Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର
ଅପରାଧ

ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

October 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର
ପ୍ରେମୀ ଯୁଗଳଙ୍କ ମୃତ ଦେହ ଉଦ୍ଧାର

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ପାଟପୁର ଥାନା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟ ରାସ୍ତା କଡ଼ ଜଙ୍ଗଲ ମଧ୍ୟରୁ ଏକ ପ୍ରେମୀ ଯୁଗଳଙ୍କ ମୃତ ଦେହ ପୋଲିସ ଉଦ୍ଧାର କରିଛି। ମୃତକମାନେ ହେଲେ ଦିଗପହଣ୍ଡି ପଦ୍ମନାଭପୁର ଗ୍ରାମର ଭଗବାନ ସେଠୀ ଓ ତାଙ୍କ ବାନ୍ଧବୀ ତଥା ପାଟପୁର ଥାନା ଅନ୍ତର୍ଗତ ପଳାସପୁର ଗ୍ରାମର ସନ୍ତୋଷୀ ସେଠୀ। ଉଭୟଙ୍କ ମଧ୍ୟରେ ଭଲପାଇବାକୁ ନେଇ ଦୁଇ ଜଣ ବାହା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭଗବାନ ଠାରୁ ସନ୍ତୋଷୀ ବୟସରେ ବଡ଼ ଯୋଗୁଁ ଉଭୟ ପରିବାର ଆପତ୍ତି କରିଥିଲେ। କିନ୍ତୁ ଉଭୟେ ପ୍ରେମୀ ଯୁଗଳ ଅଧୈର୍ଯ୍ୟ ହୋଇ ଆତ୍ମହତ୍ୟା ପାଇଁ ନିଷ୍ପତ୍ତି ନେଇଥିଲେ ଓ ଜଙ୍ଗଲ ମଧ୍ୟରେ ବିଷପାନ କରି ଅଚେତ୍ ହୋଇଯାଇଥିଲେ।

ଖବର ପାଇ ପାଟପୁର ଥାନା ଅନ୍ତର୍ଗତ ପୋଡାମାରି ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଉଭୟଙ୍କୁ ବ୍ୟବଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ପାଟପୁର ଥାନା ମୃତ ଦେହ ଉଦ୍ଧାର
Share. Facebook Twitter LinkedIn Email WhatsApp Copy Link

Related Posts

ଆରମ୍ଭ ହୋଇଗଲା ପଞ୍ଚୁକ: ଜାଣନ୍ତୁ କଣ ରହିଛି ଏବଂ କିପରି ପାଳନ କରାଯାଇ ଥାଏ ଏହି ବ୍ରତ

November 20, 2026

ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍‌ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି

November 20, 2026

ଭୁବନେଶ୍ୱର ସ୍ଥିତ ଆଇସିଏଆର୍- ସିଆଇଡବ୍ଲୁଏ ଠାରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଆରମ୍ଭ

November 20, 2026

ଆଜି ୨୦ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସ୍ବାସ୍ଥ୍ୟ ପ୍ରତି ରୁହନ୍ତୁ ସାବଧାନ

November 20, 2026
Latest News

ନିଶା ମୁକ୍ତ ଭାରତ ଅଭିଯାନର ସଫଳତା ପାଇଁ ସମଗ୍ର ରାଷ୍ଟ୍ର ଆଭିମୁଖ୍ୟ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

November 20, 2026

ଆରମ୍ଭ ହୋଇଗଲା ପଞ୍ଚୁକ: ଜାଣନ୍ତୁ କଣ ରହିଛି ଏବଂ କିପରି ପାଳନ କରାଯାଇ ଥାଏ ଏହି ବ୍ରତ

November 20, 2026

ଆତଙ୍କବାଦ ବିରୋଧୀ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କଲେ ଗୃହମନ୍ତ୍ରୀ

November 20, 2026

ଇପିଏଫ୍ ସଦସ୍ୟଙ୍କ ପାଇଁ ପର୍ଯ୍ୟାୟକ୍ରମେ ପେନ୍‌ସନ୍ ଅର୍ଥ ଉଠାଣ ଯୋଜନାକୁ ସିବିଟିର ମଞ୍ଜୁରି

November 20, 2026

ଭୁବନେଶ୍ୱର ସ୍ଥିତ ଆଇସିଏଆର୍- ସିଆଇଡବ୍ଲୁଏ ଠାରେ ‘ପୂର୍ବାଞ୍ଚଳ ଆଞ୍ଚଳିକ କୃଷି ମେଳା ୨୦୨୬’ ଆରମ୍ଭ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.