ରଣପୁର: ଭଞ୍ଜନଗରରୁ ଭୁବେନେଶ୍ୱରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ରଣପୁର ପୋଲିସ। ରଣପୁର କୋଟଗଡ଼ ଘାଟି ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ କଲା ରଣପୁର ପୋଲିସ। ଗୋଟିଏ ଟାଟା ଟିଆଗୋ କାର ସହ ୪୧ କେଜି ଗଞ୍ଜେଇ […]
ବେଗୁନିଆପଡା (ଟୁକୁନା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ଭାବିନିପୁର ଠାରେ ଦୁର୍ଗାଦେବୀ ବସ ଓ ଡି ୦୭ ଭି ୭୭୭୯ କୁ କେହି ଅଜଣା ଦୁର୍ବୃତ୍ତ ଟାୟାର ରେ ନିଆଁ ଲଗାଇବା ସହ ଆଗ ଗ୍ଲାସ କୁ ଭାଙ୍ଗି […]
ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ସକାଳେ ବାଲୁଗାଁ ସ୍ଥିତ ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟ ପରିସରରୁ ଜଣେ ଯୁବକକୁ ପିଲା ଚୋରି କରୁଥିବା ନେଇ ଅଭିଭାବକ ଓ କର୍ମଚାରୀମାନେ କାବୁକରି ନିର୍ଧୂମ ମାଡ଼ ମାରିବାସହ ଥାନାରେ ଜିମା ଦେଇଥିବା ଖବର ମିଳିଛି। […]
ନୂଆଦିଲ୍ଲୀ: ଦେଶର ସଂସଦରେ ବିଶୃଙ୍ଖଳା ସୃଷ୍ଟି କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିବାରେ ସଫଳ ହୋଇଛନ୍ତି କିଛି ଯୁବକ। ଏମାନଙ୍କ ବିଷୟରେ ସୂଚନା ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମନରେ ଆଶ୍ଚର୍ଯ୍ୟର ସୀମା ବଢ଼ିବାରେ ଲାଗିଛି। ଲୋକସଭାରେ ଅନୁପ୍ରବେଶ କରିଥିବା ସାଗର […]
ନୂଆଦିଲ୍ଲୀ: ଡିସେମ୍ବର ୧୩ରେ ସଂସଦର ଅନୁପ୍ରବେଶ ମାମଲାରେ ସଂସଦ ସଚିବାଳୟ ୮ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ସୁରକ୍ଷାକର୍ମୀମାନେ ହେଲେ ରାମପାଲ, ଅରବିନ୍ଦ, ବୀର ଦାସ, ଗଣେଶ, ଅନିଲ, ପ୍ରଦୀପ, ବିମିତ ଓ ନରେନ୍ଦ୍ର। ଆଜି ପ୍ରଧାନମନ୍ତ୍ରୀ ମୋଦୀ […]
ନୂଆଦିଲ୍ଲୀ: ସଂସଦ ଉପରେ ଆତଙ୍କବାଦୀ ଆକ୍ରମଣର ୨୨ବର୍ଷ ପରେ ଏବେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସଏଫଜେ)ର ଗୁରପତୱନ୍ତ ସିଂହ ପନ୍ନୁ ସୁରକ୍ଷା ଉଲ୍ଲଂଘନ ମାମଲାରେ ଡେଇଁ ପଡ଼ିଛନ୍ତି। ସଂସଦ ଅନୁପ୍ରବେଶ ମାମଲାରେ ଗିରଫ ହୋଇଥିବା ଜଣେ ମହିଳାଙ୍କ […]
ନୂଆଦିଲ୍ଲୀ: ଆଜି ସଂସଦରେ ଏକ ବଡ଼ ଧରଣର ସୁରକ୍ଷା ଉଲ୍ଲଂଘନ କରି ଦୁଇଜଣ ବ୍ୟକ୍ତି ଦର୍ଶକ ଗ୍ୟାଲେରୀରୁ ସାଂସଦମାନେ ବସିଥିବା ଅଞ୍ଚଳକୁ ଡେଇଁ ଥିଲେ, କନିଷ୍ଟରରୁ ହଳଦିଆ ଗ୍ୟାସ୍ ଛାଡ଼ି ସ୍ଲୋଗାନ ଦେଇଥିଲେ। ଖୁବ୍ ଶୀଘ୍ର ସେମାନଙ୍କୁ ସାଂସଦମାନେ କାବୁ କରିଥିଲେ। […]
ନୂଆଦିଲ୍ଲୀ: ଲୋକସଭାରେ ହଠାତ୍ ଦୁଇଜଣଙ୍କ ଅନୁପ୍ରବେଶକୁ ନେଇ ଗୃହକାର୍ଯ୍ୟ ଚାଲିଥିବା ବେଳେ ହଙ୍ଗାମା ହୋଇଥିଲା। ଉଭୟଙ୍କ ହାତରେ ଲୁହବୁହା ଗ୍ୟାସ୍ ଭଳି କିଛି ଥିଲା। କିନ୍ତୁ କିଛି କରିବା ପୂର୍ବରୁ ସେମାନେ ଧରାପଡ଼ିଥିଲେ। ଏବେ ପ୍ରଶ୍ନ ଉଠୁଛି ଏହି ଦୁଇଜଣ କିଏ […]
ନୂଆଦିଲ୍ଲୀ: ନାରାୟଣପୁର ଜିଲ୍ଲାର ଛୋଟାଡୋଙ୍ଗର ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଅମଦାଇ ଖଣି ନିକଟରେ ନକ୍ସଲମାନେ ଆକ୍ରମଣ କରିଛନ୍ତି। IED ବିସ୍ଫୋରଣ ସହିତ ଯବାନଙ୍କ ଉପରକୁ ଗୁଳି ଚଳାଯାଇଛି। ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଛନ୍ତି। ତେବେ ନକ୍ସଲ ଆକ୍ରମଣରେ CAF […]
ଭୁବନେଶ୍ବର: ଆଜି ଭିଜିଲାନସ ତରଫରୁ ଜଣେ ଜିଲ୍ଲା ସବରେଜିଷ୍ଟ୍ରାରଙ୍କ ଘରେ ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ନୟାଗଡ ଜିଲ୍ଲାର ସବରେଜିଷ୍ଟ୍ରାର ଶ୍ବାଶତ କୁମାର ପଟ୍ଟନାୟକ। ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି। ଏଥିରେ ୮ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଟାଉନ୍ ଥାନା ଗାନ୍ଧି ନଗର ଦ୍ବିତୀୟ ଲାଇନ୍ରୁ ବୃଦ୍ଧ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ବିଜିପୁର ଅମ୍ବିକା ନଗରର ବୋଲି ଜଣାପଡିଥିବା ବେଳେ […]
ନୂଆଦିଲ୍ଲୀ: ଆୟକର ବିଭାଗ ଝାଡଖଣ୍ଡରୁ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ଘରେ ଚଢାଉ କରି ୩୦୦ କୋଟିରୁ ଅଧିକ ନଗଦ ଟଙ୍କା ଜବତ କରିଛି। ଜବତ ହୋଇଥିବା ନଗଦ ଗଣନାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ, ଆୟକର ବିଭାଗ ଆଜି […]
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ପୋଲିସ ଇଣ୍ଟରପୋଲ ସାହାଯ୍ୟ ନେଇ ଇ-ମେଲ ମାଧ୍ୟମରେ ବାଗେଶ୍ୱର ଧାମ ମୁଖ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ, ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସହ ଜଡିତ ଥିବା ଦାବି […]
ନୂଆଦିଲ୍ଲୀ: ଦେଶରେ ୨,୪୩,୦୦୦ ପୋକ୍ସୋ (ଯୌନ ଅପରାଧରୁ ଶିଶୁ ସୁରକ୍ଷା) ମାମଲା ବିଚାରାଧୀନ ରହିଛି। ୨୦୨୨ରେ ମାତ୍ର ୩ ପ୍ରତିଶତ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଯଦି କୌଣସି ନୂଆ ମାମଲା ସାମ୍ନାକୁ ନ ଆସେ ତେବେ ଏହି ମାମଲାଗୁଡ଼ିକର ସମାଧାନ […]
ରାୟଗଡା: ଧିରେ ଧିରେ ରାଜ୍ୟରେ ବଜ୍ରକାପ୍ତ ଚୋରା ଚାଲଣ ବଢିବାରେ ଲାଗିଛି। ଏହା ବିଦେଶରେ ବହୁ ମୂଲ୍ୟରେ ବିକ୍ରି ହେଉଥିବାରୁ ଚୋରା ଚାଲଣକାରୀ ସକ୍ରିୟ ହୋଇପଡିଛନ୍ତି। ସେହିପରି ଆଜି ସକଳା ଏସଟିଏଫ ଏକ ଜୀବନ୍ତ ବଜ୍ରକାପ୍ତା ଚୋରା ଚାଲଣ ବେଳେ ଜବତ […]
ନୂଆଦିଲ୍ଲୀ: ସଞ୍ଜୟ ସିଂଙ୍କ ଜାମିନ ଆବେଦନ ଆଜି ରାଉସ୍ ଆଭେନ୍ୟୁ କୋର୍ଟରେ ଶୁଣାଣି ହୋଇଥିଲା। ଏହି ସମୟରେ, ଇଡି ଆବେଦନ ଉପରେ ନିଜର ଯୁକ୍ତି ଉପସ୍ଥାପନ କରିଥିଲା। ସଞ୍ଜୟ ସିଂଙ୍କ ବିରୋଧରେ ଏହାର ଅନେକ ସାକ୍ଷୀ ଥିବା ଇଡି କୋର୍ଟରେ କହିଛି। […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗତ ଦୁଇ ବର୍ଷ ତଳେ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ନୁଆଁ ବସଷ୍ଟାଣ୍ଡ ଗୋଇଲୁଣ୍ଡି ରାସ୍ତାରେ ଯାଞ୍ଚ ବେଳେ ସନ୍ଦେହ ଜନକ ଭାବେ ଏକ ଟ୍ରକ ଅଟକାଇ ତନାଘନା କରିବା ବେଳେ ତା ଭିତରୁ ୫କୁଇଣ୍ଟାଲ୍ […]
ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ସକାଳୁ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରର ପ୍ରାୟ ୪୪ ଟି ସ୍ଥାନରେ ଚଢାଉ କରୁଛି। ନ୍ୟୁଜ୍ ଏଜେନ୍ସି ANI ଅନୁଯାୟୀ, ବିଶ୍ଵ ଆତଙ୍କବାଦୀ ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ ଅଫ୍ ଇରାକ ଏବଂ ସିରିଆ (ଆଇଏସ୍) […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ସଦର ଥାନା ଅନ୍ତର୍ଗତ ବାଲିପଡା ଛକରେ ଚିକେନ ଦୋକାନ କରିଥିବା କାଳିଆ ଗୌଡ଼କୁ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୁକ୍ତ ସୁର୍ଯ୍ୟ ନାରାୟଣ ସାହୁ ଓ ସୌମ୍ୟରଞ୍ଜନ ସାମନ୍ତରାୟ ନାମକ ଦୁଇ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୂରୀ): ବ୍ରହ୍ମପୁର ସ୍ବତନ୍ତ୍ର ପୋକ୍ସ ଅଦାଲତ ବିଚାରପତି ପ୍ରଭାତ କୁମାର ରାଜଗୁରୁ ଏକ ନାବାଳିକା ଦୁଷ୍କର୍ମ ଓ ଅପହରଣ ମାମଲାରେ ବିଚାର କରି ଅଭିଯୁକ୍ତ ରଞ୍ଜିତ୍ ନାୟକକୁ ୨୦ ବର୍ଷ ଜେଲଦଣ୍ଡ ଓ ନଗଦ ୧୩ ହଜାର […]
ଭୁବନେଶ୍ବର: ଓଡିଶାର ମଦ ବ୍ୟବସାୟୀଙ୍କ ଘରର ସମସ୍ତ ଆଲମିରାରରେ ପୁରା ଲୋଡ ହୋଇ ରହିଛି ଟଙ୍କା। ଆଇଟି ଠକେଇ ଯାଞ୍ଚ ବେଳେ ଏତେ ଟଙ୍କା ଦେଖି ତାଜୁବ ହୋଇଛନ୍ତି ଅଧିକାରୀ। ଆଳୁଖୋଳୁ ଖୋଳୁ ମହାଦେବ ବାହାରିବା ପରି ପରିସ୍ଥିତି ହୋଇଛି। ତେବେ […]