Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବବିବାହିତ ଯୁବକଙ୍କ ଆତ୍ମହତ୍ୟା
ଆଜିର ଖବର

ନବବିବାହିତ ଯୁବକଙ୍କ ଆତ୍ମହତ୍ୟା

September 17, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
hinjili police
ହିଞ୍ଜିଳି ବସଷ୍ଟାଣ୍ଡରୁ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅନ୍ତର୍ଗତ କୋଳିଦାସ ପୁର ଗ୍ରାମର ମନୋଜ ମହାରଣା ନାମକ ଜଣେ ଯୁବକ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକ ମନୋଜ ଗତ ୪ ମାସ ପୁର୍ବରୁ ବାହା ହୋଇଥିଲେ। ଘରେ କେହି ନଥିବା ବେଳେ ସେ ଆତ୍ମହତ୍ୟା କରିଛନ୍ତି ବୋଲି ଭାଇ ସଞ୍ଜୟ ଥାନାରେ ଅଭିଯୋଗ କରିଛନ୍ତି। ମନୋଜ ଝୁଲୁଥିବା ଅବସ୍ଥାରେ ପରିବାର ଲୋକେ ଦେଖି ତାଙ୍କୁ ହିଞ୍ଜିଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ। ମୃତ ମନୋଜ ର ଭାଇ ସଞ୍ଜୟ ର ଅଭିଯୋଗ ଗ୍ରହଣ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଅପମୃତ୍ୟୁ ମାମଲା ଆତ୍ମହତ୍ୟା ନବବିବାହିତ ଯୁବକ ହିଞ୍ଜିଳି ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ବାତ୍ୟା ‘ଅକୱାନ’କୁ ନେଇ କଟକରେ ହାଇଆଲର୍ଟ! ସମସ୍ତ ସ୍କୁଲ ଛୁଟି, ନଦୀଘାଟକୁ ଯିବା ମନା

November 20, 2026

ଚାକିରିଆଙ୍କ ପାଇଁ ଖୁସି ଖବର, PF ଟଙ୍କା ଉଠାଣ ନିୟମରେ EPFOର ବଡ଼ ପରିବର୍ତ୍ତନ

November 20, 2026

ସଙ୍କଟରେ ସ୍ପାଇସଜେଟ୍! ଦିନକୁ ବାତିଲ ହେଉଛି ଅଧିକାଂଶ ବିମାନ, ଏକ ସପ୍ତାହରେ ଟଙ୍କା ନ ମିଳିଲେ ବନ୍ଦ ହୋଇପାରେ ଉଡ଼ାଣ

November 20, 2026

ଅଧାରେ ରହିଗଲା ସ୍କୁଲ ଯିବା ସ୍ୱପ୍ନ, ଅଜାଙ୍କ ସହ ନାତିଙ୍କ ମୃତ୍ୟୁ

November 20, 2026
Latest News

ବାତ୍ୟା ‘ଅକୱାନ’କୁ ନେଇ କଟକରେ ହାଇଆଲର୍ଟ! ସମସ୍ତ ସ୍କୁଲ ଛୁଟି, ନଦୀଘାଟକୁ ଯିବା ମନା

November 20, 2026

ଚାକିରିଆଙ୍କ ପାଇଁ ଖୁସି ଖବର, PF ଟଙ୍କା ଉଠାଣ ନିୟମରେ EPFOର ବଡ଼ ପରିବର୍ତ୍ତନ

November 20, 2026

ସଙ୍କଟରେ ସ୍ପାଇସଜେଟ୍! ଦିନକୁ ବାତିଲ ହେଉଛି ଅଧିକାଂଶ ବିମାନ, ଏକ ସପ୍ତାହରେ ଟଙ୍କା ନ ମିଳିଲେ ବନ୍ଦ ହୋଇପାରେ ଉଡ଼ାଣ

November 20, 2026

ଅଧାରେ ରହିଗଲା ସ୍କୁଲ ଯିବା ସ୍ୱପ୍ନ, ଅଜାଙ୍କ ସହ ନାତିଙ୍କ ମୃତ୍ୟୁ

November 20, 2026

ବୃଦ୍ଧାବସ୍ଥାରେ ଚାଷୀଙ୍କୁ ମିଳିବ ମାସିକ ୩,୦୦୦ ଟଙ୍କା ପେନସନ! ସ୍ୱାମୀ-ସ୍ତ୍ରୀ ଉଭୟ ପାଇପାରିବେ ୬,୦୦୦, ଜାଣନ୍ତୁ ଯୋଜନାର ନିୟମ

November 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.