ଭୁବନେଶ୍ଵର: ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯଥା ପୁରୀ, ଭୁବନେଶ୍ୱର ଓ କଟକ ଆଦି ସହରରେ ହୋଟେଲ ବୁକିଂ ନାମରେ ଠକେଇ ହେଉଥିବାର ନଜିର ରହିଛି। ବିଭିନ୍ନ ସମୟରେ ଠକମାନେ ପ୍ରତିଷ୍ଠିତ ହୋଟେଲ ଗୁଡିକର ନକଲି ୱେବ ସାଇଟ୍ ପ୍ରସ୍ତୁତ କରୁଛନ୍ତି। […]
ଭୁବନେଶ୍ବର: ଗତକାଲି ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁରରୁ ଗିରଫ ହୋଇଥିବା ଭବାନୀ ଶଙ୍କର ଦାସ ବିଜେପି ନେତା। ସେ ବିଜେପିର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ହାତ ରହିଛି। ଯାହାକୁ ନେଇ ବ୍ରହ୍ମପୁର କାହିଁକି ସାରା ରାଜ୍ୟର ରାଜନୀତିର […]
ପୁରୀ: ଦଶମୂଳ ମୋଦକ ଚୋରୀ ଘଟଣାର ସତ୍ୟତା ଏ ପର୍ଯ୍ୟନ୍ତ ପ୍ରମାଣିତ ହୋଇପାରି ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କହିଛନ୍ତି। ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଏ ସମ୍ପର୍କରେ ଗୁରୁତ୍ଵର ସହ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବାଜପେୟୀ ଆରୋଗ୍ୟ ଧାମର ମାଲିକ ଡ଼କ୍ଟର ଭବାନୀ ଶଙ୍କର ଦାଶ ଜଣେ ୧୭ ବର୍ଷିୟା ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଛନ୍ତି। ବୈଦ୍ୟନାଥପୁର ଥାନା ପୋଲିସ ଭବାନୀ ଶଙ୍କର ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି। ଗତ ୧୫ ତାରିଖରେ ଗୋପାଳପୁର ବେଳାଭୂମିରେ ଜନୈକା ୨୦ ବର୍ଷୀୟା ଛାତ୍ରୀଙ୍କୁ ୧୦ ଜଣ ପୁରୁଷ ଗଣଦୁଷ୍କର୍ମ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅର୍ନ୍ତଗତ ଜାହାଡା ନିକଟସ୍ଥ ଖାରିଗୁମ୍ମାରେ ଦୁଇ ଜଣ ବ୍ୟକ୍ତି ଲୁଲୁ ନାହାକ ଓ ବାବୁଲା ନାହାକଙ୍କୁ କିଛି ବ୍ୟକ୍ତି ଅଧା ଲଣ୍ଡା କରି ଆଣ୍ଠୁରେ ଚଲାଇବା ଭଳି ଏକ ଅଭାବନୀୟ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଭଞ୍ଜନଗର ଥାନା ଅଞ୍ଚଳର କିଛି ଅପରାଧୀ ବହୁ ଦିନ ହେଲା ପୋଲିସ ଓ ଅଦାଲତକୁ ସହଯୋଗ କରୁନଥିବାରୁ ସେମାନଙ୍କ ବିରୁଦ୍ଧରେ ୱାରେଣ୍ଟ ଜାରି ସହ ସେମାନଙ୍କ ଘର କାନ୍ଥରେ ନୋଟିସ୍ ଲଗାଇବା ସହ ଡ଼ାକବାଜି ଯନ୍ତ୍ର […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବଡ଼ବଜାର ଥାନା ଅର୍ନ୍ତଗତ ପାଣ୍ଡବ ନଗର ସାହିରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ନିତୁ ମୃଦୁଙ୍ଗିଆ ନାମ୍ନୀ ଜଣେ ମହିଳା ବେକରେ ଶାଢ଼ୀ ବାନ୍ଧି ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର ହୋଇଛି। […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ରବିବାର ଦିନ ଗୋପାଳପୁର ବେଳାଭୂମିରେ ଘଟିଥିବା ଗଣଦୁଷ୍କର୍ମ ଘଟଣାରେ ପୋଲିସ ୪ ନାବାଳକ ଓ ୬ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ ଓ ସ୍ବତନ୍ତ୍ର ଅନୁଧ୍ୟାନକାରୀ ଦଳ କ୍ରାଇମବ୍ରାଞ୍ଚ୍ ଟି […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବୈଦ୍ୟନାଥପୁରୁ ଥାନା ଅନ୍ତର୍ଗତ ଗୋଲାପୋଲି ସାହିରେ ଦୁଇ ଭାଇଙ୍କ ମଧ୍ୟରେ ଝଗଡ଼ା ହେଉଥିବା ବେଳେ ୧୧୨ ଗାଡ଼ି ପହଞ୍ଚି ପରିସ୍ଥିତି ବୁଝିବା ସମୟରେ ଜଣେ ଭାଇ ହାତରେ ଧରିଥିବା ଖଣ୍ଡାରେ କାର୍ଯ୍ୟରତ ସିପାହୀଙ୍କୁ ଆକ୍ରମଣ କରିଥିଲା। […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅର୍ନ୍ତଗତ ଜରଡ ଛକରେ ହତ୍ୟାକାଣ୍ଡ ଘଟିଛି। ହତ୍ୟାର ଶୀକାର ହୋଇଥିବା ଯୁବକ ଜଣକ ଆଠଗଡ଼ ପାଟଣା ଖଦାଳ ସାହିର ଉପେନ୍ଦ୍ର ନାହାଙ୍କ ପୁଅ ସାଗର ନାହାକ। ଗତକାଲି ସନ୍ଧ୍ୟାରେ ଦୁଇ ବନ୍ଧୁଙ୍କ […]
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ କିଛି ମାସ ହେଲା ଘରେ କେହି ନଥିବା ଅବସ୍ଥାରେ ଘରୁ କଳାକନା ବୁଲାଉଥିଲେ ଦୁର୍ବୁତ୍ତ। ବାରମ୍ବାର ଚୋରି ହେବାରୁ ସାଧାରଣ ଲୋକଙ୍କର ପୋଲିସ ଉପରେ ଭରସା ତୁଟିଯାଇଥିଲା। କିନ୍ତୁ ଉକ୍ତ ଘଟଣାକୁ ନେଇ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଯାଞ୍ଚ ବେଳେ ଛତ୍ରପୁର ଅବକାରୀ ବିଭାଗ ୧୪ କିଲୋ ଗଞ୍ଜେଇ ଜବତ କରିଛି। ଏହା ସହିତ ଦୁଇ ବେପାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, ଛତ୍ରପୁର ଅବକାରୀ ନିରୀକ୍ଷକ ବାଳକ ବିଷୋୟୀ, ଏସ୍ ଆଇ ତେଜସ୍ବୀନି […]
ହରଦୋଇ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର ହରିୟାୱାନ ଅଞ୍ଚଳରେ ଜଣେ ବ୍ୟକ୍ତି ତାଙ୍କ ପ୍ରେମିକଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ସ୍ତ୍ରୀଙ୍କ ନାକ କାଟ ଦେଇଛନ୍ତି। ଗୁରୁତର ଆହତ ମହିଳାଙ୍କୁ ଲକ୍ଷ୍ନୌର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ୨୫ ବର୍ଷୀୟ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅର୍ନ୍ତଗତ କ୍ଷତ୍ରିୟବରପୁର ଗ୍ରାମର ଶିବଶଙ୍କର ସେଠୀ ନାମକ ଜଣେ ଯୁବକ କୁ ୩ ଜଣ ଯୁବକ କାତି ରେ ଆକ୍ରମଣ କରିଥିଲେ। ଯାହା ଫଳରେ ଜୀବନ ବଞ୍ଚାଇବା ପାଇଁ ଗୁରୁତର ଅବସ୍ଥାରେ ଯୁବକ […]
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା ସାଇବର ଅପରାଧକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପରାମର୍ଶ ଜାରି କରାଯାଉଛି। ଟଙ୍କା ଦ୍ୱିଗୁଣିତ କରିବା ଏବଂ ଡିଜିଟାଲ ଗିରଫ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଫୋନ ମାଧ୍ୟମରେ ଏକ ସତର୍କତା ବାର୍ତ୍ତା ମଧ୍ୟ […]
ଭୁବନେଶ୍ଵର: ଗୋପାଳପୁର ଗଣଦୁଷ୍କର୍ମ ଘଟଣା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଭୀର ଦୁଃଖ ପ୍ରକାଶ କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ଏକ୍ସରେ ସେ ଏକ ପୋଷ୍ଟରେ ଲେଖିଛନ୍ତି, ଘଟଣାକୁ ନେଇ […]
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ଜନୈକା ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସମସ୍ତ ୧୦ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ଜଣାପଡିଛି। ପୁଲିସ ସୂତ୍ର ଅନୁସାରେ, ବ୍ରହ୍ମପୁର ଅଞ୍ଚଳର ଏକ ସରକାରୀ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ବାହାର ଜିଲ୍ଲାର ଏହି […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପୁରୁଷ ବନ୍ଧୁମାନଙ୍କ ସହ ଗୋପାଳପୁର ବେଳାଭୂମି ବୁଲି ଆସିଥିବା ଜନୈକା ଯୁବତୀକୁ କିଛି କାମାନ୍ଧ ଯୁବକ ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ସୁଚନା ଅନୁଯାୟୀ, କୌଣସି ଏକ ଶିକ୍ଷାନୁଷ୍ଠାନର କିଛି ଛାତ୍ର ମିଶି […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଧରାକୋଟ ଥାନା ଅର୍ନ୍ତଗତ ରାମଚନ୍ଦ୍ର ପୁର ଅଞ୍ଚଳର କଇଠରା ଗ୍ରାମରେ ପାରିବାରିକ ଅଶାନ୍ତିକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପତ୍ନୀକୁ ହାଣି କ୍ଷତାକ୍ତ କରିବା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପାରିବାରିକ କଳହକୁ […]
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ ଆଜି ଅବୈଧ ରାସ୍ତା ଦେଇ ଆମେରିକା ପଠାଇବାର ପ୍ରତିଶ୍ରୁତି ଦେଇ ଠକେଇ ଅଭିଯୋଗରେ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରିଦେଇଛନ୍ତି ଏବଂ କହିଛନ୍ତି ଯେ, ଏପରି ଲୋକମାନେ ଭାରତୀୟ ପାସପୋର୍ଟର ଛବିକୁ ଖରାପ […]