ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଦିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଉଜୱାଲା ଯୋଜନାର ନଅ କୋଟିରୁ ଅଧିକ ହିତାଧିକାରୀଙ୍କୁ ସରକାର ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା ସବସିଡି ପ୍ରଦାନ କରିବେ। ପ୍ରତିବର୍ଷ ସର୍ବାଧିକ ୧୨ ସିଲିଣ୍ଡର ପାଇଁ […]
ନୂଆଦିଲ୍ଲୀ: Vivo S15 Pro ଏବଂ Vivo S15 ଲଞ୍ଚ କରାଯାଇଛି। ହାର୍ଡୱେର୍ ଦୃଷ୍ଟିରୁ ଉଭୟ ଫୋନ୍ ଶକ୍ତିଶାଳୀ। ବୈଶିଷ୍ଟ୍ୟଗୁଡିକ ବିଷୟରେ କହିବାକୁ ଗଲେ, ଭିଭୋ S15 ପ୍ରୋରେ 6.56 ଇଞ୍ଚ ଫୁଲ୍ HD ଡିସପ୍ଲେ ଅଛି। ଅକ୍ଟାକୋର ମିଡିଆ ଟେକ୍ […]
ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ପକ୍ଷରୁ ଜିଓଫୋନ୍ ନେକ୍ସଟ୍ ପାଇଁ ସୀମିତ ସମୟର ଏକ୍ସଚେଂଜ୍ ଟୁ ଅପ୍ଗ୍ରେଡ୍ ଅଫରର ଶୁଭାରମ୍ଭ କରାଯାଇଛି । ଅଫର ଅନୁସାରେ ଗ୍ରାହକମାନେ ଯେ କୌଣସି ପୁରୁଣା ସକ୍ରିୟ ୪ଜି ଫିଚରଫୋନ୍, ଜିଓଫୋନ୍ କିମ୍ବା ସ୍ମାର୍ଟଫୋନ୍କୁ ବଦଳାଇ ମାତ୍ର […]
ନୂଆଦିଲ୍ଲୀ: ଭାରତ ପାଇଁ ଆଶ୍ବସ୍ତିକର ଖବର ଅଛି। ଶୀଘ୍ର ମହଙ୍ଗା ଖାଇବା ତେଲର ମୂଲ୍ୟ ହ୍ରାସ ହୋଇପାରେ। ଖଜୁରୀ ତେଲ ରପ୍ତାନି ଉପରେ ପ୍ରତିବନ୍ଧକକୁ ଇଣ୍ଡୋନେସିଆ ପ୍ରତ୍ୟାହାର କରିବା ପାଇଁ ଘୋଷଣା କରିଛି। ଖଜୁରୀ ତେଲ ରପ୍ତାନି ଉପରେ ଲଗାଯାଇଥିବା ପ୍ରତିବନ୍ଧକ […]
ନୂଆଦିଲ୍ଲୀ: ଝୋଟଜାତ ସାମଗ୍ରୀ ଉତ୍ପାଦନକାରୀ ଉଦ୍ୟୋଗର ମୋଟ କାରବାରର ରପ୍ତାନୀ ଭାଗ ୩୦% କଞ୍ଚା ଝୋଟର ବଜାର ଚାହିଦା ଓ ସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରିବା ପରେ କେନ୍ଦ୍ର ସରକାର ଏହା ଉପରେ ଥିବା ମୂଲ୍ୟ କଟକଣାକୁ ଚଳିତମାସ ୨୦ତାରିଖରୁ ଉଠାଇ […]
ନୂଆଦିଲ୍ଲୀ: ଆଜି ପୁଣି ସାଧାରଣ ଜନତାଙ୍କୁ ମହଙ୍ଗା ମାଡ ପଡିଛି। ଆଜି ଆଉ ଥରେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ସାରା ଦେଶରେ ୧୦୦୦ ଟଙ୍କା ଅତିକ୍ରମ କରିଛି। ଆଜି ଘରୋଇ […]
ଭୁବନେଶ୍ୱର: ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ରାଜ୍ୟର ସାମାଜିକ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ଶିଳ୍ପର ପ୍ରମୁଖ ଭୂମିକା ରହିଛି। ବୃହତ୍ଶିଳ୍ପ ପାଇଁ ଜମି ଅଧିଗ୍ରହଣଠାରୁ ଆରମ୍ଭ କରି ଅନେକ ସମସ୍ୟା ଦେଖା ଦେଉଥିବାବେଳେ ଅଣୁ, କ୍ଷୁଦ୍ର ଓ ମଧ୍ୟମ […]
ନୂଆଦିଲ୍ଲୀ: କ୍ୟାମ୍ପବେଲ ୱିଲସନଙ୍କୁ ଏୟାର ଇଣ୍ଡିଆର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ଟାଟା ସନ୍ସ ନିଯୁକ୍ତ କରିଛି। ଟାଟା ସନ୍ସଙ୍କ ଦ୍ଵାରା ଜାରି ଏକ ବିବୃତ୍ତି ଅନୁଯାୟୀ, ୫୦ ବର୍ଷିୟ କ୍ୟାମ୍ପବେଲ ୱିଲସନ ବିମାନ ଚଳାଚଳ କ୍ଷେତ୍ରରେ ୨୬ ବର୍ଷର […]
ନୂଆଦିଲ୍ଲୀ: ଚଳିତ ବର୍ଷ ଅଗଷ୍ଟ-ସେପ୍ଟେମ୍ବର ମାସରେ ଦେଶରେ ପ୍ରଥମ 5G କଲ୍ ଆଶା କରାଯାଉଛି। ସରକାରୀ ସୂତ୍ର ଅନୁଯାୟୀ, ଏହାର ଶୁଭାରମ୍ଭ ପରେ ଭାରତ କେବଳ 5G ଟେଲିକମ୍ ଟେକ୍ନୋଲୋଜିରେ ଏକ ବଡ଼ ଲମ୍ଫ ଦେବ ନାହିଁ ବରଂ ବିଶ୍ୱବ୍ୟାପୀ ଜଣେ […]
ଭୁବନେଶ୍ୱର: ଓଡ଼ିଶାର ପ୍ରମୁଖ ସହରଗୁଡ଼ିକରେ ଦ୍ରୁତ ସମ୍ପ୍ରସାରଣ ଧାରା ଜାରି ରଖି ଦେଶର ଲୋକପ୍ରିୟ ହାଇସ୍ପିଡ୍ ବ୍ରଡ୍ବ୍ୟାଣ୍ଡ୍ ସେବା ଯୋଗାଣକାରୀ “ଜିଓଫାଇବର’ ରାଜ୍ୟର ପ୍ରମୁଖ ସହରଗୁଡ଼ିକରେ ଏହାର ସେବା ଆରମ୍ଭ କରିଛି। ରାଜ୍ୟରେ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ କ୍ଷେତ୍ରରେ ନିଜର ନେତୃତ୍ୱକୁ ଆହୁରି […]
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଜୁନ ୧ ତାରିଖରୁ ମଦ ଶସ୍ତା ହେବ। ଦିଲ୍ଲୀ ସରକାର ଜୁନ୍ ୧ ତାରିଖ ରୁ ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ଉପରେ ଦିଆଯାଉଥିବା ୨୫ ପ୍ରତିଶତ ରିହାତିକୁ ସୀମିତ କରିବାକୁ ଯାଉଛନ୍ତି। ଏହା ଘଟିବା […]
ନୂଆଦିଲ୍ଲୀ/ଭୁବନେଶ୍ୱର: ରିଲାଏନ୍ସ ରିଟେଲ୍ ର ଚମତ୍କାର ପ୍ରଦର୍ଶନ ଲଗାତାର ଜାରି ରହିଛି। କମ୍ପାନି ଗତ ଆର୍ଥିକ ବର୍ଷରେ ରେକର୍ଡ ଏକ ଲକ୍ଷ ୫୦ ହଜାର ନୂଆ ନିଯୁକ୍ତି ସୃଷ୍ଟି କରିଛି ଏବଂ ଏହା ସେତେବେଳେ ହୋଇଛି ଯେତେବେଳେ ସାରା ବିଶ୍ୱ କରୋନା […]
ଭୁବନେଶ୍ବର: ଗତକାଲି ତୈଳ୍ୟ କଂପାନମାନେ ରନ୍ଧନ ଗ୍ୟାସର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ଏହାର ମୂଲ୍ୟ ବର୍ତ୍ତମାନ ୧୦୦୦ ଟଙ୍କା ଉପରେ ହୋଇଯାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଜାଣନ୍ତୁ ସିଲିଣ୍ଡରର ମୂଲ୍ୟ କେଉଁ ସହରରେ କେତେ ହେଲା। […]
ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ପ୍ରକାଶ କରାଯାଇଛି ଯେ ତୈଳ ବିଶୋଧନରେ ବ୍ୟାପକ ମାର୍ଜିନ, ଟେଲିକମ୍ ଓ ଡିଜିଟାଲ୍ ସେବାରେ ଦ୍ରୁତ ଅଭିବୃଦ୍ଧି ଓ ରିଟେଲ୍ ବ୍ୟବସାୟରେ ଦୃଢ଼ ଗତିଶୀଳତା ଯୋଗୁଁ ମାର୍ଚ୍ଚ ସୁଦ୍ଧା ଶେଷ ତ୍ରୟମାସରେ ନିଟ୍ ଲାଭରେ ୨୨.୫% […]
ନୂଆଦିଲ୍ଲୀ: ପୁଣିଥରେ ଜନସାଧାରଣଙ୍କ ଉପରେ ମହଙ୍ଗା ମାଡ ହୋଇଛି। ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କାକୁ ବୃଦ୍ଧି ପାଇଛି। ଆଜିଠାରୁ ୧୪.୨ କିଲୋଗ୍ରାମ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ୫୦ ଟଙ୍କା ବୃଦ୍ଧି କରାଯାଇଛି। ଘରୋଇ LPG ସିଲିଣ୍ଡରର ନୂତନ […]
ମୁମ୍ବାଇ: ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସର ଆର୍ଥିକ ଫଳାଫଳ ଆଜି ଘୋଷଣା କରାଯାଇଛି । ଜାନୁୟାରୀ ରୁ ମାର୍ଚ୍ଚ ୨୦୨୨ ପର୍ୟ୍ୟନ୍ତ ରହିଥିବା ଏହି ତ୍ରୟମାସରେ କମ୍ପାନୀର ଟିକସ ପରବର୍ତ୍ତୀ ଏକକ ଲାଭରେ […]
ଭୁବନେଶ୍ୱର: ଶିଳ୍ପାୟନ ମାଧ୍ୟମରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଆଉ ଏକ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରିଛନ୍ତି। ୪୯୩.୬୨ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ୬ଟି ନୂତନ ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପରେ ୧,୩୧୭ […]
ନୂଆଦିଲ୍ଲୀ: ଦେଶରେ ଖାଇବା ତେଲର ଦର ବୃଦ୍ଧି ମଧ୍ୟରେ ସରକାର କହିଛନ୍ତି ଯେ, ଇଣ୍ଡୋନେସିଆରୁ ପାମ ତେଲ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାରେ ବାଧା ସୃଷ୍ଟି ହୋଇଛି। କିନ୍ତୁ ବର୍ତ୍ତମାନ ସରକାରଙ୍କ ପାଖରେ ଏହାର ପର୍ଯ୍ୟାପ୍ତ ପରିମାଣର ଷ୍ଟକ୍ ଅଛି। କେନ୍ଦ୍ର […]
ନୂଆଦିଲ୍ଲୀ: ବର୍ତ୍ତମାନ ଯୁଗରେ ସବୁଠାରୁ ଭଲ ଆୟ କରିବାର ମାଧ୍ୟମ ହେଲା ବ୍ୟବସାୟ। କାରଣ ବ୍ୟବସାୟରେ ଯେପରି ଲାଭ ରହିଛି ତାହା ଆପଣ ଚାକିରୀରେ ପାଇବେ ନାହିଁ। ସେଥିପାଇଁ ଆଜିକାଲି ଅନେକ ଯୁବକ ଚାକିରୀ ବଦଳରେ ବ୍ୟବସାୟ କରିବାକୁ ଆଗ୍ରହ ପ୍ରକାଶ […]
ନୂଆଦିଲ୍ଲୀ: ଚଳିତବର୍ଷ ଏପ୍ରିଲ ମାସରେ ଦେଶରେ ମୋଟ ୬୬୧.୫୪ ଲକ୍ଷ ଟନ୍ କୋଇଲା ଉତ୍ପାଦିତ ହୋଇଛି। ସେଥିମଧ୍ୟରୁ କୋଲ ଇଣ୍ଡିଆ ଲିମିଟେଡ (ସିଆଇଏଲ୍) ଏବଂ ତାହାର ସହଯୋଗୀ ସଂସ୍ଥାଗୁଡିକ ଏହି ମାସରେ ୫୩୪.୭ଲକ୍ଷ ଟନ୍ କୋଇଲା ଉତ୍ପାଦନ କରିଥିବାବେଳେ ସିଙ୍ଗରେନି କୋଲେରିଜ […]
ନୂଆଦିଲ୍ଲୀ: ପ୍ରତ୍ୟେକ ପିତାମାତା ଶିଶୁର ଭଲ ଭବିଷ୍ୟତ ପାଇଁ ଚିନ୍ତିତ। ଏଭଳି ପରିସ୍ଥିତିରେ ମହିଳା ଓ ବାଳିକାମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ସରକାର ଅନେକ ଯୋଜନା ମଧ୍ୟ କରୁଛନ୍ତି। ଏହି ଯୋଜନାର ସାହାଯ୍ୟରେ କନ୍ୟା ସନ୍ତାନର ଜନ୍ମଠାରୁ ଆରମ୍ଭ କରି […]