ଭୁବନେଶ୍ବର: ଓଡିଶାର ମଦ ବ୍ୟବସାୟୀଙ୍କ ଘରର ସମସ୍ତ ଆଲମିରାରରେ ପୁରା ଲୋଡ ହୋଇ ରହିଛି ଟଙ୍କା। ଆଇଟି ଠକେଇ ଯାଞ୍ଚ ବେଳେ ଏତେ ଟଙ୍କା ଦେଖି ତାଜୁବ ହୋଇଛନ୍ତି ଅଧିକାରୀ। ଆଳୁଖୋଳୁ ଖୋଳୁ ମହାଦେବ ବାହାରିବା ପରି ପରିସ୍ଥିତି ହୋଇଛି। ତେବେ […]
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ଆଜି ଜଟଣୀ ଓ ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ବ୍ରାଉନ ସୁଗାର ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜଟଣୀ ସୀତାରାମ ଛକ ଏବଂ ଟାଉନ ଥାନା […]
ଖୋର୍ଦ୍ଧା: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ପୋଲିସ ବ୍ରାଉନସୁଗାର କାରବାର ଅଭିଯୋଗରେ ଚାରି ଅପରାଧିଙ୍କୁ ଗିରଫ କରିଛି। ବରୁଣେଇ ମନ୍ଦିର ନିକଟ ଜଙ୍ଗଲରୁ ଉକ୍ତ ଅପରାଧୀମାନେ ଗିରଫ ହୋଇଥିବାବେଳେ ସେମାନଙ୍କ ନିକଟରୁ ୨୦ ଗ୍ରାମ ବ୍ରାଉନ ସୁଗାର ସମେତ ଗୋଟାଏ ପିସ୍ତଲ ଏବଂ […]
ନୂଆଦିଲ୍ଲୀ: ପାକିସ୍ତାନରେ ଭାରତର ଶତ୍ରୁମାନଙ୍କୁ ସଫା କରିବା ଜାରି ରହିଛି। କରାଚିରେ ଭାରତର ଆଉ ଏକ ବଡ ଶତ୍ରୁ ନିହତ ହୋଇଛି। ବାସ୍ତବରେ ୨୦୧୫ ମସିହାରେ ଜମ୍ମୁ-କଶ୍ମୀରର ଉଧମପୁର ଠାରେ ବିଏସ୍ଏଫ୍ ବାହନ ଉପରେ ଆକ୍ରମଣ ଯୋଜନା କରିଥିବା ଲଶ୍କର-ଏ-ତୋଇବା (ଲେଟି) […]
ନୂଆଦିଲ୍ଲୀ: ବିହାରରେ ଜେଡିୟୁ କୋଟା ମନ୍ତ୍ରୀ ସଞ୍ଜୟ ଝାଙ୍କୁ ଦୁର୍ବ୍ୟବହାର କରିବା ଆରଜେଡି ନେତା ଶିବାନନ୍ଦ ତିୱାରୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମାନହାନି ମାମଲାରେ ଶିବାନନ୍ଦ ତିୱାରୀଙ୍କୁ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଏହା ସହିତ କୋର୍ଟ ୧୦ […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା କୋଟିନଡା ଥାନା ଅନ୍ତର୍ଗତ ଖାରିଆ ଗ୍ରାମରେ ମଣ୍ଟୁ ନାୟକ ନାମକ ଜଣେ ଯୁବକ ନିଜ ଶ୍ଵଶୁର ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ମଣ୍ଟୁର ଘର ନିକଟସ୍ଥ ବୋଲସର […]
ନୂଆଦିଲ୍ଲୀ: ଜୟପୁରରେ ଆକ୍ରମଣକାରୀମାନେ ଶ୍ରୀ ରାଷ୍ଟ୍ରିୟ ରାଜପୁତ କରଣି ସେନାର ଜାତୀୟ ସଭାପତି ସୁଖଦେବ ସିଂ ଗୋଗାମେଡିଙ୍କୁ ହତ୍ୟା କରିଥିଲେ। ଏହି ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ହତ୍ୟାକାରୀମାନେ ସିସିଟିଭି ଫୁଟେଜରେ ଗୁଳି ଚଳାଉଥିବା ବେଳେ ସିସିଟିଭି ଫୁଟେଜରେ କଏଦ […]
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଗ୍ରାମପଞ୍ଚାୟତର ଜିଆରଏସ୍ ପ୍ରଦୁମ୍ନ ଦାସ୍ ଙ୍କ ରହସ୍ୟ ଜନକ ମୃତ୍ୟୁକୁ ନେଇ ଆଜି ନାକଟିଦେଉଳ ମନ୍ଦିର ଛକ ନିକଟରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଥିଲା। ଶାନ୍ତି ଶ୍ରୁଙ୍ଖଳା ରକ୍ଷା ପାଇଁ ମଧ୍ୟ […]
ରେଢାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ କିସିଣ୍ଡା ଥାନା ଅଂଚଳରେ ଆଜି ନାତୀର ଠେଙ୍ଗା ମାଡରେ ଅଜାର ମୃତ୍ୟୁ ହେବା ଭଳି ଘଟଣା ଘଟିଛି। ମୃତକ ଜଣଙ୍କ ହେଲେ କିସିଣ୍ଡା ଗ୍ରାମର ଚୈତନ୍ୟ ନାଏକ (୭୦)। ଅଭିଯୁକ୍ତ ନାତୀକୁ ପୋଲିସ୍ ଗିରଫ […]
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିସରରୁ ଗତକାଲି ବିଳମ୍ବିତ ରାତ୍ରିରେ ବଡ଼ ଧରଣର ଚୋରି ହୋଇଛି। ଏ ନେଇ ବାଲୁଗାଁ ଥାନାରେ ଅଭିଯୋଗ ହୋଇଛି। ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ […]
ଭୁବନେଶ୍ବର: ଶେଷରେ ବୈପାରୀଗୁଡା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କର ଚାକିରୀ ଗଲା। ତାଙ୍କୁ ଆଜି ରାଜ୍ୟ ସରକାର ବହିସ୍କୃତ କରିଛନ୍ତି। ତାଙ୍କ ନିକଟରୁ ଭିଜିଲାନ୍ସ ବିପୁଳ ପରିମାଣର ଟଙ୍କା ଜବତ କରିଥିଲା। ଏହି ଟଙ୍କା କେଉଁଠୁ ଆସିଲା ବୋଲି ସେ ସଠିକ […]
ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗକୁ ବଡ଼ ସଫଳତା ମିଳିଛି। ୫ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ସୂଚନା ମୁତାବକ ଆଜି ଟାଉନ ଥାନା ଅନ୍ତର୍ଗତ ସାମନ୍ତରାପୁର ଅଞ୍ଜୁଶ୍ରୀ କଲ୍ୟାଣ […]
ନୂଆଦିଲ୍ଲୀ: କାନାଡାର ରାଜନେତାମାନେ ବର୍ତ୍ତମାନ ଭାରତ ବିରୋଧରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ହିନ୍ଦୁ ମନ୍ଦିରକୁ ଭଙ୍ଗାରୁଜା କରିବା ପାଇଁ ଖାଲିସ୍ତାନ ସମର୍ଥକ ଉପାଦାନ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ […]
ଭୁବନେଶ୍ବର: ଚାଷ ଜମିକୁ ଘରବାରି କରିବା ପାଇଁ ଆରଆଇ ମାଗିଲେ ଲାଞ୍ଚ। ପାଞ୍ଚ ହଜାର ଟଙ୍କା ନ ଦେଲେ କିସମ ପରିବର୍ତ୍ତନ ରିପୋର୍ଟ ଦେବେ ନାହିଁ ବୋଲି କହିଲେ। ଉପାୟ ନ ପାଇ ଗ୍ରାହକ ଜଣକ ଭିଜିଲାନ୍ସର ଦ୍ବାରସ୍ଥ ହେଲେ। ପ୍ରସ୍ତୁତ ହେଲା […]
ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କରିବା ପରେ ମୁମ୍ବାଇର ପୂର୍ବତନ ମେୟରଙ୍କ ବିରୋଧରେ FIR ପଞ୍ଜୀକୃତ ହୋଇଥିଲା। ଭାଣ୍ଡୁପ ପୋଲିସ ଷ୍ଟେସନରେ ମୁମ୍ବାଇର ପୂର୍ବତନ ମେୟର ଦତ୍ତା ଦଲଭିଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ମୁମ୍ବାଇର ଭାଣ୍ଡୁପ […]
ଭୁବନେଶ୍ଵର: ରେଳବାଇ ସୁରକ୍ଷା ବଳ (ଆରପିଏଫ) ଆଜି ମେରାମଣ୍ଡଳୀ ଏବଂ ବୁଢାପଙ୍କ ରେଳ ଷ୍ଟେସନ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପଥର ଫିଙ୍ଗି ଏକଜୁକୁଟିଭ ଚେୟାର କାର କୋଚର ୱିଣ୍ଡୋପେନକୁ କ୍ଷତି ପହଞ୍ଚାଇବା ସହ ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ଅଭିଯୋଗରେ […]
ଭୁବନେଶ୍ବର: ଆଜି ବୈପାରୀଗୁଡା ଥାନା ଅଧିକାରୀ ସୁଶାନ୍ତ ଶତପଥୀଙ୍କ ଘରୁ ନଗଦ ୨୫ ଲକ୍ଷ ଟଙ୍କା ଜବତ ହୋଇଛି। ଏହି ଟଙ୍କା କଟକସ୍ଥିତ ତାଙ୍କ ବାସଭବନରୁ ଜବତ କରାଯାଇଛି। ତେବେ ଏହି ଟଙ୍କା ଗଣତି ଶେଷ ହୋଇ ନ ଥିବାରୁ ଆହୁରି ଅଦିକ […]
ମୁମ୍ବାଇ: ମୁମ୍ବାଇରେ ୨୬-୧୧ ର ହୃଦୟ ବିଦାରକ ଆକ୍ରମଣର ପଞ୍ଚଦଶ ବାର୍ଷିକୀରେ ପୋଲିସ ନିୟନ୍ତ୍ରଣ କକ୍ଷରେ ପୁଣି ଥରେ ଧମକପୂର୍ଣ୍ଣ କଲ ଆସିଛି। କଲର୍ କହିଛନ୍ତି ଯେ, ଆତଙ୍କବାଦୀମାନେ ମୁମ୍ବାଇରେ ପ୍ରବେଶ କରିଛନ୍ତି ଏବଂ ସେମାନେ ଆକ୍ରମଣ କରିବେ। ପୋଲିସ ଏହାକୁ ଗୁରୁତର […]
ରେଢାଖୋଲ( କନ୍ଦର୍ପ ବେହେରା): ତମ ସ୍ବାମୀ ଭଲ ଅଛନ୍ତି। ତମେ ଟେନ୍ ସନ୍ ନିଅ ନାଇଁ। ସେ ହରିପୁରରେ ଭୋଜି କରୁଥିଲେ। କିଛି ସମୟ ପରେ ପୁଣି ଅଜଣା ନମ୍ବରରୁ କଲ୍ ଆସିଲା, ତମ ସ୍ବାମୀଙ୍କର ଦୁର୍ଘଟଣା ହୋଇଛି, କିନ୍ତୁ କିଛି ବି […]
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗାଙ୍ଗପୁର ଥାନା ଅନ୍ତର୍ଗତ ଖୁକୁଣ୍ଡିଆ ଗ୍ରାମର ନିଖିତା ଖଣ୍ଡୁଆଳ ନାମ୍ନୀ ଜଣେ ମହିଳା ଗତ ଅକ୍ଟୋବର ୧୬ ତାରିଖରେ ଶ୍ଵଶୁର ଘରେ ବେକରେ ଶାଢ଼ୀ ବାନ୍ଧି ଆତ୍ମହତ୍ୟା କରିଥିଲେ। ଖବର ପାଇ ପୋଲିସ ୧୭/୩୩ ଅନୁଯାୟୀ […]
ଭୁବନେଶ୍ବର: ଆଜି ଭିଜିଲାନ୍ସ ହାତରେ ପଡିଛି ବଡ ମାଛ। ଆଜି ସକାଳୁ ଜଣେ ଅବକାରୀ ବିଭାଗର ଅଧିକ୍ଷକଙ୍କ ଘରେ ଭିଜିଲାସ ଚଢାଉ କରିଛି। ସେ ହେଉଛନ୍ତି ନବରଂଗପୁର ଜିଲ୍ଲାର ଅବକାରୀ ଅଧିକ୍ଷକଙ୍କ ଦାୟିତ୍ବରେ ଥିବା ଗୋଙ୍ଗା ପାଇକରାୟ। ଆୟ ବର୍ହିଭୂତ ସଂପତ୍ତି […]