ଶ୍ରୀନଗର: ଜମ୍ମୁ କାଶ୍ମୀରର ବାରାମୁଲ୍ଲାରେ ଆତଙ୍କବାଦୀଙ୍କ ଆଉ ଏକ ଭୟଭୀତ କାର୍ଯ୍ୟର ମାମଲା ସାମ୍ନାକୁ ଆସିଛି। ଏଠାରେ ବିଜେପି ସମର୍ଥକ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନିହତ ସରପଞ୍ଚଙ୍କ ନାମ ମଞ୍ଜୁର ଅହମ୍ମଦ ବାଙ୍ଗରୁ। ବାରାମୁଲ୍ଲାର ଗୌଶ-ବୁଗ୍ ଗାଁର ଏକ […]
କନ୍ଦର୍ପ ବେହେରା ରେଢାଖୋଲ: ପାରିବାରିକ କଳହରୁ ଆଜି ସକାଳେ ଜଣେ ବୃଦ୍ଧ ଏକ ଲିମ୍ବ ଗଛରେ ରଶି ଲଗାଇ ଆତ୍ମ ହତ୍ୟା କରିଥିବା ଜଣା ପଡିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ଗ୍ରାମର ଭକ୍ତବନ୍ଧୁ ପ୍ରଧାନ (୬୫) ଆଜି ସକାଳୁ […]
ଶ୍ରୀନଗର: ଜମ୍ମୁ କାଶ୍ମୀରର ଶୋପିଆନ୍ ଜିଲ୍ଲାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶୋପିଆନର ବଡଗାମର ଜୈନପୁରା ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ ଲୁଚି ରହିଥିବା ସୂଚନା ମିଳିଥିଲା। […]
ସୀତାରାମ ଅଗ୍ରୱାଲ ବାଣପୁର: ପୁଣିଥରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଲୁଟ ଖବର ହସ୍ତଗତ ହୋଇଛି। ଟଙ୍କା ଓ ବାଇକ ଲୁଟିନେଇ ଫେରାର ହୋଇଛନ୍ତି ଲୁଟେରା। ଅରାଙ୍ଗ ଗ୍ରାମ ନିକଟସ୍ଥ କଦଳୀବାରି ଅଞ୍ଚଳରେ ଘଟଣା ଘଟିଛି। ଖବର […]
ଲକ୍ଷ୍ନୌ: ଲକ୍ଷ୍ନୌ ବିମାନବନ୍ଦରରେ କଷ୍ଟମ ବିଭାଗ ଟିମ ୩୧୪୯.୨୮୦ ଗ୍ରାମ ସୁନା ବିସ୍କୁଟ ଜବତ କରିଛି। ଯାହାର ମୂଲ୍ୟ ୧,୬୮,୪୮,୬୪୮ ଟଙ୍କା ରହିଛି। ମସ୍କଟରୁ ଲକ୍ଷ୍ନୌ ଆସୁଥିବା ବ୍ୟକ୍ତିଙ୍କଠାରୁ ଏହି ସୁନା ଉଦ୍ଧାର କରାଯାଇଛି। ଏହି ବିଷୟରେ ଗୁପ୍ତଚର ସୂଚନା ମିଳିବା […]
ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ଏବଂ ବାଘମାରି ଥାନା ଅଞ୍ଚଳରେ ଏକାଧିକ ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଏ ନେଇ ଆଜି ଅପରାହ୍ନରେ ଖୋର୍ଦ୍ଧା ଏସପି ଅଲେଖ ଚନ୍ଦ୍ର ପହି ଟାଉନ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ […]
କାଲିମେଳା: ମାଲାକାନାଗିରି ବନ ବିଭାଗର ଏକ ବଡ ସଫଳତା ହାସଲ କରିଛି। ଚୋରା ଚାଲାଣ ହେଉଥିବା ବେଳେ ଏକା ଥରେ 150 ଟି କଇଁଚ ଧରିବାରେ ସକ୍ଷମ ହୋଇଛି। ଏତେ କଇଁଚ ଚୋରା ଚାଲାଣ ହେବା ଦେଖି ବନ ବିଭାଗ ଆଶ୍ଚର୍ଯ୍ୟ […]
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଅଂଚଳରେ ଦିନକୁ ଦିନ ଗଞ୍ଜେଇ ଚୋରା ବେପାରିମାନେ ପୋଲିସ୍କୁ ଚକମା ଦେଇ ଅନାୟାସରେ ଗଞ୍ଜେଇ ବେପାର କରୁଛନ୍ତି। ପୋଲିସ୍ ସେମାନଙ୍କୁ ଧରିବାରେ ବିଫଳ ହେଉଥିଲେ ମଧ୍ୟ କିଛି ମାତ୍ରାରେ ସେମାନଙ୍କୁ ଧରିବାରେ ସଫଳ ହେଉଛି। ଅତୀତରେ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଦାଶରଥୀପୁର ଗ୍ରାମ ହରିଜନ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗତକାଲି ବିଳମ୍ବିତ ରାତ୍ରିରେ ଜନୈକ ମହିଳାଙ୍କ ଘରେ କୌଣସି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଫଳରେ ଦୁଇ […]
ସୀତାରାମ ଅଗ୍ରୱାଲ ବାଣପୁର: ବର୍ତ୍ତମାନ ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତର କାର୍ଯ୍ୟ ଜୋରସୋରରେ ଜାରି ରହିଛି। କିନ୍ତୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବାନାମ୍ବର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟ ଜାରି ରହିଥିବା ବେଳେ ଦୁର୍ବୁତ୍ତମାନେ ଲୁହା […]
ଭୁବନେଶ୍ବର: ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ସହାୟକ ଇଂଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କ ସଂପର୍କିୟଙ୍କ ଘରୁ ଆହୁରି ଟଙ୍କା ବାହାରୁଛି। ପ୍ରଥମେ ତାଙ୍କର ଦ୍ବିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରୁ ଟଙ୍କା ଜବତ ହୋଇଥିଲା ସେହି […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବଜାର ମଧ୍ୟରେ ଏକାଧିକ କୋଚିଂ ସେଣ୍ଟର ଥିବାରୁ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଏଠାରେ ଟ୍ୟୁସନ ପାଇଁ ଆସନ୍ତି। ତେବେ ବିଶେଷ କରି ରାତ୍ର ଆଠ ଘଣ୍ଟିକାରୁ ନଅ ଘଣ୍ଟିକା ମଧ୍ୟରେ […]
ଭୋପାଳ: ମଧ୍ୟପ୍ରଦେଶର ଏକ ପୋଲିସ୍ ଷ୍ଟେସନରେ ଠିଆ ହୋଇଥିବା ଅର୍ଦ୍ଧ ଉଲଗ୍ନ ପୁରୁଷଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ସ୍ଥାନୀୟ ୟୁଟ୍ୟୁବ୍ ସାମ୍ବାଦିକ କନିଷ୍କ ତିୱାରୀଙ୍କୁ ମଧ୍ୟ ଦେଖିପାରିବେ। ତିୱାରୀଙ୍କ ଅନୁଯାୟୀ, ସେ ଥିଏଟର କଳାକାର ନୀରଜ […]
ନୂଆଦିଲ୍ଲୀ: ବିଜେପି ନେତା ତଥା ପୂର୍ବତନ ସାଂସଦ କିରିଟ ସୋମାୟା ଏବଂ ତାଙ୍କ ପୁଅ ନୀଲ ସୋମାୟାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେମାନଙ୍କ ଉପରେ ଆଇଏନଏସ ବିକ୍ରାନ୍ତର ସଂରକ୍ଷଣ ନାମରେ ଲୋକଙ୍କ ବିଶ୍ୱାସ ଜିତି ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ […]
ଭୁବନେଶ୍ବର: ଆଜି ରାଜ୍ୟ ଭିଜିଲାନ୍ସର ଜଙ୍ଗଲ ୱିଙ୍ଗର ଅଧିକାରୀମାନେ ତିନୋଟି କରତକଳକୁ ଜବତ କରିଛନ୍ତି। ସେମାନେ ଦୀର୍ଘଦିନ ଧରି ବେଆଇନ ଭାବେ ଏହି କରତକଳ ଚଳାଇ କାଠ କାଟୁଥିଲେ। ଏହି ଖବର ପାଇଁ ଆଜି ସକାଳୁ ପୋଲିସ ବଳ ସହିତ ଏହି […]
ସୀତାରାମ ଅଗ୍ରୱାଲ ବାଣପୁର: କିଛି ଦିନ ହେବ ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଥାନା ଅଞ୍ଚଳରେ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କୁ ଟାର୍ଗେଟ କରାଯାଇ ଲୁଟ କରାଯାଉଛି। ତେବେ ବିଗତ ଦିନରେ ମଧ୍ୟ ଘରୋଇ ଅର୍ଥଲଗାଣକାରି ସଂସ୍ଥାର କର୍ମଚାରୀଙ୍କ ଠାରୁ ଏକାଧିକ ଲୁଟ […]
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଗ୍ରାମବାସୀମାନେ ଖୁଣ୍ଟରେ ବାନ୍ଧି ଅଟକ ରଖିଥିବାର ଦେଖିବାକୁ ମିଳିଛି। ଗ୍ରାମବାସୀମାନଙ୍କ ଅଭିଯୋଗ ମୁତାବକ ଆଜି ଅପରାହ୍ନରେ […]
ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ସମସ୍ୟା ବଢିବାରେ ଲାଗିଛି। ୧୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ଅନିଲ ଦେଶମୁଖଙ୍କୁ ସିବିଆଇ ଗିରଫ କରିଛି। ତାଙ୍କୁ ରିମାଣ୍ଡରେ ନେବା ପାଇଁ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ। ତାଙ୍କୁ ମୁମ୍ବାଇର […]
ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଏକାଧିକ ଥାନା ଅଞ୍ଚଳରେ ସିରିଜ ଲୁଟରେ ସାମିଲ ଥିବା ଗ୍ୟାଙ୍ଗର ପୋଲିସ ପର୍ଦ୍ଦାଫାସ କରିଛି। ଏ ନେଇ ଆଜି ଅପରାହ୍ନରେ ସଦର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସପି ଅଲେଖ ଚନ୍ଦ୍ର ପହି ସୂଚନା […]
ଖୋର୍ଦ୍ଧା: ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ରୋକ ଲଗାଇବାରେ ସଫଳ ହୋଇଛି ଖୋର୍ଦ୍ଧା ଅବକାରୀ ବିଭାଗ। ଗୋଡିପଡା ଟୋଲ ଗେଟ ନିକଟରେ ଚଢ଼ାଉ କରି ଦୁଇ ଗୋଟି କାରକୁ ଜବତ କରିବା ସହ ଗଞ୍ଜେଇ ଚୋରା ଚାଲାଣରେ ସମ୍ପୃକ୍ତ […]
ସୀତାରାମ ଅଗ୍ରୱାଲ ବାଲୁଗାଁ: ରାତି ଅଧରେ ଘରେ ପଶି ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ପାରିକଂସାରୀ ଗ୍ରାମରେ ଏଭଳି ଘଟଣା ଘଟିଛି। ଉକ୍ତ ଗ୍ରାମର ରାମ ନାୟକଙ୍କ ଘରୁ ହୋଇଛି […]