରୁ ଅନୁପାଳନ ବିବରଣୀ ମଗାଯାଇଛି। […]
ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗତକାଲି ହ୍ୱାଟସ୍ଆପ୍ରେ ପ୍ରଥମ ଧରଣର ଏଣ୍ଡ୍-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍ଆପ୍ ଚାଟ୍ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ । ସାରା ବିଶ୍ୱରେ […]
ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ୫ଜି ନେଟ୍ୱର୍କରେ ୨ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବା ବିଷୟରେ ଘୋଷଣା କରାଯାଇଛି। କଂପାନି ଚଳିତ ବର୍ଷ ଦୀପାବଳି ସୁଦ୍ଧା ଏହି ହାଇ-ସ୍ପିଡ୍ ସେବାକୁ ପ୍ରମୁଖ ସହରଗୁଡ଼ିକରେ ଆରମ୍ଭ କରିବ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ […]
ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ତଥା ଅତିରିକ୍ତ ଜୀବିକା ନିର୍ବାହ ଦିଗରେ ଆଉ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ରାଜ୍ୟ ସ୍ତରୀୟ ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସ […]
ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଆଜି ହ୍ୱାଟସ୍ଆପ୍ରେ ପ୍ରଥମ ଧରଣର ଏଣ୍ଡ୍-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍ଆପ୍ ଚାଟ୍ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ। ସାରା ବିଶ୍ୱରେ ପ୍ରଥମ […]
ମୁମ୍ବାଇ: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର 45 ତମ ବାର୍ଷିକ ସାଧାରଣ ସଭାରେ ଅଂଶୀଦାରମାନଙ୍କୁ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ସେ ଆସନ୍ତା ଦୀପାବଳୀରେ 5ଜି ସେବା ଆରମ୍ଭ ହେବ ବୋଲି ଘୋଷଣା […]