ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବହୁ ଚର୍ଚ୍ଚିତ ବିଷ୍ଣୁ ଗୌଡ଼ ହତ୍ୟାକାଣ୍ଡ ଶୁଣାଣି ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଜଜ୍ ରାଜ କୁମାର ଦାସଙ୍କ ଅଦାଲତରେ ସମାପ୍ତ ହୋଇଛି। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ମାନ୍ୟବର ଅଦାଲତ ଆଜୀବନ […]
ନୂଆଦିଲ୍ଲୀ: ହରିୟାଣାର ଏକ କେନାଲରୁ ମଡେଲର ଦିବ୍ୟା ପାହୁଜାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ତରଫରୁ ମିଳିଥିବା ସୂଚନା ଅନୁଯାୟୀ ଟୋହନା କେନାଲରେ ଦିବ୍ୟାଙ୍କ ମୃତଦେହ ମିଳିଛି। ଶବଟି ଦିବ୍ୟାଙ୍କର ଏବଂ ଏହା ଦିବ୍ୟାଙ୍କ ପରିବାର ସଦସ୍ୟ ନିଜେ ଚିହ୍ନଟ କରିଛନ୍ତି। […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ବାଲୁଗାଁ ଆରପିଏଫ ବେଆଇନ ନିଶା ଦ୍ରବ୍ୟ ଚାଲାଣ ଜନିତ ଚଢ଼ାଉ କରି ଷ୍ଟେସନ ପରିସରରୁ ୫ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି। ଆରପିଏଫ ଆଇଆଇସି ଜିତେନ୍ଦ୍ର ମୌର୍ଯ୍ୟଙ୍କ ସୂଚନା […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବର୍ତ୍ତମାନ ଶୀତ ଋତୁରେ ପିକନିକ୍ ବା ବଣଭୋଜି କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଏହି ଭଳି ପରିସ୍ଥିତିରେ ଯିଏ ଯାହାର ମଜ୍ଜା ନେବାରେ ବ୍ୟସ୍ତ। ଏହି ଭଳି ପରିସ୍ଥିତିରେ ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି ଗ୍ରାମରେ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଉତ୍ତର ୨୪ ପରଗାନାରେ ହୋଇଥିବା ଆକ୍ରମଣରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କଠାରୁ ଉତ୍ତର ମାଗିଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ମଙ୍ଗଳବାର ଦିନ […]
ମୁମ୍ବାଇ: ଗତ ବର୍ଷ ଲରେନ୍ସ ଗ୍ୟାଙ୍ଗଙ୍କ ଦ୍ୱାରା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଅନେକ ଥର ମୃତ୍ୟୁ ଧମକ ଦିଆଯାଇଥିଲା। ଯେଉଁଥିପାଇଁ ତାଙ୍କର ସୁରକ୍ଷା ଯଥେଷ୍ଟ ବୃଦ୍ଧି କରାଯାଇଛି। ତାଙ୍କୁ ଜେଡ ପ୍ଲସ୍ ସୁରକ୍ଷା ମଧ୍ୟ ଦିଆଯାଇଛି। ଏସବୁ ମଧ୍ୟରେ ବଡ […]
ଭୁବନେଶ୍ବର: ଚୋର ଧରାଇ ଦେଲେ ମିଳିବ ଦଶ ହଜାର ଟଙ୍କା। ଏହିପରି ଏକ ଲୋଭନୀୟ ପୁରସ୍କାର ଘୋଷଣା କରିଛି ଭୁବନେଶ୍ବର କମିଶନରେଟ ପୋଲିସ। ଜନସାଧାରଣ ଚୋର ଧରିବାରେ ସାହାଯ୍ୟ କରିବା ପାଇଁ ନିବେଦନ କରିଛି ପୋଲିସ। ବିଭିନ୍ନ ଥାନାରେ ଚୋରୀ ଅଭିଯୋଗରେ […]
ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତ୍ରିରେ ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ଓ ଟିମ ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ମଲାଗୁଣି ନଦୀ ଓଭରବ୍ରିଜ ଠାରେ ଚଢ଼ାଉ କରି ଏକ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ହୋଇଥିବା ରାସନ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ସକାଳେ ବନଗାଓଁ ପୌର ସଂସ୍ଥାର ପୂର୍ବତନ ଅଧ୍ୟକ୍ଷ ଶଙ୍କର ଆଦ୍ୟାଙ୍କୁ ଗିରଫ କରିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଶଙ୍କର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ତୃଣମୂଳ କଂଗ୍ରେସ […]
ଭୁବନେଶ୍ୱର: ଭୁବନେଶ୍ୱର ଏସଟିଏଫକୁ ବଡ ସଫଳତା ମିଳିଛି। କୋଟିଏ ରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ। ସୂଚନା ମୁତାବକ ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ଭୁବନେଶ୍ୱର ଏସଟିଏଫ ର ଏକ ଟିମ ପୁରୀ ଜିଲ୍ଲା […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଳନ୍ଥରା ପୋଲିସକୁ ବଡ଼ ସଫଳତା ମିଳିଛି। ଆଜି କଙ୍କିଆ ଟାମଣା ଜଙ୍ଗଲରେ ଚଢ଼ାଉ କରି ଦୁଇଟି ହରିଣ ସିଙ୍ଘ ସହ ଦୁଇଟି ଦେଶୀ ବନ୍ଧୁକ ଗୋଳନ୍ଥରା ପୋଲିସ ଜବତ କରିଛି। ସଦର ଏସ୍ ଡି ପି […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ ଉପ କମିଶନର ଡମ୍ବରୁଧର ଖଣ୍ଡା ଓ ଜିଲ୍ଲା ଉପାଧ୍ୟକ୍ଷଙ୍କ ନିର୍ଦ୍ଦେଶନାରେ ବିଭାଗର କିଛି କର୍ମଚାରୀ ବଡ଼ବଜାର ଥାନା ଅନ୍ତର୍ଗତ ଫାଷ୍ଟ୍ ଗେଟ୍ ନିକଟରେ ସନ୍ଦେହ ଜନକ ଭାବେ ରୋସନ ସାହୁ […]
ଭୁବନେଶ୍ବର: ଠକେଇ ଅଭିଯୋଗରେ ଏକ ୱେବ ଚ୍ୟାନଲ ତଥା ଖବରକାଗଜ ମାଲିକ ଗିରଫ ହୋଇଛନ୍ତି। ସେ ହେଉଛନ୍ତି ସୁରଜିତ ଧଳ। ଆଜି ଇଓଡବ୍ଲୁ ତାଙ୍କୁ ଗିରଫ କରିଛି। ତାଙ୍କୁ ଇଭୋସ ବିଲଡର କଂପାନୀଠାରୁ ଏକ କୋଟି ଟଙ୍କା ଠକି ନେବା ଅଭିଯୋଗରେ […]
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଉପରେ ଅଧୀର ରଂଜନ ଚୌଧୁରୀଙ୍କ ଆକ୍ରମଣ ଜାରି ରହିଛି। ଆସନ ବାଣ୍ଟିବା ନେଇ ମମତା ବାନାର୍ଜୀଙ୍କୁ କ୍ରମାଗତ ଭାବେ ଆକ୍ରମଣ କରୁଥିବା ଅଧୀର ବର୍ତ୍ତମାନ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନ ଉଠାଇ ଟିଏମସି […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଶଗଡଭଙ୍ଗା ଭୀମପୁର ଗାଁରେ ହତ୍ୟାକାଣ୍ଡ। ସମଲିଙ୍ଗୀ ସମ୍ପର୍କକୁ ନେଇ ମର୍ଡର ହୋଇଥିବା ଖୋର୍ଦ୍ଧା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ନାଥ ମୁର୍ମୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ। ମୃତ ଯୁବକଙ୍କ ନାମ ରଶ୍ମିରଞ୍ଜନ ବଳିୟାରସିଂହ। […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୀରକୃଷ୍ଣଚନ୍ଦ୍ର ପୁର ଗ୍ରାମର ବାବୁଲା ସାହୁ ଓ ବୁଲୁ ସାହୁ ଙ୍କ ଘର ଉପରେ ବୋମାମାଡ ଓ ଉକ୍ତ ଦୁଇ ଭାଇଙ୍କୁ ମାରଣାନ୍ତକ ଆକ୍ରମଣ ଅଭିଯୋଗରେ ନିମଖଣ୍ଡି ପୋଲିସ ଅଭିଯୋଗ ପାଇ […]
ନୂଆଦିଲ୍ଲୀ: ଇରାନର କେରମନ ସହରରେ ଦୁଇଟି ବଡ଼ ବିସ୍ଫୋରଣ ଘଟି ୧୦୩ ଜଣଙ୍କର ମୃତ୍ୟୁ ଘଟିଛି। ୧୭୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ଦେଶର ପୂର୍ବତନ ଜେନେରାଲ କାସୀମ ସୁଲେମାନୀଙ୍କ କବର ନିକଟରେ ଘଟିଛି। ଇରାନର ସରକାରୀ […]
ନୂଆଦିଲ୍ଲୀ: ଜାନୁଆରୀ ୨୬ ସୁଦ୍ଧା ତିନିଟି ନୂଆ ଅପରାଧିକ ନ୍ୟାୟ ଆଇନ ଇଣ୍ଡିଆନ୍ କୋଡ୍ ଅଫ୍ ଜଷ୍ଟିସ୍ (ବିଏନ୍ଏସ୍), ଇଣ୍ଡିଆନ୍ ସିଭିଲ୍ ଡିଫେନ୍ସ କୋଡ୍ (ବିଏନ୍ଏସ୍ଏସ୍) ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ (ବିଏସ୍ଏ)ର ବିଜ୍ଞପ୍ତି ପ୍ରକାଶ ପାଇବ। ବର୍ଷକ ମଧ୍ୟରେ ଏହି […]
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ (UAPA) ଅନୁଯାୟୀ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡକୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ, ନିଷିଦ୍ଧ ଖଲିସ୍ତାନୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲ ସହିତ […]
ନୂଆଦିଲ୍ଲୀ: ଭାରତ ସରକାର ଜାମ୍ମୁ ଓ କାଶ୍ମୀରର ତେହେରିକ୍-ଇ-ହୁରିୟାତ’ (ଟିଇଏଚ୍) ସଂଗଠନକୁ ବେଆଇନ ଘୋଷଣା କରିଛନ୍ତି। ବେଆଇନ କାର୍ଯ୍ୟକଳାପ ଦୂରୀକରଣ ଆଇନ (ୟୁଏପିଏ) ୧୯୬୭ର ଧାରା ୩ (୧) ଅନୁସାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ […]
ନୂଆଦିଲ୍ଲୀ: ଜାନୁୟାରୀ ୨୨ ତାରିଖ ୨୦୨୪ ରେ ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ବଡ଼ ପ୍ରସ୍ତୁତି ଚାଲିଛି। ଏହି ସମୟରେ ଶ୍ରୀ ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସଟିଏଫ ମୁଖ୍ୟଙ୍କୁ ଏକ ମେଲ ମାଧ୍ୟମରେ […]