ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ସରକାର ରପ୍ତାନି କ୍ଷେତ୍ରର ବ୍ୟାପକ ପ୍ରୋତ୍ସାହନ ଲାଗି ଏକାଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମରେ, ସରକାର ଆଜି ଇସିଜିସି ଲିମିଟେଡରେ ୪,୪୦୦ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। […]
ଭୁବନେଶ୍ୱର: ଆଜିଓ, ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର, ଯାହା ଏହାର ଅନ୍-ଟ୍ରେଣ୍ଡ, ସଦ୍ୟତମ ଷ୍ଟାଇଲ୍ ଓ ଆଧୁନିକ ଫେସନ ପାଇଁ ବେଶ୍ ପରିଚିତ, ଏବେ ନେଇଆସିଛି ଭାରତର ହଟେଷ୍ଟ ଫେସନ୍ ସେଲ୍ – “ବିଗ୍ ବୋଲ୍ଡ ସେଲ୍‘। ଏହି ବିଗ୍ ବୋଲ୍ଡ ସେଲ୍ ୩୦ ସେପ୍ଟେମ୍ବର ଠାରୁ […]
ମୁମ୍ବଇ: ରିଲାଏନ୍ସ ଫାଉଣ୍ଡେସନ ଏବଂ ୟୁଏସ ଏଜେନ୍ସି ଫର ଇଂଟରନ୍ୟାସନାଲ ଡେଭଲପମେଂଟ (ୟୁଏସଏଡ୍) ପକ୍ଷରୁ ଆରମ୍ଭ କରାଯାଇଥିବା ୱିମେନ କନେକ୍ଟ ଚାଲେଞ୍ଜ ଇଣ୍ଡିଆ ଜରିଆରେ ସମଗ୍ର ଦେଶରେ ଦଶଟି ସଂଗଠନ ଅନୁଗ୍ରହୀତ ଭାବରେ ମନୋନୀତ ହୋଇଛନ୍ତି। ଏହି ପ୍ରୟାସ ଜରିଆରେ ଲିଙ୍ଗଗତ […]
ଭୁବନେଶ୍ୱର: ଓଡ଼ିଶାର ଅନେକ ଦୁର୍ଗମ ତଥା ଆଭ୍ୟନ୍ତରୀଣ ଇଲାକାଗୁଡିକୁ ଅତ୍ୟାଧୁନିକ ୪ଜି ନେଟ୍ୱର୍କ ସଂପ୍ରସାରଣ ଜରିଆରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥାରୁ ବିଛିନ୍ନ ରହିଥିବା ହଜାର ହଜାର ଗାଁ ରେ ଡିଜିଟାଲ ବିପ୍ଳବର ପଥପ୍ରଶସ୍ତ କରିଛି ଅଗ୍ରଣୀ ଡିଜିଟାଲ୍ ସେବା ପ୍ରଦାନକାରୀ କମ୍ପାନୀ […]
ନୂଆଦିଲ୍ଲୀ: ପାର୍ବଣ ଋତୁ ପୂର୍ବରୁ ଏସବିଆଇ ନିଜ ଟ୍ୱିଟର ଆକାଉଣ୍ଟ ମାଧ୍ୟମରେ ଗ୍ରାହକଙ୍କ ପାଇଁ ଅନେକ ନୂତନ ସୁବିଧା ଘୋଷଣା କରିଛି। ଗୃହ ଋଣ, କାର ଋଣ ଏବଂ ବ୍ୟକ୍ତିଗତ ଋଣ ଉପରେ ଏସବିଆଇ ନୂତନ ଅଫର ଆଣିଛି। ଯେକୌଣସି ଏସବିଆଇ […]
ଭୁବନେଶ୍ବର: ଶହ ଶହ ବର୍ଷ ଧରି ଓଡିଶା ଏହାର ରମଣୀୟ ସିଲ୍କ ବିଶେଷ କରି ଟସର ପ୍ରଜାତି ସିଲ୍କ ପାଇଁ ପ୍ରସିଦ୍ଧି ଲାଭ କରିଛି । ଏହା ହଜାର ହଜାର ଆଦିବାସୀ ମହିଳାଙ୍କୁ କର୍ମନିଯୁକ୍ତି ଦେଇଥାଏ । ମାତ୍ର ଓଡିଶାର ସିଲ୍କ […]
ମୁମ୍ବାଇ: ଭାରତୀୟ ଷ୍ଟକ ମାର୍କେଟ ପୁଣି ଥରେ ଇତିହାସ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ସେନ୍ସେକ୍ସ ୬୦ ହଜାର ସଂଖ୍ୟାକୁ ଛୁଇଁଛି। ଆଜି ସକାଳେ ଷ୍ଟକ୍ ମାର୍କେଟ୍ ଖୋଲିବା ମାତ୍ରେ ସେନ୍ସେକ୍ସ ୨୭୩ ପଏଣ୍ଟକୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କ୍ୱାଲକମର ସିଇଓ ଶ୍ରୀ କ୍ରିଷ୍ଟିଆନୋ ଆମୋନଙ୍କୁ ସାକ୍ଷାତ କରିଛନ୍ତି ଏହି ବୈଠକରେ ସେମାନେ ଭାରତର ଟେଲିକମ୍ ଏବଂ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ଦିଆଯାଉଥିବା ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ […]
ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ପ୍ରଭାବ ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ଜୁଲାଇ ମାସରେ ରାଜ୍ୟରେ ସର୍ବାଧିକ ୩.୧୯ ଲକ୍ଷ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିବା ସହିତ ରାଜ୍ୟରେ ନିଜର ଜୟଯାତ୍ରା ଜାରି ରଖିଥିବା […]
ନୂଆଦିଲ୍ଲୀ: ୪୦ ରୁ ୫୦ ବର୍ଷ ବୟସ ପରେ ଅଧିକାଂଶ ଲୋକ କ୍ୟାରିୟର ସ୍ଥିରତା ଆଣିଥାନ୍ତି। ଏହି ସମୟରେ ଅଧିକାଂଶ ଲୋକ ଟଙ୍କା ରୋଜଗାର ସହିତ ଭବିଷ୍ୟତ ଯୋଜନା ବିଷୟରେ ଚିନ୍ତା କରିବା ଆରମ୍ଭ କରଥାନ୍ତି। ଆପଣଙ୍କର ସଞ୍ଚିତା ଟଙ୍କାକୁ କେଉଁଠାରେ […]
ଭୁବନେଶ୍ୱର : ମିଳିତ ଜାତିସଂଘ ମହିଳା ଭାରତ ପ୍ରତିନିଧି ଶ୍ରୀମତୀ ସୁସାନ ଜେନ୍ ଫର୍ଗୁସନ୍ ତାଙ୍କର ପ୍ରଥମ ଓଡିଶା ଗସ୍ତରେ ଆସି ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସୁବ୍ରତ ବାଗ୍ଚିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ଏହି […]
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଏମ୍ଏସ୍ଏମ୍ଇ ଓ ଶିଳ୍ପ ବିଭାଗ ଏବଂ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଆଜି ମେ ଫେୟାର କନ୍ଭେନ୍ସନ୍ ହଲଠାରେ ‘ବାଣିଜ୍ୟ ଉତ୍ସବ’ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ […]
ଭୁବନେଶ୍ବର: ଆଜି OMBADC ବା ଓଡିଶା ଖଣି ଅଞ୍ଚଳ ଉନ୍ନୟନ ନିଗମ ଅଧୀନରେ 640.55 କୋଟି ମୂଲ୍ୟର ପ୍ରକଳ୍ପଗୁଡିକ ଅନୁମୋଦନ କରାଯାଇଛି। ଏହା ଖଣିଜ ଉତ୍ପାଦିତ ଜିଲ୍ଲାଗୁଡିକର ସହରାଞ୍ଚଳ ସଂସ୍ଥାଗୁଡ଼ିକ ପାଇଁ ଖର୍ଚ୍ଚ କରାଯିବ। ଏଥିରେ ମାଧ୍ୟମିକ ବିଦ୍ୟାଳୟର ବିକାଶ, ପରିବେଶ […]
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ସଦର ମହକୁମାର ବଡ଼ବଜ଼ାର ଠାରେ ଘରୋଇ ସାମଗ୍ରୀର ଏକ ସୋ ରୁମ୍ “ଭି ବଜ଼ାର”କୁ ଜଗତସିଂହପୁରର ପୂର୍ବତନ ପୌରପରିଷଦ ଅଧ୍ୟକ୍ଷ ମଧୁସୂଦନ ସାହୁ ଆନୁଷ୍ଠାନିକ ଭାବେ ଫିତା କାଟି ଓ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ […]
ନୂଆଦିଲ୍ଲୀ: ବିଶ୍ବ ବଜାରରେ ସବୁଠାରୁ ମହଙ୍ଗା ମୋବାଇଲ ହେଉଛି ଆଇଫୋନ। ଏହା ସାଧାରଣ ଗ୍ରାହକ କିଣିବା ସମ୍ଭବ ନୁହେଁ। ହେଲେ ଯେଉଁମାନେ ଏହି ଫୋନ କିଣିବାରେ ସକ୍ଷମ ଅଛନ୍ତି ସେମାନଙ୍କ ପାଇଁ ଏକ ଖୁସି ଖବର। ତାହା ହେଲା ଆଇଫୋନ 12 […]
ଭୁବନେଶ୍ୱର, ରାଜ୍ୟ ସରକାରଙ୍କ ଦ୍ୱାରା ଓଡ଼ିଶା ଇଲେକଟ୍ରିକ ଯାନ ନୀତି ୨୦୨୧ ଘୋଷିତ ହୋଇଛି ଏବଂ ଏହି ନୀତି ଅନୁଯାୟୀ ବିଭିନ୍ନ ବର୍ଗର ଇଲେକଟ୍ରିକ ଯାନ କ୍ରୟ ନିମନ୍ତେ ସରକାର ବିଭିନ୍ନ ପ୍ରକାର ପ୍ରୋତ୍ସାହନ ୪ ବର୍ଷ ପର୍ଯ୍ୟନ୍ତ ଯୋଗାଇଦେବାକୁ ବ୍ୟବସ୍ଥା […]
ନୂଆଦିଲ୍ଲୀ: ଭାରତରେ ବୁକିଂ ଆରମ୍ଭ ହେବା ମାତ୍ରେ ଓଲା ଇଲେକ୍ଟ୍ରିକ୍ ସ୍କୁଟରକୁ ଏକ ବମ୍ପର ବିକ୍ରି ମିଳିଛି। ଓଲାର ସହ-ପ୍ରତିଷ୍ଠାତା ଭବିଶ ଅଗ୍ରୱାଲଙ୍କ ଅନୁଯାୟୀ, ଏସ୧ ଇଲେକ୍ଟ୍ରିକ୍ ସ୍କୁଟରର ବିକ୍ରି ଦୁଇ ଦିନ ମଧ୍ୟରେ ୧୧୦୦ କୋଟି ଟଙ୍କା ଅତିକ୍ରମ କରିଛି। […]
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡାର କାଶୀପୁରସ୍ଥିତ ଉତ୍କଳ ଆଲୁମିନା ରିଫାନାରୀ ସମ୍ପ୍ରସାରଣ ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ସମ୍ପ୍ରସାରଣ ସହିତ, ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ 1.5 ମିଲିୟନ୍ ଟନ୍ ରୁ 2 ମିଲିୟନ୍ ଟନ୍ କୁ […]
ନୂଆଦିଲ୍ଲୀ: ପୁଞ୍ଜି ବିନିଯୋଗ ପାଇଁ ସୁନା ସର୍ବଦା ଏକ ଉତ୍ତମ ସମ୍ପତ୍ତି ଭାବରେ ବିବେଚନା କରାଯାଏ । ଗତ କିଛିବର୍ଷ ମଧ୍ୟରେ ସାରା ବିଶ୍ୱରେ ନିବେଶକମାନଙ୍କ ପାଇଁ ସୁନା ଏକ ସୁରକ୍ଷିତ ବିକଳ୍ପ ଭାବେ ଉଭା ହୋଇଛି । ଭାରତୀୟମାନେ ସବୁ […]
ନୂଆଦିଲ୍ଲୀ : ଆଜି ଅପରାହ୍ନ 5ଟା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି। ନୂଆଦିଲ୍ଲୀରେ ଏହି ପିସି ହେବ। ତେବେ ଏହାକୁ ନେଇ ଦେଶର ଆର୍ଥିକ ଜଗତରେ ଏକ ଆଶା ଓ ଆଶଙ୍କା ସୃଷ୍ଟି ହେବାରେ ଲାଗିଛି। […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଆତ୍ମନିର୍ଭର ଭାରତ’ ସଂକଳ୍ପ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ସରକାର ଅଟୋମୋବାଇଲ ଏବଂ ଡ୍ରୋନ ଉଦ୍ୟୋଗ କ୍ଷେତ୍ର ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ (ପିଏଲଆଇ) ଯୋଜନାକୁ ମଞ୍ଜୁର କରିଛନ୍ତି। ଏହି ଉଦ୍ଦେଶ୍ୟ ନିମନ୍ତେ ୨୬, […]